ଲେବୀୟ ପୁସ୍ତକ 7:18 in Oriya

ଓଡିଆ ଓଡିଆ ବାଇବେଲ ଲେବୀୟ ପୁସ୍ତକ ଲେବୀୟ ପୁସ୍ତକ 7 ଲେବୀୟ ପୁସ୍ତକ 7:18

Leviticus 7:18
ଯଦି ତୃତୀୟ ଦିନ ରେ ସହେି ମଙ୍ଗଳାର୍ଥକ ବଳିରୁ କିଛି ମାତ୍ର ଭୋଜନ କରାୟାଏ, ତବେେ ତାହା ଗ୍ରାହ୍ଯ ହବେ ନାହିଁକିମ୍ବା ତାହା ବଳିଦାନକାରୀ ପକ୍ଷ ରେ ଗଣାୟିବ ନାହିଁ। ତାହା ଘୃଣା ଯୋଗ୍ଯ ହବେ, ଆଉ ଯେଉଁ ବ୍ଯକ୍ତି ତାହା ଭୋଜନ କରିବ ସେ ନିଜର ଅପରାଧ ବହନ କରିବ।

Leviticus 7:17Leviticus 7Leviticus 7:19

Leviticus 7:18 in Other Translations

King James Version (KJV)
And if any of the flesh of the sacrifice of his peace offerings be eaten at all on the third day, it shall not be accepted, neither shall it be imputed unto him that offereth it: it shall be an abomination, and the soul that eateth of it shall bear his iniquity.

American Standard Version (ASV)
And if any of the flesh of the sacrifice of his peace-offerings be eaten on the third day, it shall not be accepted, neither shall it be imputed unto him that offereth it: it shall be an abomination, and the soul that eateth of it shall bear his iniquity.

Bible in Basic English (BBE)
And if any of the flesh of the peace-offering is taken as food on the third day, it will not be pleasing to God and will not be put to the account of him who gives it; it will be unclean and a cause of sin to him who takes it as food.

Darby English Bible (DBY)
And if [any] of the flesh of the sacrifice of his peace-offering be eaten at all on the third day, it shall not be accepted, it shall not be reckoned to him that hath presented it; it shall be an unclean thing, and the soul that eateth of it shall bear his iniquity.

Webster's Bible (WBT)
And if any of the flesh of the sacrifice of his peace-offerings shall be eaten at all on the third day, it shall not be accepted, neither shall it be imputed to him that offereth it; it shall be an abomination, and the soul that eateth of it shall bear his iniquity.

World English Bible (WEB)
If any of the flesh of the sacrifice of his peace offerings is eaten on the third day, it will not be accepted, neither shall it be imputed to him who offers it. It will be an abomination, and the soul who eats any of it will bear his iniquity.

Young's Literal Translation (YLT)
and if any of the flesh of the sacrifice of his peace-offerings be really eaten on the third day, it is not pleasing; for him who is bringing it near it is not reckoned; it is an abominable thing, and the person who is eating of it his iniquity doth bear.

And
if
וְאִ֣םwĕʾimveh-EEM
any
of
the
flesh
הֵֽאָכֹ֣לhēʾākōlhay-ah-HOLE
sacrifice
the
of
יֵֽ֠אָכֵלyēʾākēlYAY-ah-hale
of
his
peace
offerings
מִבְּשַׂרmibbĕśarmee-beh-SAHR
eaten
be
זֶ֨בַחzebaḥZEH-vahk
at
all
שְׁלָמָ֜יוšĕlāmāywsheh-la-MAV
on
the
third
בַּיּ֣וֹםbayyômBA-yome
day,
הַשְּׁלִישִׁי֮haššĕlîšiyha-sheh-lee-SHEE
it
shall
not
לֹ֣אlōʾloh
be
accepted,
יֵֽרָצֶה֒yērāṣehyay-ra-TSEH
neither
הַמַּקְרִ֣יבhammaqrîbha-mahk-REEV
shall
it
be
imputed
אֹת֗וֹʾōtôoh-TOH
offereth
that
him
unto
לֹ֧אlōʾloh
it:
it
shall
be
יֵֽחָשֵׁ֛בyēḥāšēbyay-ha-SHAVE
abomination,
an
ל֖וֹloh
and
the
soul
פִּגּ֣וּלpiggûlPEE-ɡool
that
eateth
יִֽהְיֶ֑הyihĕyeyee-heh-YEH
of
וְהַנֶּ֛פֶשׁwĕhannepešveh-ha-NEH-fesh
it
shall
bear
הָֽאֹכֶ֥לֶתhāʾōkeletha-oh-HEH-let
his
iniquity.
מִמֶּ֖נּוּmimmennûmee-MEH-noo
עֲוֹנָ֥הּʿăwōnāhuh-oh-NA
תִּשָּֽׂא׃tiśśāʾtee-SA

