Luke 20:22
ଆମ୍ଭକୁ କୁହ। କାଇସରଙ୍କୁ କର ଦବୋ ଆମ୍ଭ ପକ୍ଷେ ଠିକ୍ ହବେ କି ନାହିଁ?
Luke 20:22 in Other Translations
King James Version (KJV)
Is it lawful for us to give tribute unto Caesar, or no?
American Standard Version (ASV)
Is it lawful for us to give tribute unto Caesar, or not?
Bible in Basic English (BBE)
Is it right for us to make payment of taxes to Caesar or not?
Darby English Bible (DBY)
Is it lawful for us to give tribute to Caesar, or not?
World English Bible (WEB)
Is it lawful for us to pay taxes to Caesar, or not?"
Young's Literal Translation (YLT)
Is it lawful to us to give tribute to Caesar or not?'
| Is it lawful | ἔξεστιν | exestin | AYKS-ay-steen |
| for us | ἡμῖν | hēmin | ay-MEEN |
| give to | Καίσαρι | kaisari | KAY-sa-ree |
| tribute | φόρον | phoron | FOH-rone |
| unto Caesar, | δοῦναι | dounai | THOO-nay |
| or | ἢ | ē | ay |
| no? | οὔ | ou | oo |
Cross Reference
ଦିତୀୟ ବିବରଣ 17:15
ସେତବେେଳେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଯାହାକକ୍ସ୍ଟ ମନୋନୀତ କରିବେ, ତାଙ୍କୁ ହିଁ ତୁମ୍ଭେ ତୁମ୍ଭମାନଙ୍କ ଉପରେ ରାଜା କରିବ। ତୁମ୍ଭମାନେେ ଆପଣା ଭାତୃଗଣମାନଙ୍କ ମଧ୍ଯରକ୍ସ୍ଟ ଜଣଙ୍କକ୍ସ୍ଟ ଆପଣା ଉପରେ ରାଜାଭାବେ ନିୟକ୍ସ୍ଟକ୍ତ କରିବ। ୟିଏ ତୁମ୍ଭର ଭାଇ ନକ୍ସ୍ଟ ହେଁ ଏପରି ବିଦେଶୀଯ ବ୍ଯକ୍ତିକକ୍ସ୍ଟ ରାଜା ଭାବେ ମନୋନୀତ କରିବ ନାହିଁ।
ମାର୍କଲିଖିତ ସୁସମାଚାର 12:14
ଫାରୂଶୀ ଓ େ ହରୋଦୀୟମାନେ ଯୀଶୁଙ୍କ ପାଖକୁ ଯାଇ କହିଲେ, ଗୁରୁ, ଆମ୍ଭମାନେେ ଜାଣିଛୁ ଯେ, ତୁମ୍ଭେ ବହୁତ ଭଲ ଲୋକ। ଅନ୍ୟମାନେ ତୁମ୍ଭ ବିଷୟ ରେ କ'ଣ ଭାବୁଛନ୍ତି, ସେଥିପାଇଁ ତୁମ୍ଭେ କବେେ ଚିନ୍ତା କର ନାହିଁ। ସବୁ ଲୋକ ତୁମ୍ଭ ପାଇଁ ସମାନ। ତୁମ୍ଭେ ପରମେଶ୍ବର ଚାହୁଁଥିବା ଜୀବନର ମାର୍ଗ ବିଷୟ ରେ ଠିକ୍ ଉପଦେଶ ଦେଉଛ। ଆମ୍ଭମାନଙ୍କୁ କୁହ: କାଇସରଙ୍କୁ କର ଦବୋର ଉଚିତ୍ କି ନୁହେଁ?
ମାଥିଉଲିଖିତ ସୁସମାଚାର 22:17
ଏ ବିଷୟ ରେ ତୁମ୍ଭ ମତାମତ କ'ଣ ଆମ୍ଭକୁ କୁହ। କାଇସରଙ୍କୁ କର ଦବୋ ଉଚ଼ିତ ହବେ, ନା ନାହିଁ?
