ଲୂକଲିଖିତ ସୁସମାଚାର 1:11 in Oriya

ଓଡିଆ ଓଡିଆ ବାଇବେଲ ଲୂକଲିଖିତ ସୁସମାଚାର ଲୂକଲିଖିତ ସୁସମାଚାର 1 ଲୂକଲିଖିତ ସୁସମାଚାର 1:11

Luke 1:11
ସହେି ସମୟରେ ଜିଖରିୟଙ୍କ ଆଗ ରେ ପ୍ରଭୁଙ୍କର ଜଣେ ସ୍ବର୍ଗଦୂତ ଦର୍ଶନ ଦେଲେ। ସେ ଧୂପବଦେୀର ଡାହାଣ ପଟେ ଠିଆ ହାଇେଥିଲେ।

Luke 1:10Luke 1Luke 1:12

Luke 1:11 in Other Translations

King James Version (KJV)
And there appeared unto him an angel of the Lord standing on the right side of the altar of incense.

American Standard Version (ASV)
And there appeared unto him an angel of the Lord standing on the right side of altar of incense.

Bible in Basic English (BBE)
And he saw an angel of the Lord in his place on the right side of the altar.

Darby English Bible (DBY)
And an angel of [the] Lord appeared to him, standing on the right of the altar of incense.

World English Bible (WEB)
An angel of the Lord appeared to him, standing on the right side of the altar of incense.

Young's Literal Translation (YLT)
And there appeared to him a messenger of the Lord standing on the right side of the altar of the perfume,

And
ὤφθηōphthēOH-fthay
there
appeared
δὲdethay
unto
him
αὐτῷautōaf-TOH
angel
an
ἄγγελοςangelosANG-gay-lose
of
the
Lord
κυρίουkyrioukyoo-REE-oo
standing
ἑστὼςhestōsay-STOSE
on
ἐκekake
the
right
side
δεξιῶνdexiōnthay-ksee-ONE
the
of
τοῦtoutoo
altar
θυσιαστηρίουthysiastēriouthyoo-see-ah-stay-REE-oo

τοῦtoutoo
of
incense.
θυμιάματοςthymiamatosthyoo-mee-AH-ma-tose

Cross Reference

ଯାତ୍ରା ପୁସ୍ତକ 40:26
ଏହାପରେ ମାଶାେ ସୁବର୍ଣ୍ଣ ୟଜ୍ଞବଦେୀକୁ ସମାଗମ ତମ୍ବୁ ମଧିଅରେ ରଖିଥିଲେ। ସେ ଏହି ୟଜ୍ଞବଦେୀକୁ ବିଚ୍ଛଦେ ବସ୍ତ୍ର ସମ୍ମୁଖ ରେ ରଖିଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:13
ତା'ପରେ ଷଷ୍ଠ ସ୍ବର୍ଗଦୂତ ତୂରୀ ବଜାଇଲେ। ମୁଁ ପରମେଶ୍ବରଙ୍କ ସମ୍ମୁଖ ରେ ଥିବା ସୁନା ବଦେୀର ଚାରି ଶୃଙ୍ଗ ମଧ୍ଯରୁ ଗୋଟିଏ ସ୍ବର ଶୁଣିଲି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 8:3
ଆଉ ଜଣେ ଦୂତ ଆସି ବଦେୀ ପାଖ ରେ ଠିଆ ହେଲେ। ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କର ପ୍ରାର୍ଥନା ସହିତ ପ୍ରଚୁର ସୁଗନ୍ଧି ଧୂପ, ସୁନାର ବଳିବଦେୀ ଉପରେ ଅର୍ପଣ କରିବା ନିମନ୍ତେ ତାହାଙ୍କ ହାତ ରେ ଗୋଟିଏ ସୁନାର ଧୂପଦାନୀ ଥିଲା।

ଏବ୍ରୀମାନଙ୍କ ନିକଟକୁ ପତ୍ର 1:14
ସମସ୍ତ ସ୍ବର୍ଗଦୂତ ଆତ୍ମା ଅଟନ୍ତି। ସମାନେେ ପରମେଶ୍ବରଙ୍କ ସବୋ କରନ୍ତି ଏବଂ ଯେଉଁମାନେ ପରିତ୍ରାଣ ପାଇଛନ୍ତି ସମାନଙ୍କେୁ ସାହାୟ୍ଯ କରନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:3
ଦିନେ ଅପରାହ୍ନ ପ୍ରାୟ ତିନିଟା ସମୟରେ ସେ ଏକ ଦର୍ଶନ ଦେଖିଲେ। ସେ ଜଣେ ସ୍ବର୍ଗଦୂତଙ୍କୁ ତାହାଙ୍କ ନିକଟକୁ ଆସୁଥିବାର ସ୍ପଷ୍ଟ ଭାବେ ଦେଖିଲେ। ସେ ତାହାଙ୍କୁ କହିଲେ, କର୍ଣ୍ଣୀଲିୟ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:19
କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତି ରେ ସହେି କାରାଗାରର କବାଟ ଖାଲିେ ସମାନଙ୍କେୁ ବାହାର କରି ଦେଲେ ଓ କହିଲେ,

