Joshua 6:18
ତୁମ୍ଭମାନେେ ସହେି ଦ୍ରବ୍ଯରକ୍ସ୍ଟ କିଛି ନଦବୋ ପାଇଁ ସାବଧାନ ହବୋ ଉଚିତ୍, ଯାହାକି ନଷ୍ଟ କରାୟିବ। ଯଦି ତୁମ୍ଭମାନେେ ସହେି ଦ୍ରବ୍ଯଗୁଡିକୁ ଇଶ୍ରାୟେଲର ଛାଉଣୀ ଭିତରକକ୍ସ୍ଟ ନିଅ, ତୁମ୍ଭମାନେେ ଏହା ଆପଣା ଉପରକକ୍ସ୍ଟ ବିପଦ ଆଣିବ ଏବଂ ତୁମ୍ଭମାନେେ ଇଶ୍ରାୟେଲ ଛାଉଣୀ ଧ୍ବଂସ କରିବାର କାରଣ ହବେ।
Joshua 6:18 in Other Translations
King James Version (KJV)
And ye, in any wise keep yourselves from the accursed thing, lest ye make yourselves accursed, when ye take of the accursed thing, and make the camp of Israel a curse, and trouble it.
American Standard Version (ASV)
But as for you, only keep yourselves from the devoted thing, lest when ye have devoted it, ye take of the devoted thing; so would ye make the camp of Israel accursed, and trouble it.
Bible in Basic English (BBE)
And as for you, keep yourselves from the cursed thing, for fear that you may get a desire for it and take some of it for yourselves, and so be the cause of a curse and great trouble on the tents of Israel.
Darby English Bible (DBY)
But in any wise keep from the accursed thing, lest ye make [yourselves] accursed in taking of the accursed thing, and make the camp of Israel a curse, and trouble it.
Webster's Bible (WBT)
And ye, in any wise keep yourselves from the accursed thing, lest ye make yourselves accursed, when ye take of the accursed thing, and make the camp of Israel a curse, and trouble it.
World English Bible (WEB)
But as for you, only keep yourselves from the devoted thing, lest when you have devoted it, you take of the devoted thing; so would you make the camp of Israel accursed, and trouble it.
