Joshua 19:28
ଏହାର ସୀମା ଇବ୍ରୋଣ,ରହୋବ୍ ହମ୍ମୋନ୍, କାନ୍ନା ଓ ସଦୂର ସହାସୀଦୋନ୍ ପର୍ୟ୍ଯନ୍ତ ଲାଗିଥିଲା।
Joshua 19:28 in Other Translations
King James Version (KJV)
And Hebron, and Rehob, and Hammon, and Kanah, even unto great Zidon;
American Standard Version (ASV)
and Ebron, and Rehob, and Hammon, and Kanah, even unto great Sidon;
Bible in Basic English (BBE)
And Ebron and Rehob and Hammon and Kanah, to great Zidon;
Darby English Bible (DBY)
and Ebron, and Rehob, and Hammon, and Kanah, as far as great Zidon;
Webster's Bible (WBT)
And Hebron, and Rehob, and Hammon, and Kanah, even to great Zidon;
World English Bible (WEB)
and Ebron, and Rehob, and Hammon, and Kanah, even to great Sidon;
Young's Literal Translation (YLT)
and Hebron, and Rehob, and Hammon, and Kanah, unto great Zidon;
| And Hebron, | וְעֶבְרֹ֥ן | wĕʿebrōn | veh-ev-RONE |
| and Rehob, | וּרְחֹ֖ב | ûrĕḥōb | oo-reh-HOVE |
| and Hammon, | וְחַמּ֣וֹן | wĕḥammôn | veh-HA-mone |
| Kanah, and | וְקָנָ֑ה | wĕqānâ | veh-ka-NA |
| even unto | עַ֖ד | ʿad | ad |
| great | צִיד֥וֹן | ṣîdôn | tsee-DONE |
| Zidon; | רַבָּֽה׃ | rabbâ | ra-BA |
Cross Reference
ବିଚାରକର୍ତାମାନଙ୍କ ବିବରଣ 1:31
ଆଶରେ ପରିବାରବର୍ଗମାନଙ୍କ ସହିତ ଠିକ୍, ତାହା ହିଁ ଘିଟିଲା। ଆଶରେ ପରିବାରବର୍ଗର ଲୋକମାନେ ଯେଉଁମାନେ ସମାନଙ୍କେ ସହିତ ଅକ୍କୋନିବାସୀ, ସୀଦୋନ୍ ଅହଲବ୍ ଅକଷୀବ ହିଲବା, ଅଫିକ୍ ଓ ରହୋବରକ୍ସ୍ଟ ବସବାସ କରୁଥିଲେ, ସହେି ଲୋକମାନଙ୍କୁ ବିତାଡିତ କଲନୋହିଁ।
ଯିହୋଶୂୟ 11:8
ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ସହାୟ ହେଲେ, ସମାନଙ୍କେୁ ପରାସ୍ତ କରିବା ପାଇଁ। ଇଶ୍ରାୟେଲୀୟମାନେ ସମାନଙ୍କେୁ ଆଘାତ କଲେ ଓ ମହାସୀଦୋନ ଓ ମିଷ୍ରଫୋତ୍ ମଯିମ୍ ପର୍ୟ୍ଯନ୍ତ ଆଉ ପୂର୍ବ ଦିଗ ରେ ମିସ୍ପିର ସମସ୍ଥଳି ପର୍ୟ୍ଯନ୍ତ ସମାନଙ୍କେୁ ଘଉଡାଇ ନେଲେ। ପକ୍ସ୍ଟଣି ସମାନଙ୍କେର କହେି ଅବଶିଷ୍ଟ ରହିଲେ ନାହିଁ। ସମାନେେ ସମସ୍ତଙ୍କକ୍ସ୍ଟ ସଂହାର କଲେ।
ଆଦି ପୁସ୍ତକ 10:19
ତହିଁରେ ସୀଦୋନଠାରୁ ଗରା ରେ ଦିଗକୁ ହସା ପ୍ରର୍ୟ୍ଯନ୍ତ ପୁଣି ସଦୋମ୍, ହ ମାରୋ ଓ ଅଦ୍ମା, ସବୋଯୀମ ଦିଗ ରେ ଲୋଶା ପର୍ୟ୍ଯନ୍ତ କିଣାନୀଯମାନଙ୍କ ବସତିର ସୀମା ଥିଲା।
ଯିଶାଇୟ 23:2
ହେ ଦ୍ବୀପ ନିବାସୀଗଣ ତୁମ୍ଭମାନେେ ନୀରବ ହୁଅ ଓ ଦୁଃଖିତ ହୁଅ। ସୋର ଥିଲା ସୀଦୋନର ବଣିକ। ସହେି ଦେଶର ବଣିକମାନେ ସମୁଦ୍ର ପାର ହାଇେ ତୁମ୍ଭର ଦେଶକୁ ଧନ ରେ ପରିପୂର୍ଣ୍ଣ କଲେ।
ଯିଶାଇୟ 23:4
ହେ ସୀଦୋନ, ତୁମ୍ଭମାନେେ ଲଜ୍ଜିତ ହୁଅ। କାରଣ ସାଗର ଓ ସାଗରର ଦୃଢ଼ ଦୁର୍ଗ କୁହନ୍ତି : ମାରେ ପିଲା ନାହାଁନ୍ତି। ତେଣୁ ମୁଁ ପ୍ରସବ ବଦନୋ ଅନୁଭବ କରି ନାହିଁ। ପ୍ରସବ କରି ନ ଥିବାରୁ ୟୁବକମାନଙ୍କର ପ୍ରତିପାଳନ କରି ନାହିଁ କିମ୍ବା ୟୁବତୀମାନଙ୍କର ଭରଣପୋଷଣ କରି ନାହିଁ।
ଯିଶାଇୟ 23:12
ସଦାପ୍ରଭୁ କୁହନ୍ତି, ହେ ଉତ୍ପୀଡ଼ନ କରୁଥିବା ସୀଦୋନର କୁଆଁରୀକନ୍ଯା, ତୁମ୍ଭେ ଆନନ୍ଦ କର ନାହିଁ କାରଣ ତୁମ୍ଭେ ଧ୍ବଂସ ହବେ। ମାତ୍ର ତୁମ୍ଭେ କିତ୍ତୀମକୁ ଗଲେ ମଧ୍ଯ, ସଠାେ ରେ ତୁମ୍ଭେ ବିଶ୍ରାମ ପାଇବ ନାହିଁ।'
ଯୋହନଲିଖିତ ସୁସମାଚାର 2:1
ଦୁଇ ଦିନ ପରେ ଗାଲିଲୀର କାନ୍ନା ସହର ରେ ଗୋଟିଏ ବିବାହ ହେଲା। ଯୀଶୁଙ୍କ ମାଆ ସଠାେରେ ଥିଲେ।
ଯୋହନଲିଖିତ ସୁସମାଚାର 2:11
ଏହା ଯୀଶୁଙ୍କର ପ୍ରଥମ ଆଶ୍ଚର୍ୟ୍ଯ କାର୍ୟ୍ଯ ଥିଲା। ସେ ଏହି ଆଶ୍ଚର୍ୟ୍ଯକାମ ଗାଲୀଲୀର କାନ୍ନା ସହର ରେ କରିଥିଲେ। ଏହିପରି ସେ ତାହାଙ୍କ ମହିମା ଦଖାଇେଲେ। ଏବଂ ତାହାଙ୍କର ଶିଷ୍ଯମାନେ ତାହାଙ୍କ ଉପରେ ବିଶ୍ବାସ କଲେ।
ଯୋହନଲିଖିତ ସୁସମାଚାର 4:46
ଯୀଶୁ ଗାଲୀଲର କାନା ନଗରକୁ ପୁଣି ଥରେ ଗଲେ। କାନ୍ନା ରେ ସେ ଜଳକୁ ଦ୍ରାକ୍ଷାରସ ରେ ପରିଣତ କରିଥିଲେ। ରାଜାଙ୍କର ଜଣେ ମୁଖ୍ଯକର୍ମଚାରୀ କଫର୍ନାହୂମ ନଗର ରେ ବାସ କରୁଥିଲେ। ଏହି ବ୍ଯକ୍ତିଙ୍କର ପୁତ୍ର ଅସୁସ୍ଥ ଥିଲା।