ଲେବୀୟ ପୁସ୍ତକ 24:22 in Oriya

ଓଡିଆ ଓଡିଆ ବାଇବେଲ ଲେବୀୟ ପୁସ୍ତକ ଲେବୀୟ ପୁସ୍ତକ 24 ଲେବୀୟ ପୁସ୍ତକ 24:22

Leviticus 24:22
ବିଦେଶୀ ହେଉ କି ସ୍ବଦେଶୀ ହେଉ, ସମାନଙ୍କେ ନିମନ୍ତେ ତୁମ୍ଭମାନଙ୍କର ସମାନ ବ୍ଯବସ୍ଥା ହବେ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

Leviticus 24:21Leviticus 24Leviticus 24:23

Leviticus 24:22 in Other Translations

King James Version (KJV)
Ye shall have one manner of law, as well for the stranger, as for one of your own country: for I am the LORD your God.

American Standard Version (ASV)
Ye shall have one manner of law, as well for the sojourner, as for the home-born: for I am Jehovah your God.

Bible in Basic English (BBE)
You are to have the same law for a man of another nation living among you as for an Israelite; for I am the Lord your God.

Darby English Bible (DBY)
Ye shall have one law: as the stranger, so the home-born; for I am Jehovah your God.

Webster's Bible (WBT)
Ye shall have one manner of law, as well for the stranger, as for one of your own country: for I am the LORD your God.

World English Bible (WEB)
You shall have one kind of law, for the foreigner as well as the native-born: for I am Yahweh your God.'"

Young's Literal Translation (YLT)
one judgment is to you; as a sojourner so is a native; for I `am' Jehovah your God.'

Ye
shall
have
מִשְׁפַּ֤טmišpaṭmeesh-PAHT
one
אֶחָד֙ʾeḥādeh-HAHD
manner
of
law,
יִֽהְיֶ֣הyihĕyeyee-heh-YEH
well
as
לָכֶ֔םlākemla-HEM
for
the
stranger,
כַּגֵּ֥רkaggērka-ɡARE
country:
own
your
of
one
for
as
כָּֽאֶזְרָ֖חkāʾezrāḥka-ez-RAHK
for
יִֽהְיֶ֑הyihĕyeyee-heh-YEH
I
כִּ֛יkee
Lord
the
am
אֲנִ֥יʾănîuh-NEE
your
God.
יְהוָ֖הyĕhwâyeh-VA
אֱלֹֽהֵיכֶֽם׃ʾĕlōhêkemay-LOH-hay-HEM

Cross Reference

ଯାତ୍ରା ପୁସ୍ତକ 12:49
ଏହି ନିଯମ ସମସ୍ତଙ୍କ ପାଇଁ ପ୍ରଜୁୟ୍ଯ, ଏହା କବଳେ ଅଣ ଇଶ୍ରାୟେଲୀୟ ପାଇଁ ନୁହେଁ, ଏହା ସମସ୍ତଙ୍କ ପାଇଁ ଲାଗୁ ହବେ। ଏହି ନିଯମ ସମସ୍ତଙ୍କ ପାଇଁ ଯେଉଁମାନେ ତୁମ୍ଭ ଦେଶ ରେ ବାସ କରୁଥିବେ।

ଗଣନା ପୁସ୍ତକ 9:14
ଆଉ ଯବେେ ତୁମ୍ଭମାନଙ୍କେ ମଧିଅରେ ପ୍ରବାସକାରୀ କୌଣସି ବିଦେଶୀଯ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ନିସ୍ତାର ପର୍ବ ପାଳନ କରିବାକୁ ଇଚ୍ଛା କରେ, ତବେେ ସେ ନିସ୍ତାର ପର୍ବର ବିଧି ଅନୁସାରେ ଓ ତହିଁର ଶାସନ ଅନୁସାରେ ତାହା ପାଳନ କରିବ; ସ୍ବଦେଶୀ ହେଉ କି ବିଦେଶୀ ହେଉ, ଉଭୟଙ୍କ ପାଇଁ ବିଧି ସମାନ ହବେ।

ଲେବୀୟ ପୁସ୍ତକ 19:34
ତୁମ୍ଭମାନେେ ସ୍ବଦେଶୀମାନଙ୍କ ପ୍ରତି ଯେପରି ଆଚରଣ କରିବ, ତୁମ୍ଭ ସହବାସୀ ବିଦେଶୀମାନଙ୍କ ପ୍ରତି ମଧ୍ଯ ସହେିପରି ଆଚରଣ କରିବ। ତୁମ୍ଭେ ସମାନଙ୍କେୁ ଆତ୍ମତୁଲ୍ଯ ପ୍ ରମେ କରିବ। କାରଣ ମିଶର ଦେଶ ରେ ତୁମ୍ଭମାନେେ ବିଦେଶୀ ଥିଲ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

ଗଣନା ପୁସ୍ତକ 15:15
ସମାଜ ନିମନ୍ତେ ଅର୍ଥାତ୍ ତୁମ୍ଭମାନଙ୍କ ନିମନ୍ତେ ଓ ପ୍ରବାଶକାରୀ ବିଦେଶୀ ନିମନ୍ତେ ଏକ ବ୍ଯବସ୍ଥା ହବେ। ଏହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି; ସଦାପ୍ରଭୁଙ୍କ ଦୃଷ୍ଟି ରେ ତୁମ୍ଭମାନେେ ଓ ବିଦେଶୀମାନେ ସମାନ।

ଗଣନା ପୁସ୍ତକ 15:29
ଇଶ୍ରାୟେଲର ସମସ୍ତ ଲୋକଙ୍କ ନିମନ୍ତେ ଓ ସମାନଙ୍କେ ମଧିଅରେ ବାସ କରୁଥିବା ବିଦେଶୀ ମୂଳ ବାସୀନ୍ଦା ନିମନ୍ତେ ଅନିଚ୍ଛା ରେ କରାୟାଇଥିବା ପାପର ପ୍ରାଯଶ୍ଚିତ ନିମନ୍ତେ ଏକା ବ୍ଯବସ୍ଥା ହବେ।

ଲେବୀୟ ପୁସ୍ତକ 17:10
ଆଉ କୌଣସି ଇଶ୍ରାୟେଲୀୟ କିମ୍ବା ସମାନଙ୍କେ ମଧିଅରେ ପ୍ରବାସୀ କୌଣସି ବିଦେଶୀ ଲୋକ, ଯଦି କୌଣସି ପ୍ରକାର ରକ୍ତ ଭୋଜନ କରେ, ତବେେ ଆମ୍ଭେ ସହେି ରକ୍ତ ଭୋଜି ପ୍ରାଣୀର ବିରୁଦ୍ଧ ରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କଠାରୁ ତାକୁ ପୃଥକ୍ ରଖିବା।