ଯିହୋଶୂୟ 9:17 in Oriya

ଓଡିଆ ଓଡିଆ ବାଇବେଲ ଯିହୋଶୂୟ ଯିହୋଶୂୟ 9 ଯିହୋଶୂୟ 9:17

Joshua 9:17
ତେଣୁ ଇଶ୍ରାୟେଲର ଲୋକମାନେ ସେ ଲୋକମାନେ ଯେଉଁଠା ରେ ବାସ କରୁଥିଲେ, ସହେି ସ୍ଥାନକକ୍ସ୍ଟ ଗଲେ ଏବଂ ତୃତୀୟ ଦିନ, ଗିବିଯୋନ, କଫୀରା, ବରେୋତ୍ ଓ କରିଯତ ୟିଆରିମ୍ ନଗରମାନଙ୍କୁ ଆସିଲେ।

Joshua 9:16Joshua 9Joshua 9:18

Joshua 9:17 in Other Translations

King James Version (KJV)
And the children of Israel journeyed, and came unto their cities on the third day. Now their cities were Gibeon, and Chephirah, and Beeroth, and Kirjathjearim.

American Standard Version (ASV)
And the children of Israel journeyed, and came unto their cities on the third day. Now their cities were Gibeon, and Chephirah, and Beeroth, and Kiriath-jearim.

Bible in Basic English (BBE)
And the children of Israel went forward on their journey, and on the third day came to their towns. Now their towns were Gibeon and Chephirah and Beeroth and Kiriath-jearim.

Darby English Bible (DBY)
And the children of Israel journeyed, and came to their cities on the third day; and their cities were Gibeon, and Chephirah, and Beeroth, and Kirjath-jearim.

Webster's Bible (WBT)
And the children of Israel journeyed, and came to their cities on the third day. Now their cities were Gibeon, and Chephirah, and Beeroth, and Kirjath-jearim.

World English Bible (WEB)
The children of Israel traveled, and came to their cities on the third day. Now their cities were Gibeon, and Chephirah, and Beeroth, and Kiriath Jearim.

Young's Literal Translation (YLT)
And the sons of Israel journey and come in unto their cities on the third day -- and their cities `are' Gibeon, and Chephirah, and Beeroth, and Kirjath-Jearim --

And
the
children
וַיִּסְע֣וּwayyisʿûva-yees-OO
of
Israel
בְנֵֽיbĕnêveh-NAY
journeyed,
יִשְׂרָאֵ֗לyiśrāʾēlyees-ra-ALE
came
and
וַיָּבֹ֛אוּwayyābōʾûva-ya-VOH-oo
unto
אֶלʾelel
their
cities
עָֽרֵיהֶ֖םʿārêhemah-ray-HEM
third
the
on
בַּיּ֣וֹםbayyômBA-yome
day.
הַשְּׁלִישִׁ֑יhaššĕlîšîha-sheh-lee-SHEE
Now
their
cities
וְעָֽרֵיהֶם֙wĕʿārêhemveh-ah-ray-HEM
Gibeon,
were
גִּבְע֣וֹןgibʿônɡeev-ONE
and
Chephirah,
וְהַכְּפִירָ֔הwĕhakkĕpîrâveh-ha-keh-fee-RA
and
Beeroth,
וּבְאֵר֖וֹתûbĕʾērôtoo-veh-ay-ROTE
and
Kirjath-jearim.
וְקִרְיַ֥תwĕqiryatveh-keer-YAHT
יְעָרִֽים׃yĕʿārîmyeh-ah-REEM

Cross Reference

ଏଜ୍ରା 2:25
କିରିଯତ-ଯାରୀମ୍ ଓ କଫୀରା ଓ ବରେୋତ ସହରରୁ 743 ଜଣ।

ପ୍ରଥମ ଶାମୁୟେଲ 7:1
ଅନନ୍ତର କିରିଯଥ-ୟିଯାରୀମୀଯ ଲୋକମାନେ ଆସିଲେ ଏବଂ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇଗେଲେ। ସମାନେେ ପର୍ବତସ୍ଥିତ ଅବୀନାଦବର ଗୃହକକ୍ସ୍ଟ ତାହା ଆଗିଲେ। ସଦାପ୍ରଭୁଙ୍କ ସିନ୍ଦକ୍ସ୍ଟକ ଜଗିବାକକ୍ସ୍ଟ ତା'ର ପକ୍ସ୍ଟତ୍ର ଇଲିଯାସରକକ୍ସ୍ଟ ବିଶଷେ ଉତ୍ସବ ମାଧ୍ଯମ ରେ ପବିତ୍ର କଲେ।

