John 8:51
ମୁଁ ତୁମ୍ଭକୁ ସତ୍ଯ କହୁଛି, ଯଦି କହେି ମାେ ଉପଦେଶ ମାନେ, ତବେେ ସେ ଲୋକ କବେେ ମରିବ ନାହିଁ।
John 8:51 in Other Translations
King James Version (KJV)
Verily, verily, I say unto you, If a man keep my saying, he shall never see death.
American Standard Version (ASV)
Verily, verily, I say unto you, If a man keep my word, he shall never see death.
Bible in Basic English (BBE)
Truly I say to you, If a man keeps my word he will never see death.
Darby English Bible (DBY)
Verily, verily, I say unto you, If any one shall keep my word, he shall never see death.
World English Bible (WEB)
Most assuredly, I tell you, if a person keeps my word, he will never see death."
Young's Literal Translation (YLT)
verily, verily, I say to you, If any one may keep my word, death he may not see -- to the age.'
| Verily, | ἀμὴν | amēn | ah-MANE |
| verily, | ἀμὴν | amēn | ah-MANE |
| I say | λέγω | legō | LAY-goh |
| you, unto | ὑμῖν | hymin | yoo-MEEN |
| If | ἐάν | ean | ay-AN |
| a man | τις | tis | tees |
| keep | τὸν | ton | tone |
| λόγον | logon | LOH-gone | |
| my | τὸν | ton | tone |
| saying, | ἐμὸν | emon | ay-MONE |
| τηρήσῃ | tērēsē | tay-RAY-say | |
| he shall never | θάνατον | thanaton | THA-na-tone |
| οὐ | ou | oo | |
| see | μὴ | mē | may |
| death. | θεωρήσῃ | theōrēsē | thay-oh-RAY-say |
| εἰς | eis | ees | |
| τὸν | ton | tone | |
| αἰῶνα | aiōna | ay-OH-na |
Cross Reference
ଯୋହନଲିଖିତ ସୁସମାଚାର 11:25
ଯୀଶୁ ତାକୁ କହିଲେ, ମୁଁ ସହେି ପୁନରୁତ୍ଥାନ ଓ ଜୀବନ, ମାଠାେ ରେ ବିଶ୍ବାସ କରୁଥିବା ଲୋକ ମୃତ୍ଯୁ ପରେ ପୁଣି ବଞ୍ଚି ଉଠିବ ଓ ଜୀବିତ ରହିବ।
ଯୋହନଲିଖିତ ସୁସମାଚାର 5:24
ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ, ଯଦି କୌଣସି ବ୍ଯକ୍ତି ମାରେ କହିବା କଥା ଶୁଣେ ଓ ମାେତେ ୟିଏ ପଠାଇଛନ୍ତି ତାହାଙ୍କଠା ରେ ବିଶ୍ବାସ କରେ, ତବେେ ସେ ବ୍ଯକ୍ତି ଅନନ୍ତ ଜୀବନ ଲାଭ କରିଅଛି। ସେ ବ୍ଯକ୍ତି ଦୋଷୀ ବୋଲି ବିଚାରିତ ହବେ ନାହିଁ। ସେ ମୃତ୍ଯୁକୁ ପାର ହାଇେ ଜୀବନ ଭିତ ରେ ପ୍ରବେଶ କରି ମାରିଛି।
ଯୋହନଲିଖିତ ସୁସମାଚାର 3:15
ଏହା ଦ୍ବାରା ମନୁଷ୍ଯପୁତ୍ରଙ୍କଠା ରେ ବିଶ୍ବାସ କରୁଥିବା ପ୍ରେତ୍ୟକକ ଲୋକ ଅନନ୍ତ ଜୀବନ ଲାଭ କରିବ।
ଏବ୍ରୀମାନଙ୍କ ନିକଟକୁ ପତ୍ର 11:5
ବିଶ୍ବାସ ହତେୁ ହନୋକଙ୍କୁ ଏହି ପୃଥିବୀରୁ ଉଠାଇ ନିଆ ହେଲା। ସେ କବେବେି ମୃତ୍ଯୁ ଅନୁଭବ କଲେ ନାହିଁ। ଶାସ୍ତ୍ର କୁ ହେ ଯେ, ହନୋକଙ୍କୁ ଉଠାଇ ନଇେ ୟିବା ପୂର୍ବରୁ ସେ ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିଥିଲେ। ପରେ ଲୋକେ ତାହାଙ୍କୁ ଖାଜେି ପାରିଲେ ନାହିଁ, କାରଣ ପରମେଶ୍ବର ହନୋକଙ୍କୁ ନିଜ ସହିତ ରହିବା ଲାଗି ନଇଗେଲେ।
ଯୋହନଲିଖିତ ସୁସମାଚାର 15:20
ମୁଁ ତୁମ୍ଭକୁ ଯାହା କହିଥିଲି ତାହା ମନରେଖ: ଜଣେ ଚାକର ତାର ମୁନିବଠାରୁ ବଡ ନୁହେଁ। ଯଦି ଲୋକମାନେ ମାେତେ ତାଡନା କରିଛନ୍ତି, ତବେେ ସମାନେେ ତୁମ୍ଭକୁ ମଧ୍ଯ ତାଡନା କରିବେ। ସମାନେେ ମାରେ ଉପଦେଶ ମାନିଛନ୍ତି, ତେଣୁ ତୁମ୍ଭର ଉପଦେଶ ମଧ୍ଯ ମାନିବେ।
ଯୋହନଲିଖିତ ସୁସମାଚାର 6:50
ମୁଁ ସ୍ବର୍ଗରୁ ଓହ୍ଲାଇଥିବା ସହେି ଖାଦ୍ୟ। ଯଦି କୌଣସି ଲୋକ ଏହି ଖାଦ୍ୟ ଖାଏ ତବେେ ସେ କଦାପି ମରିବ ନାହିଁ।
ଲୂକଲିଖିତ ସୁସମାଚାର 2:26
ପବିତ୍ର ଆତ୍ମା ତାହାଙ୍କୁ କହି ଦଇେଥିଲେ ଯେ, ସେ ପ୍ରଭୁ ପରମେଶ୍ବରଙ୍କଠାରୁ ଆଗତ ଖ୍ରୀଷ୍ଟଙ୍କ ଦର୍ଶନ ନକରିବା ପୂର୍ବରୁ ତାହାଙ୍କର ମୃତ୍ଯୁ ହବେନାହିଁ।
ଗୀତସଂହିତା 89:48
ଏପରି କୌଣସି ମନୁଷ୍ଯ ନାହିଁ ୟିଏ କି କବେବେି ନ ମରି ବଞ୍ଚି ରହିବ। ଏପରି କୌଣସି ମନୁଷ୍ଯ ନାହିଁ ୟିଏ କି ସମାଧିରୁ ରକ୍ଷା ପାଇ ପାରିବ।
ଯୋହନଲିଖିତ ସୁସମାଚାର 8:55
କିନ୍ତୁ ତୁମ୍ଭେ ତାହାଙ୍କୁ ପ୍ରକୃତ ରେ ଜାଣି ନାହଁ। ମୁଁ ତାହାଙ୍କୁ ଜାଣେ। ଯଦି ମୁଁ କ ହେ ଯେ, ମୁଁ ତାହାଙ୍କୁ ଜାଣେ ନାହିଁ, ତବେେ ମୁଁ ତୁମ୍ଭମାନଙ୍କ ଭଳି ମିଥ୍ଯାବାଦୀ ହବେି। କିନ୍ତୁ ମୁଁ ତାହାଙ୍କୁ ଅବଶ୍ଯ ଜାଣେ, ସେ ଯାହା କହନ୍ତି ମୁଁ ସଗେୁଡିକ ପାଳନ କରେ।
ଯୋହନଲିଖିତ ସୁସମାଚାର 8:12
ପରେ, ଯୀଶୁ ପୁଣି ଲୋକମାନଙ୍କୁ ଉପଦେଶ ଦେଲେ। ସେ କହିଲେ, ମୁଁ ଜଗତର ଆଲୋକ, ମାେତେ ଯେଉଁ ଲୋକ ଅନୁସରଣ କରେ, ସେ କବେେ ଅନ୍ଧକାର ରେ ଚାଲିବ ନାହିଁ। ସେ ଲୋକ ଜୀବନ ପ୍ରଦାନକାରୀ ଆଲୋକ ପାଇବ।