John 14:17
ସହେି ସାହାୟ୍ଯକାରୀ ଜଣକ ସତ୍ଯମୟ ଆତ୍ମା। ଏ ଜଗତ ତାହାଙ୍କୁ ଗ୍ରହଣ କରି ପାରିବ ନାହିଁ। ଯେ ହତେୁ ଜଗତ ତାହାଙ୍କୁ ଦେଖୁନାହିଁ ବା ଜାଣି ନାହିଁ। କିନ୍ତୁ ତୁମ୍ଭେ ତାହାଙ୍କୁ ଜାଣିଛ। ସେ ତୁମ୍ଭ ସହିତ ରହନ୍ତି ଓ ତୁମ୍ଭ ହୃଦୟ ରେ ବାସ କରିବେ।
John 14:17 in Other Translations
King James Version (KJV)
Even the Spirit of truth; whom the world cannot receive, because it seeth him not, neither knoweth him: but ye know him; for he dwelleth with you, and shall be in you.
American Standard Version (ASV)
`even' the Spirit of truth: whom the world cannot receive; for it beholdeth him not, neither knoweth him: ye know him; for he abideth with you, and shall be in you.
Bible in Basic English (BBE)
Even the Spirit of true knowledge. That Spirit the world is not able to take to its heart because it sees him not and has no knowledge of him: but you have knowledge of him, because he is ever with you and will be in you.
Darby English Bible (DBY)
the Spirit of truth, whom the world cannot receive, because it does not see him nor know him; but ye know him, for he abides with you, and shall be in you.
World English Bible (WEB)
the Spirit of truth, whom the world can't receive; for it doesn't see him, neither knows him. You know him, for he lives with you, and will be in you.
Young's Literal Translation (YLT)
the Spirit of truth, whom the world is not able to receive, because it doth not behold him, nor know him, and ye know him, because he doth remain with you, and shall be in you.
| Even the | τὸ | to | toh |
| Spirit | πνεῦμα | pneuma | PNAVE-ma |
| of | τῆς | tēs | tase |
| truth; | ἀληθείας | alētheias | ah-lay-THEE-as |
| whom | ὃ | ho | oh |
| the | ὁ | ho | oh |
| world | κόσμος | kosmos | KOH-smose |
| cannot | οὐ | ou | oo |
| δύναται | dynatai | THYOO-na-tay | |
| receive, | λαβεῖν | labein | la-VEEN |
