ଯୂନସ 4:3 in Oriya

ଓଡିଆ ଓଡିଆ ବାଇବେଲ ଯୂନସ ଯୂନସ 4 ଯୂନସ 4:3

Jonah 4:3
ତେଣୁ ମୁଁ ବର୍ତ୍ତମାନ ପ୍ରାର୍ଥନା କରୁଛି, ହେ ସଦାପ୍ରଭୁ, ମାେତେ ବରଂ ମାରି ଦିଅ। ବଞ୍ଚିବା ଅପେକ୍ଷା ବରଂ ମାରେମରିବା ଭଲ ହବେ।

Jonah 4:2Jonah 4Jonah 4:4

Jonah 4:3 in Other Translations

King James Version (KJV)
Therefore now, O LORD, take, I beseech thee, my life from me; for it is better for me to die than to live.

American Standard Version (ASV)
Therefore now, O Jehovah, take, I beseech thee, my life from me; for it is better for me to die than to live.

Bible in Basic English (BBE)
So now, O Lord, give ear to my prayer and take my life from me; for death is better for me than life.

Darby English Bible (DBY)
And now, Jehovah, take, I beseech thee, my life from me, for it is better for me to die than to live.

World English Bible (WEB)
Therefore now, Yahweh, take, I beg you, my life from me; for it is better for me to die than to live."

Young's Literal Translation (YLT)
And now, O Jehovah, take, I pray Thee, my soul from me, for better `is' my death than my life.'

Therefore
now,
וְעַתָּ֣הwĕʿattâveh-ah-TA
O
Lord,
יְהוָ֔הyĕhwâyeh-VA
take,
קַחqaḥkahk
thee,
beseech
I
נָ֥אnāʾna

אֶתʾetet
my
life
נַפְשִׁ֖יnapšînahf-SHEE
from
מִמֶּ֑נִּיmimmennîmee-MEH-nee
for
me;
כִּ֛יkee
it
is
better
ט֥וֹבṭôbtove
die
to
me
for
מוֹתִ֖יmôtîmoh-TEE
than
to
live.
מֵחַיָּֽי׃mēḥayyāymay-ha-YAI

Cross Reference

ପ୍ରଥମ ରାଜାବଳୀ 19:4
ଏଲିଯ ପ୍ରାନ୍ତର ଭିତ ରେ ଦିନସାରା ଗ୍ଭଲି ଏକ ରୋତମ ବୃକ୍ଷମୂଳ ରେ ବସି ପଡିଲେ ଓ ନିଜର ମୃତ୍ଯୁ ପାଇଁ ପ୍ରାର୍ଥନା କରି କହିଲେ, ଏହା ୟଥେଷ୍ଟ ହେଲାଣି, ହେ ସଦାପ୍ରଭୁ, ମାରେ ପ୍ରାଣ ନିଅ, କାରଣ ମୁଁ ମାରେ ପୂର୍ବପୁରୁଷଙ୍କଠାରୁ ଭଲ ନୁହେଁ।

ଉପଦେଶକ 7:1
ବହୁମୂଲ୍ଯ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଅଟେ। ବ୍ଯକ୍ତିର ଜନ୍ମ ଦିନ ଅପେକ୍ଷା ମୃତ୍ଯୁର ଦିନ ୟଥେଷ୍ଟ ଭଲ ଅଟେ।