Young's Literal Translation (YLT)
and surely ye have kept from the devoted thing, lest ye devote `yourselves', and have taken from the devoted thing, and have made the camp of Israel become a devoted thing, and have troubled it;
| And ye, | וְרַק | wĕraq | veh-RAHK |
| in any wise | אַתֶּם֙ | ʾattem | ah-TEM |
| keep | שִׁמְר֣וּ | šimrû | sheem-ROO |
| yourselves from | מִן | min | meen |
| thing, accursed the | הַחֵ֔רֶם | haḥērem | ha-HAY-rem |
| lest | פֶּֽן | pen | pen |
| ye make yourselves accursed, | תַּחֲרִ֖ימוּ | taḥărîmû | ta-huh-REE-moo |
| take ye when | וּלְקַחְתֶּ֣ם | ûlĕqaḥtem | oo-leh-kahk-TEM |
| of | מִן | min | meen |
| the accursed thing, | הַחֵ֑רֶם | haḥērem | ha-HAY-rem |
| and make | וְשַׂמְתֶּ֞ם | wĕśamtem | veh-sahm-TEM |
| אֶת | ʾet | et | |
| camp the | מַֽחֲנֵ֤ה | maḥănē | ma-huh-NAY |
| of Israel | יִשְׂרָאֵל֙ | yiśrāʾēl | yees-ra-ALE |
| a curse, | לְחֵ֔רֶם | lĕḥērem | leh-HAY-rem |
| and trouble | וַֽעֲכַרְתֶּ֖ם | waʿăkartem | va-uh-hahr-TEM |
| it. | אוֹתֽוֹ׃ | ʾôtô | oh-TOH |
Cross Reference
ଯିହୋଶୂୟ 7:25
ତା'ପରେ ୟିହୋଶୂଯ କହିଲେ, ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦକ୍ସ୍ଟଃଖ ଦଲେ? ସଦାପ୍ରଭୁ ଆଜି ତକ୍ସ୍ଟମ୍ଭ ପାଇଁ ଦକ୍ସ୍ଟଃଖ ଆଣିବେ। ତେଣୁ ଇଶ୍ରାୟେଲର ସମସ୍ତ ଲୋକ ଆଖନ ଓ ତା'ର ପରିବାରକକ୍ସ୍ଟ ପଥର ଫିଙ୍ଗି ହତ୍ଯା କଲେ। ଏହାପରେ ଲୋକମାନେ ତାକକ୍ସ୍ଟ ଓ ସେ ଆଣିଥିବା ସମସ୍ତ ଦ୍ରବ୍ଯକକ୍ସ୍ଟ ସହେି ସ୍ଥାନ ରେ ପୋଡି଼ ଦେଲେ।
ଯିହୋଶୂୟ 7:11
ଇଶ୍ରାୟେଲୀୟ ଲୋକମାନେ ମାେ ବିରକ୍ସ୍ଟଦ୍ଧ ରେ ପାପ କରିଛନ୍ତି। ମୁ ସମାନଙ୍କେୁ ଯେଉଁ ନିଯମ ମାନିବାକକ୍ସ୍ଟ ଦଇେଥିଲି, ସମାନେେ ତାହାକକ୍ସ୍ଟ ଅମାନ୍ଯ କରୁଛନ୍ତି। ସମାନେେ କିଛି ଜିନିଷ ଆଣିଛନ୍ତି, ଯାହାକକ୍ସ୍ଟ ମୁ ଧ୍ବଂସ କରିବାକୁ କହିଥିଲି। ସମାନେେ ମାଠାେରକ୍ସ୍ଟ ଏହା ଗ୍ଭରେି କରିଛନ୍ତି। ତା'ପରେ ସମାନେେ ଏହାକକ୍ସ୍ଟ ଅସ୍ବୀକାର କଲେ। ଆଉ ସଗେୁଡିକୁ ନିଜର ସାମଗ୍ରି ସହିତ ରଖିଲେ।
