John 10:34
ଯୀଶୁ ଉତ୍ତର ଦେଲେ, ତୁମ୍ଭ ବ୍ଯବସ୍ଥା ରେ ଏହା ଲଖାେ ଅଛି, 'ଆମ୍ଭେ କହିଲୁ, ତୁମ୍ଭମାନେେ ଈଶ୍ବରଗଣ।'
John 10:34 in Other Translations
King James Version (KJV)
Jesus answered them, Is it not written in your law, I said, Ye are gods?
American Standard Version (ASV)
Jesus answered them, Is it not written in your law, I said, ye are gods?
Bible in Basic English (BBE)
In answer, Jesus said, Is there not a saying in your law, I said, You are gods?
Darby English Bible (DBY)
Jesus answered them, Is it not written in your law, I said, Ye are gods?
World English Bible (WEB)
Jesus answered them, "Isn't it written in your law, 'I said, you are gods?'
Young's Literal Translation (YLT)
Jesus answered them, `Is it not having been written in your law: I said, ye are gods?
| ἀπεκρίθη | apekrithē | ah-pay-KREE-thay | |
| Jesus | αὐτοῖς | autois | af-TOOS |
| answered | ὁ | ho | oh |
| them, | Ἰησοῦς | iēsous | ee-ay-SOOS |
| Is it | Οὐκ | ouk | ook |
| not | ἔστιν | estin | A-steen |
| written | γεγραμμένον | gegrammenon | gay-grahm-MAY-none |
| in | ἐν | en | ane |
| your | τῷ | tō | toh |
| law, | νόμῳ | nomō | NOH-moh |
| I | ὑμῶν | hymōn | yoo-MONE |
| said, | Ἐγὼ | egō | ay-GOH |
| Ye are | εἶπα | eipa | EE-pa |
| gods? | Θεοί | theoi | thay-OO |
| ἐστε | este | ay-stay |
Cross Reference
ଗୀତସଂହିତା 82:6
ମୁଁ (ପରମେଶ୍ବର) କହିଲି, ତୁମ୍ଭମାନେେ ଈଶ୍ବରଗଣ ଓ ସର୍ବୋପରିସ୍ଥ ପରମେଶ୍ବରଙ୍କର ସନ୍ତାନ।
ଗୀତସଂହିତା 138:1
ହେ ପରମେଶ୍ବର, ମୁଁ ମାରେ ହୃଦଯ ସହିତ ତୁମ୍ଭର ପ୍ରଶଂସା ଗାନ କରିବି। ସମସ୍ତ ଦବେତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି।
ଗୀତସଂହିତା 82:1
ପରେମେଶ୍ବର ପରମେଶ୍ବରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି। ସେ ବିଚାରକର୍ତ୍ତାମାନଙ୍କ ମଧ୍ୟରେ ବିଚାର କରନ୍ତି।
ଯାତ୍ରା ପୁସ୍ତକ 7:1
ସଦାପ୍ରଭୁ ମାଶାଙ୍କେୁ କହିଲେ, ମୁଁ ତୁମ୍ଭଙ୍କୁ ଫାରୋଙ୍କ ନିକଟରେ ପରମେଶ୍ବର ତୁଲ୍ଯ କରିଅଛି। ଏବଂ ତୁମ୍ଭର ଭାଇ ହାରୋଣ ତୁମ୍ଭର ଭବିଷ୍ଯଦବକ୍ତା ହବେ।
ଯୋହନଲିଖିତ ସୁସମାଚାର 15:25
ଏସବୁ ଘଟିବା ଦ୍ବାରା ତାହାଙ୍କ ବିଧି ବ୍ଯବସ୍ଥା ରେ ଯାହା ଲଖାେଥିଲା ତାହା ସତ୍ଯ ହେଲା: ' ସମାନେେ ମାେତେ ବିନା କାରଣ ରେ ଘୃଣା କଲେ।'
ଯାତ୍ରା ପୁସ୍ତକ 4:16
ତୁମ୍ଭ ପାଇଁ ହାରୋଣ ଲୋକମାନଙ୍କୁ କହିବ। ତୁମ୍ଭେ ତା ପାଇଁ ପରମେଶ୍ବର ପରି ଏବଂ ସେ ତୁମ୍ଭର ପ୍ରବକ୍ତା।
ଯୋହନଲିଖିତ ସୁସମାଚାର 12:34
ଲୋକମାନେ କହିଲେ, ଆମ୍ଭ ବ୍ଯବସ୍ଥା କୁ ହେ ଯେ, ଖ୍ରୀଷ୍ଟ ଚିରଦିନ ପାଇଁ ଜୀବିତ ରହିବେ। ତବେେ ତୁମ୍ଭେ କାହିଁକି କହୁଛ ଯେ 'ମନୁଷ୍ଯ ପୁତ୍ର ନିଶ୍ଚୟ ଉର୍ଦ୍ଧ୍ବକୁ ଯିବେ?' ଏହି ମନୁଷ୍ଯପୁତ୍ର କିଏ?
ଯାତ୍ରା ପୁସ୍ତକ 22:28
ତୁମ୍ଭେ କୌଣସି ଅବଜ୍ଞା କରିବ ନାହିଁ ଆପଣା ପରମେଶ୍ବରଙ୍କୁ। ଏବଂ ତୁମ୍ଭର କୌଣସି ଅଧକ୍ଷ୍ଯଙ୍କୁ ଶାପ ଦବେ ନାହିଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:10
ଶାସ୍ତ୍ର ରେ ଏହିପରି ଲଖାେ ଅଛି,
ଯୋହନଲିଖିତ ସୁସମାଚାର 8:17
ତୁମ୍ଭର ବିଧି ବ୍ଯବସ୍ଥା କୁ ହେ ଯେ କୌଣସି ଘଟଣା ସମ୍ବନ୍ଧ ରେ ଯଦି ଦୁଇ ଜଣ ସାକ୍ଷୀ ସମାନ କଥା କହନ୍ତି, ତବେେ ତୁମ୍ଭେ ନିଶ୍ଚୟ ସମାନଙ୍କେ କଥା ଗ୍ରହଣ କରିବ।