John 10:8
ମାେ ପୂର୍ବରୁ ଯେଉଁ ଲୋକମାନେ ଆସିଥିଲେ, ସମାନେେ ଚୋର ଓ ଡକାୟତ। ମଷେମାନେ ସମାନଙ୍କେ କଥା ଶୁଣିଲେ ନାହିଁ।
John 10:8 in Other Translations
King James Version (KJV)
All that ever came before me are thieves and robbers: but the sheep did not hear them.
American Standard Version (ASV)
All that came before me are thieves and robbers: but the sheep did not hear them.
Bible in Basic English (BBE)
All who came before me are thieves and outlaws: but the sheep did not give ear to them.
Darby English Bible (DBY)
All whoever came before me are thieves and robbers; but the sheep did not hear them.
World English Bible (WEB)
All who came before me are thieves and robbers, but the sheep didn't listen to them.
Young's Literal Translation (YLT)
all, as many as came before me, are thieves and robbers, but the sheep did not hear them;
| All that | πάντες | pantes | PAHN-tase |
| ever | ὅσοι | hosoi | OH-soo |
| came | πρὸ | pro | proh |
| before | ἐμοῦ | emou | ay-MOO |
| me | ἦλθον | ēlthon | ALE-thone |
| are | κλέπται | kleptai | KLAY-ptay |
| thieves | εἰσὶν | eisin | ees-EEN |
| and | καὶ | kai | kay |
| robbers: | λῃσταί | lēstai | lay-STAY |
| but | ἀλλ' | all | al |
| the | οὐκ | ouk | ook |
| sheep | ἤκουσαν | ēkousan | A-koo-sahn |
| did not | αὐτῶν | autōn | af-TONE |
| hear | τὰ | ta | ta |
| them. | πρόβατα | probata | PROH-va-ta |
Cross Reference
ଯିହିଜିକଲ 34:2
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲ ମଷେପାଳକମାନଙ୍କ ବିରୁଦ୍ଧ ରେ ଭବିଷ୍ଯଦବାଣୀ ପ୍ରଚାର କର। ସହେି ପାଳକମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି ଭବିଷ୍ଯବାଣୀ କହନ୍ତି, 'ଇଶ୍ରାୟେଲର ମଷେପାଳକମାନଙ୍କୁ ଧିକ, ଯେଉଁମାନେ କବଳେ ସମାନଙ୍କେର ଯତ୍ନ ନିଅନ୍ତି। ମଷେପାଳକମାନେ ମଷେମାନଙ୍କର ଯତ୍ନ ନବୋ ଉଚିତ୍ ନୁହେଁ କି ?
ଯିହିଜିକଲ 22:25