| because | ὅτι | hoti | OH-tee |
| it seeth | οὐ | ou | oo |
| him | θεωρεῖ | theōrei | thay-oh-REE |
| not, | αὐτὸ | auto | af-TOH |
| neither | οὐδὲ | oude | oo-THAY |
| knoweth | γινώσκει· | ginōskei | gee-NOH-skee |
| him: | αὐτό | auto | af-TOH |
| but | ὑμεῖς | hymeis | yoo-MEES |
| ye | δὲ | de | thay |
| know | γινώσκετε | ginōskete | gee-NOH-skay-tay |
| him; | αὐτὸ, | auto | af-TOH |
| for | ὅτι | hoti | OH-tee |
| dwelleth he | παρ' | par | pahr |
| with | ὑμῖν | hymin | yoo-MEEN |
| you, | μένει | menei | MAY-nee |
| and | καὶ | kai | kay |
| shall be | ἐν | en | ane |
| in | ὑμῖν | hymin | yoo-MEEN |
| you. | ἔσται | estai | A-stay |
Cross Reference
ଯୋହନଙ୍କ ପ୍ରଥମ ପତ୍ର 2:27
ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଏକ ବିଶଷେ ଦାନ ଦଇେଛନ୍ତି, ତାହା ତୁମ୍ଭଠା ରେ ଏପର୍ୟ୍ଯନ୍ତ ଅଛି। ଏଥିପାଇଁ ତୁମ୍ଭର କାହାଠାରୁ ଶିକ୍ଷା ନବୋ ଆବଶ୍ଯକ ନାହିଁ। ମାତ୍ର ତାହାଙ୍କଠାରୁ ପ୍ରାପ୍ତ ସହେି ଦାନ ତୁମ୍ଭକୁ ସମସ୍ତ ବିଷୟ ରେ ଶିକ୍ଷା ଦେଉଛି। ସେ ତୁମ୍ଭକୁ ଦଇେଥିବା ସହେି ଦାନ ସତ୍ଯ ଅଟେ, ମିଥ୍ଯା ନୁହେଁ। ତେଣୁ ତାହାଙ୍କର ସହେି ଦାନର ଶିକ୍ଷାନୁସା ରେ ତୁମ୍ଭମାନେେ ଖ୍ରୀଷ୍ଟଙ୍କଠା ରେ ଆଉ ଜୀବନଯାପନ କର।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 2:14
ଯେଉଁଲୋକ ଆଧ୍ଯାତ୍ମିକ ନୁହେଁ, ସେ ପରମେଶ୍ବରଙ୍କ ଆତ୍ମିକ ସତ୍ଯଗୁଡ଼ିକୁ ଗ୍ରହଣ କରେ ନାହିଁ। ସେ ଏହିସବୁ ବିଷୟଗୁଡ଼ିକୁ ମୁର୍ଖାମୀ ବୋଲି ଭାବେ। ସେ ଆତ୍ମାର ସତ୍ଯଗୁଡ଼ିକୁ ବୁଝିପା ରେ ନାହିଁ, କାରଣ ସଗେୁଡ଼ିକୁ କବଳେ ଆଧ୍ଯାତ୍ମିକ ଭାବରେ ବିଚାର କରି ହବେ।
ଯୋହନଲିଖିତ ସୁସମାଚାର 16:13
କିନ୍ତୁ ଯେତବେେଳେ ସତ୍ଯମୟ ଆତ୍ମା ଆସିବେ, ସେତବେେଳେ ସେ ତୁମକୁ ସମସ୍ତ ସତ୍ଯ ପଥରେ କଢାଇନବେେ। ସେ ତାହାଙ୍କ ନିଜର କଥା କହିବେ ନାହିଁ। ସେ କବଳେ ଯାହା ଶୁଣିବେ, ତାହା କହିବେ। ସେ ତୁମକୁ ଭବିଷ୍ଯତର ଘଟଣା ବିଷୟ ରେ କହିବେ।
ଯୋହନଲିଖିତ ସୁସମାଚାର 15:26
ମୁଁ ପରମପିତାଙ୍କ ପାଖରୁ ତୁମ୍ଭମାନଙ୍କ ନିକଟକୁ ସହେି ସାହାୟ୍ଯକାରୀଙ୍କୁ ପଠାଇବି। ସହେି ସାହାର୍ୟ୍ଯକାରୀ ସତ୍ଯମୟ ଆତ୍ମା ଅଟନ୍ତି। ସେ ପରମପାତାଙ୍କ ପାଖରୁ ଆସନ୍ତି। ସେ ଯେତବେେଳେ ଆସିବେ, ସେ ମାେ ବିଷୟ ରେ ସାକ୍ଷ୍ଯ ଦବେେ।
ଯୋହନଙ୍କ ପ୍ରଥମ ପତ୍ର 4:6
