Luke 1:76
ଏବଂ ତୁମ୍ଭେ ହେ ଶିଶୁ! ତୁମ୍ଭେ ସହେି ପର୍ବୋପରିସ୍ଥ ପରମେଶ୍ବରଙ୍କ ଭବିଷ୍ଯଦ୍ବକ୍ତା ରୂପେ ଖ୍ଯାତ ହବେ। ପ୍ରଭୁଙ୍କ ଆଗମନ ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ପ୍ରଭୁଙ୍କ ପୂର୍ବରୁ ତୁମ୍ଭେ ପ୍ରଥମେ ୟିବ।
Luke 1:76 in Other Translations
King James Version (KJV)
And thou, child, shalt be called the prophet of the Highest: for thou shalt go before the face of the Lord to prepare his ways;
American Standard Version (ASV)
Yea and thou, child, shalt be called the prophet of the Most High: For thou shalt go before the face of the Lord to make ready his ways;
Bible in Basic English (BBE)
And you, child, will be named the prophet of the Most High: you will go before the face of the Lord, to make ready his ways;
Darby English Bible (DBY)
And *thou*, child, shalt be called [the] prophet of [the] Highest; for thou shalt go before the face of [the] Lord to make ready his ways;
World English Bible (WEB)
And you, child, will be called a prophet of the Most High, For you will go before the face of the Lord to make ready his ways,
Young's Literal Translation (YLT)
And thou, child, Prophet of the Highest Shalt thou be called; For thou shalt go before the face of the Lord, To prepare His ways.
| And | Καὶ | kai | kay |
| thou, | σὺ | sy | syoo |
| child, | παιδίον | paidion | pay-THEE-one |
| shalt be called | προφήτης | prophētēs | proh-FAY-tase |
| prophet the | ὑψίστου | hypsistou | yoo-PSEE-stoo |
| of the Highest: | κληθήσῃ· | klēthēsē | klay-THAY-say |
| for | προπορεύσῃ | proporeusē | proh-poh-RAYF-say |
| go shalt thou | γὰρ | gar | gahr |
| before | πρὸ | pro | proh |
| the face | προσώπου | prosōpou | prose-OH-poo |
| Lord the of | κυρίου | kyriou | kyoo-REE-oo |
| to prepare | ἑτοιμάσαι | hetoimasai | ay-too-MA-say |
| his | ὁδοὺς | hodous | oh-THOOS |
| ways; | αὐτοῦ | autou | af-TOO |
Cross Reference
ମଲାଖୀ 3:1
ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ଆମ୍ଭର ପଥ ପରିଷ୍କାର କରିବା ପାଇଁ ଆମ୍ଭେ ଆପଣା ଦୂତକୁ ପ୍ ରରଣେ କରିବା। ଆଉ ଦେଖ ତୁମ୍ଭମାନେେ ଯେଉଁ ପ୍ରଭୁଙ୍କୁ ଅନ୍ବଷେଣ କରୁଛ ସେ ହଠାତ୍ ତାଙ୍କ ମନ୍ଦିରକୁ ଆସିବ। ନିଶ୍ଚଯ ଚୁକ୍ତିର ବାର୍ତ୍ତାବାହକ ତୁମ୍ଭେ ଯାହା ବିଷଯ ରେ ସନ୍ତୁଷ୍ଟ ସେ ଆସୁଛନ୍ତି।
ଲୂକଲିଖିତ ସୁସମାଚାର 1:32
ସେ ମହାନ୍ ହବେେ। ଲୋକମାନେ ତାହାଙ୍କୁ ସର୍ବୋପରିସ୍ଥ ପରମେଶ୍ବରଙ୍କ ପୁତ୍ର ବୋଲି କହିବେ ଏବଂ ପ୍ରଭୁ ପରମେଶ୍ବର ତାହାଙ୍କୁ ତାହାଙ୍କର ପୂର୍ବ ପୁରୁଷ ଦାଉଦଙ୍କ ସିଂହାସନ ପ୍ରଦାନ କରିବେ।
ମାର୍କଲିଖିତ ସୁସମାଚାର 1:2
ଭବିଷ୍ଯଦ୍ବକ୍ତା ଯୀଶାଇୟଙ୍କ ପୁସ୍ତକରେ ଲଖାେଅଛି:
ମାଥିଉଲିଖିତ ସୁସମାଚାର 3:3
ସହେି ଯୋହନଙ୍କ ବଷୟ ରେ ଭବିଷ୍ଯଦ୍ବକ୍ତା ୟିଶାଇୟ କହୁଥିଲେ,ପ୍ରାନ୍ତର ରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ବର। 'ପ୍ରଭୁଙ୍କର ପଥ ପ୍ରସ୍ତୁତ କର, ତାହାଙ୍କ ରାଜପଥ ସଳଖ କର। ୟିଶାଇୟ 40:3
ମାଥିଉଲିଖିତ ସୁସମାଚାର 11:9
ତବେେ କ'ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ'ଣ କୌଣସି ଭବିଷ୍ଯଦ୍ବକ୍ତାଙ୍କୁ? ହଁ, ମୁଁ ତୁମ୍ଭକୁ କହୁଛି ଯେ ଯାହାକୁ ତୁମ୍ଭେ ଦେଖିଛ ସେ ଭବିଷ୍ଯଦ୍ବକ୍ତାଙ୍କ ଠାରୁ ମଧ୍ଯ ଆହୁରି ବଡ।
ମାଥିଉଲିଖିତ ସୁସମାଚାର 14:5
ତେଣୁ େ ହରୋଦ ଯୋହନଙ୍କୁ ମାରିଦବୋକୁ ଚାହିଁଲେ। କିନ୍ତୁ ସେ ଲୋକମାନଙ୍କୁ ଭୟ କରୁଥିଲେ। କାରଣ ଲୋକେ ଯୋହନଙ୍କୁ ଜଣେ ଭବିଷ୍ଯଦ୍ବକ୍ତା ବୋଲି ବିଶ୍ବାସ କରୁଥିଲେ।
ଲୂକଲିଖିତ ସୁସମାଚାର 1:35
ସ୍ବର୍ଗଦୂତ ମରିୟମଙ୍କୁ କହିଲେ, ପବିତ୍ରଆତ୍ମା ତୁମ୍ଭ ପାଖକୁ ଆସିବେ, ସର୍ବୋପରିସ୍ଥ ପରମେଶ୍ବରଙ୍କ ଶକ୍ତି ତୁମ୍ଭକୁ ଆବରଣ କରିବ। ଏହି ଭଳି ଭାବରେ ଜନ୍ମଗ୍ରହଣ କରୁଥିବା ବାଳକ ପବିତ୍ର ହବେେ। ସେ ପରମେଶ୍ବରଙ୍କ ପୁତ୍ରଭାବରେ ଖ୍ଯାତ ହବେେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 16:17
ସେ ପାଉଲ ଓ ଆମ୍ଭମାନଙ୍କର ଅନୁସରଣ କଲା ଓ ଜାରେ ରେ କହିଲା, ଏହି ଲୋକମାନେ ସର୍ବୋପରିସ୍ଥ ପରମେଶ୍ବରଙ୍କର ସବେକ। ସମାନେେ ତୁମ୍ଭମାନଙ୍କୁ ମୁକ୍ତିର ପଥ ବିଷୟ ରେ କହୁଛନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 13:24
ତାହାଙ୍କ ଆସିବା ପୂର୍ବରୁ ଯୋହନ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ପ୍ରଚ଼ାର କରି କହିଥିଲେ ଯେ, ସମାନଙ୍କେ ଜୀବନ ରେ ପରିବର୍ତ୍ତନ ହାଇେ ଥିବାର ଚ଼ିହ୍ନ ସ୍ବରୁପ ସମାନେେ ବାପ୍ତିସ୍ମ ନବୋ ଆବଶ୍ଯକ।
ଯୋହନଲିଖିତ ସୁସମାଚାର 3:28
ତୁମ୍ଭମାନେେ ନିଜେ ମାରେ କହିବା ଶୁଣିଛ ଯେ 'ମୁଁ ଖ୍ରୀଷ୍ଟ ନୁହେଁ। ତାହାଙ୍କ ପାଇଁ ପଥ ତିଆରି କରିବା ଉଦ୍ଦେଶ୍ଯ ରେ ଈଶ୍ବର ମାେତେ ପଠାଇଛନ୍ତି।'
