ଲୂକଲିଖିତ ସୁସମାଚାର 19:26 in Oriya

ଓଡିଆ ଓଡିଆ ବାଇବେଲ ଲୂକଲିଖିତ ସୁସମାଚାର ଲୂକଲିଖିତ ସୁସମାଚାର 19 ଲୂକଲିଖିତ ସୁସମାଚାର 19:26

Luke 19:26
ରାଜା କହିଲେ, 'ଯଦି ଜଣେ ବ୍ଯକ୍ତି ତା' ପାଖ ରେ ଯାହା ଅଛି ତାହାର ବ୍ଯବହାର କରେ ତବେେ ସେ ଆହୁରି ଅଧିକ ପାଇବ। କିନ୍ତୁ ଯେଉଁ ବ୍ଯକ୍ତି ତା ପାଖ ରେ ଯେତିକି ଅଛି, ତାହା ବ୍ଯବହାର କରନେି ତା'ଠାରୁ ତାହା ମଧ୍ଯ ଛଡଇେ ନିଆୟିବ।

Luke 19:25Luke 19Luke 19:27

Luke 19:26 in Other Translations

King James Version (KJV)
For I say unto you, That unto every one which hath shall be given; and from him that hath not, even that he hath shall be taken away from him.

American Standard Version (ASV)
I say unto you, that unto every one that hath shall be given; but from him that hath not, even that which he hath shall be taken away from him.

Bible in Basic English (BBE)
And I say to you that to everyone who has, more will be given, but from him who has not, even what he has will be taken away.

Darby English Bible (DBY)
For I say unto you, that to every one that has shall be given; but from him that has not, that even which he has shall be taken from him.

World English Bible (WEB)
'For I tell you that to everyone who has, will more be given; but from him who doesn't have, even that which he has will be taken away from him.

Young's Literal Translation (YLT)
for I say to you, that to every one having shall be given, and from him not having, also what he hath shall be taken from him,

For
λέγωlegōLAY-goh
I
say
γὰρgargahr
unto
you,
ὑμῖνhyminyoo-MEEN
That
ὅτιhotiOH-tee
one
every
unto
παντὶpantipahn-TEE
which
τῷtoh
hath
ἔχοντιechontiA-hone-tee
shall
be
given;
δοθήσεταιdothēsetaithoh-THAY-say-tay
and
ἀπὸapoah-POH
from
δὲdethay
him
τοῦtoutoo
that
hath
μὴmay
not,
ἔχοντοςechontosA-hone-tose
even
καὶkaikay
that
hooh
hath
he
ἔχειecheiA-hee
shall
be
taken
away
ἀρθήσεταιarthēsetaiar-THAY-say-tay
from
ἀπ'apap
him.
αὐτοῦautouaf-TOO

Cross Reference

ମାଥିଉଲିଖିତ ସୁସମାଚାର 13:12
ଯାହା ପାଖ ରେ କିଛି ହେଲେ ବୁଝିବା ଶକ୍ତି ଅଛି, ତାକୁ ଆହୁରି ଅଧିକ ଦିଆୟିବ ଏବଂ ସେ ଆବଶ୍ଯକତାଠାରୁ ଅଧିକ ପାଇବ। କିନ୍ତୁ ଯାହା ପାଖ ରେ ବିଶଷେ ବୁଝିବା-ଶକ୍ତି ନାହିଁ, ସେ ତା'ପାଖ ରେ ଥିବା ସହେି ଟିକେ ବୁଝିବାଶକ୍ତି ମଧ୍ଯ ହ ରଇେ ବସିବ।

ଯୋହନଙ୍କ ଦିତୀୟ ପତ୍ 1:8
ସାବଧାନ ରୁହ, ଯେପରି ତୁମ୍ଭ କାର୍ୟ୍ଯର ପୁରସ୍କାର ହରାଇ ନ ଦିଅ। ଯେପରି ତୁମ୍ଭେ ତୁମ୍ଭର ସମସ୍ତ ପୁରସ୍କାର ପାଇବ, ସେଥିପାଇଁ ଯତ୍ନବାନ ହୁଅ।

