ଲୂକଲିଖିତ ସୁସମାଚାର 13:29 in Oriya

ଓଡିଆ ଓଡିଆ ବାଇବେଲ ଲୂକଲିଖିତ ସୁସମାଚାର ଲୂକଲିଖିତ ସୁସମାଚାର 13 ଲୂକଲିଖିତ ସୁସମାଚାର 13:29

Luke 13:29
ଲୋକମାନେ ପୂର୍ବ, ପଶ୍ଚିମ. ଉତ୍ତର ଓ ଦକ୍ଷିଣ ଦିଗରୁ ଆସିବେ। ସମାନେେ ପରମେଶ୍ବରଙ୍କ ରାଜ୍ଯ ରେ ଖାଇବାକୁ ବସିବେ।

Luke 13:28Luke 13Luke 13:30

Luke 13:29 in Other Translations

King James Version (KJV)
And they shall come from the east, and from the west, and from the north, and from the south, and shall sit down in the kingdom of God.

American Standard Version (ASV)
And they shall come from the east and west, and from the north and south, and shall sit down in the kingdom of God.

Bible in Basic English (BBE)
And they will come from the east and from the west, from the north and from the south, and take their places in the kingdom of God.

Darby English Bible (DBY)
And they shall come from east and west, and from north and south, and shall lie down at table in the kingdom of God.

World English Bible (WEB)
They will come from the east, west, north, and south, and will sit down in the Kingdom of God.

Young's Literal Translation (YLT)
and they shall come from east and west, and from north and south, and shall recline in the reign of God,

And
καὶkaikay
they
shall
come
ἥξουσινhēxousinAY-ksoo-seen
from
ἀπὸapoah-POH
the
east,
ἀνατολῶνanatolōnah-na-toh-LONE
and
καὶkaikay
from
the
west,
δυσμῶνdysmōnthyoo-SMONE
and
καὶkaikay
from
ἀπὸapoah-POH
north,
the
βοῤῥᾶborrhavore-RA
and
καὶkaikay
from
the
south,
νότουnotouNOH-too
and
καὶkaikay
down
sit
shall
ἀνακλιθήσονταιanaklithēsontaiah-na-klee-THAY-sone-tay
in
ἐνenane
the
τῇtay
kingdom
βασιλείᾳbasileiava-see-LEE-ah
of