ଯିହୋଶୂୟ 18:25
ବିଦ୍ଯାମୀନ ବଂଶ ମଧ୍ଯ ଗିବିୟୋନର ରାମତ୍, ବରେୋତ୍,

ନିହିମିୟା 7:29
କିରିଯତ୍ ୟିଯାରୀମ, କଫୀରା ଓ ବରେୋତ ସହରରୁ 743 ଜଣ।

ଦିତୀୟ ବଂଶାବଳୀ 1:3
ଏହାପରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ସମାଜ ଏବଂ ଗିବିୟୋନର ପର୍ବତ ଶିଖରସ୍ଥ ପୂଜାସ୍ଥଳକୁ ଗଲେ। ପରମେଶ୍ବରଙ୍କ ସମାଗମ ତମ୍ବୁ ସଠାେରେ ଥିଲା। ଯେତବେେଳେ ସମାନେେ ମରୁ ପ୍ରାନ୍ତର ରେ ଥିଲେ ସଦାପ୍ରଭୁଙ୍କ ଦାସ ମାଶାେ ସହେି ତମ୍ବୁ ନିର୍ମାଣ କରିଥିଲେ।

ପ୍ରଥମ ବଂଶାବଳୀ 21:29
ଗିବିଯୋନ ସହରର ଉଚ୍ଚସ୍ଥାନ ରେ ପବିତ୍ର ତମ୍ବୁ ଓ ହାମବେଳି, ନବୈେଦ୍ଯର ବଦେୀ ଥିଲା। ଇଶ୍ରାୟେଲର ଲୋକମାନେ ମରୁଭୂମିରେ ଥିବା ସମୟରେ ମାଶାେ ପବିତ୍ର ତମ୍ବୁ ନିର୍ମାଣ କରିଥିଲେ।

ପ୍ରଥମ ବଂଶାବଳୀ 13:5
ତେଣୁ ଦାଉଦ ମିଶରର ଶିଯୋରନଦୀଠାରୁ ହମାତର ସହର ପର୍ୟ୍ଯନ୍ତ ଇଶ୍ରାୟେଲର ଲୋକମାନଙ୍କୁ ଏକତ୍ର କଲେ। ସମାନେେ କିରିଯତ୍-ୟିଯାରୀମ ସହରରୁ ନିଯମସିନ୍ଦୁକ ଫରୋଇ ଆଣିବା ନିମନ୍ତେ ଏକତ୍ର ହେଲେ।

ଯିହୋଶୂୟ 18:14
ସଠାେରକ୍ସ୍ଟ ସେ ସୀମା ଲାଗି ରହିଲା। ପଶ୍ଚିମ ରେ ବୈଥୋରୋଣ ଦକ୍ଷିଣାସ୍ଥିତ ପର୍ବତଠାରକ୍ସ୍ଟ ଦକ୍ଷିଣ ଆଡେ ୟିହକ୍ସ୍ଟଦା ସନ୍ତାନଗଣର କିରିଯଥବାଲ୍ ବା କିରିଯଥ ୟିଯାରୀମ୍ ନାମକ ଏକ ନଗର ପର୍ୟ୍ଯନ୍ତ। ଏହାଥିଲା ସମାନଙ୍କେର ପଶ୍ଚିମ ସୀମା।

ଯିହୋଶୂୟ 15:60
ସମାନଙ୍କେୁ ଆଉ ଦକ୍ସ୍ଟଇଟି ସହର ଦିଆ ୟାଇଥିଲା। ସଗେକ୍ସ୍ଟଡିକ ହେଲା ରଦ୍ଦା ଏବଂ କିରିଯଥ୍ ବୈଥ।

ଯିହୋଶୂୟ 15:9
ସହେି ସ୍ଥାନଠାରକ୍ସ୍ଟ ସୀମା ସହେି ପର୍ବତ ଶୃଙ୍ଗଠାରକ୍ସ୍ଟ ନଲ୍ଗୋହର ଜଳ ନିର୍ଝର ପର୍ୟ୍ଯନ୍ତ ଥିଲା ଓ ଇଫ୍ରୋଣ ପର୍ବତସ୍ଥ ନଗର ଆଡକକ୍ସ୍ଟ ଗଲା। ପକ୍ସ୍ଟଣି ସହେି ସୀମା କିରିଯାଥ-ୟିଯାରୀମ୍ ନାମ ରେ ପ୍ରସିଦ୍ଧ ବାଲା ପର୍ୟ୍ଯନ୍ତ ବିସ୍ତୃତ ହେଲା।

ଯିହୋଶୂୟ 10:2
ତେଣୁ ଆଦୋନିଷଦେକ୍ ଏବଂ ତାଙ୍କର ଲୋକମାନେ ଖକ୍ସ୍ଟବ୍ ଭୟଭୀତ ହେଲେ। ଗିବିଯୋନ ଅଯ ପରି େଛାଟ ସହର ନ ଥିଲା। ଏହା ଏକ ବଡ ସହର ଥିଲା। ଏହା ଏକ ରାଜଧାନୀ ତକ୍ସ୍ଟଲ୍ଯ ବୃହତ୍ ନଗର ଥିଲା ଏବଂ ସହେି ସହରର ଲୋକମାନେ ଯୋଦ୍ଧା ଥିଲେ। ତେଣୁ ରାଜା ବହକ୍ସ୍ଟତ ଭୟ କରି ୟାଇଥିଲେ।