Cross Reference

ଲେବୀୟ ପୁସ୍ତକ 19:7
ଯବେେ ତୃତୀୟ ଦିନ ତହିଁରୁ କିଛି ଭୋଜନ କରାୟିବ। ତବେେ ତାହା ଘୃଣ୍ଯ ଯୋଗ୍ଯ ଓ ଅଗ୍ରାହ୍ଯ ହବେ।

ଗଣନା ପୁସ୍ତକ 18:27
ଠିକ୍ ଶସ୍ଯ ଓ ନୂତନ ଦ୍ରାକ୍ଷାରସ ପରି ଏହା ତୁମ୍ଭର ଉପହାର ହବେ।

ଲେବୀୟ ପୁସ୍ତକ 22:25
ବିଦେଶରୁ ଆସିଥିବା କୌଣସି ପଶୁକୁ ପରମେଶ୍ବରଙ୍କ ନିକଟରେ ବଳିଦାନ କରିବ ନାହିଁ, କାରଣ ସଗେୁଡିକ ଆଘାତପ୍ରାପ୍ତ ହାଇେଥାଇ ପାରନ୍ତି କିମ୍ବା ସମାନଙ୍କେଠା ରେ ଖୁଣ ଥାଇପା ରେ। ତେଣୁ ସଗେୁଡିକ ଗ୍ରାହ୍ଯ ହବେ ନାହିଁ।

ଲେବୀୟ ପୁସ୍ତକ 11:41
ଆଉ ଭୂଚର ପ୍ରେତ୍ୟକକ ଉ ରୋଗାମୀ ପ୍ରାଣୀ ଘୃଣା ଯୋଗ୍ଯ ଅଟେ, ତାହା ଖାଦ୍ୟ ହବେ ନାହିଁ।

ଯିହିଜିକଲ 18:20
କବଳେ ପାପୀମାନେ ମୃତ୍ଯୁବରଣ କରିବେ। ପୁତ୍ର ପିତାର ପାପର ଦଣ୍ଡସବୁ ବହନ କରିବ ନାହିଁ କିମ୍ବା ପିତା ପତ୍ରର ପାପର ଦଣ୍ଡସବୁ ବହନ କରିବ ନାହିଁ। ଜଣେ ଧାର୍ମିକ ବ୍ଯକ୍ତିର ଧାର୍ମିକତା ହିସାବ କରାୟିବ ଓ ଦୁଷ୍ଟର ଦୁଷ୍ଟତା ହିସାବ କରାୟିବ।

ହୋଶେୟ 8:13
ଇଶ୍ରାୟେଲୀୟମାନେ ବଳିଦାନକୁ ଭଲ ପାଆନ୍ତି। ସେ ମାଂସ ଅର୍ପଣ କରି ତାକୁ ଭକ୍ଷଣ କରନ୍ତି। ସଦାପ୍ରଭୁ ସମାନଙ୍କେର ବଳିଦାନକୁ ଗ୍ରହଣ କରନ୍ତି ନାହିଁ। ସେ ସମାନଙ୍କେର ପାପକୁ ମନେ ରଖନ୍ତି। ଏଥିପାଇଁ ସେ ସମାନଙ୍କେୁ ଦଣ୍ତ ଦବେେ ଏବଂ ସମାନେେ ବନ୍ଦୀ ଭାବରେ ମିଶରକୁ ପ୍ ରରେିତ ହବେେ।