τοῦtoutoo
God.
θεοῦtheouthay-OO

Cross Reference

ଆଦି ପୁସ୍ତକ 28:14
ତୁମ୍ଭର ବହୁତ ବଂଶ ହବେେ। ତାହା ପୃଥିବୀର ଧୂଳୀପରି ଅସଂଖ୍ଯ ହବେେ। ସମାନେେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ବ୍ଯାପିବେ। ପୃଥିବୀର ସମସ୍ତ ପରିବାର ତୁମ୍ଭ ବଂଶଧରମାନଙ୍କ ଦ୍ବାରା ଆଶୀର୍ବାଦ ପ୍ରପ୍ତ ହବେେ।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:23
ତୁମ୍ଭମାନେେ ଶୁଣିଥିବା ସୁସମାଚାର ଉପରେ ବିଶ୍ବାସ ରଖି ପାରିଲେ ଖ୍ରୀଷ୍ଟ ଏହି କାମ କରି ଚାଲିବେ। ତୁମ୍ଭମାନେେ ନିଜ ବିଶ୍ବାସ ରେ ଦୃଢତା ଓ ନିଶ୍ଚିତ ବୋଧ ରଖିଥିବ। ସୁସମାଚାର ତୁମ୍ଭମାନଙ୍କୁ ଯେଉଁ ଭରସା ଦଇେଛି ସେଥିରୁ ବିଚଳିତ ହବେ ନାହିଁ। ସହେି ସମାନ ସୁସମାଚାର ସମଗ୍ର ବିଶ୍ବ ରେ ସମସ୍ତଙ୍କୁ କୁହାୟାଇଛି। ମୁଁ ପାଉଲ, ସହେି ସୁସମାଚାର କହିବା ରେ ସାହାୟ୍ଯ କରିଛି।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:6
ବିଶ୍ବ ରେ ସର୍ବତ୍ର ସୁସମାଚାର ଆଶୀର୍ବାଦ ଆଣୁଛି ଓ ବୃଦ୍ଧି ଲାଭ କରୁଛି। ଯେଉଁ ଦିନଠାରୁ ତୁମ୍ଭମାନେେ ସୁସମାଚାର ଶୁଣିଲ ଓ ପରମେଶ୍ବରଙ୍କ ଅନୁଗ୍ରହର ସତ୍ଯ ବୁଝିଲ, ସହେି ଦିନଠାରୁ ତୁମ୍ଭମାନେେ ମଧ୍ଯ ଆଶୀର୍ବାଦ ଲାଭ କରୁଛ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:6
ସହେି ଗୁପ୍ତ ସତ୍ଯଟି ହେଲା : ଯିହୂଦୀମାନଙ୍କ ସହିତ ଅଣଯିହୂଦୀମାନେ ମଧ୍ଯ ପରମେଶ୍ବରଙ୍କ ସମସ୍ତ ବିଷୟର ଅଧିକାରୀ ହବେେ। ଅଣଯିହୂଦୀମାନେ ଯିହୂଦୀମାନଙ୍କ ସହିତ ସହେି ଏକ ଶରୀରଭୁକ୍ତ ଅଟନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠା ରେ ପରମେଶ୍ବର ଯେ ସମସ୍ତ ପ୍ରତିଜ୍ଞା ଦଇେଅଛନ୍ତି, ସମାନେେ ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ କରୁଥିବା ହତେୁ ସହେି ସମସ୍ତର ସହଭାଗୀ ଅଟନ୍ତି। ସୁସମାଚାର ହତେୁରୁ ଅଣଯିହୂଦୀମାନେ ଏହି ସବୁର ଅଧିକାରୀ ଅଟନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:28
ତେଣୁ ମୁଁ ଚ଼ା ହେଁ ତୁମ୍ଭମାନେେ ଜାଣି ରଖ ଯେ, ପରମେଶ୍ବର ତାହାଙ୍କର ଏହି ପରିତ୍ରାଣର ସମ୍ବାଦ ଅଣଯିହୂଦୀ ଲୋକମାନଙ୍କ ପାଖକୁ ପଠାଇଛନ୍ତି।

ମାର୍କଲିଖିତ ସୁସମାଚାର 13:27
ମନୁଷ୍ଯପୁତ୍ର ପୃଥବୀର ଚାରି ଆଡକୁ ତାହାଙ୍କ ସ୍ବର୍ଗ ଦୂତମାନଙ୍କୁ ପଠାଇବେ। ସମାନେେ ତାହାଙ୍କ ଦ୍ବାରା ବଛା ଯାଇଥିବା ଲୋକଙ୍କୁ ପୃଥିବୀର ପ୍ରେତ୍ୟକକ ସ୍ଥାନରୁ ଆଣି ଏକାଠି କରାଇବେ।

ମାଥିଉଲିଖିତ ସୁସମାଚାର 8:11
ମୁଁ ତୁମ୍ଭକୁ ପୁଣି କହି ରଖୁଛି ଯେ, ପୂର୍ବ ଓ ପଶ୍ଚିମରୁ ବହୁତ ଲୋକ ଆସିବେ ଏବଂ ସମାନେେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ ସ୍ବର୍ଗରାଜ୍ଯ ରେ ଭୋଜି ରେ ନିଜ ନିଜ ଆସନ ଗ୍ରହଣ କରିବେ।

ମଲାଖୀ 1:11
ସମସ୍ତ ଦେଶର ଲୋକମାନେ ଆପଣା ନାମର ମହତ୍ତ୍ବ ଗାନ କରୁଛନ୍ତି। ଲୋକମାନେ ସମସ୍ତ ସ୍ଥାନ ରେ ପବିତ୍ର ନବୈେଦ୍ଯ ଓ ଧୂପ ଉତ୍ସର୍ଗ କରୁଛନ୍ତି, କାରଣ ଆମ୍ଭର ନାମ ସମଗ୍ର ଦେଶ ରେ ମହାନ୍ ଅଟେ। ସର୍ବଶକ୍ତିମାନ ସଦାପ୍ରଭୁ ଏସବୁ କହିଥିଲେ।