କିନ୍ତୁ ଆମ୍ଭେସବୁ ପରମେଶ୍ବରଙ୍କର। ତେଣୁ ପରମେଶ୍ବରଙ୍କୁ ଜାଣିଥିବା ଲୋକ ଆମ୍ଭ କଥା ଶୁଣେ। ଯେଉଁ ଲୋକ ପରମେଶ୍ବରଙ୍କର ନୁହେଁ, ସେ ଆମ୍ଭ କଥା ଶୁଣେ ନାହିଁ। ଏହିପରି ଭାବରେ ଆମ୍ଭେ ସତ୍ଯମୟ ଆତ୍ମା ଓ ଲୋକମାନଙ୍କୁ ବିଭ୍ରାନ୍ତ କରୁଥିବା ଆତ୍ମାକୁ ଚିହ୍ନି ପାରିବା।
ଯିଶାଇୟ 57:15
କାରଣ ଯେ ଅନନ୍ତକାଳ ନିବାସୀ, ଯାହାଙ୍କର ନାମ ପରମେଶ୍ବର, ସହେି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କୁହନ୍ତି ; ଆମ୍ଭେ ଉର୍ଦ୍ଧ୍ବ ଓ ପବିତ୍ର ସ୍ଥାନ ରେ ବାସ କରୁ। ଆଉ ମଧ୍ଯ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନିମ୍ରମନା ଲୋକଙ୍କ ସହିତ ହିଁ ବାସ କରୁ।
ଯିହିଜିକଲ 36:27
ଏବଂ ମୁଁ ତୁମ୍ଭମାନଙ୍କ ଅନ୍ତର ରେ ମାରେ ଆତ୍ମା ସ୍ଥାପନ କରିବି। ଏବଂ ମୁଁ ତୁମ୍ଭମାନଙ୍କୁ ପରିବର୍ତ୍ତନ କରିବି ଯେପରି ତୁମ୍ଭମାନେେ ମାରେ ନିଯମ ସକଳ ମାନିବ ଏବଂ ମାରେ ଆଜ୍ଞାସବୁ ରଖିବାକୁ ଯତ୍ନବାନ ହବେ।
ଯୋହନଲିଖିତ ସୁସମାଚାର 14:23
ଯୀଶୁ ଉତ୍ତର ଦେଲେ, ଯଦି କହେି ମାେତେ ପ୍ ରମେ କରେ ତବେେ ସେ ମାହେର ଉପଦେଶ ପାଳନ କରିବ। ମାରେ ପରମପିତା ତାକୁ ପ୍ ରମେ କରିବେ। ମାରେ ପରମପିତା ଓ ମୁଁ ସହେି ଲୋକ ପାଖକୁ ଆସିବୁ ଓ ତା' ସହିତ ରହିବୁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:16
ତୁମ୍ଭମାନେେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭମାନେେ ପରମେଶ୍ବରଙ୍କ ମନ୍ଦିର ଅଟ, ଏବଂ ପରମେଶ୍ବରଙ୍କ ଆତ୍ମା ତୁମ୍ଭମାନଙ୍କ ଠା ରେ ବାସ କରନ୍ତି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 6:19
ତୁମ୍ଭମାନେେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭମାନଙ୍କ ଶରୀର ପବିତ୍ର ଆତ୍ମାଙ୍କ ମନ୍ଦିର ଅଟେ। ପବିତ୍ର ଆତ୍ମା ଅନ୍ତର ରେ ଅଛନ୍ତି। ପବିତ୍ର ଆତ୍ମାଙ୍କୁ ତୁମ୍ଭମାନେେ ପରମେଶ୍ବରଙ୍କଠାରୁ ପାଇଛ। ତୁମ୍ଭମାନେେ ନିଜେ ନିଜର ନୁହଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 6:16
ପରମେଶ୍ବରଙ୍କ ମନ୍ଦିର ଓ ମୂର୍ତ୍ତିଗୁଡ଼ିକ ମଧିଅରେ ଚୁକ୍ତି ହାଇେ ପାରିବ ନାହିଁ, କାରଣ ଆମ୍ଭେ ହେଉଛୁ ପରମେଶ୍ବରଙ୍କ ମନ୍ଦିର। ଯେପରି ପରମେଶ୍ବର କହିଛନ୍ତି :
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 13:5
ତୁମ୍ଭମାନେେ ବିଶ୍ବାସ ରେ ଜୀବନ କାଟୁଛ କି ନାହିଁ ? ନିଜ ନିଜକୁ ପରୀକ୍ଷା କରି ଦେଖ। ତୁମ୍ଭମାନେେ ଜାର ଯେ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତ ରେ ଅଛନ୍ତି। କିନ୍ତୁ ଯଦି ତୁମ୍ଭମାନେେ ପରୀକ୍ଷା ରେ ବିଫଳ ହୁଅ, ତାହା ହେଲେ ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତ ରେ ରହୁ ନାହାଁନ୍ତି ତାହା ଜାଣ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:17
