Judges 8:23
କିନ୍ତୁ ଗିଦ୍ଦିୟୋନ ଇଶ୍ରାୟେଲର ଲୋକମାନଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭର ଶାସକ ହବେେ। ମୁ ତୁମ୍ଭକୁ ଶାସନ କରିବି ନାହିଁ। ଏବଂ ମାରେ ପକ୍ସ୍ଟତ୍ରମାନେ ମଧ୍ଯ ତୁମ୍ଭକୁ ଶାସନ କରିବେ ନାହିଁ।
Judges 8:23 in Other Translations
King James Version (KJV)
And Gideon said unto them, I will not rule over you, neither shall my son rule over you: the LORD shall rule over you.
American Standard Version (ASV)
And Gideon said unto them, I will not rule over you, neither shall my son rule over you: Jehovah shall rule over you.
Bible in Basic English (BBE)
But Gideon said to them, I will not be a ruler over you, and my son will not be a ruler over you: it is the Lord who will be ruler over you.
Darby English Bible (DBY)
Gideon said to them, "I will not rule over you, and my son will not rule over you; the LORD will rule over you."
Webster's Bible (WBT)
And Gideon said to them, I will not rule over you, neither shall my son rule over you: the LORD shall rule over you.
World English Bible (WEB)
Gideon said to them, I will not rule over you, neither shall my son rule over you: Yahweh shall rule over you.
Young's Literal Translation (YLT)
And Gideon saith unto them, `I do not rule over you, nor doth my son rule over you; Jehovah doth rule over you.'
| And Gideon | וַיֹּ֤אמֶר | wayyōʾmer | va-YOH-mer |
| said | אֲלֵהֶם֙ | ʾălēhem | uh-lay-HEM |
| unto | גִּדְע֔וֹן | gidʿôn | ɡeed-ONE |
| them, I | לֹֽא | lōʾ | loh |
| not will | אֶמְשֹׁ֤ל | ʾemšōl | em-SHOLE |
| rule | אֲנִי֙ | ʾăniy | uh-NEE |
| over you, neither | בָּכֶ֔ם | bākem | ba-HEM |
| son my shall | וְלֹֽא | wĕlōʾ | veh-LOH |
| rule | יִמְשֹׁ֥ל | yimšōl | yeem-SHOLE |
| Lord the you: over | בְּנִ֖י | bĕnî | beh-NEE |
| shall rule | בָּכֶ֑ם | bākem | ba-HEM |
| over you. | יְהוָ֖ה | yĕhwâ | yeh-VA |
| יִמְשֹׁ֥ל | yimšōl | yeem-SHOLE | |
| בָּכֶֽם׃ | bākem | ba-HEM |
Cross Reference
ପ୍ରଥମ ଶାମୁୟେଲ 12:12
ତା'ପରେ ତୁମ୍ଭେ ଦେଖିଲ ଅମ୍ମାନରେ ରାଜା ନାହଶ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ତୁମ୍ଭେ କହିଲ, 'ନା! ଆମ୍ଭେ ଜଣେ ରାଜା ଗ୍ଭହକ୍ସ୍ଟଁ' ଯଦିଓ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କର ରାଜା ଥିଲେ।
ପ୍ରଥମ ଶାମୁୟେଲ 10:19