ଲୂକଲିଖିତ ସୁସମାଚାର 8:18
ତୁମ୍ଭମାନେେ କିପରି ଶୁଣୁଛ, ସେଥିପାଇଁ ସାବଧାନ ରୁହ। ଯାହାର କିଛି ବୁଝିବା ଶକ୍ତି ଥିବ, ସେ ଅଧିକ ଗ୍ରହଣ କରିବ ଏବଂ ଯାହାର ବୁଝିବା ଶକ୍ତି ନଥିବ, ତାହାର ଯେତିକି ବା ବୁଝିବା ଶକ୍ତି ଅଛି ବୋଲି ସେ ଭାବୁଥିବ, ସତକେ ମଧ୍ଯ ତା'ଠାରୁ ଛଡାଇ ନିଆୟିବ।

ମାର୍କଲିଖିତ ସୁସମାଚାର 4:25
ଯାହା ପାଖ ରେ କିଛି ଅଛି, ତାହାକୁ ଆଉ ଅଧିକ ଦିଆୟିବ। କିନ୍ତୁ ଯାହା ପାଖ ରେ ଖୁବ୍ କମ୍ ଅଛି, ତାହା ମଧ୍ଯ ସେ ହ ରଇେ ବସିବ।

ମାଥିଉଲିଖିତ ସୁସମାଚାର 25:28
ତାପରେ ମାଲିକ ତାହାଙ୍କର ଅନ୍ୟ ଚ଼ାକରମାନଙ୍କୁ କହିଲେ, ' ସହେି ଚ଼ାକରଠାରୁ ଟଙ୍କାର ଥଳିଟି ନଇେ, ଯାହାର ଦଶ ତୋଡ଼ା ଟଙ୍କା ଅଛି ତାକୁ ଦଇଦେିଅ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:11
ମୁଁ ଶୀଘ୍ର ଆସୁଛି। ତୁମ୍ଭର ଯାହା ଅଛି, ତାହା ଦୃଢ଼ ଭାବେ ଧରିରଖ। ତବେେ କହେି ତୁମ୍ଭର ମୁକୁଟ ହରଣ କରିପାରିବ ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:3
ମୁଁ ଜାଣେ ତୁମ୍ଭର ବହୁତ ର୍ଧୈୟ୍ଯ ଅଛି କାରଣ ତୁମ୍ଭେ ମାେ ନାମ ନିମନ୍ତେ କଷ୍ଟ ସହିଛି ଓ ଏସବୁ କରିବା ରେ ତୁମ୍ଭେ କ୍ଲାନ୍ତ ହାଇେ ପଡ଼ିନାହଁ।

ଲୂକଲିଖିତ ସୁସମାଚାର 16:3
ମାସ୍ତା ଜଣକ ମନେ ମନେ ଭବିଲା, 'ଏବେ ମୁଁ କ'ଣ କରିବି? ମାେ ମାଲିକ ମାେ ଚାକିରି ନଇେ ଯାଉଛନ୍ତି। ଗାତ ଖାେଳିବା ପାଇଁ ମାେ ପାଖ ରେ ବଳ ନାହିଁ। ଭିକ ମାଗିଲେ ମାେତେ ଲାଜ ମାଡିବ।'

ମାଥିଉଲିଖିତ ସୁସମାଚାର 21:43
ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ତୁମ୍ଭମାନଙ୍କଠାରୁ ପରମେଶ୍ବରଙ୍କ ରାଜ୍ଯ ଛଡ଼ାଇ ନିଆୟିବ। ପରମେଶ୍ବର ତାହାଙ୍କ ରାଜ୍ଯ ରେ ଯାହା ହବୋପାଇଁ ଚ଼ାହାଁନ୍ତି, ଯେଉଁ ଲୋକମାନେ ତାହା କରନ୍ତି, ସମାନଙ୍କେୁ ପରମେଶ୍ବର ତାହାଙ୍କ ରାଜ୍ଯ ଦବେେ।

ଦିତୀୟ ଶାମୁୟେଲ 7:15
ମୁ କବେେ ତା' ପ୍ରତି ମାରେ କରୁଣା ଓ ପ୍ ରମେ ବନ୍ଦ କରିବି ନାହିଁ। ମୁ ଶାଉଲଠାରକ୍ସ୍ଟ ମାରେ ପ୍ ରମେ ଓ କରୁଣା କଲି, କିନ୍ତୁ ମୁ ତୁମ୍ଭକୁ ସପରେି କରିବି ନାହିଁ।

