ଲୂକଲିଖିତ ସୁସମାଚାର 20:40 in Oriya

ଓଡିଆ ଓଡିଆ ବାଇବେଲ ଲୂକଲିଖିତ ସୁସମାଚାର ଲୂକଲିଖିତ ସୁସମାଚାର 20 ଲୂକଲିଖିତ ସୁସମାଚାର 20:40

Luke 20:40
ଯୀଶୁଙ୍କୁ ଆଉ ଅଧିକ ପ୍ରଶ୍ନ ପଚାରିବାକୁ କହେି ସାହସ କଲନୋହିଁ।

Luke 20:39Luke 20Luke 20:41

Luke 20:40 in Other Translations

King James Version (KJV)
And after that they durst not ask him any question at all.

American Standard Version (ASV)
For they durst not any more ask him any question.

Bible in Basic English (BBE)
And they had fear of putting any more questions to him.

Darby English Bible (DBY)
For they did not dare any more to ask him anything.

World English Bible (WEB)
They didn't dare to ask him any more questions.

Young's Literal Translation (YLT)
and no more durst they question him anything.

And
after
that
οὐκέτιouketioo-KAY-tee
they
durst
δὲdethay
not
ἐτόλμωνetolmōnay-TOLE-mone
ask
ἐπερωτᾶνeperōtanape-ay-roh-TAHN
him
αὐτὸνautonaf-TONE
any
οὐδένoudenoo-THANE

Cross Reference

ମାଥିଉଲିଖିତ ସୁସମାଚାର 22:46
ଜଣେ ହେଲେ ଫାରୂଶୀ ଯୀଶୁଙ୍କ ପ୍ରଶ୍ନର ଉତ୍ତର ଦଇେ ପାରିଲେ ନାହିଁ। ସହେି ଦିନ ଠାରୁ ଯୀଶୁଙ୍କୁ ଆଉ କୌଣସି ପ୍ରଶ୍ନ ପଚ଼ାରି ଫାନ୍ଦ ରେ ପକାଇବାକୁ କହେି ହେଲେ ଚ଼ଷ୍ଟା କରିବାକୁ ସାହାସ କଲନୋହିଁ।

ମାର୍କଲିଖିତ ସୁସମାଚାର 12:34
ଯୀଶୁ ଦେଖିଲେ ଯେ ଲୋକଟି ବୁଝିବିଚାରି ଜ୍ଞାନୀ ଭଳି ଉତ୍ତର ଦଇେଛି। ସେ ତାହାକୁ କହିଲେ, ତୁମ୍ଭେ ପରମେଶ୍ବରଙ୍କ ରାଜ୍ଯଠାରୁ ଦୂର ରେ ନାହଁ। ଏହା ପରେ ଆଉ କହେି ହେଲେ ଯୀଶୁଙ୍କୁ କୌଣସି ଅଧିକ ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ।

ହିତୋପଦେଶ 26:5
ମୂର୍ଖକୁ ତା'ର ଅଜ୍ଞାନତାନୁସା ରେ ଉତ୍ତର ଦିଅ। ନୋହିଲେ ସେ ଆପଣା ଦୃଷ୍ଟି ରେ ଆପଣାକୁ ଜ୍ଞାନୀ ବୋଧ କରିବ।