ମାଥିଉଲିଖିତ ସୁସମାଚାର 17:25
ପିତର ଉତ୍ତର ଦେଲେ, ହଁ, ସେ ଦିଅନ୍ତି।
ନିହିମିୟା 9:37
ଆଉ ଆମ୍ଭମାନଙ୍କ ପାପ ହତେୁ ତୁମ୍ଭେ ଯେଉଁ ରାଜଗଣଙ୍କୁ ଆମ୍ଭମାନଙ୍କ ଉପରେ ସ୍ଥାପନ କରିଅଛ, ସମାନଙ୍କେ ପ୍ରତି ସହେି ଦେଶ ପ୍ରଚୁର ଫଳ ଉତ୍ସର୍ଗ କରୁଅଛି। ଆମ୍ଭମାନଙ୍କ ଶରୀର ଉପରେ ଓ ଆମ୍ଭମାନଙ୍କ ପଶୁଗଣ ଉପରେ ସମାନଙ୍କେର ସ୍ବଚ୍ଛାମତ କ୍ଷମତା ଅଛି। ଆଉ ଆମ୍ଭମାନେେ ମହା କ୍ଲେଶ ରେ ଅଛୁ।
ନିହିମିୟା 5:4
ଆହୁରି ଅନ୍ୟ ଲୋକମାନେେ କହିଲେ, ଆମ୍ଭମାନେେ ରାଜକର ପାଇଁ ଆମ୍ଭମାନଙ୍କର ଶସ୍ଯକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ବନ୍ଧକ ରଖି ମୁଦ୍ରାଋଣ କରିଛୁ।
ଏଜ୍ରା 9:7
ଆମ୍ଭମାନଙ୍କ ପୂର୍ବପୁରୁଷଗଣର ସମଯାବଧି ଆଜି ପର୍ୟ୍ଯନ୍ତ ଆମ୍ଭମାନେେ ଅତିଶଯ ଦୋଷୀ ହାଇେଅଛୁ। ଆମ୍ଭମାନଙ୍କର ଅପରାଧ ପାଇଁ ଆଜିର ନ୍ଯାଯ ଆମ୍ଭମାନେେ ଆମ୍ଭମାନଙ୍କ ରାଜଗଣ ଓ ଆମ୍ଭମାନଙ୍କ ଯାଜକଗଣ ନାନା ଦେଶୀଯ ରାଜଗଣ ହସ୍ତ ରେ, ଖଡ୍ଗ ରେ, ବନ୍ଦୀତ୍ବ ରେ ଓ ଅପମାନିତ ହବୋ ପାଇଁ ସମର୍ପିତ ହାଇେଅଛୁ।
ଏଜ୍ରା 4:19
ପୁଣି ଆମ୍ଭ ଆଜ୍ଞା ରେ ଅନୁସନ୍ଧାନ କରାଯାନ୍ତେ ଦଖାୟୋଇଅଛି, ଯେ ପୂର୍ବକାଳ ରେ ଏହି ନଗର ରାଜଗଣ ବିରୁଦ୍ଧ ରେ ବିଦ୍ରୋହ କରିଅଛି ଓ ତହିଁ ମଧିଅରେ ରାଜଦ୍ରୋହ ଓ ଗଣ୍ତଗୋଳ କରାୟାଇଅଛି।
ଏଜ୍ରା 4:13
ଆମ୍ଭମାନେେ ରାଜାଙ୍କୁ କହିବା ପାଇଁ ଗ୍ଭହୁଁ ଯେ, ଯେତବେେଳେ ଏହି ନଗର ନିର୍ମିତ ଓ ପ୍ରାଚୀର କାର୍ୟ୍ଯ ସମାପ୍ତ ହବେ, ସେତବେେଳେ ସହେି ଲୋକମାନେ କର, ରାଜସ୍ବ ବା ମାଶୁଲ ଦବେେ ନାହିଁ। ପୁଣି ଶଷେ ରେ ତାହା ରାଜାଙ୍କ ପାଇଁ କ୍ଷତିକାରକ ହବେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 5:37
ତାହାଙ୍କ ପରେ ଜନଗଣନା ସମୟରେ ଗାଲିଲୀ ଦେଶର ୟିହୂଦା ନାମକ ଜଣେ ବ୍ଯକ୍ତି ବାହାରିଲେ। ସେ ମଧ୍ଯ କେତକେ ଲୋକଙ୍କୁ ନିଜର ଶିଷ୍ଯ କଲେ। କିନ୍ତୁ ତାହାଙ୍କୁ ମଧ୍ଯ ହତ୍ଯା କରାଗଲା। ତାହାଙ୍କରୁ ସମସ୍ତ ଅନୁଗାମୀମାନେ ଛିନ୍ନଭିନ୍ନ ହାଇେ ପଳାଇଗଲେ।