ଯିଶାଇୟ 66:18
କାରଣ ଆମ୍ଭେ ସମାନଙ୍କେର କାର୍ୟ୍ଯ ଓ ଶିକ୍ଷାପ୍ରଣାଳୀ ଜାଣୁଁ, ସର୍ବଦେଶୀଯ ଓ ଭାଷାବାଦି ଲୋକଙ୍କୁ ଆମ୍ଭର ସଂଗ୍ରହ କରିବାର ସମୟ ଆସୁଅଛି ଓ ସମାନେେ ଆସି ଆମ୍ଭର ମହିମା ଦେଖିବେ।

ଯିଶାଇୟ 54:2
ତୁମ୍ଭେ ନିଜ ତମ୍ବୁର ବସତି ବଢ଼ାଅ ଓ ସମାନେେ ତୁମ୍ଭର ବାସ ସ୍ଥାନର ୟବନିକା ସବୁ ବିସ୍ତାର କରନ୍ତୁ। ବ୍ଯଯର ଆଶଙ୍କା କର ନାହିଁ। ତୁମ୍ଭର ଦଉଡ଼ି ସବୁ ଲମ୍ବାଇ ଦିଅ ଓ କିଳାଗୁଡ଼ିକୁ ସୁଦୃଢ଼ କର।

ଯିଶାଇୟ 49:6
ପୁଣି ସଦାପ୍ରଭୁ କହିଲେ, ତୁମ୍ଭେ ଯାକୁବର ପରିବାରବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇଶ୍ରାୟେଲ ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସବେକ ହବେ ; ଏହା ଅତି କ୍ଷୁଦ୍ର ବିଷଯ ; ତୁମ୍ଭେ ଯେପରି ପୃଥିବୀର ଶଷେ ସୀମା ପର୍ୟ୍ଯନ୍ତ ଆମ୍ଭ କୃତ ପରିତ୍ରାଣ ସ୍ବରୂପ ହବେ, ସେଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟ ଦେଶୀଯମାନଙ୍କର ଦୀପ୍ତିସ୍ବରୂପ କରିବା।

ଯିଶାଇୟ 43:6
ଆମ୍ଭେ ଉତ୍ତର ଦିଗକୁ କହିବା ଛାଡ଼ି ଦିଅ ଓ ଦକ୍ଷିଣ ଦିଗକୁ କହିବା ସମାନଙ୍କେୁ ଅଟକାଅ ନାହିଁ। ଆମ୍ଭର ପୁତ୍ରଗଣଙ୍କୁ ଦୂରରୁ ଓ କନ୍ଯାଗଣଙ୍କୁ ପୃଥିବୀର ପ୍ରାନ୍ତରୁ ଆଣି ଦିଅ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:9
ତା'ପରେ ମୁଁ ବହୁତ ଲୋକଙ୍କୁ ଦେଖିଲି। ସେଠ ରେ ଏତେଲୋକ ଥିଲେ ଯେ, କହେି ସମାନଙ୍କେୁ ଗଣିପାରିବ ନାହିଁ। ସମାନେେ ପ୍ରେତ୍ୟକକ ଜାତି, ଗୋଷ୍ଠୀ, ବଂଶୀୟ ଓ ଭାଷାବାଦୀର ଲୋକ ଥିଲେ। ସହେି ଲୋକମାନେ ସିଂହାସନ ଓ ମଷେଶାବକଙ୍କ ସାମନା ରେ ଠିଆ ହାଇେଥିଲେ। ସମାନେେ ସମସ୍ତେ ଧଳା ରାଜ ପୋଷାକ ପିନ୍ଧିଥିଲେ। ସମାନଙ୍କେର ହାତ ରେ ଖଜୁରିବାହୁଙ୍ଗା ଥିଲା।