Joshua 19:41
ଏହିସବୁ ଭୂମି ଯାହାକି ସମାନଙ୍କେୁ ଦିଆୟାଇଥିଲା, ସଗେକ୍ସ୍ଟଡିକ ହେଲା ସରିଯ ଇଷ୍ଟାଯୋଲ ଇରଶମେଶ,
Joshua 19:41 in Other Translations
King James Version (KJV)
And the coast of their inheritance was Zorah, and Eshtaol, and Irshemesh,
American Standard Version (ASV)
And the border of their inheritance was Zorah, and Eshtaol, and Ir-shemesh,
Bible in Basic English (BBE)
And the limit of their heritage was Zorah and Eshtaol and Ir-shemesh
Darby English Bible (DBY)
And the territory of their inheritance was Zoreah, and Eshtaol, and Ir-shemesh,
Webster's Bible (WBT)
And the border of their inheritance was Zorah, and Eshtaol, and Ir-shemesh,
World English Bible (WEB)
The border of their inheritance was Zorah, and Eshtaol, and Irshemesh,
Young's Literal Translation (YLT)
and the border of their inheritance is Zorah, and Eshtaol, and Ir-Shemesh,
| And the coast | וַיְהִ֖י | wayhî | vai-HEE |
| of their inheritance | גְּב֣וּל | gĕbûl | ɡeh-VOOL |
| was | נַֽחֲלָתָ֑ם | naḥălātām | na-huh-la-TAHM |
| Zorah, | צָרְעָ֥ה | ṣorʿâ | tsore-AH |
| and Eshtaol, | וְאֶשְׁתָּא֖וֹל | wĕʾeštāʾôl | veh-esh-ta-OLE |
| and Ir-shemesh, | וְעִ֥יר | wĕʿîr | veh-EER |
| שָֽׁמֶשׁ׃ | šāmeš | SHA-mesh |
Cross Reference
ଯିହୋଶୂୟ 15:33
ୟିହକ୍ସ୍ଟଦାର ବଂଶ ପଶ୍ଚିମ ପର୍ବତ ପାଶର୍ବସ୍ଥ ତଳଭୂମି ନଗରଗକ୍ସ୍ଟଡିକ ଅଧିକାରକକ୍ସ୍ଟ ନେଲେ। ସଗେକ୍ସ୍ଟଡିକ ହେଲା, ଇଷ୍ଟାଯୋଲ, ସରିଯ ଓ ଅସ୍ନା,
ବିଚାରକର୍ତାମାନଙ୍କ ବିବରଣ 13:2
ଏହାପରେ ସରିଯନିବାସୀ ଜଣେ ଲୋକ ଯାହାର ନାମ ଥିଲା ମା ନୋହ। ତାଙ୍କର ଏକ ସ୍ତ୍ରୀ ଥିଲା କିନ୍ତୁ ସେ ଥିଲା ବାନ୍ଧ୍ଯା। କାରଣ ସେ କୌଣସି ପିଲାକକ୍ସ୍ଟ ଜନ୍ମ ଦବୋକକ୍ସ୍ଟ ଅକ୍ଷମ ଥିଲା।
ବିଚାରକର୍ତାମାନଙ୍କ ବିବରଣ 13:25
ସଦାପ୍ରଭୁଙ୍କର ଆତ୍ମା ତା'ର ଅନ୍ତର ରେ କାମ କରିବାକୁ ଆରମ୍ଭ କଲା, ଯେତବେେଳେ ସେ ମହନୀ-ଦାନ ରେ ଥିଲା, ଯାହାକି ସରିଯ ଓ ଇଷ୍ଟାଯୋଲ ନଗର ଦ୍ବଯ ମଧିଅରେ ଥିଲା।
ବିଚାରକର୍ତାମାନଙ୍କ ବିବରଣ 16:31
ଏହାପରେ ତା'ର ଭାତୃଗଣ ଓ ତା'ର ପିତୃଗୃହସ୍ଥ ପରିବାର ଆସିଲେ ଓ ତା'ର ମୃତ ଶରୀରକକ୍ସ୍ଟ ନଇଗେଲେ। ସମାନେେ ତାଙ୍କୁ ତାଙ୍କର ପିତାଙ୍କର କବର ସ୍ଥାନ ରେ କବର ଦେଲେ, ଯେଉଁଟାକି ସରିଯର ଓ ଇଷ୍ଟାଯୋଲର ମଧ୍ଯ ସ୍ଥାନ ରେ। ସେ କୋଡିଏ ବର୍ଷ ଧରି ଇଶ୍ରାୟେଲମାନଙ୍କର ବିଗ୍ଭରକ ଥିଲେ।
ବିଚାରକର୍ତାମାନଙ୍କ ବିବରଣ 18:2
ଏଣୁ ଦାନର ପରିବାରବର୍ଗ ସମାନଙ୍କେ ପରିବାରବର୍ଗରକ୍ସ୍ଟ ପାଞ୍ଚଜଣ ବୀର ପୁରୁଷଙ୍କକ୍ସ୍ଟ ଦେଶ ଭ୍ରମଣ ଓ ଅନକ୍ସ୍ଟସନ୍ଧାନ କରିବାକୁ ସରିଯ ଓ ଇଷ୍ଟାଯୋଲଠାରକ୍ସ୍ଟ ପଠାଇଲେ ସମାନେେ ସମାନଙ୍କେୁ କହିଲେ, ୟାଅ ଏବଂ ଆଉ କିଛି ଅଧିକ ଦେଶ ଅନକ୍ସ୍ଟସନ୍ଧାନ କର।
ପ୍ରଥମ ବଂଶାବଳୀ 2:53
କିରିଯତ୍-ୟିଯାରୀମ ପରିବାର ବର୍ଗମାନେ ଥିଲେ, ୟିତ୍ରୀଯ, ପୁଥୀଯ, ଶୂମାଥୀଯ ଓ ମିଶ୍ରାଯୀଯ। ସରାଯୀଯ ଓ ଇଷ୍ଟାଯୋଲୀଯଗଣ ମିସ୍ରାଯୀଯରୁ ଆସିଥିଲେ।
ଦିତୀୟ ବଂଶାବଳୀ 11:10
ସରା, ଅଯାଲୋନ୍ ଓ ହିବ୍ରୋଣ୍ର ନଗର ସବୁର ମରାମତି କଲେ। ଯିହୁଦା ଓ ବିନ୍ଯାମୀନର ଏହି ନଗରଗୁଡ଼ିକ ଦୃଢ଼ କରାଗଲା।