ବିଚାରକର୍ତାମାନଙ୍କ ବିବରଣ 14:20 in Oriya

ଓଡିଆ ଓଡିଆ ବାଇବେଲ ବିଚାରକର୍ତାମାନଙ୍କ ବିବରଣ ବିଚାରକର୍ତାମାନଙ୍କ ବିବରଣ 14 ବିଚାରକର୍ତାମାନଙ୍କ ବିବରଣ 14:20

Judges 14:20
ଶାମ୍ଶାେନ୍ ତାଙ୍କ ସହିତ ତାଙ୍କର ସ୍ତ୍ରୀକକ୍ସ୍ଟ ନେଲେ ନାହିଁ। ବିବାହ ରେ ତାଙ୍କର ସାଙ୍ଗମାନଙ୍କ ମଧ୍ଯରକ୍ସ୍ଟ ଜଣେ ଉତ୍ତମ ବନ୍ଧକ୍ସ୍ଟର ସେ ସ୍ତ୍ରୀ ହେଲେ।

Judges 14:19Judges 14

Judges 14:20 in Other Translations

King James Version (KJV)
But Samson's wife was given to his companion, whom he had used as his friend.

American Standard Version (ASV)
But Samson's wife was `given' to his companion, whom he had used as his friend.

Bible in Basic English (BBE)
But Samson's wife was given to the friend who had been his best man.

Darby English Bible (DBY)
And Samson's wife was given to his companion, who had been his best man.

Webster's Bible (WBT)
But Samson's wife was given to his companion, whom he had used as his friend.

World English Bible (WEB)
But Samson's wife was [given] to his companion, whom he had used as his friend.

Young's Literal Translation (YLT)
and Samson's wife becometh his companion's, who `is' his friend.

But
Samson's
וַתְּהִ֖יwattĕhîva-teh-HEE
wife
אֵ֣שֶׁתʾēšetA-shet
was
שִׁמְשׁ֑וֹןšimšônsheem-SHONE
companion,
his
to
given
לְמֵ֣רֵעֵ֔הוּlĕmērēʿēhûleh-MAY-ray-A-hoo
whom
אֲשֶׁ֥רʾăšeruh-SHER
he
had
used
as
his
friend.
רֵעָ֖הrēʿâray-AH
לֽוֹ׃loh

Cross Reference

ବିଚାରକର୍ତାମାନଙ୍କ ବିବରଣ 15:2
ତାଙ୍କର ପିତା ଶାମ୍ଶାେନ୍ଙ୍କକ୍ସ୍ଟ କହିଲେ, ମୁ ଭାବିଲି ଯେ ତୁମ୍ଭେ ତାଙ୍କୁ ଅତ୍ଯନ୍ତ ଘୃଣା କର। ଏଣୁ ମୁ ତାହାକକ୍ସ୍ଟ ତକ୍ସ୍ଟମ୍ଭ ମିତ୍ରଙ୍କକ୍ସ୍ଟ ଦଲେି। ତା'ର ସାନ ଭଉଣୀ ତାଠାରକ୍ସ୍ଟ ବହକ୍ସ୍ଟତ ସକ୍ସ୍ଟନ୍ଦର ତାହାକକ୍ସ୍ଟ ଗ୍ରହଣ କର।

ଯୋହନଲିଖିତ ସୁସମାଚାର 3:29
କନ୍ଯା କବଳେ ବରର। ବରକୁ ସାହାୟ୍ଯ କରୁଥିବା ବନ୍ଧୁ ବର ଆସିବା ପର୍ୟ୍ଯନ୍ତ ଶୁଣେ ଓ ଅପେକ୍ଷା କରେ। ବରର ସ୍ବର ଶୁଣି ସହେି ବନ୍ଧୁ ବହୁତ ଖୁସି ହୁଏ। ମୁଁ ଏବେ ସହେି ଭଳି ଆନନ୍ଦ ପାଉଛି। ଏହା ମାରେ ଆନନ୍ଦର ସମୟ।

ବିଚାରକର୍ତାମାନଙ୍କ ବିବରଣ 15:6
ପଲେଷ୍ଟୀୟ ଲୋକମାନେ ପଚାରିଲେ, ଏପରି କିଏ କଲା?

ଗୀତସଂହିତା 55:12
ୟଦି କୌଣସି ଶତ୍ରୁ ମାେତେ ତିରସ୍କାର କଲା ମୁଁ ସହନ୍ତି। ୟଦି ମାରେ ଶତ୍ରୁମାନେ ମାେ ବିରୁଦ୍ଧରେ ଆକ୍ରମଣ କରନ୍ତି। ମୁଁ ତାଙ୍କଠାରୁ ନିଜକୁ ଲୁଚାନ୍ତି।

ଯିରିମିୟ 9:5
ସମାନେେ ପ୍ରେତ୍ୟକକ ଆପଣା ପ୍ରତିବେଶୀକୁ ପ୍ରବ୍ଯଞ୍ଚନା କରିବେ ଓ କବେେ ସତ୍ଯକଥା କହିବେ ନାହିଁ। ସମାନେେ ମିଥ୍ଯା କହିବାକୁ ନିଜ ନିଜ ଜିହ୍ବାକୁ ଶିଖାଇ ଅଛନ୍ତି। ଥକିବା ପର୍ୟ୍ଯନ୍ତ ସମାନେେ ମନ୍ଦକର୍ମ କରନ୍ତି।

ମୀଖା 7:5
ତୁମ୍ଭର ପ୍ରତିବେଶୀ କି ମିତ୍ରଙ୍କୁ ବିଶ୍ବାସ କରନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖ ରେ ମୁଖ ଖାେଲ ନାହିଁ।

ମାଥିଉଲିଖିତ ସୁସମାଚାର 26:49
ତା'ପରେ ୟିହୂଦା ଯୀଶୁଙ୍କ ପାଖ ରେ ପହଞ୍ଚି ତାହାଙ୍କୁ କହିଲେ, ହେ ଗୁରୁ, ନମସ୍କାର ତାପରେ ସେ ଯୀଶୁଙ୍କୁ ଚୁମ୍ବନ ଦେଲେ।

ଯୋହନଲିଖିତ ସୁସମାଚାର 13:18
ମୁଁ ତୁମ୍ଭ ସମସ୍ତଙ୍କ ବିଷୟ ରେ କହୁନାହିଁ। ମୁଁ ଯେଉଁମାନଙ୍କୁ ବାଛିଛି, ସମାନଙ୍କେୁ ଜାଣେ। କିନ୍ତୁ ଶାସ୍ତ୍ର ରେ ଯାହା ଲଖାେଅଛି, ତାହା ନିଶ୍ଚୟ ଘଟିବ: ' ଯେଉଁଲୋକ ମାେ ସହିତ ଖାଏ, ସେ ମାେ ବିରୁଦ୍ଧ ରେ ଠିଆ ହବେ।'