ଯୋହନଲିଖିତ ସୁସମାଚାର 18:13 in Oriya

ଓଡିଆ ଓଡିଆ ବାଇବେଲ ଯୋହନଲିଖିତ ସୁସମାଚାର ଯୋହନଲିଖିତ ସୁସମାଚାର 18 ଯୋହନଲିଖିତ ସୁସମାଚାର 18:13

John 18:13
ସମାନେେ ତାହାଙ୍କୁ ବାନ୍ଧିଲେ ଓ ହାନାନଙ୍କ ନିକଟକୁ ଘନେିଗଲେ। ହାନାନ କଯାଫାଙ୍କର ଶ୍ବଶୁର ଥିଲେ। ସହେି ବର୍ଷ କଯାଫା ମହାୟାଜକ ଥିଲେ।

John 18:12John 18John 18:14

John 18:13 in Other Translations

King James Version (KJV)
And led him away to Annas first; for he was father in law to Caiaphas, which was the high priest that same year.

American Standard Version (ASV)
and led him to Annas first; for he was father in law to Caiaphas, who was high priest that year.

Bible in Basic English (BBE)
They took him first to Annas, because Annas was the father-in-law of Caiaphas who was the high priest that year.

Darby English Bible (DBY)
and they led him away to Annas first; for he was father-in-law to Caiaphas, who was high priest that year.

World English Bible (WEB)
and led him to Annas first, for he was father-in-law to Caiaphas, who was high priest that year.

Young's Literal Translation (YLT)
and they led him away to Annas first, for he was father-in-law of Caiaphas, who was chief priest of that year,

And
καὶkaikay
led
him
ἀπήγαγονapēgagonah-PAY-ga-gone
away
αὐτὸνautonaf-TONE
to
πρὸςprosprose
Annas
ἍννανhannanAHN-nahn
first;
πρῶτον·prōtonPROH-tone
for
ἦνēnane
he
was
γὰρgargahr
law
in
father
πενθερὸςpentherospane-thay-ROSE
to
Caiaphas,
τοῦtoutoo
which
Καϊάφαkaiaphaka-ee-AH-fa
was
ὃςhosose
priest
high
the
ἦνēnane
that
same
ἀρχιερεὺςarchiereusar-hee-ay-RAYFS
year.
τοῦtoutoo
ἐνιαυτοῦeniautouane-ee-af-TOO
ἐκείνου·ekeinouake-EE-noo

Cross Reference

ଯୋହନଲିଖିତ ସୁସମାଚାର 18:24
ତେଣୁ ହାନାନ ଯୀଶୁଙ୍କୁ ବନ୍ଧା ହାଇେଥିବା ଅବସ୍ଥା ରେ ମହାୟାଜକ କଯାଫାଙ୍କ ନିକଟକୁ ପଠାଇ ଦେଲେ।

ଲୂକଲିଖିତ ସୁସମାଚାର 3:2
ହାନାନ ଓ କଯାଫା ମହାୟାଜକ ଥିଲେ। ସହେି ସମୟରେ ଜିଖରିୟଙ୍କ ପୁଅ ଯୋହନଙ୍କ ପାଖକୁ ପରମେଶ୍ବରଙ୍କର ଗୋଟିଏ ଆଜ୍ଞା ଆସିଲା। ଯୋହନ ମରୁଭୂମିରେ ବାସ କରୁଥିଲେ।

ମାଥିଉଲିଖିତ ସୁସମାଚାର 26:3
ତା'ପରେ ପ୍ରଧାନ ଯାଜକ ଓ ଲୋକମାନଙ୍କ ପ୍ରାଚ଼ୀନ ନେତାମାନେ କଯାଫା ନାମକ ମହାୟାଜକଙ୍କ ଭବନର ଅଗଣା ରେ ଏକାଠି ହେଲେ।

ମାଥିଉଲିଖିତ ସୁସମାଚାର 26:57
ଯେଉଁ ଲୋକମାନେ ଯୀଶୁଙ୍କୁ ବନ୍ଦୀ କରି ନଇେଥିଲେ, ସମାନେେ ତାହାଙ୍କୁ ମହାୟାଜକ କଫାଯାଙ୍କ ଘରକୁ ନଇଗେଲେ। ସଠାେରେ ଧର୍ମଶାସ୍ତ୍ରୀ ଓ ପ୍ରାଚୀନ ନେତାମାନେ ଏକାଠି ଜମା ହାଇେଥିଲେ।

ଯୋହନଲିଖିତ ସୁସମାଚାର 11:51
କଯାଫା ନିଜେ ସହେି କଥା ଭାବି ପାରି ନଥିଲେ। ଯେ ସେ ବାସ୍ତବ ରେ ଭବିଷ୍ଯଦ୍ବାଣୀ କରିଥିଲେ, ଯୀଶୁ ଯିହୂଦୀୟ ଜାତି ପାଇଁ ପ୍ରାଣ ଦବେେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:6
ସଠାେରେ ହାନାନ ମହାୟାଜକ, କଯାଫା, ଯୋହନ, ଆଲେକ୍ଜାଣ୍ଡର ଓ ମହାୟାଜକୀୟ ପରିବାରର ସମସ୍ତେ ମଧ୍ଯ ଉପସ୍ଥିତ ଥିଲେ।