ଲୂକଲିଖିତ ସୁସମାଚାର 19:19 in Oriya

ଓଡିଆ ଓଡିଆ ବାଇବେଲ ଲୂକଲିଖିତ ସୁସମାଚାର ଲୂକଲିଖିତ ସୁସମାଚାର 19 ଲୂକଲିଖିତ ସୁସମାଚାର 19:19

Luke 19:19
ରାଜା ସହେି ଚାକରଟିକୁ କହିଲେ, 'ତୁମ୍ଭେ ପାଞ୍ଚଟି ନଗର ଉପରେ ଶାସନ କରିବ।'

Luke 19:18Luke 19Luke 19:20

Luke 19:19 in Other Translations

King James Version (KJV)
And he said likewise to him, Be thou also over five cities.

American Standard Version (ASV)
And he said unto him also, Be thou also over five cities.

Bible in Basic English (BBE)
And he said, You will be ruler over five towns.

Darby English Bible (DBY)
And he said also to this one, And *thou*, be over five cities.

World English Bible (WEB)
"So he said to him, 'And you are to be over five cities.'

Young's Literal Translation (YLT)
and he said also to this one, And thou, become thou over five cities.

And
εἶπενeipenEE-pane
he
said
δὲdethay
likewise
καὶkaikay
to
him,
τούτῳtoutōTOO-toh
Be
Καὶkaikay
thou
σὺsysyoo
also
γίνουginouGEE-noo
over
ἐπάνωepanōape-AH-noh
five
πέντεpentePANE-tay
cities.
πόλεωνpoleōnPOH-lay-one

Cross Reference

ଯିଶାଇୟ 3:10
ଉତ୍ତମ ଲୋକମାନଙ୍କୁ କୁହ, ସମାନେେ ଉତ୍ତମଫଳ ଭୋଗ କରିବେ। ସମାନେେ ସମାନଙ୍କେର ସୁକର୍ମ ଯୋଗୁଁ ପୁରସ୍କୃତ ହବେେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:8
ଅତଏବ ଗଛ ଲଗାଇଥିବା ଲୋକ ଓ ତାକୁ ପାଣି ଦଇେଥିବା ଲୋକ, ଦୁହିଁଙ୍କର ଉଦ୍ଦେଶ୍ଯ ସମାନ ଓ ଦୁ ହେଁ ତାହାଙ୍କର କାମ ଲାଗି ପ୍ରତିଫଳ ପାଇବେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:41
ସୂର୍ୟ୍ଯର ଜ୍ଯୋତିଃ ଗୋଟିଏ ପ୍ରକାରର, ଚନ୍ଦ୍ରର ଜ୍ଯୋତିଃ ଅନ୍ୟ ପ୍ରକାରର ଓ ତାରାମାନଙ୍କର ଜ୍ଯୋତିଃ ଆହୁରି ଅନ୍ୟପ୍ରକାରର, ଗୋଟିଏ ତାରାର ଜ୍ଯୋତିଃ, ଅନ୍ୟ ତାରାମାନଙ୍କ ଠାରୁ ଅଲଗା।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:58
ଏହା ଜାଣି ପ୍ରଭୁଙ୍କ କାର୍ୟ୍ଯ ରେ ସର୍ବଦା ନିଜକୁ ନିଯୋଜିତ କର।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 9:6
ଏହି କଥାଟି ମନେ ରଖ ; ଯେଉଁ ଲୋକ ଅଳ୍ପ ବୁଣିବ, ସେ ଅଳ୍ପ କାଟିବ। ଯେଉଁ ଲୋକ ଅଧିକ ବୁଣିବ, ସେ ଅଧିକ କାଟିବ।

ଯୋହନଙ୍କ ଦିତୀୟ ପତ୍ 1:8
ସାବଧାନ ରୁହ, ଯେପରି ତୁମ୍ଭ କାର୍ୟ୍ଯର ପୁରସ୍କାର ହରାଇ ନ ଦିଅ। ଯେପରି ତୁମ୍ଭେ ତୁମ୍ଭର ସମସ୍ତ ପୁରସ୍କାର ପାଇବ, ସେଥିପାଇଁ ଯତ୍ନବାନ ହୁଅ।