କିନ୍ତୁ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ଆଜି ପରିତ୍ଯାଗ କଲ। ପରମେଶ୍ବର ତୁମ୍ଭମାନଙ୍କୁ ସବୁ ଅସକ୍ସ୍ଟବିଧାରକ୍ସ୍ଟ ଓ ସମସ୍ଯାରକ୍ସ୍ଟ ରକ୍ଷା କରନ୍ତି। କିନ୍ତୁ ତୁମ୍ଭମାନେେ କହିଲ, 'ଆମ୍ଭମାନଙ୍କୁ ଶାସନ କରିବାକୁ ଆମ୍ଭେ ଜଣେ ରାଜା ଗ୍ଭହକ୍ସ୍ଟଁ।' ସେଥିପାଇଁ ତୁମ୍ଭମାନଙ୍କର ଜାତି ଓ ପରିବାରବର୍ଗ ଅନକ୍ସ୍ଟସା ରେ ସଦାପ୍ରଭୁଙ୍କ ନିକଟରେ ଉପସ୍ଥିତ ହକ୍ସ୍ଟଅ।
ପିତରଙ୍କ ପ୍ରଥମ ପତ୍ 5:3
ଯେଉଁମାନଙ୍କର ଦାଯିତ୍ବ ତୁମ୍ଭେ ନଇେଛ, ସମାନଙ୍କେ ପ୍ରତି ନିଷ୍ଠୁର ହୁଅ ନାହିଁ। କିନ୍ତୁ ସମାନଙ୍କେ ନିକଟରେ ଆଦର୍ଶ ସ୍ବରୂପ ହୁଅ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:24
ପରମେଶ୍ବର ଏଥିର ସାକ୍ଷୀ। ମାେ କହିବା ଉଦ୍ଦେଶ୍ଯ ନୁହେଁ ଯେ, ଆମ୍ଭେ ତୁମ୍ଭମାନଙ୍କ ବିଶ୍ବାସକୁ ନିୟନ୍ତ୍ରିତ କରିବାକୁ ଇଚ୍ଛା କରୁ। ତୁମ୍ଭମାନେେ ବିଶ୍ବାସ ରେ ଦୃଢ଼ କିନ୍ତୁ ଆମ୍ଭମାନେେ ତୁମ୍ଭର ଆନନ୍ଦ ପାଇଁ ତୁମ୍ଭମାନଙ୍କର ସହକର୍ମୀ।
ଲୂକଲିଖିତ ସୁସମାଚାର 22:24
ସମାନଙ୍କେ ମଧିଅରେ ସବୁଠାରୁ କିଏ ଶ୍ ରେଷ୍ଠ ପ୍ ରରେିତମାନେ ସହେି ବିଷୟ ରେ ପରସ୍ପର ମଧିଅରେ ବାଦାନୁବାଦ କରିବାକୁ ଲାଗିଲେ।
ଯିଶାଇୟ 63:19
ଯେଉଁମାନଙ୍କୁ ତୁମ୍ଭେ କବେେ ଶାସନ କରି ନାହଁ ଓ ଯେଉଁମାନେ ତୁମ୍ଭ ନାମ ରେ କବେେ ଖ୍ଯାତ ହାଇେ ନ ଥିଲେ, ଦୀର୍ଘକାଳ ସହେି ଲୋକମାନଙ୍କ ପରି ଆମ୍ଭେ ହାଇେଅଛୁ।
ଯିଶାଇୟ 33:22
ତୁମ୍ଭମାନେେ ଜାହାଜର ମାସ୍ତୁଲକୁ ଶକ୍ତ କରିବ ନାହିଁ। ତୁମ୍ଭମାନେେ ତୁମ୍ଭର ଜାହାଜକୁ ଖାଲିବୋକୁ କ୍ଷମ ହବେ ନାହିଁ। କାରଣ ସଦାପ୍ରଭୁ ଆମ୍ଭମାନଙ୍କର ବିଚାରକର୍ତ୍ତା, ସଦାପ୍ରଭୁ ଆମ୍ଭମାନଙ୍କର ବ୍ଯବସ୍ଥାପକ, ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସେ ଆମ୍ଭମାନଙ୍କୁ ପରିତ୍ରାଣ କରିବେ।
ପ୍ରଥମ ଶାମୁୟେଲ 8:6
ତେଣୁ ବଯସ୍କ ଭଦ୍ରବ୍ଯକ୍ତିମାନେ ନତେୃତ୍ବ ପାଇଁ ଜଣେ ରାଜା ଚାହିଁଲେ। ଶାମକ୍ସ୍ଟଯଲେ ଏହାକକ୍ସ୍ଟ ଏକ ଭକ୍ସ୍ଟଲ ଚିନ୍ତାଧାରା ବୋଲି ଭାବିଲେ। ସେଥିପାଇଁ ଶାମକ୍ସ୍ଟଯଲେ ପରମେଶଓରଙ୍କୁ ପ୍ରାର୍ଥନା କଲେ।
ବିଚାରକର୍ତାମାନଙ୍କ ବିବରଣ 11:9
ଏହାପରେ ୟିଲ୍ଗହ ଗିଲିଯଦର ପ୍ରାଚୀନ ନତେୃବର୍ଗମାନଙ୍କୁ କହିଲେ, ଯଦି ତୁମ୍ଭମାନେେ ଅେମ୍ମାନୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ମାେତେ ଫରୋଇ ନେଉଛ, ଯଦି ସଦାପ୍ରଭୁ ସମାନଙ୍କେୁ ପରାସ୍ତ କରିବାକୁ ମାେତେ ମହାୟ ହକ୍ସ୍ଟଅନ୍ତି ତବେେ ମୁ ତୁମ୍ଭମାନଙ୍କର ନେତା ହବେି।
ବିଚାରକର୍ତାମାନଙ୍କ ବିବରଣ 10:18
ତା'ପରେ ଗିଲିଯଦୀଯର ଲୋକମାନଙ୍କର ଅଧିପତିମାନେ କହିଲେ, ଅମ୍ମାନେ ସନ୍ତାନଗଣଙ୍କ ଉପରେ ୟିଏ ଆକ୍ରମଣ କରିବାକୁ ନତେୃତ୍ବ ନବେ। ସେ ଗିଲିଯଦ ରେ ବାସ କରୁଥିବା ଲୋକମାନଙ୍କ ଉପରେ ରାଜତ୍ବ କରିବ?
ବିଚାରକର୍ତାମାନଙ୍କ ବିବରଣ 2:18
ସଦାପ୍ରଭୁ ଯେତବେେଳେ ସମାନଙ୍କେ ନିମନ୍ତେ ଜଣେ ବିଗ୍ଭରକର୍ତ୍ତାଙ୍କକ୍ସ୍ଟ ବାଛିଲେ, ସେ ତାଙ୍କ ସଙ୍ଗ ରେ ଥିଲେ ଓ ସେ ସମାନଙ୍କେୁ ବିଗ୍ଭରକର୍ତ୍ତାର ଜୀବନକାଳ ପର୍ୟ୍ଯନ୍ତ ସମାନଙ୍କେର ଶତୃମାନଙ୍କଠାରକ୍ସ୍ଟ ରକ୍ଷା କଲେ। ସଦାପ୍ରଭୁ ସମାନଙ୍କେ ପ୍ରତି ସଦଯ ହେଲେ, ଯେପରି ସମାନେେ ଦକ୍ସ୍ଟଃଖ ଓ ତାଡନା ରେ ଆସକ୍ତ ଥିଲେ।