ଲୂକଲିଖିତ ସୁସମାଚାର 18:4 in Oriya

ଓଡିଆ ଓଡିଆ ବାଇବେଲ ଲୂକଲିଖିତ ସୁସମାଚାର ଲୂକଲିଖିତ ସୁସମାଚାର 18 ଲୂକଲିଖିତ ସୁସମାଚାର 18:4

Luke 18:4
କିନ୍ତୁ ବିଚାରପତି ସ୍ତ୍ରୀଲୋକଟିକୁ ସାହାୟ୍ଯ କରିବାକୁ ଇଚ୍ଛା କରି ନଥିଲେ। କେତେ ସମୟ ପରେ ବିଚାରପତି ଜଣକ ମନେ ମନେ ଭାବିଲେ, 'ମୁଁ ପରମେଶ୍ବରଙ୍କୁ ଡରୁନାହିଁ କି ଲୋକମାନେ ମାେ ବିଷୟ ରେ କ'ଣ ଭାବୁଛନ୍ତି, ସେଥିପ୍ରତି ଖାତିର ବି କରୁନାହିଁ।

Luke 18:3Luke 18Luke 18:5

Luke 18:4 in Other Translations

King James Version (KJV)
And he would not for a while: but afterward he said within himself, Though I fear not God, nor regard man;

American Standard Version (ASV)
And he would not for a while: but afterward he said within himself, Though I fear not God, nor regard man;

Bible in Basic English (BBE)
And for a time he would not: but later, he said to himself, Though I have no fear of God or respect for man,

Darby English Bible (DBY)
And he would not for a time; but afterwards he said within himself, If even I fear not God and respect not man,

World English Bible (WEB)
He wouldn't for a while, but afterward he said to himself, 'Though I neither fear God, nor respect man,

Young's Literal Translation (YLT)
and he would not for a time, but after these things he said in himself, Even if God I do not fear, and man do not regard,

And
καὶkaikay
not
he
οὐκoukook
would
ἤθελησενēthelēsenA-thay-lay-sane
for
ἐπὶepiay-PEE
while:
a
χρόνονchrononHROH-none
afterward
μετὰmetamay-TA
but
δὲdethay

ταῦταtautaTAF-ta
he
said
εἶπενeipenEE-pane
within
ἐνenane
himself,
ἑαυτῷheautōay-af-TOH
Though
Εἰeiee


καὶkaikay
God,
τὸνtontone
not
θεὸνtheonthay-ONE
fear
οὐouoo
I
φοβοῦμαιphoboumaifoh-VOO-may

καὶkaikay
man;
ἄνθρωπονanthrōponAN-throh-pone
nor
οὐκoukook
regard
ἐντρέπομαιentrepomaiane-TRAY-poh-may

Cross Reference

ଲୂକଲିଖିତ ସୁସମାଚାର 12:17
ଲୋକଟି ମନେ ମନେ ଭାବିଲା, 'ମୁଁ କ'ଣ କରିବି? ମାେ ପାଖ ରେ ମାରେ ସବୁ ଶସ୍ଯତକ ରଖିବା ପାଇଁ ଜାଗା ନାହିଁ।

ଲୂକଲିଖିତ ସୁସମାଚାର 16:3
ମାସ୍ତା ଜଣକ ମନେ ମନେ ଭବିଲା, 'ଏବେ ମୁଁ କ'ଣ କରିବି? ମାେ ମାଲିକ ମାେ ଚାକିରି ନଇେ ଯାଉଛନ୍ତି। ଗାତ ଖାେଳିବା ପାଇଁ ମାେ ପାଖ ରେ ବଳ ନାହିଁ। ଭିକ ମାଗିଲେ ମାେତେ ଲାଜ ମାଡିବ।'

ଏବ୍ରୀମାନଙ୍କ ନିକଟକୁ ପତ୍ର 4:12
ପରମେଶ୍ବରଙ୍କ ବାକ୍ଯ ଜୀବନ୍ତ ଓ କାର୍ୟ୍ଯସାଧନକ ଅଟେ। ତାହାଙ୍କର ବାକ୍ଯ ଯେ କୌଣସି ଦ୍ବିଧାର ଖଠାରୁ ମଧ୍ଯ ଅଧିକ ଧାରୁଆ। ପରମେଶ୍ବରଙ୍କ ବାକ୍ଯ ଆମ୍ଭ ପ୍ରାଣ, ଆତ୍ମା, ହାଡ଼ ଓ ମଜ୍ଜାର ସନ୍ଧିସ୍ଥଳ ଭଦେ କରିପା ରେ। ଏହା ହୃଦୟର ଚିନ୍ତା ଓ ଭାବର ବିଚାର କରେ।