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
ଯୋହନଙ୍କ ପ୍ରଥମ ପତ୍ର 5:7
ଯୀଶୁଙ୍କ ବିଷୟ ରେ ଆମ୍ଭକୁ ତିନିଜଣ ସାକ୍ଷ୍ଯ ଦିଅନ୍ତି ;
ଯୋହନଙ୍କ ପ୍ରଥମ ପତ୍ର 4:12
କହେି କବେେ ପରମେଶ୍ବରଙ୍କୁ ଦେଖି ନାହିଁ। କିନ୍ତୁ ଯଦି ଆମ୍ଭେ ପରସ୍ପରକୁ ପ୍ ରମେ କରିବା, ତବେେ ପରମେଶ୍ବର ଆମ୍ଭମାନଙ୍କ ମଧିଅରେ ବାସ କରିବେ ଓ ତାହାଙ୍କର ପ୍ ରମେ ଆମ୍ଭଠା ରେ ସିଦ୍ଧ ହବେ।
ଯୋହନଙ୍କ ପ୍ରଥମ ପତ୍ର 4:4
ପିଲାମାନେ !ତୁମ୍ଭମାନେେ ପରମେଶ୍ବରଙ୍କର ଅଟ। ସେଥିପାଇଁ ତୁମ୍ଭମାନେେ ସମାନଙ୍କେୁ (ଭଣ୍ଡ ଶିକ୍ଷକମାନଙ୍କୁ) ପରାସ୍ତ କରିଛ କାରଣ ତୁମ୍ଭ ମଧିଅରେ ଯେ ଅଛନ୍ତି, ସେ ଜାଗତିକ ଲୋକମାନଙ୍କଠା ରେ ଥିବା ଶୟତାନଠାରୁ ମଧ୍ଯ ମହାନ୍।
ଯିଶାଇୟ 59:21
ନିଜ ବିଷଯ ରେ ସଦାପ୍ରଭୁ କୁହନ୍ତି, ସମାନଙ୍କେ ସହିତ ଆମ୍ଭର ଚୁକ୍ତି ହେଉଛି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପ ରେ ଅଧିଷ୍ଠାନ କରନ୍ତି ଓ ଆମ୍ଭେ ଯେଉଁ ବାକ୍ଯସବୁ ତୁମ୍ଭ ମୁଖ ରେ ରଖିଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭର ବଂଶୋଦ୍ଭବ ବଂଶର ମୁଖରୁ ଅଦ୍ଯାବଧି ଅନନ୍ତକାଳ ପର୍ୟ୍ଯନ୍ତ ଦୂର କରାୟିବ ନାହିଁ।'
ମାଥିଉଲିଖିତ ସୁସମାଚାର 10:20
ମନରେଖ କହିବା ଲୋକ କବେେ ହେଲେ ତୁମ୍ଭେ ନୁହଁ, ତୁମ୍ଭର ପରମପିତାଙ୍କ ଆତ୍ମା ହିଁ ତୁମ୍ଭ ଭିତରୁ କହିବେ।
ଯୋହନଲିଖିତ ସୁସମାଚାର 14:16
ମୁଁ ପରମପିତାଙ୍କୁ କହିବି ଓ ସେ ତୁମ୍ଭକୁ ଆଉ ଜଣେ ସାହାୟ୍ଯକାରୀଙ୍କୁ ଦବେେ। ସେ ସହେି ସାହାୟ୍ଯକାରୀଙ୍କୁ ତୁମ୍ଭ ପାଖ ରେ ସର୍ବଦା ରହିବା ପାଇଁ ଦବେେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:9
କିନ୍ତୁ ତୁମ୍ଭମାନେେ ନିଜର ପାପପୂର୍ଣ ଶରୀର ଦ୍ବାରା ଶାସିତ ନୁହଁ। ଯଦି ପ୍ରକୃତ ରେ ଖ୍ରୀଷ୍ଟଙ୍କର ଆତ୍ମା ତୁମ୍ଭମାନଙ୍କ ଭିତ ରେ ଅଛି, ତା' ହେଲେ ତୁମ୍ଭମାନେେ ଆତ୍ମା ଦ୍ବାରା ଶାସିତ ହେଉଛ। କିନ୍ତୁ ଯଦି କୌଣସି ଲୋକ ଭିତ ରେ ଖ୍ରୀଷ୍ଟଙ୍କର ଆତ୍ମା ନାହିଁ, ତା ହେଲେ ସେ ଖ୍ରୀଷ୍ଟଙ୍କର ନୁହେଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:13
ଯଦି ତୁମ୍ଭମାନେେ ତୁମ୍ଭ ପାପପୂର୍ଣ ଶରୀର ଅନୁସାରେ ମନ୍ଦ କାମ ପାଇଁ ନିଜ ଜୀବନକୁ ବ୍ଯବହାର କର, ତା ହେଲେ ତୁମ୍ଭମାନେେ ଆତ୍ମିକ ରୂପରେ ମରିୟିବ। କିନ୍ତୁ ଯଦି ତୁମ୍ଭମାନେେ ଆତ୍ମାଙ୍କୁ ଶରୀର ମାଧ୍ଯମ ରେ ମନ୍ଦ କାମ କରିବାକୁ ରୋକିବା ପାଇଁ ବ୍ଯବହାର କର, ତା' ହେଲେ ତୁମ୍ଭମାନେେ ପ୍ରକୃତ ଜୀବନ ପାଇବ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:15