ଯିହୋଶୂୟ 7:1
କିନ୍ତୁ ଇଶ୍ରାୟେଲ ଲୋକମାନେ ସଦାପ୍ରଭୁଙ୍କ ଦ୍ରବ୍ଯ ନଷ୍ଟ ସମ୍ବନ୍ଧୀଯ ଆଦେଶ ମାନିଲେ ନାହିଁ। ସଠାେରେ ଜଣେ ୟିହକ୍ସ୍ଟଦା ଗୋଷ୍ଠୀବର୍ଗୀଯ ଲୋକ ଥିଲେ, ଯାହାର ନାମ ଆଖନ୍। ସେ କର୍ମିର ପକ୍ସ୍ଟତ୍ର ଥିଲା ଏବଂ କର୍ମି ଜିମୀର ପକ୍ସ୍ଟତ୍ର ଥିଲା। ଯାହା ଧ୍ବଂଶ କରିବାର ଥିଲା, ସେଥିରକ୍ସ୍ଟ କିଛି ଆଖନ ରଖିଥିଲା। ଯେଉଁଥିପାଇଁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କ ଉପରେ କୋରଧିତ ହେଲେ।
ଯୋହନଙ୍କ ପ୍ରଥମ ପତ୍ର 5:21
ତେଣୁ ପ୍ରିୟ ପିଲାମାନେ, ତୁମ୍ଭମାନେେ ସବୁ ନିଜ ନିଜକୁ ଭଣ୍ଡ ଦବେତାମାନଙ୍କଠାରୁ ଦୂର ରେ ରଖ।
ଯାକୁବଙ୍କ ପତ୍ 1:27
ପରମେଶ୍ବର ଯେଉଁ ଧର୍ମକୁ ଭଲ ପାଆନ୍ତି, ତାହା ହେଲା : ଅନାଥ, ବିଧବା ଓ ଅସହାୟ ଲୋକମାନଙ୍କର ଯତ୍ନ ନବୋ ଓ ନିଜକୁ ଏହି ସଂସାରର ମନ୍ଦ ପ୍ରଭାବରୁ ମୁକ୍ତ ରଖିବା। ଏହି ପ୍ରକାର ଧର୍ମକୁ ପରମେଶ୍ବର ସମ୍ପୂର୍ଣ୍ଣ ଶୁଦ୍ଧ ଓ ଉତ୍ତମ ବୋଲି ଗ୍ରହଣ କରନ୍ତି।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:11
ସର୍ବଦା ଭଲ କାମ କରି, ଅନ୍ଧକାରର କର୍ମଗୁଡ଼ିକର ଅସାରତା ପ୍ରମାଣିତ କର।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 6:17
ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ ସମାନଙ୍କେଠାରୁ ନିଜକୁ ଅଲଗା କରି ରଖ, ଯାହା ଅରୁଦ୍ଧ, ତାହାକୁ ଛୁଅଁ ନାହିଁ, ତା' ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି। ୟିଶାଇୟ 52 :11
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:9
ତୁମ୍ଭର ପ୍ ରମେ ନିଷ୍କପଟ ହେଉ। ମନ୍ଦକୁ ଘୃଣା କର।
ଯୂନସ 1:12
ୟୂନସ ସହେି ନାବିକମାନଙ୍କୁ କହିଲେ, ମୁଁ ଜାଣେ, ମୁଁ ଭୂଲ୍ କରିଛି, ସେଥିପାଇଁ ସମୁଦ୍ର ରେ ଝଡ ଆସିଲା। ତେଣୁ ତୁମ୍ଭମାନେେ ମାେତେ ସମୁଦ୍ରକୁ ଫିଙ୍ଗି ଦିଅ, ତହିଁରେ ସମୁଦ୍ର ଶାନ୍ତ ହାଇଯେିବ।
ଉପଦେଶକ 9:18
ୟୁଦ୍ଧାସ୍ତ୍ର ଅପେକ୍ଷା ଜ୍ଞାନ ଉତ୍ତମ। ମାତ୍ର ଜଣେ ପାପୀ ଅନକେ ମଙ୍ଗଳ ନାଶ କରିପା ରେ।
ପ୍ରଥମ ରାଜାବଳୀ 18:17
ଆହାବ୍ ଏଲିଯଙ୍କୁ ପଚାରିଲେ, ତୁମ୍ଭେ କ'ଣ ସହେି, ଯେ ଇଶ୍ରାୟେଲର ଦୁଃଖର କାରଣ?