ଆମୋଷ 5:22
ଏପରିକି ତୁମ୍ଭେ ହାମବେଳି ଓ ଭୈକ୍ଷ୍ଯ ନବୈେଦ୍ଯ ଅର୍ପଣ କଲେ ହେଁ ଆମ୍ଭେ ସଗେୁଡିକୁ ଗ୍ରହଣ କରିବା ନାହିଁ। ଆଉ ମଧ୍ଯ ମଙ୍ଗଳ ବିଧାନ ପାଇଁ ବଳି ଯୋଗ୍ଯ ପୁଷ୍ଟ ପଶୁଗଣ ପ୍ରତି ଆମ୍ଭେ ଦୃଷ୍ଟି ଦବୋ ନାହିଁ।

ମଲାଖୀ 1:10
ଆମ୍ଭେ ଇଛାକରୁ, ତୁମ୍ଭର କହେି ଯାଜକ ଦ୍ବାରା ବନ୍ଦ କରିଦିଅନ୍ତୁ। ତା' ହେଲେ ତୁମ୍ଭେ ମାରେ ବଦେୀ ରେ ଅନୁପୟୋଗୀ ଅଗ୍ନି ଜଳାଇ ପିରିବ ନାହିଁ। ଆମ୍ଭେ କିନ୍ତୁ ତୁମ୍ଭଠା ରେ ସନ୍ତୁଷ୍ଟ ନୁହଁ। ଆମ୍ଭେ ତୁମ୍ଭର ନବୈେଦ୍ଯ ଗ୍ରହଣ କରିବୁ ନାହିଁ। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହିଥିଲେ।

ମଲାଖୀ 1:13
ତୁମ୍ଭେ କହିଛ ଯେ, ତୁମ୍ଭେ ବିବ୍ରତ ହବେ ନାହିଁ ଏବଂ ତୁମ୍ଭେ ୟଜ୍ଞବଦେୀ ରେ ଥିବା ଖାଦ୍ୟ ପ୍ରତି ତାଚ୍ଛଲ୍ଯ ପ୍ରକାଶ କରିଛ ଏବଂ ତୁମ୍ଭେ ନ ଖାଇ ପରିତ୍ଯାଗ କରୁଛ, ଆଉ ମଧ୍ଯ ମନ୍ଦ ବୋଲି କହୁଛ। ମାତ୍ର ଏହା ସତ୍ଯ ନୁହେଁ। ତା'ପ ରେ ତୁମ୍ଭମାନେେ ଆହତ, େଛାଟା ଓ ରୁଗ୍ଣ ପଶୁମାନଙ୍କୁ ଆମ୍ଭ ନିକଟରେ ବଳିଦାନ ପାଇଁ ଆଣୁଛ। ମାତ୍ର ସହେି ରୁଗ୍ଣ ପଶୁଗୁଡିକୁ ଆମ୍ଭେ ଗ୍ରହଣ କରିବା ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ।

ଲୂକଲିଖିତ ସୁସମାଚାର 16:15
ଯୀଶୁ ଫାରୂଶୀମାନଙ୍କୁ କହିଲେ, ଲୋକଙ୍କ ଆଗ ରେ ତୁମ୍ଭମାନେେ ନିଜକୁ ଭଲ ବୋଲି ଦେଖଇେ ହେଉଛ। କିନ୍ତୁ ତୁମ୍ଭମାନଙ୍କ ହୃଦୟ ରେ ପ୍ରକୃତ ରେ କ'ଣ ଅଛି, ତାହା ପରମେଶ୍ବର ଜାଣନ୍ତି। ଯେଉଁସବୁ ବିଷୟକୁ ଲୋକମାନେ ବହୁତ ମୂଲ୍ଯବାନ ବୋଲି ମନେ କରିଥାନ୍ତି, ତାହା ପରମେଶ୍ବରଙ୍କ ଦୃଷ୍ଟି ରେ ମୂଲ୍ଯ ହୀନ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:11
ପରମେଶ୍ବର ଗ୍ରହଣ କରି ନଇେଛନ୍ତି ବୋଲି ପ୍ରମାଣିତ କରିବା ଲାଗି ଅବ୍ରାହାମଙ୍କୁ ପରେ ସୁନ୍ନତ କରାଯାଇ ଥିଲା। ଏହି ସୁନ୍ନତ ପ୍ରମାଣ କରୁଛି ଯେ ସୁନ୍ନତ ହବୋ ପୂର୍ବରୁ ପରମେଶ୍ବରଙ୍କ ପ୍ରତି ସେ ଧାର୍ମିକ ଥିଲେ। ସେଥିପାଇଁ, ଯେଉଁମାନେ ପରମେଶ୍ବରଙ୍କୁ ବିଶ୍ବାସ କରନ୍ତି ଓ ସୁନ୍ନତ ହାଇେ ନାହାଁନ୍ତି, ସେ ସମସ୍ତ ଲୋକଙ୍କର ପିତା ଅବ୍ରାହାମ ଅଟନ୍ତି। ସମାନେେ ବିଶ୍ବାସ କରନ୍ତି ଓ ଏହି କାରଣରୁ ସମାନେେ ପରମେଶ୍ବରଙ୍କ ପାଇଁ ଧାର୍ମିକ ବୋଲି ନିରୁପିତ ହୁଅନ୍ତି।