ଲୂକଲିଖିତ ସୁସମାଚାର 2:10
ମଷେପାଳକମାନେ ଅତ୍ଯନ୍ତ ଭୟଭୀତ ହାଇଗେଲେ। ସ୍ବର୍ଗଦୂତ ସମାନଙ୍କେୁ କହିଲେ, ଭୟ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କ ପାଇଁ ଅତ୍ଯନ୍ତ ଶୁଭ ସମାଚାର ଆଣିଛି। ତାହା ସବୁଲୋକଙ୍କ ପାଇଁ ମହା ଆନନ୍ଦ ଆଣିଦବେ।

ଲୂକଲିଖିତ ସୁସମାଚାର 1:28
ସ୍ବର୍ଗଦୂତ ସହେି କନ୍ଯା ପାଖକୁ ଆସି କହିଲେ, ନମସ୍କାର। ପ୍ରଭୁ ତୁମ୍ଭକୁ ଅନୁଗ୍ରହ କରିଛନ୍ତି। ସେ ତୁମ୍ଭ ସହିତ ଅଛନ୍ତି।

ଲୂକଲିଖିତ ସୁସମାଚାର 1:19
ସ୍ବର୍ଗଦୂତ ଉତ୍ତର ଦେଲେ, ମୁଁ ଗାବ୍ରୀଯଲେ। ମୁଁ ପରମେଶ୍ବରଙ୍କ ସାମନା ରେ ଠିଆ ହାଇେଥାଏ। ତୁମ୍ଭ ସହିତ କଥାବାର୍ତ୍ତା କରିବାକୁ ଓ ଏ ସୁସମାଚାର ଦବୋକୁ ପରମେଶ୍ବର ମାେତେ ପଠାଇଛନ୍ତି।

ବିଚାରକର୍ତାମାନଙ୍କ ବିବରଣ 13:9
ପରମେଶ୍ବର ମନୋହର ପ୍ରାର୍ଥନା ଶୁଣିଲେ। ସହେି ସଦାପ୍ରଭୁଙ୍କର ଦୂତ ପକ୍ସ୍ଟନ୍ନରାଯ ସହେି ସ୍ତ୍ରୀ ଲୋକ ପାଖକକ୍ସ୍ଟ ଆସିଲେ, ସହେି ସ୍ତ୍ରୀ ଜଣଙ୍କ ଯେତବେେଳେ କ୍ଷତେ ରେ ତାଙ୍କ ସ୍ବାମୀଙ୍କ ବିନା ଏକା ଥିଲେ, ସହେି ସମୟରେ ଦୂତ ତାଙ୍କ ନିକଟକକ୍ସ୍ଟ ଆସିଲେ।

ବିଚାରକର୍ତାମାନଙ୍କ ବିବରଣ 13:3
ସଦାପ୍ରଭୁ ମ ନୋହର ସ୍ତ୍ରୀକକ୍ସ୍ଟ ପ୍ରସନ୍ନ ହେଲେ। ଏବଂ ତାଙ୍କୁ କହିଲେ, ତୁମ୍ଭେ ଆଜି ୟାଏ ପିଲା ଜନ୍ମ କରି ନାହଁ। ତୁମ୍ଭେ ଗର୍ଭବତୀ ହବେ ଏବଂ ଏକ ପକ୍ସ୍ଟତ୍ର ସନ୍ତାନ ଜନ୍ମ ଦବେ।

ଲେବୀୟ ପୁସ୍ତକ 16:13
ସଦାପ୍ରଭୁଙ୍କ ସମ୍ମୁଖ ରେ ଅଗ୍ନି ଉପରେ ସେ ସୁଗନ୍ଧିଧୂପ ଦବୋ ଉଚିତ୍। ତାହାଦ୍ବାରା ନିଯମ ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ଧୂଆଁର ବାଦଲ ଆଚ୍ଛନ୍ନ ହେଲେ ସେ ମରିବ ନାହିଁ।

ଯାତ୍ରା ପୁସ୍ତକ 37:25
ସେ ଏକ ଧୂପ ଜଳାଇବା ପାଇଁ ଗୋଟିଏ ବଦେୀ ତିଆରି କଲେ। ସେ ଏଥିପାଇଁ ଶିଟିମ୍ କାଠ ବ୍ଯବହାର କଲେ। ଏହି ବଦେୀଟି ଏକ ବର୍ଗାକାର, ଯାହାର ର୍ଦୈଘ୍ଯ ପ୍ରସ୍ଥ ଥିଲା ଏକ ହାତ ଓ ଉଚ୍ଚତା ଥିଲା ଦୁଇହାତ। ଶିଙ୍ଗଗୁଡିକ ତିଆରି ହାଇେଥିଲା ବଦେୀର ଅଂଶ ଭାବରେ।

ଯାତ୍ରା ପୁସ୍ତକ 30:1
ଶୁଟୀମ୍ କାଠ ରେ ଏକ ବଦେୀ ନିର୍ମାଣ କର। ତୁମ୍ଭେ ଏହି ବଦେୀକୁ ଧୂପ ଜଳାଇବା ପାଇଁ ବ୍ଯବହାର କରିବା ଉଚିତ୍।