ଆୟୁବ ପୁସ୍ତକ 7:15
ତେଣୁ ମୁଁ ବଞ୍ଚିବାଠାରୁ ଶ୍ବାସ ରୋଧ ହାଇେ ମରିବାକୁ ଅଧିକ ପସନ୍ଦ କରେ।

ଆୟୁବ ପୁସ୍ତକ 6:8
ମୁଁ ଚାହୁଁଛି, ମୁଁ ଯାହା ମାଗିଛି ତାହା ମୁଁ ପାଆନ୍ତି। ମୁଁ ଇଚ୍ଛାକରେ ଯାହା ମାରେ ଦରକାର ପରମେଶ୍ବର ମାେତେ ଦବେେ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:21
ମାରେ ବଞ୍ଚି ରହିବାର ଅର୍ଥ ହେଉଛି ଖ୍ରୀଷ୍ଟ। ମୃତ୍ଯୁ ମଧ୍ଯ ମାେ ପାଇଁ ଏକ ଲାଭ ଅଟେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:15
କିନ୍ତୁ ମୁଁ ଉକ୍ତ ଅଧିକାରଗୁଡ଼ିକରୁ ଗୋଟିଏ ମଧ୍ଯ କବେେ ହେଲେ ପ୍ରଯୋଗ କରିନାହିଁ। ମୁଁ ମଧ୍ଯ କିଛି ପାଇବା ପାଇଁ ଚେଷ୍ଟା କରି ନାହିଁ। ଏହି ଉଦ୍ଦେଶ୍ଯ ରେ ମୁଁ ଏହା ଲେଖି ନାହିଁ। କହେି ମାହେର ଏହି ଗର୍ବର ଅଧିକାର ମାଠାରୁେ ଛଡ଼ାଇ ନଇେ ଗଲେ ବରଂ ମାରେମରିୟିବା ଭଲ।

ଯୂନସ 4:8
ସୂର୍ୟ୍ଯ ମୁଣ୍ତ ଉପରକୁ ଆସିଲା ପ ରପରେମେଶ୍ବର ଉତ୍ତପ୍ତ ପୁନଇେ ପବନ ବହିବାକୁ ନିର୍ଦ୍ଦେଶ ଦେଲେ। ସୂର୍ୟ୍ଯଙ୍କର ପ୍ରଖର କିରଣ ୟୂନସର ମୁଣ୍ତ ଉପ ରେ ପଡି ୟୂନସକୁ ଅତି ଦୁର୍ବଳ କରି ଦଲୋ। ୟୂନସ ପରମେଶ୍ବରଙ୍କୁ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ, ମାରେ ବଞ୍ଚିବା ଅପେକ୍ଷା ବରଂ ମରିବା ଭଲ।

ଯିରିମିୟ 20:14
ମାରେ ଜନ୍ମଦିନ ଶାପଗ୍ରସ୍ତ ହେଉ ଓ ଯେଉଁଦିନ ମାରେ ମାତା ମାେତେ ଜନ୍ମ ଦଲୋ, ସେ ଦିନଟି ଆଶୀର୍ବାଦ ପ୍ରାପ୍ତ ନ ହେଉ।

ଆୟୁବ ପୁସ୍ତକ 3:20
କାହିଁକି ଜଣେ ପୀଡ଼ିତ ବ୍ଯକ୍ତି ବଞ୍ଚିରହିବା ଉଚିତ ? କାହିଁକି ଜଣେ ବ୍ଯକ୍ତିକୁ ଜୀବନ ଦବୋ ଯାହାର ଆତ୍ମା ତିକ୍ତ।

ଗଣନା ପୁସ୍ତକ 20:3
ସହେି ଲୋକମାନେ ମାଶାଙ୍କେ ସହିତ ବିବାଦ କରି କହିଲେ, ହାୟ! ଆମ୍ଭମାନେେ ଆମ୍ଭ ଭାଇମାନଙ୍କ ପରି ସଦାପ୍ରଭୁଙ୍କ ସମ୍ମୁଖ ରେ ପେଛ ମରିଥାନ୍ତୁ।

ଗଣନା ପୁସ୍ତକ 11:15
ଆଉ ଯଦି ତୁମ୍ଭେ ମାେ ପ୍ରତି ଏପରି ପଥରେ ବ୍ଯବହାର କରିବାକୁ ଯାଉଅଛ, ତବେେ ବିନଯ କରୁଅଛି, ମୁଁ ଯଦି ତୁମ୍ଭ ଅନୁଗ୍ରହର ପାତ୍ର, ତବେେ ମାେତେ ମାରିଦିଅ ପେଛ, ଏପରି ଦୁର୍ଗତି ଦେଖିବାକୁ ଦିଅ ନାହିଁ।