ଯୋହନଲିଖିତ ସୁସମାଚାର 1:27
ସେ ବ୍ଯକ୍ତି ମାେ ପରେ ଆସୁଛନ୍ତି, ମୁଁ ତାହାଙ୍କ ଜୋତାର ଫିତା ଫିଟଇବୋ ପାଇଁ ଯୋଗ୍ଯ ନୁହେଁ।
ଯୋହନଲିଖିତ ସୁସମାଚାର 1:23
ଯୋହନ ସମାନଙ୍କେୁ ଭବିଷ୍ଯଦ୍ବକ୍ତା ୟିଶାଇୟଙ୍କ ବାଣୀ କହିଲେ:
ଯିଶାଇୟ 40:3
ଏକ ବ୍ଯକ୍ତିର ଉଚ୍ଚସ୍ବର ଶୁଣ, ତୁମ୍ଭମାନେେ ପ୍ରାନ୍ତର ରେ ସଦାପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର। ମରୁଭୂମିରେ ଆମ୍ଭମାନଙ୍କ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଏକ ରାଜପଥ ସଳଖ ଓ ଚିକ୍କଣ କର।
ମଲାଖୀ 4:5
ସଦାପ୍ରଭୁ କହିଲେ, ଦେଖ, ଭବିଷ୍ଯଦ୍ବକ୍ତା ଏଲିଯଙ୍କୁ ଆମ୍ଭେ ତୁମ୍ଭ ନିକଟକୁ ପଠାଇବା। ସଦାପ୍ରଭୁଙ୍କଠାରୁ ମହାନ୍ ଓ ଭୟଙ୍କର ବିଗ୍ଭର ଦିନ ଆସିବା ପୂର୍ବରୁ ସେ ଆସିବେ।
ମାଥିଉଲିଖିତ ସୁସମାଚାର 3:11
ତୁମ୍ଭମାନେେ ମନପରିବର୍ତ୍ତନ କରିଥିବାରୁ ମୁଁ ତ ତୁମ୍ଭକୁ ଜଳ ରେ ବାପ୍ତିସ୍ମ ଦେଉଛି, କିନ୍ତୁ ମାେ ପରେ ଯେ ଆସୁଛନ୍ତି, ସେ ମାେ'ଠାରୁ ମହାନ। ମୁଁ ତ ତାହାଙ୍କର ଜୋତାବୋହି ନବୋକୁ ମଧ୍ଯ ୟୋଗ୍ଯ ନୁହେଁ। ସେ ତୁମ୍ଭକୁ ପବିତ୍ରଆତ୍ମା ଓ ଅଗ୍ନି ରେ ବାପ୍ତିସ୍ମ ଦବେେ।
ମାଥିଉଲିଖିତ ସୁସମାଚାର 21:26
କିନ୍ତୁ ଆମ୍ଭେ ଯଦି କହିବା, 'ଏହା ମନୁଷ୍ଯ ପାଖରୁ ଆସିଛି,' ତବେେ ଏଠା ରେ ଜମା ରୋଇଥିବା ଲୋକେ ଆମ୍ଭ ଉପରେ ରାଗିଯିବେ। ଆମ୍ଭମାନେେ ଏ ଲୋକମାନଙ୍କୁ ଭୟ କରୁଛୁ। କାରଣ ସମାନେେ ସମସ୍ତେ ଯୋହନଙ୍କୁ ଭବିଷ୍ଯଦ୍ବକ୍ତା ରୂପେ ବିଶ୍ବାସ କରନ୍ତୁ.
ମାର୍କଲିଖିତ ସୁସମାଚାର 11:32
କିନ୍ତୁ ଯଦି ଆମ୍ଭମାନେେ କହିବା, ' ଯୋହନଙ୍କ ବାପ୍ତିସ୍ମ ମନୁଷ୍ଯଠାରୁ ଆସିଥିଲା, ତବେେ ଲୋକମାନେ ଆମ୍ଭ ଉପରେ ରାଗିଯିବେ। ସମାନେେ ଲୋକମାନଙ୍କୁ ଖୁବ୍ ଡରୁଥିଲେ। କାରଣ ସବୁ ଲୋକ ବିଶ୍ବାସ କରୁଥିଲେ ଯେ, ଯୋହନ ପ୍ରକୃତ ରେ ଜଣେ ଭବିଷ୍ଯଦ୍ବକ୍ତା।
ଲୂକଲିଖିତ ସୁସମାଚାର 1:16
ଯୋହନ ଅନକେ ଇଶ୍ରାୟେଲ ଲୋକଙ୍କୁ ପ୍ରଭୁଙ୍କ ପାଖକୁ ଫରେି ଆସିବାକୁ ସାହାୟ୍ଯ କରିବେ। ପ୍ରଭୁ ସମାନଙ୍କେର ପରମେଶ୍ବର ଅଟନ୍ତି।
ଲୂକଲିଖିତ ସୁସମାଚାର 3:4
ଏହା ଭବିଷ୍ଯଦ୍ବକ୍ତା ଯାଶାୟଙ୍କ ବାକ୍ଯ ସମ୍ବଳିତ ପୁସ୍ତକରେ ଲଖାେଥିବା କଥା ଥିଲା। ସେଥି ରେ ଲଖାେଥିଲା:
ଲୂକଲିଖିତ ସୁସମାଚାର 6:35
ତାନ ନିଜ ଶତୃକୁ ଭଲ ପାଅ। ଲୋକଙ୍କର ଉପକାର କର ଓ ଫରେି ପାଇବାର କୌଣସି ଆଶା ନରଖି ଟଙ୍କା ଧାର ଦିଅ। ଏହା କଲେ ତୁମ୍ଭମାନଙ୍କୁ ପ୍ରଚୁର ପୁରସ୍କାର ମିଳିବ। ତୁମ୍ଭମାନେେ ସର୍ବୋପରିସ୍ଥ ପରମେଶ୍ବରଙ୍କର ସନ୍ତାନ ହବେ। କାରଣ ସେ କପଟୀ ଏବଂ ଦୁଷ୍ଟ ଲୋକମାନଙ୍କ ପ୍ରତି ମଧ୍ଯ ଦୟଶୀଳ ଅଟନ୍ତି।
ଲୂକଲିଖିତ ସୁସମାଚାର 7:27
ଯୋହନଙ୍କ ବିଷୟ ରେ ଏହା ଲଖାେଅଛି:
ଗୀତସଂହିତା 87:5
ସମାନଙ୍କେ ମଧ୍ଯରୁ କେତକେ ପଲେଷ୍ଟୀୟରେ, ସୋରରେ ଓ ଇଥିଓପିଆରେ ବାସ କରନ୍ତି।