ଏବ୍ରୀମାନଙ୍କ ନିକଟକୁ ପତ୍ର 9:28
ଖ୍ରୀଷ୍ଟ ଥରେ ବଳି ଭାବରେ ସମର୍ପିତ ହେଲେ, ଯେପରି ଅନକେ ଲୋକଙ୍କର ପାପ ଦୂର କରିପାରିବେ। ଖ୍ରୀଷ୍ଟ ଦ୍ବିତୀୟଥର ଲୋକମାନଙ୍କର ପାପ ପାଇଁ ନୁହେଁ, ମାତ୍ର ଯେଉଁମାନେ ତାହାଙ୍କ ପାଇଁ ପ୍ରତୀକ୍ଷା କରୁଥିବେ, ସମାନଙ୍କେର ମୁକ୍ତି ପାଇଁ ଆସିବେ।

ପିତରଙ୍କ ପ୍ରଥମ ପତ୍ 2:24
ପରମେଶ୍ବର ନ୍ଯାୟ ବିଚାର କରନ୍ତି। କୃଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ବଦହେ ରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଉ, ଯାହା ସତ୍ଯ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ବାରା ତୁମ୍ଭମାନେେ ସୁସ୍ଥ ହାଇେଛ।

ଯିରିମିୟ 14:12
ଯିହୁଦା ନିବାସୀ ଉପବାସ କରି କାତର ପ୍ରାର୍ଥନା କରିବେ। ମାତ୍ର ଆମ୍ଭେ ସମାନଙ୍କେର ପ୍ରାର୍ଥନା ଶୁଣିବା ନାହିଁ। ସମାନେେ ହାମବେଳି ଓ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କଲେ ବି ଆମ୍ଭେ ତାହା ଗ୍ରହଣ କରିବା ନାହିଁ। କିନ୍ତୁ ଆମ୍ଭେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ବାରା ସମାନଙ୍କେୁ ସଂହାର କରିବା।

ଯିରିମିୟ 14:10
ସଦାପ୍ରଭୁ ଯିହୁଦା ବିଷଯ ରେ ଏହିକଥା କହନ୍ତି, ସମାନେେ ପ୍ରକୃତ ରେ ଆମ୍ଭକୁ ପରିତ୍ଯାଗ କରିବାକୁ ଭଲ ପାଆନ୍ତି। ସମାନେେ ନିଜକୁ ପରିତ୍ଯାଗ କରିବାକୁ ଭଲ ପାଆନ୍ତି। ସମାନେେ ନିଜକୁ ସେଥିରୁ ନିବୃତ୍ତ କରି ନାହାଁନ୍ତି। ତେଣୁ ସଦାପ୍ରଭୁ ସମାନଙ୍କେୁ ଗ୍ରହଣ କରିବେ ନାହିଁ। ସେ ସମାନଙ୍କେର ଅଧର୍ମ ସ୍ମରଣ କରିବେ ଓ ସମାନଙ୍କେୁ ସମସ୍ତ ପାପର ପ୍ରତିଫଳ ଦବେେ।

ଲେବୀୟ ପୁସ୍ତକ 10:17
ତୁମ୍ଭମାନେେ କାହିଁକି ପବିତ୍ର ସ୍ଥାନ ରେ ସହେି ପାପାର୍ଥକ ବଳି ଭୋଜନ କଲ ନାହିଁ? ତାହା ମହାପବିତ୍ର ଥିଲା। ପୁଣି ସଦାପ୍ରଭୁ ତୁମ୍ଭମାନଙ୍କୁ ମଣ୍ଡଳୀର ଅପରାଧ ବହନକରି ଲୋକମାନଙ୍କୁ ତାଙ୍କ ସମ୍ମୁଖ ରେ ପ୍ରାଯଶ୍ଚିତ କରିବାକୁ ତୁମ୍ଭମାନଙ୍କୁ ଦଇେଛନ୍ତି।

