ଲେବୀୟ ପୁସ୍ତକ 19:4 in Oriya

ଓଡିଆ ଓଡିଆ ବାଇବେଲ ଲେବୀୟ ପୁସ୍ତକ ଲେବୀୟ ପୁସ୍ତକ 19 ଲେବୀୟ ପୁସ୍ତକ 19:4

Leviticus 19:4
ଆଉ ତୁମ୍ଭମାନେେ ପ୍ରତିମାଗଣଙ୍କୁ ଉପାସନା କରିବା ଉଚିତ୍ ନୁହେଁ। କୌଣସି ଦବେତା ନିର୍ମାଣ କର ନାହିଁ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।

Leviticus 19:3Leviticus 19Leviticus 19:5

Leviticus 19:4 in Other Translations

King James Version (KJV)
Turn ye not unto idols, nor make to yourselves molten gods: I am the LORD your God.

American Standard Version (ASV)
Turn ye not unto idols, nor make to yourselves molten gods: I am Jehovah your God.

Bible in Basic English (BBE)
Do not go after false gods, and do not make metal images of gods for yourselves: I am the Lord your God.

Darby English Bible (DBY)
Ye shall not turn unto idols, and ye shall not make to yourselves molten gods: I am Jehovah your God.

Webster's Bible (WBT)
Turn ye not to idols, nor make to yourselves molten gods: I am the LORD your God.

World English Bible (WEB)
"'Don't turn to idols, nor make molten gods for yourselves. I am Yahweh your God.

Young's Literal Translation (YLT)
`Ye do not turn unto the idols, and a molten god ye do not make to yourselves; I `am' Jehovah your God.

Turn
אַלʾalal
ye
not
תִּפְנוּ֙tipnûteef-NOO
unto
אֶלʾelel
idols,
הָ֣אֱלִילִ֔םhāʾĕlîlimHA-ay-lee-LEEM
nor
וֵֽאלֹהֵי֙wēʾlōhēyvay-loh-HAY
make
מַסֵּכָ֔הmassēkâma-say-HA
molten
yourselves
to
לֹ֥אlōʾloh
gods:
תַֽעֲשׂ֖וּtaʿăśûta-uh-SOO
I
לָכֶ֑םlākemla-HEM
am
the
Lord
אֲנִ֖יʾănîuh-NEE
your
God.
יְהוָ֥הyĕhwâyeh-VA
אֱלֹֽהֵיכֶֽם׃ʾĕlōhêkemay-LOH-hay-HEM

Cross Reference

ଲେବୀୟ ପୁସ୍ତକ 26:1
ତୁମ୍ଭମାନେେ ନିଜ ପାଇଁ ଦବମେୂର୍ତ୍ତି ନିର୍ମାଣ କରିବ ନାହିଁ। କିମ୍ବା ନିଜ ପାଇଁ ଖାଦେିତ ପ୍ରତିମା କି ସ୍ତମ୍ଭ ସ୍ଥାପନ କରିବ ନାହିଁ, ଆଉ ତାହା ନିକଟରେ ଦଣ୍ତ ପ୍ରଣାମ କରିବା ନିମନ୍ତେ ତୁମ୍ଭମାନଙ୍କ ଦେଶର କୌଣସି ଖାଦେିତ ପ୍ରସ୍ତର ରଖିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

ଯାତ୍ରା ପୁସ୍ତକ 34:17
ତୁମ୍ଭମାନେେ କୌଣସି ଛାଞ୍ଚ ରେ ଢଳା ଦବେତା ତୁମ୍ଭମାନଙ୍କ ପାଇଁ କର ନାହିଁ।

ଯାତ୍ରା ପୁସ୍ତକ 20:23
ତେଣୁ ତୁମ୍ଭମାନେେ ଆମ୍ଭର ପ୍ରତିୟୋଗୀ ଅନ୍ୟ ଦବେତାଗଣ ପ୍ରତିଷ୍ଠା କରିବ ନାହିଁ। ଆପଣାମାନଙ୍କ ପାଇଁ ରେ ୗପ୍ୟମୂର୍ତ୍ତି କିମ୍ବା ସୁନାର ମୂର୍ତ୍ତୀ ନିର୍ମାଣ କରିବ ନାହିଁ।

