John 7:12
ସଠାେରେ ବହୁତ ଲୋକ ଥିଲେ। ସମାନଙ୍କେ ମଧ୍ଯରୁ ଅନକେେ ଗୋପନ ରେ ନିଜ ନିଜ ଭିତ ରେ ଯୀଶୁଙ୍କ ବିଷୟ ରେ କଥାବାର୍ତ୍ତା ହେଉଥିଲେ। କେତକେ ଲୋକ କହିଲେ, ସେ ଜଣେ ଉତ୍ତମ ଲୋକ। କିନ୍ତୁ ଅନ୍ୟମାନେ କହୁଥିଲେ, ନା, ସେ ଲୋକମାନଙ୍କୁ ପ୍ରତାରଣା କରୁଛି।
John 7:12 in Other Translations
King James Version (KJV)
And there was much murmuring among the people concerning him: for some said, He is a good man: others said, Nay; but he deceiveth the people.
American Standard Version (ASV)
And there was much murmuring among the multitudes concerning him: some said, He is a good man; others said, Not so, but he leadeth the multitude astray.
Bible in Basic English (BBE)
And there was much discussion about him among the mass of the people. Some said, He is a good man; but others said, No, he is giving people false ideas.
Darby English Bible (DBY)
And there was much murmuring concerning him among the crowds. Some said, He is [a] good [man]; others said, No; but he deceives the crowd.
World English Bible (WEB)
There was much murmuring among the multitudes concerning him. Some said, "He is a good man." Others said, "Not so, but he leads the multitude astray."
Young's Literal Translation (YLT)
and there was much murmuring about him among the multitudes, some indeed said -- `He is good;' and others said, `No, but he leadeth astray the multitude;'
| And | καὶ | kai | kay |
| there was | γογγυσμὸς | gongysmos | gohng-gyoo-SMOSE |
| much | πολὺς | polys | poh-LYOOS |
| murmuring | περὶ | peri | pay-REE |
| among | αὐτοῦ | autou | af-TOO |
| the | ἦν | ēn | ane |
| people | ἐν | en | ane |
| concerning | τοῖς | tois | toos |
| him: | ὄχλοις· | ochlois | OH-hloos |
| for some | οἱ | hoi | oo |
| μὲν | men | mane | |
| said, | ἔλεγον | elegon | A-lay-gone |
| is He | ὅτι | hoti | OH-tee |
| Ἀγαθός | agathos | ah-ga-THOSE | |
| a good man: | ἐστιν | estin | ay-steen |
| ἄλλοι | alloi | AL-loo | |
| others | δὲ | de | thay |