ପ୍ରଥମ ଶାମୁୟେଲ 15:28
ଏଣୁ ଶାମକ୍ସ୍ଟଯଲେ ତାଙ୍କୁ କହିଲେ, ସଦାପ୍ରଭୁ ଆଜି ତକ୍ସ୍ଟମ୍ଭଠାରକ୍ସ୍ଟ ଇଶ୍ରାୟେଲର ରାଜତ୍ବ ତକ୍ସ୍ଟମ୍ଭଠାରକ୍ସ୍ଟ ନଇଗେଲେ ଓ ତକ୍ସ୍ଟମ୍ଭଠାରକ୍ସ୍ଟ ଜଣେ ଉତ୍ତମ ବ୍ଯକ୍ତିକକ୍ସ୍ଟ ଦେଲେ, ୟିଏକି ତୁମ୍ଭର ସାଙ୍ଗ। ଉତ୍ତମ ତୁମ୍ଭର ଏକ ପ୍ରତିବେଶୀକକ୍ସ୍ଟ ତାହା ଦେଲେ।

ପ୍ରଥମ ଶାମୁୟେଲ 2:30
ଏଣୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ତକ୍ସ୍ଟମ୍ଭ ଗୃହରକ୍ସ୍ଟ ଓ ତକ୍ସ୍ଟମ୍ଭ ପକ୍ସ୍ଟତୃଗୃହରକ୍ସ୍ଟ ଚିରଦିନ ପାଇଁ ମାରେ ଯାଜକ ହବେ ବୋଲି ମୁ ପ୍ରତିଜ୍ଞା କଲି। କିନ୍ତୁ ଏବେ ସଦାପ୍ରଭୁ କହନ୍ତି, 'ତାହା ଆଉ କବେେ ଘଟିବ ନାହିଁ। କାରଣ ଯେଉଁମାନେ ମାେତେ ସମ୍ମାନ କରନ୍ତି, ମୁ ସମାନଙ୍କେୁ ସମ୍ମାନ କରିବି। କିନ୍ତୁ ଯେଉଁମାନେ ମାେତେ ତକ୍ସ୍ଟଚ୍ଛଜ୍ଞାନ କରନ୍ତି, ସମାନଙ୍କେୁ ଅସମ୍ମାନ କରାୟିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:20
ପିତର ପୁଣି କହିଲେ, ଗୀତସଂହିତା ରେ ୟିହୂଦା ସଂପର୍କ ରେ ଲଖାେ ଯାଇଅଛି:

ଯୋହନଲିଖିତ ସୁସମାଚାର 5:1
ପୋଖରୀ ପାଖ ରେ ଯୀଶୁ ଜଣେ ଲୋକକୁ ସୁସ୍ଥ କଲେ ଏହାପରେ ଯୀଶୁ ଯୀହୂଦୀମାନଙ୍କର ଗୋଟିଏ ବିଶଷେ ପର୍ବ ଥିବାରୁ ସେ ୟିରୂଶାଲମକୁ ଗଲେ।

ଯିହିଜିକଲ 44:12
କିନ୍ତୁ ସମାନେେ ସମାନଙ୍କେର ପ୍ରତିମାଗଣଙ୍କୁ ପୂଜା କଲେ, ସେଥିପାଇଁ ଇଶ୍ରାୟେଲର ଲୋକମାନଙ୍କର ଝୁଣ୍ଟି ପଡ଼ିବାର ଓ ପାପର କାରଣ ହେଲା। ଏଣୁ, ମୁଁ ସମାନଙ୍କେ ବିରୁଦ୍ଧ ରେ ପ୍ରତିଜ୍ଞା କରୁଛି : ' ସମାନେେ ସମାନଙ୍କେର ପାପ ପାଇଁ ଦଣ୍ଡ ବୋହିବେ।' ସଦାପ୍ରଭୁ, ମାରେ ପ୍ରଭୁ ଏହା କହନ୍ତି।

ଗୀତସଂହିତା 109:8
ତାଙ୍କର ଜୀବନ କାଳ େଛାଟ ହେଉ। ଅନ୍ଯକହେି ଜଣେ ତାଙ୍କର କାମ ନିଅନ୍ତୁ।