John 19:18
ସହେି 'ଗଲଗଥା' ରେ ସମାନେେ ଯୀଶୁଙ୍କୁ କୃଶବିଦ୍ଧ କଲେ। ଯୀଶୁଙ୍କୁ ମଝି ରେ ରଖି ତାହାଙ୍କର ଦୁଇ ପାଶର୍ବ ରେ ଆଉ ଦୁଇଜଣଙ୍କୁ ମଧ୍ଯ କୃଶବିଦ୍ଧ କଲେ।
John 19:18 in Other Translations
King James Version (KJV)
Where they crucified him, and two other with him, on either side one, and Jesus in the midst.
American Standard Version (ASV)
where they crucified him, and with him two others, on either side one, and Jesus in the midst.
Bible in Basic English (BBE)
Where they put him on the cross with two others, one on this side and one on that, and Jesus in the middle.
Darby English Bible (DBY)
where they crucified him, and with him two others, [one] on this side, and [one] on that, and Jesus in the middle.
World English Bible (WEB)
where they crucified him, and with him two others, on either side one, and Jesus in the middle.
Young's Literal Translation (YLT)
where they crucified him, and with him two others, on this side, and on that side, and Jesus in the midst.
| Where | ὅπου | hopou | OH-poo |
| they crucified | αὐτὸν | auton | af-TONE |
| him, | ἐσταύρωσαν | estaurōsan | ay-STA-roh-sahn |
| and | καὶ | kai | kay |
| two | μετ' | met | mate |
| other | αὐτοῦ | autou | af-TOO |
| with | ἄλλους | allous | AL-loos |
| him, | δύο | dyo | THYOO-oh |
| either on | ἐντεῦθεν | enteuthen | ane-TAYF-thane |
| καὶ | kai | kay | |
| side one, | ἐντεῦθεν | enteuthen | ane-TAYF-thane |
| and | μέσον | meson | MAY-sone |
| the in Jesus | δὲ | de | thay |
| τὸν | ton | tone | |
| midst. | Ἰησοῦν | iēsoun | ee-ay-SOON |
Cross Reference
ଯିଶାଇୟ 53:12
ଏହି କାରଣରୁ ଆମ୍ଭେ ମହତମାନଙ୍କ ମଧିଅରେ ତାଙ୍କୁ ଭାରି କରାଇବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟ ଭାଗ କରି ନବେେ। କାରଣ ସେ ମୃତ୍ଯୁ ମୁଖ ରେ ତାଙ୍କର ଜୀବନ ଦଇେ ଦେଲେ ଓ ଅଧାର୍ମିକମାନଙ୍କ ସହିତ ପରିଗଣିତ ହେଲେ।
ଗୀତସଂହିତା 22:16
କୁକୁରମାନେ ମାରେ ଚାରିକଡ଼ରେ ଘରେି ରହିଛନ୍ତି। ସହେି ଦୁଷ୍ଟ ଲୋକମାନେ ଦଳବଦ୍ଧ ହାଇେ ମାେତେ ୟନ୍ତାରେ ପକାଇଛନ୍ତି। ସମାନେେ ମାରେ ହାତ ଗୋଡ଼କୁ ଛିଦ୍ର କରି ପକାଇଛନ୍ତି।
ମାଥିଉଲିଖିତ ସୁସମାଚାର 27:35
ସମାନେେ ଯୀଶୁଙ୍କୁ କୃଶ ରେ କଣ୍ଟାମାରିସାରି ତାହାଙ୍କର ପୋଷାକ ପତ୍ର ନିଜ ନିଜ ଭିତ ରେ ଗୁଳାବାଣ୍ଟ କରି ବାଣ୍ଟି ନେଲେ।
ମାଥିଉଲିଖିତ ସୁସମାଚାର 27:44
ଯେଉଁ ଡ଼କାୟତମାନଙ୍କୁ ଯୀଶୁଙ୍କ ପାଖ ରେ କୃଶ ରେ ଚ଼ଢ଼ଇେ ଦିଆଯାଉଥିଲା, ସମାନେେ ମଧ୍ଯ ଯୀଶୁଙ୍କୁ ସହେିଭଳି ଥଟ୍ଟା କରିବା ରେ ଲାଗିଲେ।
ମାର୍କଲିଖିତ ସୁସମାଚାର 15:24
ତା'ପରେ ସୈନ୍ଯମାନେ ଯୀଶୁଙ୍କୁ କୃଶ ବିଦ୍ଧ କଲେ। ସମାନେେ ଯୀଶୁଙ୍କ ଲୁଗା-ପଟା ନିଜ ନିଜ ମଧିଅରେ ବାଣ୍ଟି ନେଲେ। କିଏ କ'ଣ ପାଇବ, ତାହା ସମାନେେ ଗୁଳାବାଣ୍ଟ ଦ୍ବାରା ଭାଗ କରିବା ପାଇଁ ସ୍ଥିର କଲେ।
ଲୂକଲିଖିତ ସୁସମାଚାର 23:32
ଯୀଶୁଙ୍କ ସହିତ ମୃତ୍ଯୁ ଦଣ୍ଡ ଦିଆୟିବା ପାଇଁ ଆଉ ଦୁଇଜଣ ଅପରାଧୀଙ୍କୁ ମଧ୍ଯ ନିଆ ଯାଉଥିଲା।
ଯୋହନଲିଖିତ ସୁସମାଚାର 18:32
ଏହାଦ୍ବାରା ସେ କିପରି ମରିବେ, ସେ ବିଷୟ ରେ ଯୀଶୁଙ୍କର ବାଣୀ ସତ୍ଯ ହେଲା।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:13
ଖ୍ରୀଷ୍ଟ ଆମ୍ଭ ନିମନ୍ତେ ଅଭିଶାପ ନିଜେ ଗ୍ରହଣ କଲେ ଏବଂ ଆମ୍ଭକୁ ବ୍ଯବସ୍ଥାର ଅଭିଶାପରୁ ମୁକ୍ତ କଲେ। ଶାସ୍ତ୍ର କୁ ହେ: ଯେଉଁ ଲୋକର ଶରୀରକୁ ଗଛ ରେ ଟାଙ୍ଗି ଦିଆ ଯାଏ,276 ସେ ଲୋକଟି ଅଭିଶାପଗ୍ରସ୍ତ।277
ଏବ୍ରୀମାନଙ୍କ ନିକଟକୁ ପତ୍ର 12:2
ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ। ଆମ୍ଭ ବିଶ୍ବାସର ନେତା ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ବାସକୁ ସିଦ୍ଧ କରନ୍ତି। ସେ କୃଶ ଉପରେ ମୃତ୍ଯୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କୃଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ବର ତାହାଙ୍କ ସମ୍ମୁଖ ରେ ଯେଉଁ ଆନନ୍ଦର ଲକ୍ଷ୍ଯ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ବରଙ୍କ ସିଂହାସନର ଡାହାଣ ରେ ବସିଛନ୍ତି।