John 6:6
ସେ ଏକଥା ଫିଲିପ୍ପଙ୍କୁ ପରୀକ୍ଷା କରିବା ପାଇଁ ପଚାରିଲେ, କାରଣ ସେ ତାହାଙ୍କ ନିଜ ଯୋଜନା ବିଷୟ ରେ ଜାଣିଥିଲେ।
John 6:6 in Other Translations
King James Version (KJV)
And this he said to prove him: for he himself knew what he would do.
American Standard Version (ASV)
And this he said to prove him: for he himself knew what he would do.
Bible in Basic English (BBE)
This he said, testing him: for he had no doubt what he himself would do.
Darby English Bible (DBY)
But this he said trying him, for he knew what he was going to do.
World English Bible (WEB)
This he said to test him, for he himself knew what he would do.
Young's Literal Translation (YLT)
and this he said, trying him, for he himself had known what he was about to do.
| And | τοῦτο | touto | TOO-toh |
| this | δὲ | de | thay |
| he said | ἔλεγεν | elegen | A-lay-gane |
| to prove | πειράζων | peirazōn | pee-RA-zone |
| him: | αὐτόν· | auton | af-TONE |
| for | αὐτὸς | autos | af-TOSE |
| he himself | γὰρ | gar | gahr |
| knew | ᾔδει | ēdei | A-thee |
| what | τί | ti | tee |
| he would | ἔμελλεν | emellen | A-male-lane |
| do. | ποιεῖν | poiein | poo-EEN |
Cross Reference
ଆଦି ପୁସ୍ତକ 22:1
ଏହିସବୁ ଘଟଣା ଘଟିବାପରେ, ପରମେଶର ଅବ୍ରହାମଙ୍କ ବିଶ୍ବାସକୁ ପରୀକ୍ଷା କରିବାକୁ ନିସ୍ପତ୍ତି ନେଲେ। ପରମେଶ୍ବର ତାଙ୍କୁ କହିଲେ, ଅବ୍ରହାମ!
ଦିତୀୟ ବିବରଣ 8:2
ଆଉ ତୁମ୍ଭମାନେେ ସ୍ମରଣ କର ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଯେଉଁ ଚାଳିଶ ବର୍ଷ ପ୍ରାନ୍ତର ମଧିଅରେ ତୁମ୍ଭମାନଙ୍କୁ ଯେଉଁ ଭଳି ଭାବରେ ଗମନ କରାଇ ଅଛନ୍ତି, ସେ ତୁମ୍ଭର ପରୀକ୍ଷା ନବୋ ପାଇଁ ତୁମ୍ଭମାନେେ ତାଙ୍କର ଆଜ୍ଞାପାଳନ କରିବ କି ନାହିଁ ଏବଂ ତୁମ୍ଭର ମନ ଜାଣିବା ପାଇଁ ଏହା କରିଛନ୍ତି।
ଦିତୀୟ ବିବରଣ 8:16
ସେ ତକ୍ସ୍ଟମ୍ଭ ପୁର୍ବପୁରୁଷମାନଙ୍କ ମାନ୍ନାଦ୍ବାରା ଅଜ୍ଞାତ ପ୍ରାନ୍ତର ରେ ତୁମ୍ଭକୁ ପ୍ରତିପାଳନ କଲେ। ଏହିପରି ଭାବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କୁ ତୁମ୍ଭେ ସ୍ମରଣ କର।
ଦିତୀୟ ବିବରଣ 13:3
ସହେି ଲୋକମାନଙ୍କର କଥା ଶକ୍ସ୍ଟଣି ନାହିଁ। କାରଣ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶଓରଙ୍କୁ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ପ୍ ରମେ କରି ଅଛକି ନାହିଁ, ଏହା ଜାଣିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ତୁମ୍ଭମାନଙ୍କୁ ପରୀକ୍ଷା କରୁଅଛନ୍ତି।
ଦିତୀୟ ବିବରଣ 33:8
ମାଶାେ ଲବେୀଙ୍କ ବିଷଯ ରେ ଏହି କଥା କହିଲେ, ଲବେୀ ତୁମ୍ଭର ଅନକ୍ସ୍ଟସରଣକାରୀ ଲୋକ। ସଦାପ୍ରଭୁ, ତୁମ୍ଭର ତକ୍ସ୍ଟମ୍ମୀମ୍ ଓ ଊରୀମ୍ ତକ୍ସ୍ଟମ୍ଭ ଆର୍ମୀକ ପୁରୁଷ ସହିତ ଅଛନ୍ତି। ତୁମ୍ଭେ ମଃସା ରେ ତାହାର ପରୀକ୍ଷା କଲ। ମରୀବାଃ ଜଳ ନିକଟରେ ତୁମ୍ଭେ ତାଙ୍କୁ ବି ରୋଧ କଲ ଏବଂ ତୁମ୍ଭେ ସଠାେରେ ଜାଣିଲ, ଯେ ସେ ତୁମ୍ଭର ଲୋକ।
ଦିତୀୟ ବଂଶାବଳୀ 32:31
ଥରେ ବାବିଲୀଯ ନେତାମାନେ ହିଜକିଯଙ୍କ ନିକଟକୁ ବାର୍ତ୍ତାବାହକମାନଙ୍କୁ ପ୍ ରରଣେ କଲେ। ସହେି ବାର୍ତ୍ତାବାହକମାନେ ଦେଶ ମଧିଅରେ ଘଟିଥିବା ଏକ ଅଦ୍ଭୁତ ଚିହ୍ନ ସମ୍ବନ୍ଧ ରେ ପଚାରିଲେ। ଯେତବେେଳେ ସମାନେେ ଆସିଲେ ସେତବେେଳେ ହିଜକିଯଙ୍କୁ ପରୀକ୍ଷା କରିବା ନିମନ୍ତେ ଓ ହିଜକିଯଙ୍କ ହୃଦଯ ରେ ଯାହା କିଛି ଅଛି, ତାହା ଜାଣିବା ନିମନ୍ତେ ପରମେଶ୍ବର ହିଜକିଯଙ୍କୁ ଏକାକୀ ଛାଡ଼ିଗଲେ।