ଲୂକଲିଖିତ ସୁସମାଚାର 12:51
ତୁମ୍ଭମାନେେ କ'ଣ ଭାବୁଛ ଯେ ମୁଁ ଶାନ୍ତି ଦବୋ ପାଇଁ ଏ ପୃଥିବୀକୁ ଆସିଛି? ନା, ମୁଁ ପୃଥିବୀକୁ ଭାଗ ଭାଗ କରିଦବୋକୁ ଆସିଛି।
Suppose ye | δοκεῖτε | dokeite | thoh-KEE-tay |
that | ὅτι | hoti | OH-tee |
I am come | εἰρήνην | eirēnēn | ee-RAY-nane |
to give | παρεγενόμην | paregenomēn | pa-ray-gay-NOH-mane |
peace | δοῦναι | dounai | THOO-nay |
on | ἐν | en | ane |
τῇ | tē | tay | |
earth? | γῇ | gē | gay |
I tell | οὐχί | ouchi | oo-HEE |
you, | λέγω | legō | LAY-goh |
Nay; | ὑμῖν | hymin | yoo-MEEN |
but | ἀλλ' | all | al |
rather | ἢ | ē | ay |
division: | διαμερισμόν | diamerismon | thee-ah-may-ree-SMONE |
Cross Reference
ମାଥିଉଲିଖିତ ସୁସମାଚାର 10:34
ତୁମ୍ଭେ ଭାବନାହିଁ ଯେ ମୁଁ ପୃଥିବୀ ରେ ଶାନ୍ତି ଆଣିବା ପାଇଁ ଆସିଛି। କିନ୍ତୁ ଖଡ୍ଗ ଆଣିବା ପାଇଁ ଆସିଛି।
ଯିଖରିୟ 11:7
ତେଣୁ ବଧର ଯୋଗ୍ଯ ସହେି ମଷେପଲର ଆମ୍ଭେ ଯତ୍ନ ନଲେୁ, ଯେଉଁ ନିରୀହ ମଷେ ମରା ହବୋକୁ ଯାଉଥିଲେ, ଆମ୍ଭେ ଦୁଇଟି ୟଷ୍ଟି ନଲେୁ। ଜଣକୁ ଡାକିଲୁ ଶୋଭା ଓ ଅନ୍ୟଟିର ନାମ ବନ୍ଧନୀ ଦଲେୁ। ଏହିପରି ଆମ୍ଭେ ମଷେପଲର ଯତ୍ନ ନଲେୁ।
ଯିଖରିୟ 11:10
ତା'ପ ରେ ଆମ୍ଭେ ଶାେଭା ନାମକ ୟଷ୍ଟିକୁ ନଲେୁ ଏବଂ ତାକୁ ଭାଙ୍ଗି ଦଲେୁ। ଆମ୍ଭେ ଏହା କଲୁ, ଆମ୍ଭର ଚୁକ୍ତିକୁ ଧ୍ବଂସ କରିବା ପାଇଁ ଯାହା ଏହି ଲୋକମାନଙ୍କ ସହିତ କରିଥିଲୁ।
ଯିଖରିୟ 11:14
ତା'ପ ରେ ମୁଁ ବନ୍ଧନୀ ନାମକ ୟଷ୍ଟିକୁ ଦୁଇଖଣ୍ତ କଲି। ଏହା କଲି, ଯିହୁଦା ଓ ଇଶ୍ରାୟେଲର ଏକତା ନଷ୍ଟ କରିବା ପାଇଁ।
ଲୂକଲିଖିତ ସୁସମାଚାର 12:49
ଯୀଶୁ କହି ଚାଲିଲେ, ମୁଁ ଏ ପୃଥିବୀ ରେ ନିଆଁ ଜଳଇବୋକୁ ଆସିଛି। ମୁଁ ଚାହୁଁଛି ଏହା ଆଗରୁ ଜଳୁଥାନ୍ତା।
ମାଥିଉଲିଖିତ ସୁସମାଚାର 24:7
ଗୋଟିଏ ଜାତି ଅନ୍ୟ ଜାତିର ବିରୁଦ୍ଧ ରେ ଓ ଗୋଟିଏ ରାଜ୍ଯ ଅନ୍ୟ ଗୋଟିଏ ରାଜ୍ଯ ବିରୁଦ୍ଧ ରେ ଠିଆ ହବେ। ବିଭିନ୍ନ ସ୍ଥାନ ରେ ଦୁର୍ଭିକ୍ଷ ପଡ଼ିବ ଓ ଭୂମିକମ୍ପ ହବେ।