ଲେବୀୟ ପୁସ୍ତକ 10:19
ମାତ୍ର ହାରୋଣ ମାଶାଙ୍କେୁ କହିଲେ, ଦେଖ, ସମାନେେ ଆଜି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନିଜ ନିଜର ପାପାର୍ଥକ ବଳି ଓ ନିଜ ନିଜର ହାମବେଳି ଉତ୍ସର୍ଗ କଲେ। ତଥାପି ମାେ ପ୍ରତି ଏହା ଘଟିଲା। ଯବେେ ମୁଁ ଆଜି ପାପାର୍ଥକ ବଳି ଭୋଜନ କରିଥା'ନ୍ତି ତବେେ ତାହା କ'ଣ ସଦାପ୍ରଭୁଙ୍କ ଦୃଷ୍ଟି ରେ ଭଲ ହାଇେଥାଆନ୍ତା?

ଲେବୀୟ ପୁସ୍ତକ 11:10
ମାତ୍ର ସମୁଦ୍ର କିମ୍ବା ନଦୀ ରେ ବାସ କରୁଥିବା ଜଳଚର ପ୍ରାଣୀମାନଙ୍କ ମଧିଅରେ, ଯେଉଁମାନଙ୍କର ଡଣୋ ବା କାତି ନାହିଁ, ସମାନଙ୍କେୁ ତୁମ୍ଭେ ଭୋଜନ କରିବ ନାହିଁ।

ଲେବୀୟ ପୁସ୍ତକ 17:16
ଯଦି ସେ ତା'ର ବସ୍ତ୍ର ନଧୂଏ କିମ୍ବା ସ୍ନାନ ନକରେ, ତବେେ ସେ ପାପର ଅପରାଧ ବହନ କରିବ।

ଲେବୀୟ ପୁସ୍ତକ 20:17
ଯଦି କହେି ନିଜର ଭଗିନୀକି ଅର୍ଥାତ୍ ପିତୃକନ୍ଯା କି ମାତୃକନ୍ଯାକୁ ବିବାହ କରେ ଓ ଉଭୟଙ୍କ ମଧିଅରେ ୟୌନ ସଂପର୍କ ହୁଏ, ତବେେ ତାହା ଲଜ୍ଜାଜନକ। ସମାନେେ ସର୍ବସାଧାରଣ ରେ ଦଣ୍ଡିତ ହବୋ ଉଚିତ୍ ଓ ନିଜ ଲୋକମାନଙ୍କ ଠାରୁ ପୃଥକ୍ ରହିବେ। ଯେଉଁ ଲୋକ ତା'ର ନିଜର ଭଉଣୀ ସହିତ ଶାରୀରିକ ସଂପର୍କ ଥିଲା ଏବଂ ସେ ନିଜେ ତା'ର ପରିଣାମ ଭୋଗ କରିବ।

ଲେବୀୟ ପୁସ୍ତକ 20:19
ତୁମ୍ଭେ ତୁମ୍ଭର ମାଉସୀ କିମ୍ବା ପିଉସୀ ସହିତ ୟୌନ ସଂପର୍କ ରଖିବ ନାହିଁ। ତାହା ନିଜର ନିକଟବର୍ତ୍ତୀ ସଂପର୍କୀଯ ସହିତ ଅପରାଧ ହବେ ଓ ସେଥିପାଇଁ ସମାନେେ ନିଜ ନିଜ ଅପରାଧ ବହନ କରିବେ।

ଲେବୀୟ ପୁସ୍ତକ 22:16
ପୁଣି ତାହା ହାଇପୋ ରେ, ଯଦି ଯାଜକଗଣ ଇଶ୍ରାୟେଲୀୟମାନଙ୍କୁ ସମାନଙ୍କେର ନିଜର ପବିତ୍ର ନବୈେଦ୍ଯ ଖାଇବା ପାଇଁ ଅନୁମତି ଦଇେ ଜୋରୀମାନା କରିପାରନ୍ତି। କାରଣ କବଳେ ମୁଁ ଯେ କି ନବୈେଦ୍ଯକୁ ପବିତ୍ର କରିଅଛି।