| said, | ἔλεγον | elegon | A-lay-gone |
| Nay; | Οὔ | ou | oo |
| but | ἀλλὰ | alla | al-LA |
| he deceiveth | πλανᾷ | plana | pla-NA |
| the | τὸν | ton | tone |
| people. | ὄχλον | ochlon | OH-hlone |
Cross Reference
ଯୋହନଲିଖିତ ସୁସମାଚାର 9:16
କେତକେ ଫାରୂଶୀମାନେ କହିଲେ, ଏ ଲୋକ ବିଶ୍ରାମବାରର ନିୟମ ମାନୁ ନାହିଁ। ତେଣୁ ସେ ପରମେଶ୍ବରଙ୍କ ପାଖରୁ ଆସି ନାହିଁ।
ଯୋହନଲିଖିତ ସୁସମାଚାର 7:40
ଯୀଶୁଙ୍କ ଏହି କଥା ଲୋକମାନେ ଶୁଣିଲେ। କେତକେ ଲୋକ କହିଲେ, ଏହି ଲୋକ ପ୍ରକୃତ ରେ ସହେି ଭବିଷ୍ଯଦ୍ବକ୍ତା।
ଯୋହନଲିଖିତ ସୁସମାଚାର 7:47
ଫାରୂଶୀମାନେ କହିଲେ, ତାହା ହେଲେ ଯୀଶୁ ତୁମ୍ଭମାନଙ୍କୁ ମଧ୍ଯ ବୋକା ବନଇେଛନ୍ତି।
ଯୋହନଲିଖିତ ସୁସମାଚାର 7:32
ଲୋକମାନେ ଯୀଶୁଙ୍କ ବିଷୟ ରେ ଏହି କଥାମାନ କହୁଥିବାର ଫାରୂଶୀମାନେ ଶୁଣିଲେ। ତେଣୁ ମୁଖ୍ଯ ଯାଜକମାନେ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ମନ୍ଦିର ରେ କେତକେ ସୈନ୍ଯଙ୍କୁ ପଠାଇଲେ।
ଯୋହନଲିଖିତ ସୁସମାଚାର 7:52
ଯିହୂଦୀନେତାମାନେ ଉତ୍ତର ଦେଲେ, ତୁମ୍ଭେ କ'ଣ ସହେି ଗାଲିଲୀୟମାନଙ୍କ ମଧ୍ଯରୁ ଜଣେ? ଧର୍ମଶାସ୍ତ୍ରଗୁଡିକୁ ଅନୁସନ୍ଧାନ କର। ତୁମ୍ଭେ ଜାଣି ପାରିବ, କୌଣସି ଭବିଷ୍ଯଦ୍ବକ୍ତା ଗାଲିଲୀରୁ ଆସନ୍ତି ନାହିଁ।
ଯୋହନଲିଖିତ ସୁସମାଚାର 10:19
ଯୀଶୁଙ୍କର ଉକ୍ତ ସମସ୍ତ କଥା ଶୁଣିବା ପରେ ଯିହୂଦୀମାନଙ୍କ ମଧିଅରେ ପୂନର୍ବାର ଭିନ୍ନ ମତ ପ୍ରକାଶ ପାଇଲା।
ରେରିତମାନଙ୍କ କାର୍ଯ୍ୟର ବିବରଣ 11:24
ବର୍ଣ୍ଣବ୍ବା ଜଣେ ଉତ୍ତମ ବ୍ଯକ୍ତି ଥିଲେ। ସେ ପବିତ୍ର ଆତ୍ମା ଓ ବିଶ୍ବାସ ରେ ପୂର୍ଣ୍ଣ ଥିଲେ। ତେଣୁ ଅନକେ ଲୋକ ତାହାଙ୍କ ଲାଗି ପ୍ରଭୁ ଯୀଶୁଙ୍କର ଶିଷ୍ଯ ହେଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:7
ଅନ୍ୟ ଲୋକ ଯେତେ ଭଲ ହେଲେ ମଧ୍ଯ, ଖୁବ କମ୍ ଲୋକ ଅନ୍ୟକୁ ବଞ୍ଚାଇବା ପାଇଁ ମୃତ୍ଯୁ ବରଣ କରିବେ। ଯଦି ଲୋକଟି ଧାର୍ମିକ ହାଇେ ଥାଏ, ତବେେ ତା ନିମନ୍ତେ କିଏ ଜଣେ ମୃତ୍ଯୁ ବରଣ କରିବା ପାଇଁ ସାହାସ କରିବ।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:14
ଅଭିଯୋଗ ବା ବାଦାନୁବାଦ ନ କରି ପ୍ରେତ୍ୟକକ କାର୍ୟ୍ଯ କର।
ଯୋହନଲିଖିତ ସୁସମାଚାର 7:25
ୟିରୁଶାଲମ ରେ ବାସ କରୁଥିବା କେତକେ ଲୋକ କହିଲେ, ଏହି ଲୋକକୁ ସମାନେେ ମାରିବା ପାଇଁ ଚାହାଁନ୍ତି।
ଯୋହନଲିଖିତ ସୁସମାଚାର 6:14
ଲୋକମାନେ ଯୀଶୁଙ୍କର ଏହି ଆଶ୍ଚର୍ୟ୍ଯକାର୍ୟ୍ଯ ଦେଖି କହିଲେ, ସେ ନିଶ୍ଚୟ ଜଣେ ଭବିଷ୍ଯଦ୍ବକ୍ତା, ୟିଏ କି ଏହି ଜଗତକୁ ଆସିଛନ୍ତ।
ମାଥିଉଲିଖିତ ସୁସମାଚାର 16:13
ଯୀଶୁ କାଇସରିଯା ଫିଲିପ୍ପୀ ଅଞ୍ଚଳକୁ ଆସିବା ପରେ ଶିଷ୍ଯମାନଙ୍କୁ କହିଲେ, ମୁଁ ହେଉଛି ମନୁଷ୍ଯପୁତ୍ର ମୁଁ କିଏ ବୋଲି ଲୋକେ ମାେ ବିଷୟ ରେ କ'ଣ କହୁଛନ୍ତି?