ତାହାହେଲେ ମାରେ କ'ଣ କରିବା ଉଚିତ୍ ? ମୁଁ ମାହେର ଆତ୍ମା ଦ୍ବାରା ପ୍ରାର୍ଥନା କରିବି ଓ ବୁଦ୍ଧିଦ୍ବାରା ମଧ୍ଯ ପ୍ରାର୍ଥନା କରିବି। ପୁଣି ଆତ୍ମାଦ୍ବାରା ସ୍ତୁତିଗାନ କରିବି ଓ ବୁଦ୍ଧିସହ ମଧ୍ଯ ସ୍ତୁତିଗାନ କରିବି।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:6
ତୁମ୍ଭମାନେେ ପରମେଶ୍ବରଙ୍କ ସନ୍ତାନ, ସେଥିପାଇଁ ସେ ତୁମ୍ଭମାନଙ୍କ ହୃଦୟ ଭିତ ରେ ନିଜ ପୁତ୍ରଙ୍କ ଆତ୍ମାକୁ ସ୍ଥାପିତ କଲେ। ସହେି ଆତ୍ମା ଆବବା, ପ୍ରିୟ ପିତା ବୋଲି ଡ଼ାକନ୍ତି।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:22
ଯୀଶୁ ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନେେ ଅନ୍ୟମାନଙ୍କ ସହିତ ଏକତ୍ର ନିର୍ମିତ ହେଉଅଛ। ତୁମ୍ଭମାନେେ ଏପରି ଗୋଟିଏ ମନ୍ଦିର ରୂପେ ନିର୍ମିତ ହେଉଛ, ଯେଉଁଠା ରେ ଆତ୍ମାଙ୍କ ମାଧ୍ଯମ ରେ ପରମେଶ୍ବର ବାସ କରନ୍ତି।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:17
ତୁମ୍ଭ ବିଶ୍ବାସ ହତେୁ ତୁମ୍ଭ ହୃଦୟ ରେ ଖ୍ରୀଷ୍ଟ ବାସ କରନ୍ତି। ତୁମ୍ଭ ଜୀବନ ପ୍ ରମେ ରେ ଶକ୍ତିଶାଳୀ ହେଉ ଏବଂ ପ୍ ରମେ ରେ ଗଢ଼ି ଉଠୁ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:27
ଏହି ମହାନ୍ ସତ୍ଯଟି ସମସ୍ତଙ୍କ ପାଇଁ ଅଟେ। ପରମେଶ୍ବର ଏହି ମହାନ୍ ଓ ବୈଭବପୂର୍ଣ୍ଣ ସତ୍ଯକୁ ନିଜ ଲୋକଙ୍କୁ ଜଣାଇ ଦବୋ ପାଇଁ ସ୍ଥିର କଲେ। ଏହି ସତ୍ଯ ସ୍ବଯଂ ତୁମ୍ଭମାନଙ୍କ ଭିତ ରେ ଥିବା ଖ୍ରୀଷ୍ଟ ନିଜେ ଅଟନ୍ତି। ପରମେଶ୍ବରଙ୍କ ମହିମା ପ୍ରାପ୍ତ କରିବା ପାଇଁ, ସେ ହେଉଛନ୍ତି ଆମ୍ଭର ଏକମାତ୍ର ଭରସା।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:14
ତୁମ୍ଭକୁ ଯେଉଁ ସତ୍ଯ ପ୍ରଦାନ କରାଯାଇଛି, ତାହାକୁ ରକ୍ଷା କର। ପବିତ୍ର ଆତ୍ମାର ସାହାୟ୍ଯ ରେ ସଗେୁଡ଼ିକୁ ରକ୍ଷା କର। ସହେି ପବିତ୍ର ଆତ୍ମା ଆମ୍ଭ ଭିତ ରେ ରହନ୍ତି।
ଯୋହନଙ୍କ ପ୍ରଥମ ପତ୍ର 3:24
ଯେଉଁ ଲୋକ ତାହାଙ୍କ ଆଦେଶଗୁଡ଼ିକ ପାଳନ କରେ, ସେ ପରମେଶ୍ବରଙ୍କଠା ରେ ରୁ ହେ ଓ ପରମେଶ୍ବର ସହେି ଲୋକଠା ରେ ରୁହନ୍ତି। ପରମେଶ୍ବର ଯେ ଆମ୍ଭମାନଙ୍କଠା ରେ ବାସ କରନ୍ତି, ତାହା ଆମ୍ଭମାନେେ କିପରି ଜାଣିବା ? ପରମେଶ୍ବରଙ୍କ ଦତ୍ତ ପବିତ୍ର ଆତ୍ମାଙ୍କ ଦ୍ବାରା ଆମ୍ଭମାନେେ ତାହା ଜାଣିପାରିବା।
ହିତୋପଦେଶ 14:10
ଯଦି ଜଣେ ଲୋକ ଦୁଃଖ କରେ, ତା'ର ଅନ୍ତରର ବଦନୋ ଅନ୍ୟ କହେି ଜାଣନ୍ତି ନାହିଁ। ସହେିପରି ଜଣେ ଲୋକ ଆନନ୍ଦ ପାଇଲେ ତା'ର ଆନନ୍ଦ ଅନ୍ୟ କହେି ଅନୁଭବ କରିପା ରେ ନାହିଁ।