ତାହାର ଭବିଷ୍ଯଦବକ୍ତାମାନେ ସଠାେ ରେ ଚକ୍ରାନ୍ତ କରିଛନ୍ତି। ସମାନେେ ପ୍ରାଣୀମାନଙ୍କୁ ହତ୍ଯା କରିବାକୁ ଉତ୍ସୁକ ଗର୍ଜ୍ଜନକାରୀ ସିଂହ ସଦୃଶ। ସମାନେେ ଲୋକମାନଙ୍କୁ ଶୋଷଣ କରନ୍ତି, ସମାନେେ ମୂଲ୍ଯବାନ ଓ ବହୁମୂଲ୍ଯ ବସ୍ତ୍ର ହରଣ କରନ୍ତି ; ସମାନେେ ବହୁ ମହିଳାଙ୍କୁ ବିଧବା କରିଅଛନ୍ତି।
ଯୋହନଲିଖିତ ସୁସମାଚାର 10:1
ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଯଦି କୌଣସି ଲୋକ ମଷେଶାଳ ରେ ପ୍ରବେଶ କରେ, ତବେେ ସେ ଦ୍ବାର ବାଟେ ୟିବା ଉଚିତ୍। ଯଦି ସେ ଅନ୍ୟ ବାଟ ଚଢି ଭିତରକୁ ଯାଏ, ତବେେ ସେ ଚୋର। ସେ ନିଶ୍ଚୟ ମଷେ ଚୋରି କରିବା ପାଇଁ ଚେଷ୍ଟା କରୁଛି।
ରେରିତମାନଙ୍କ କାର୍ଯ୍ୟର ବିବରଣ 5:36
ଏହା ପୂର୍ବରୁ ଥିଉଦା ନାମକ ଜଣେ ଲୋକ ନିଜକୁ ବହୁତ ବଡ଼ ବୋଲି ଭାବୁଥିଲା। ପ୍ରାୟ ଚ଼ାରିଶହ ଲୋକ ତାହାର ଅନୁଗାମୀ ଥିଲେ। କିନ୍ତୁ ତାହାକୁ ମାରିଦିଆଗଲା। ପରେ ତା'ର ସମସ୍ତ ଶିଷ୍ଯମାନେ ଛିନ୍ନଭିନ୍ନ ହାଇେ ପଳାଇଗଲେ। ଏହି ସମସ୍ତର କୌଣସି ଫଳ ହେଲ ନାହିଁ।
ଯୋହନଲିଖିତ ସୁସମାଚାର 10:27
ମାେ ସ୍ବର ମାେ ମଷେମାନେ ଶୁଣନ୍ତି। ମୁଁ ସମାନଙ୍କେୁ ଜାଣେ ଓ ସମାନେେ ମାେତେ ଅନୁସରଣ କରନ୍ତି।
ଯୋହନଲିଖିତ ସୁସମାଚାର 10:5
କିନ୍ତୁ ମଷେମାନେ ଅପରିଚିତ ଲୋକର ଅନୁସରଣ କରନ୍ତି ନାହିଁ। ସମାନେେ ତା ପାଖରୁ ଦୌଡି ପଳାନ୍ତି, କାରଣ ସମାନେେ ଅପରିଚିତ ଲୋକର ସ୍ବର ଚିହ୍ନନ୍ତି ନାହିଁ।
ଯିଖରିୟ 11:16
କାରଣ ଏହି ଦେଶ ରେ ଆମ୍ଭେ ଏକ ମଷେପାଳକ ଉତ୍ଥାପିତ କରୁଛୁ। ସେ ହଜିୟାଇଥିବା ମଷଗେୁଡିକ ନିମନ୍ତେ ଯତ୍ନ ନବେ ନାହିଁ। ବିପଥଗାମୀମାନଙ୍କୁ ସେ ଖାଜେିବ ନାହିଁ। ସେ କ୍ଷତିଗ୍ରସ୍ଥ ଲୋକଙ୍କୁ ସୁସ୍ଥ କରିବ ନାହିଁ। ଯେଉଁମାନେ ଜୀବନ୍ତ ଅଛନ୍ତି, ସମାନଙ୍କେୁ ସେ ଖୁଆଇବ ନାହିଁ। ସେ ସଗେୁଡିକର ଖୁରାକୁ ଛିଣ୍ତାଇ ହୃଷ୍ଟପୃଷ୍ଟ ମଷେମାନଙ୍କୁ ଭକ୍ଷଣ କରିବ।
ଯିଖରିୟ 11:4
ସଦାପ୍ରଭୁ ମାରେ ପରମେଶ୍ବର କହନ୍ତି, ଏହି ବଧ ହବୋକୁ ଥିବା ମଷେପଲର ଯତ୍ନ ନିଅ।
ସିଫନିୟ 3:3
ୟିରୁଶାଲମର ନେତାମାନେ ଗର୍ଜିଲା ସିଂହ ପରି ଓ ତା'ର ବିଗ୍ଭରକମାନେ ସମତଳ ଭୂମିର ଭୋକିଲା ଗଧିଆ ପରି। ସମାନେେ ସକାଳକୁ କିଛି ରଖନ୍ତି ନାହିଁ।
ଯିରିମିୟ 23:1
ସଦାପ୍ରଭୁ କହନ୍ତି, ଯେଉଁ ପାଳକମାନେ ଆମ୍ଭ ଚରାସ୍ଥାନ ରେ ମଷେମାନଙ୍କୁ ନଷ୍ଟ ଓ ଛିନ୍ନଭିନ୍ନ କରନ୍ତି, ସମାନେେ ସନ୍ତାପର ପାତ୍ର।
ଯିଶାଇୟ 56:10
ତାହାର ପ୍ରହରିଗଣ ଅନ୍ଧ, ସେ ସମସ୍ତ ଜ୍ଞାନହୀନ, ସମାନେେ ନିର୍ବାକ ଶ୍ବାନ, ସମାନେେ ଭୁକିପାରନ୍ତି ନାହିଁ। ସମାନେେ ସ୍ବପ୍ନଦର୍ଶୀ, ନିଦ୍ରାଡ଼ ଓ ଶାଇେ ରହିବାକୁ ଭଲ ପାଆନ୍ତି।