ମାଥିଉଲିଖିତ ସୁସମାଚାର 21:46
ତେଣୁ ସମାନେେ ଯୀଶୁଙ୍କୁ ବନ୍ଦୀ କରିବାକୁ ଚେ଼ଷ୍ଟା କଲେ। ସମାନେେ କିନ୍ତୁ ଲୋକମାନଙ୍କୁ ଡ଼ରୁଥିଲେ। କାରଣ ଲୋକେ ଯୀଶୁଙ୍କୁ ଜଣେ ଭବିଷ୍ଯଦ୍ବକ୍ତା ବୋଲି ବିଶ୍ବାସ କରୁଥିଲେ।
ମାଥିଉଲିଖିତ ସୁସମାଚାର 27:63
ସମାନେେ କହିଲେ, ମହାଶୟ, ଆମ୍ଭର ମନେ ଅଛି ଯେ ସହେି ପ୍ରତାରକ ସେ ବଞ୍ଚିଥିବା ବେଳେ କହିଥିଲା, 'ତୃତୀୟ ଦିନ ପରେ ମୁଁ ମୃତ୍ଯୁରୁ ପୁଣି ପୂର୍ନଉଥିତ ହବେି।'
ଲୂକଲିଖିତ ସୁସମାଚାର 6:45
ଜଣେ ଭଲ ଲୋକର ମନ ଭିତ ରେ ଭଲ ବିଷୟ ସଞ୍ଚିତ ହାଇେ ରହିଥାଏ। ତେଣୁ ତା ମନ ଭିତରୁ ଭଲ ବିଷୟ ବାହାରିଥାଏ। କିନ୍ତୁ ଗୋଟିଏ ଖରାପ ଲୋକର ମନ ଭିତ ରେ ଖରାପ ବିଷୟ ସଞ୍ଚିତ ହାଇେ ରିହଥାଏ। ତେଣୁ ତା' ମନ ଭିତରୁ ଖରାପ ବିଷୟ ବାହାରିଥାଏ। ଜଣେ ଲୋକର ମନ ଭିତ ରେ ଯାହା ଥାଏ, ସେ ତାହା କହିଥାଏ।
ଲୂକଲିଖିତ ସୁସମାଚାର 7:16
ସବୁଲୋକେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ପରମେଶ୍ବରଙ୍କ ମହିମା ଗାନ କଲେ। ସମାନେେ କହିଲେ, ଜଣେ ମହାନ ଭବିଷ୍ଯଦ୍ବକ୍ତା ଆମ୍ଭମାନଙ୍କ ପାଖକୁ ଆସିଛନ୍ତିା ଆହୁରି ମଧ୍ଯ ସମାନେେ କହିଲେ, ପରମେଶ୍ବର ନିଜ ଲୋକଙ୍କୁ ସାହାୟ୍ଯ କରିବା ପାଇଁ ଆସି ଯାଇଛନ୍ତି।
ଲୂକଲିଖିତ ସୁସମାଚାର 18:19
ଯୀଶୁ ତାହାଙ୍କୁ କହିଲେ, ତୁମ୍ଭେ ମାେତେ ଉତ୍ତମ ବୋଲି କାହିଁକି କହିଲ? କବଳେ ପରମେଶ୍ବର ହିଁ ଉତ୍ତମ।
ଲୂକଲିଖିତ ସୁସମାଚାର 23:47
ସନୋଧ୍ଯକ୍ଷ ସଠାେରେ ଯାହା ଘଟିଲା, ଦେଖିଲେ। ସେ ଏହି କଥା କହି ପରମେଶ୍ବରଙ୍କୁ ପ୍ରଶଂସା କଲେ, ମୁଁ ଜାଣେ ଯେ, ଏହି ମନୁଷ୍ଯ ଜଣେ ଉତ୍ତମ ବ୍ଯକ୍ତି ଥିଲେ!
ଲୂକଲିଖିତ ସୁସମାଚାର 23:50
ଯିହୂଦୀମାନଙ୍କର ହାରାମାଥୀଯା ନଗରର ଜଣେ ଲୋକ ସଠାେରେ ଥିଲେ। ତାହାଙ୍କ ନାମ ୟୋ ସଫେ। ସେ ଯିହୂଦୀ ମହାସଭାର ଜଣେ ସଦସ୍ଯ ଥିଲେ। ସେ ଜଣ ଉତ୍ତମ ଓ ଧାର୍ମିକ ଲୋକଥିଲେ। ସେ ପରମେଶ୍ବରଙ୍କ ରାଜ୍ଯକୁ ଅପେକ୍ଷା କରୁଥିଲେ।
ମାଥିଉଲିଖିତ ସୁସମାଚାର 10:25
ଜଣେ ଶିଷ୍ଯ ତା' ଗୁରୁ ଭଳି ହବୋ ରେ ଓ ଜଣେ ସବେକ ତା' ମାଲିକ ଭଳି ହବୋ ରେ ସନ୍ତାଷେ ଲାଭ କରିବା ଦରକାର। ଘରର ମୁଖ୍ଯଙ୍କୁ ଯଦି ବାଆଲ୍ଜିବୂଲ କହି ଡକାଯାଏ ତବେେ ଘରର ଅନ୍ୟ ସଦସ୍ଯମାନଙ୍କୁ ନିଶ୍ଚୟ ଅଧିକ ଖରାପ ନାମ ରେ ଡକାୟିବ।