ଲୂକଲିଖିତ ସୁସମାଚାର 15:21 in Oriya

ଓଡିଆ ଓଡିଆ ବାଇବେଲ ଲୂକଲିଖିତ ସୁସମାଚାର ଲୂକଲିଖିତ ସୁସମାଚାର 15 ଲୂକଲିଖିତ ସୁସମାଚାର 15:21

Luke 15:21
ପୁଅ କହିଲା, 'ବାପା, ମୁଁ ପରମେଶ୍ବରଙ୍କ ବିରୁଦ୍ଧ ରେ ଓ ତୁମ୍ଭ ବିରୁଦ୍ଧ ରେ ପାପ କରିଛି। ମୁଁ ତୁମ୍ଭର ପୁଅ ହବୋକୁ ଯୋଗ୍ଯ ନୁହେଁ।'

Luke 15:20Luke 15Luke 15:22

Luke 15:21 in Other Translations

King James Version (KJV)
And the son said unto him, Father, I have sinned against heaven, and in thy sight, and am no more worthy to be called thy son.

American Standard Version (ASV)
And the son said unto him, Father, I have sinned against heaven, and in thy sight: I am no more worthy to be called thy son.

Bible in Basic English (BBE)
And his son said to him, Father, I have done wrong, against heaven and in your eyes: I am no longer good enough to be named your son.

Darby English Bible (DBY)
And the son said to him, Father, I have sinned against heaven and before thee; I am no longer worthy to be called thy son.

World English Bible (WEB)
The son said to him, 'Father, I have sinned against heaven, and in your sight. I am no longer worthy to be called your son.'

Young's Literal Translation (YLT)
and the son said to him, Father, I did sin -- to the heaven, and before thee, and no more am I worthy to be called thy son.

And
εἶπενeipenEE-pane
the
δὲdethay
son
αὐτῷautōaf-TOH
said
hooh
unto
him,
υἱὸςhuiosyoo-OSE
Father,
ΠάτερpaterPA-tare
I
have
sinned
ἥμαρτονhēmartonAY-mahr-tone
against
εἰςeisees

τὸνtontone
heaven,
οὐρανὸνouranonoo-ra-NONE
and
καὶkaikay
in
thy
ἐνώπιόνenōpionane-OH-pee-ONE
sight,
σουsousoo
and
καὶkaikay
am
οὐκέτιouketioo-KAY-tee
more
no
εἰμὶeimiee-MEE
worthy
ἄξιοςaxiosAH-ksee-ose
to
be
called
κληθῆναιklēthēnaiklay-THAY-nay
thy
υἱόςhuiosyoo-OSE
son.
σουsousoo

Cross Reference

ଗୀତସଂହିତା 51:4
ହେ ପରମେଶ୍ବର, ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି ଓ ତୁମ୍ଭେ ନିଜେ ମୁଁ ତାହାହିଁ କରିଛି ୟାହା ତୁମ୍ଭ ଦୃଷ୍ଟିରେ ଭୁଲ୍। ତୁମ୍ଭେ ଠିକ୍ କୁହ, ଯେତବେେଳେ ମାରେ ବିଚାର ଓ ନ୍ଯାଯ ସେତବେେଳେ ମାେତେ ଦୋଷୀ ବୋଲି କୁହ।