ଦିତୀୟ ଶାମୁୟେଲ 21:1
ଦାଉଦଙ୍କ ରାଜତ୍ବ ସମୟରେ କ୍ରମାଗତ ତିନିବର୍ଷ ଧରି ଦକ୍ସ୍ଟର୍ଭିକ୍ଷ ହେଲା। ଏହି ସମୟରେ ରାଜା ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତେ ସଦାପ୍ରଭୁ ଉତ୍ତର ଦଇେ କହିଲେ, ଶାଉଲ ଓ ତା'ର ହତ୍ଯାକାରୀ ବଂଶ ଯୋଗକ୍ସ୍ଟ ଏପରି ହେଉଛି। ଯେ ହତେକ୍ସ୍ଟ ସେ ଗିବିଯୋନୀଯମାନଙ୍କୁ ହତ୍ଯା କରିଥିଲା।
ପ୍ରଥମ ଶାମୁୟେଲ 14:28
ଜଣେ ସୈନିକ ଯୋନାଥନକକ୍ସ୍ଟ କହିଲା, ତକ୍ସ୍ଟମ୍ଭ ବାପା ୈସନ୍ଯମାନଙ୍କୁ ବାଧ୍ଯ କରିଛନ୍ତି ୟିଏ ଆଜି ଖାଇବ, ସେ ଦଣ୍ତିତ ହବେ। ତେଣୁ ଲୋକମାନେ ଖାଇ ନାହାଁନ୍ତି ଓ ଦୁର୍ବଳ ଅନକ୍ସ୍ଟଭବ କରୁଛନ୍ତି।
ଯିହୋଶୂୟ 22:18
ବର୍ତ୍ତମାନ ତୁମ୍ଭମାନେେ ଠିକ୍ ସହେି ପାପ କରୁଛ! ତୁମ୍ଭମାନେେ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧାଚରଣ କଲ। ତୁମ୍ଭମାନେେ ତାଙ୍କ ବିରକ୍ସ୍ଟଦ୍ଧ ରେ ବିଦ୍ରୋହ କଲ। ତୁମ୍ଭମାନେେ ଏପରି ବ୍ଯବହାର କାହିଁକି ଦଖାେଉଛ? ଏଥିପାଇଁ ସଦାପ୍ରଭୁ ସମଗ୍ର ଇଶ୍ରାୟେଲ ସନ୍ତାନଗଣଙ୍କ ଉପରେ କ୍ରୋଧିତ ହବେେ।
ଯିହୋଶୂୟ 7:15
ୟିଏ ଲକ୍ସ୍ଟସ୍ଖନ ଦ୍ରବ୍ଯ ରଖିବା ରେ ଦୋଷୀ ମନିବ, ଯେଉଁ ଦ୍ରବ୍ଯଟି ନଷ୍ଟ ହବୋର ଉଚିତ୍ ଥିଲା, ତାହା ନିଆଁ ରେ ପୋଡି଼ ପାଉଁଶ କରାୟିବ। ଏବଂ ତା'ର ଅଧିନ ରେ ଥିବା ସବୁକିଛିକକ୍ସ୍ଟ ପୋଡି଼ ପାଉଁଶ କରାୟିବ, ଯେ ହତେକ୍ସ୍ଟ ସେ ସଦାପ୍ରଭୁଙ୍କର ନିଯମ ଭଂଗ କଲା। ଆଉ ମଧ୍ଯ ସେ ଇଶ୍ରାୟେଲର ଲୋକମାନଙ୍କ ବହକ୍ସ୍ଟତ ପାପପୂର୍ଣ କାର୍ୟ୍ଯ କଲା।'
ଦିତୀୟ ବିବରଣ 13:17
ସହେି ଦ୍ରବ୍ଯରକ୍ସ୍ଟ ଯାହା ଧ୍ବଂସ ହବୋ ଉଚିତ୍, ତୁମ୍ଭମାନେେ କିଛି ସଂଗ୍ରହ କରିବା ଉଚିତ୍ ନକ୍ସ୍ଟହଁ। ଏଥି ରେ ସଦାପ୍ରଭୁ ଆପଣା ପ୍ରଚଣ୍ତ କୋରଧରକ୍ସ୍ଟ ଫରେିବେ ଓ ତକ୍ସ୍ଟମ୍ଭପ୍ରତି କରୁଣା କରିବେ ଏବଂ ତୁମ୍ଭର ସଂଖ୍ଯା ବଢାଇବେ। ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କକ୍ସ୍ଟ ପ୍ରତିଜ୍ଞା କରିଥିଲେ।
ଦିତୀୟ ବିବରଣ 7:26
ତୁମ୍ଭେ ସହେି ଘୃଣିତ ବସ୍ତକ୍ସ୍ଟଗକ୍ସ୍ଟଡିକ ନିଜ ଗୃହ ଭିତରକକ୍ସ୍ଟ ଆଣିବ ନାହିଁ। କାଳେ ତୁମ୍ଭମାନେେ ତାହା ତକ୍ସ୍ଟଲ୍ଯ ଅଭିଶଲ୍ଗ ହାଇପୋ ରେ। ତୁମ୍ଭମାନେେ ସଗେୁଡିକୁ ଅତିଶଯ ଘୃଣା କରିବା ଉଚିତ ଓ ସମାନେେ ଅଭିଶଲ୍ଗ ହକ୍ସ୍ଟଅନ୍ତକ୍ସ୍ଟ ବୋଲି ବିବଚେନା କରିବ କାରଣ ସମାନେେ ବିଧ୍ବସିଂତ ହବୋର ବସ୍ତକ୍ସ୍ଟ ଅଟନ୍ତି।