ଲେବୀୟ ପୁସ୍ତକ 22:23
ତୁମ୍ଭେ ଗୋଟିଏ ପଶୁର, ଯାହାର ଗୋଟିଏ ଗୋଡ ଅତି ଲମ୍ବା କିମ୍ବା ଗୋଟିଏ ଅସମାନ ପାଦ ଉତ୍ସର୍ଗ କରିପାର, ମାତ୍ର ମାନସିକ ଶାନ୍ତି ନିମନ୍ତେ ସପରେି ଗାଈ କିମ୍ବା ମେଣ୍ଢା ଗ୍ରାହ୍ଯ ହବେନାହିଁ।

ଯିଶାଇୟ 1:11
ପରମେଶ୍ବର କୁହନ୍ତି, ମୁଁ ତୁମ୍ଭମାନଙ୍କର ଏହି ବଳିଦାନସବୁ କାହିଁକି ଦରକାର କରେ। ମୁଁ ମଷେର ଓ ହୃଷ୍ଟପୃଷ୍ଟ ଗୋରୁଗାଈର ମଦରେ ହାମବେଳି ପ୍ରତି ବିତୃଷ୍ଣା ହାଇେ ୟାଇଛି। ମୁଁ ଆଉ ଷଣ୍ଢ ମଷେ ଓ ଛାଗମାନଙ୍କର ରକ୍ତ ଚା ହେଁ ନାହିଁ।

ଯିଶାଇୟ 53:11
ଭୟଙ୍କର ୟାତନା ପ ରେ ମଧ୍ଯ ସେ ତୃପ୍ତ ହବେେ। ସେ ନିଜର ଜ୍ଞାନ ବଳ ରେ ପରିତୃପ୍ତ ହବେେ। ନିଜର ଧାର୍ମିକ ଦାସ ଅନକଙ୍କେୁ ଧାର୍ମିକ କରିବେ ଓ ସେ ସମାନଙ୍କେର ଅପରାଧ ବହନ କରିବେ।

ଯିଶାଇୟ 65:4
ସମାନେେ କବରସ୍ଥାନ ମଧିଅରେ ବସନ୍ତି ଓ ଗୁମ୍ଫା ମଧିଅରେ ରାତ୍ରି ୟାପନ କରନ୍ତି। ସମାନେେ ଶୂକର ମାଂସ ଭକ୍ଷଣ କରନ୍ତି ଓ ସମାନଙ୍କେ ପାତ୍ର ରେ ଦୂଷିତ ମାଂସ ଝୋଳ ଥାଏ।

ଯିଶାଇୟ 66:3
ଯେ ଗୋବଧ କରେ ସେ ନରହତ୍ଯାକାରୀ ପରି ହୁଏ, ଯେ ମଷେଶାବକ ବଳିଦାନ କରେ ଯେ କୁକୁରର ବକେ କାଟିଲା ଲୋକପରି ହୁଏ, ଯେ ନବୈେଦ୍ଯ ଉତ୍ସର୍ଗ କରେ, ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକପରି ହୁଏ, ଯେ ସୁବାସିତ ଧୂପ ଜଳାଏ, ସେ ଦବେତାର ଧନ୍ଯବାଦ କରିବା ଲୋକପରି ହୁଏ। ସମାନେେ ନିଜ ନିଜ ପଥ ମନୋନୀତ କରିଅଛନ୍ତି। ସମାନଙ୍କେର ଆତ୍ମା ନିଜର ଘୃଣା ଯୋଗ୍ଯ ବିଷଯ ରେ ସନ୍ତୁଷ୍ଟ ହୁଏ।

ଲେବୀୟ ପୁସ୍ତକ 5:17
ଯଦି ସଦାପ୍ରଭୁ ଯାହା ନ କରିବାକୁ କହିଥାନ୍ତି ଓ କୌଣସି ପ୍ରାଣୀ ସେଥିମଧ୍ଯରୁ କୌଣସି କର୍ମ କରି ପାପ କରେ। ୟଦ୍ଯପି ସେ ଜାଣି ନ ଥାଏ, ତଥାପି ସେ ଦୋଷୀ ଅଟେ। ପୁଣି ସେ ତା'ର ଅପରାଧ ବହନ କରିବ।