ଲୂକଲିଖିତ ସୁସମାଚାର 15:18
ମୁଁ ଏ ସ୍ଥାନ ଛାଡି ମାେ ବାପାଙ୍କ ପାଖକୁ ଫରେିୟିବି।' ମୁଁ ତାହାଙ୍କୁ କହିବି, 'ବାପା, ମୁଁ ପରମେଶ୍ବରଙ୍କ ବିରୁଦ୍ଧ ରେ ଓ ତୁମ୍ଭ ବିରୁଦ୍ଧ ରେ ପାପ କରିଛି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 8:12
ତୁମ୍ଭମାନେେ ଖ୍ରୀଷ୍ଟିୟ ଭାଇ ଓ ଭଉଣୀମାନଙ୍କ ବିରୁଦ୍ଧ ରେ ପାପ କରୁଛ, ଓ ସମାନେେ ଭୁଲ ବୋଲି ଅନୁଭବ କରୁଥିବା କାମଗୁଡ଼ିକ କରିବାକୁ ଉତ୍ସାହିତ କରି ସମାନଙ୍କେ ବିବକେକୁ ଆଘାତ ଦେଉଛ। ଏହା ଦ୍ବାରା ତୁମ୍ଭମାନେେ ଖ୍ରୀଷ୍ଟଙ୍କ ବିରୁଦ୍ଧ ରେ ମଧ୍ଯ ପାପ କରୁଛ।

ଯିରିମିୟ 3:13
ସଦାପ୍ରଭୁ କହନ୍ତି, ଯାହା ହେଉ ତୁମ୍ଭେ ଜାଣିବା ଉଚିତ୍ ଯେ, ତୁମ୍ଭେ ଭୁଲ୍ କରିଛ, ତୁମ୍ଭେ ବିଦେଶୀମାନଙ୍କ ପାଖକୁ ୟାଇ ଏବଂ ସମାନଙ୍କେ ସହିତ ପ୍ରେତ୍ୟକକ ହରିତ୍ ବୃକ୍ଷତଳେ ବେଶ୍ଯାବୃତ୍ତି କରି ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଅଛ।' ତୁମ୍ଭେ ମାରେ କଥା ମାନିଲ ନାହିଁ।

ଗୀତସଂହିତା 143:2
ମାେତେ ବିଚାର କର ନାହିଁ, ତୁମ୍ଭର ନିଜ ଦାସ। କାରଣ କହେି ଜୀବିତ ମଣିଷ ତୁମ୍ଭ ଆଖିରେ ଧାର୍ମିକ ବୋଲି ବିଚାରରେ ଆସିପାରିବ ନାହିଁ।

ଯିହିଜିକଲ 16:63
ତୁମ୍ଭେ ଯାହାସବୁ କରିଅଛ, ଯେତବେେଳେ ମୁଁ ସେସବୁକୁ ସଂ ଶାଧେନ କରି ଦବେି। ସେତବେେଳେ ତୁମ୍ଭେ ସ୍ମରଣ କରି ଲଜ୍ଜିତ ହବେ ଓ ନିଜ ଅପମାନ ହତେୁ ଆଉ କବେେ ଆପଣା ମୁଖ ଫିଟାଇବ ନାହିଁ। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:4
ପରମେଶ୍ବର ତୁମ୍ଭପ୍ରତି ଅତି ଦୟାଳୁ। ସେ ତୁମ୍ଭ ପ୍ରତି ର୍ଧୈୟ୍ଯବାନ। ପରମେଶ୍ବର ଅପେକ୍ଷା କରିଛନ୍ତି ଯେ, ତୁମ୍ଭେ ବଦଳି ଯାଅ। କିନ୍ତୁ ତୁମ୍ଭେ ତାହାଙ୍କର ଦୟାଳୁତା ବିଷୟ ରେ ଆଦୌ ଭାବୁ ନାହଁ। ଏହା ହାଇେ ପା ରେ ଯେ, ତୁମ୍ଭେ ସମ୍ଭବତଃ ବୁଝିପାରୁ ନାହଁ ଯେ ତୁମ୍ଭକୁ ନିଜର ହୃଦୟ ଓ ଜୀବନ ବଦଳାଇବା ପାଇଁ ସୁଯୋଗ ଦବୋ ଉଦ୍ଦେଶ୍ଯ ରେ ପରମେଶ୍ବର ତୁମ୍ଭ ପ୍ରତି ଦୟାଳୁ ହାଇେଛନ୍ତି।