ଯାତ୍ରା ପୁସ୍ତକ 20:3
ତୁମ୍ଭମାନେେ ମାେ ବ୍ଯତୀତ ଆଉ କୌଣସି ଦବେତାଗଣକୁ ଉପାସନା କରିବ ନାହିଁ।

ଯୋହନଙ୍କ ପ୍ରଥମ ପତ୍ର 5:21
ତେଣୁ ପ୍ରିୟ ପିଲାମାନେ, ତୁମ୍ଭମାନେେ ସବୁ ନିଜ ନିଜକୁ ଭଣ୍ଡ ଦବେତାମାନଙ୍କଠାରୁ ଦୂର ରେ ରଖ।

ଦିତୀୟ ବିବରଣ 27:15
' ଯେଉଁ ମନକ୍ସ୍ଟଷ୍ଯ କୌଣସି ଖାଦେିତ କିଅବା ଛାଞ୍ଚଢଳା ମୂର୍ତ୍ତୀ ନିର୍ମାଣ କରେ ଯାହା ସଦାପ୍ରଭୁ ଘୃଣା କରନ୍ତି ଏବଂ ଏହାକକ୍ସ୍ଟ ଏକ ଗୋପନ ସ୍ଥାନ ରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହବୋ ଉଚିତ୍।'

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:14
ତା' ହେଲେ ତୁମ୍ଭମାନେେ ସମସ୍ତ କିଛି ସହି ପାରିବ। ମାରେ ପ୍ରିୟ ବନ୍ଧୁଗଣ ! ଶଷେ ରେ ମୁଁ କହୁଛି ଯେ, ମୂର୍ତ୍ତି ପୂଜାରୁ ଦୂର ରେ ରୁହ।

ଗୀତସଂହିତା 115:4
ଅନ୍ୟ ଜାତିଗଣର ଦବଗେଣ ସମାନଙ୍କେ ହସ୍ତକୃତ ସୁନା ଓ ରୂପାର ନିର୍ମିତ ପ୍ରତିମା ଅଟନ୍ତି। ଏହି ପ୍ରତିମାଗୁଡ଼ିକ ମନୁଷ୍ଯମାନଙ୍କ ହସ୍ତରେ ତିଆରି ହାଇେଥିଲେ।

ଗୀତସଂହିତା 96:5
ଅନ୍ୟ ସମସ୍ତ ଗୋଷ୍ଠୀଯମାନଙ୍କର ଦବଗେଣ କବଳେ ପ୍ରତିମା, କିନ୍ତୁ ସଦାପ୍ରଭୁ ଏହି ଆକାଶର ସୃଷ୍ଟିକର୍ତ୍ତା।

ଯାତ୍ରା ପୁସ୍ତକ 32:4
ହାରୋଣ ଲୋକମାନଙ୍କଠାରୁ ସୁବର୍ଣ୍ଣ ଗ୍ରହଣ କଲେ। ତା'ପରେ ହାରୋଣ ସେଥିରୁ ଏକ ସୁବର୍ଣ୍ଣର ଶିଳ୍ପାସ୍ତ୍ର ରେ ଛାଞ୍ଚ ପ୍ରସ୍ତୁତ କରି ସେଥି ରେ ଢଳା ବାଛୁରୀ ନିର୍ମାଣ କଲେ।

ହଗୟ 2:18
ସଦାପ୍ରଭୁ କହିଲେ, ଆଜି ନବମ ମାସର ଚତୁର୍ବିଂଶ ଦିବସ। ତୁମ୍ଭମାନେେ ସଦାପ୍ରଭୁଙ୍କ ମନ୍ଦିର ରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ୟ୍ଯ ଶଷେ କରିଛ। ତେଣୁ ଏହାପ ରେ କ'ଣ ସବୁ ଘଟୁଛି ଆଗକୁ ଲକ୍ଷ୍ଯ କର।