ଯୋହନଲିଖିତ ସୁସମାଚାର 9:40 in Oriya

ଓଡିଆ ଓଡିଆ ବାଇବେଲ ଯୋହନଲିଖିତ ସୁସମାଚାର ଯୋହନଲିଖିତ ସୁସମାଚାର 9 ଯୋହନଲିଖିତ ସୁସମାଚାର 9:40

John 9:40
ଯୀଶୁଙ୍କ ପାଖ ରେ କେତକେ ଫାରୂଶୀ ଥିଲେ। ସମାନେେ ଯୀଶୁଙ୍କର ଏପରି କହିବା ଶୁଣିଲେ। ସମାନେେ ପଚାରିଲେ, କ'ଣ? ତା ମାନେ ତୁମ୍ଭେ କହୁଛ ଯେ ଆମ୍ଭେ ମଧ୍ଯ ଅନ୍ଧ?

John 9:39John 9John 9:41

John 9:40 in Other Translations

King James Version (KJV)
And some of the Pharisees which were with him heard these words, and said unto him, Are we blind also?

American Standard Version (ASV)
Those of the Pharisees who were with him heard these things, and said unto him, Are we also blind?

Bible in Basic English (BBE)
These words came to the ears of the Pharisees who were with him and they said to him, Are we, then, blind?

Darby English Bible (DBY)
And [some] of the Pharisees who were with him heard these things, and they said to him, Are we blind also?

World English Bible (WEB)
Those of the Pharisees who were with him heard these things, and said to him, "Are we also blind?"

Young's Literal Translation (YLT)
And those of the Pharisees who were with him heard these things, and they said to him, `Are we also blind?'

And
καὶkaikay
some
of
ἬκουσανēkousanA-koo-sahn
the
ἐκekake
Pharisees
τῶνtōntone

Φαρισαίωνpharisaiōnfa-ree-SAY-one
were
which
ταῦταtautaTAF-ta
with
οἱhoioo
him
ὄντεςontesONE-tase
heard
μετ'metmate
words,
these
αὐτοῦautouaf-TOO
and
καὶkaikay
said
εἶπονeiponEE-pone
unto
him,
αὐτῷautōaf-TOH
Are
Μὴmay

καὶkaikay
we
ἡμεῖςhēmeisay-MEES
blind
τυφλοίtyphloityoo-FLOO
also?
ἐσμενesmenay-smane

Cross Reference

ମାଥିଉଲିଖିତ ସୁସମାଚାର 15:12
ଯୀଶୁଙ୍କ ଶିଷ୍ଯମାନେ ତାହାଙ୍କ ପାଖକୁ ଆସି ତାହାଙ୍କୁ କହିଲେ, ଏସବୁ କରିବା ଫଳ ରେ ଫାରୂଶୀମାନେ ତୁମ୍ଭ ଉପରେ ରାଗିଯାଇଅଛନ୍ତି ବୋଲି ତୁମ୍ଭେ ଜାଣିଛ ତ?

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:17
ତୁମ୍ଭେ କୁହ ଯେ, ତୁମ୍ଭେ ଧନୀ। ତୁମ୍ଭର ବହୁତ ଧନ ଅଛି ଓ ତୁମ୍ଭର କୌଣସି ଅଭାବ ନାହିଁ। କିନ୍ତୁ ତୁମ୍ଭେ ଜାଣି ନାହଁ ଯେ, ତୁମ୍ଭେ ପ୍ରକୃତ ରେ ଅଭାଗା, ଦୟନୀୟ, ଦରିଦ୍ର ଅନ୍ଧ ଓ ଉଲଗ୍ନ।

ମାଥିଉଲିଖିତ ସୁସମାଚାର 23:16
ରେ ଅନ୍ଧ ମାର୍ଗଦର୍ଶକଗଣ! ତୁମ୍ଭକୁ ଧିକ୍! ତୁମ୍ଭେ କହିଥାଅ, ଯଦି କହେି ଲୋକ ଉପାସନା ମନ୍ଦିର ନାମ ରେ ରାଣ ପକାଇ ଶପଥ କରିଥାଏ ତବେେ ତାକୁ ସହେି ଶପଥ ରଖିବା ଦରକାର ନାହିଁ। କିନ୍ତୁ ଯେଉଁ ଲୋକ ଉପାସନା ମନ୍ଦିରର ସୁନା ନାମ ରେ ରାଣ ପକାଇ ଶପଥ କରେ, ତବେେ ସେ ନିଶ୍ଚୟ ସହେି ଶପଥ ରକ୍ଷା କରିବ।

ଲୂକଲିଖିତ ସୁସମାଚାର 11:39
ପ୍ରଭୁ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭମାନେ ଫାରୂଶୀମାନେ ଥାଳିଗିନାର ବାହାରତ ପରିଷ୍କାର କରୁଛ, କିନ୍ତୁ ଭିତ ରେ ତୁମ୍ଭମାନେେ ଲୋକମାନଙ୍କୁ ଠକି ଓ ଦୁଷ୍ଟତାପୂର୍ଣ୍ଣ ଆଚରଣ କରି ତା' ଦ୍ବାରା ପାଇଥିବା ଜିନିଷ ରେ ପରିପୂର୍ଣ୍ଣ କରିଛ।

ଯୋହନଲିଖିତ ସୁସମାଚାର 7:47
ଫାରୂଶୀମାନେ କହିଲେ, ତାହା ହେଲେ ଯୀଶୁ ତୁମ୍ଭମାନଙ୍କୁ ମଧ୍ଯ ବୋକା ବନଇେଛନ୍ତି।

ଯୋହନଲିଖିତ ସୁସମାଚାର 9:34
ଯିହୂଦୀମାନେ ଉତ୍ତର ଦେଲେ, ତୁମ୍ଭେ ତ ସମ୍ପୂର୍ଣ୍ଣ ପାପରୁ ଜନ୍ମ ହାଇେଛ। ତୁମ୍ଭେ କ'ଣ ଆମ୍ଭକୁ ଶିକ୍ଷା ଦବୋ ପାଇଁ ଚେଷ୍ଟା କରୁଛ? ଏହା କହି ସମାନେେ ତାକୁ ଜବରଦସ୍ତ ତଡି ଦେଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:19
ତୁମ୍ଭେ ଭାବୁଛ ଯେ, ଯେଉଁ ଲୋକମାନେ ସତ୍ଯ ମାର୍ଗ ବିଷୟ ରେ ଜାଣନ୍ତି ନାହିଁ, ତୁମ୍ଭେ ସମାନଙ୍କେର ମାର୍ଗ ଦର୍ଶକ। ତୁମ୍ଭେ ଭାବୁଛ ଯେ, ଯେଉଁମାନେ ଅନ୍ଧକାର ରେ ଅଛନ୍ତି ସମାନଙ୍କେ ପାଇଁ ତୁମ୍ଭେ ଆଲୁଅ ସଦୃଶ।