ଆୟୁବ ପୁସ୍ତକ 27:11 in Oriya

ଓଡିଆ ଓଡିଆ ବାଇବେଲ ଆୟୁବ ପୁସ୍ତକ ଆୟୁବ ପୁସ୍ତକ 27 ଆୟୁବ ପୁସ୍ତକ 27:11

Job 27:11
ମୁଁ ତୁମ୍ଭକୁ ପରମେଶ୍ବରଙ୍କ ଶକ୍ତି ସମ୍ପର୍କ ରେ ଶିକ୍ଷା ଦବେି। ମୁଁ ପରମେଶ୍ବରଙ୍କ କୌଣସି ଯୋଜନା ତୁମ୍ଭଠା ରେ ଲୁଚାଇବି ନାହିଁ।

Job 27:10Job 27Job 27:12

Job 27:11 in Other Translations

King James Version (KJV)
I will teach you by the hand of God: that which is with the Almighty will I not conceal.

American Standard Version (ASV)
I will teach you concerning the hand of God; That which is with the Almighty will I not conceal.

Bible in Basic English (BBE)
I will give you teaching about the hand of God; I will not keep secret from you what is in the mind of the Ruler of all.

Darby English Bible (DBY)
I will teach you concerning the hand of ùGod; what is with the Almighty will I not conceal.

Webster's Bible (WBT)
I will teach you by the hand of God: that which is with the Almighty will I not conceal.

World English Bible (WEB)
I will teach you about the hand of God. That which is with the Almighty will I not conceal.

Young's Literal Translation (YLT)
I shew you by the hand of God, That which `is' with the Mighty I hide not.

I
will
teach
אוֹרֶ֣הʾôreoh-REH
hand
the
by
you
אֶתְכֶ֣םʾetkemet-HEM
of
God:
בְּיַדbĕyadbeh-YAHD
which
that
אֵ֑לʾēlale
is
with
אֲשֶׁ֥רʾăšeruh-SHER
the
Almighty
עִםʿimeem
will
I
not
שַׁ֝דַּ֗יšaddaySHA-DAI
conceal.
לֹ֣אlōʾloh
אֲכַחֵֽד׃ʾăkaḥēduh-ha-HADE

Cross Reference

ଆୟୁବ ପୁସ୍ତକ 6:10
ଯଦି ସେ ତାହା କରି ମାେତେ ମାରି ଦିଅନ୍ତେ, ମୁଁ ଗୋଟିଏ ବିଷଯ ରେ ଅନ୍ତତଃ ସାନ୍ତ୍ବନା ପାଆନ୍ତି, ଏହି ନିଷ୍ଠୁର ୟନ୍ତ୍ରଣା ମଧିଅରେ ମୁଁ ଆନନ୍ଦ ପାଆନ୍ତି କାରଣ ପରମେଶ୍ବରଙ୍କ ସହେି ପବିତ୍ର ଜଣଙ୍କର କୌଣସି ଆଜ୍ଞାକୁ ମୁଁ ଅବମାନନା କରି ନାହିଁ।

ଦିତୀୟ ବିବରଣ 4:5
ହିଁ ଦେଖ, ସଦାପ୍ରଭୁ ମାରେ ପରମେଶ୍ବର ମାେତେ ଯେପରି ଆଜ୍ଞା ଦେଲେ, ମୁ ସହେି ବ୍ଯବସ୍ଥାସବୁ ଶିକ୍ଷା ଦଲେି। ମୁ ତୁମ୍ଭମାନଙ୍କୁ ସହେିପରି ବ୍ଯବସ୍ଥା ଓ ବିଧି ଶିକ୍ଷା ଦଇେଅଛି, ଯେପରି ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସହେି ଦେଶ ରେ ତୁମ୍ଭମାନେେ ସମାନଙ୍କେ ଅନକ୍ସ୍ଟସା ରେ ବାସ କରିବ।

ଆୟୁବ ପୁସ୍ତକ 4:3
ଆୟୁବ ତୁମ୍ଭେ ବହୁତ ଲୋକଙ୍କୁ ଶିକ୍ଷା ଦଇେଛ। କେତେ ଦୁର୍ବଳ ଲୋକକୁ ତୁମ୍ଭେ ବଳବାନ କରିଛ।

ଆୟୁବ ପୁସ୍ତକ 32:8
କିନ୍ତୁ ମଣିଷ ଭିତ ରେ ଏକ ଆତ୍ମା ଅଛି ଏବଂ ଏହା ସର୍ବଶକ୍ତିମାନଙ୍କର ନିଶ୍ବାସ ଯାହା ସମାନଙ୍କେୁ ସମସ୍ତ ବୁଝାମଣା ଦଇେଥାଏ।

ଗୀତସଂହିତା 71:17
ହେ ପରମେଶ୍ବର, ତୁମ୍ଭେ ମାେତେ ବାଲ୍ଯକାଳରୁ ଶିକ୍ଷା ଦଇେ ଆସୁଅଛି। ମୁଁ ଏପର୍ୟ୍ଯନ୍ତ ତୁମ୍ଭର ଆଶ୍ଚର୍ୟ୍ଯ କ୍ରିଯାସବୁ ଲୋକମାନଙ୍କୁ କହିଛି।

ଯିଶାଇୟ 8:11
ସଦାପ୍ରଭୁ ତାଙ୍କର ମହାନ୍ ଶକ୍ତି ବଳ ରେ ମାେତେ କହିଲେ। ଅନ୍ୟ ଗୋଷ୍ଠୀର ଲୋକଙ୍କପରି ନ ହବୋକୁ ସେ ମାେତେ ସତର୍କ କରି କହିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:20
ଯେଉଁ ସବୁ ବିଷୟ ତୁମ୍ଭମାନଙ୍କ ନିମନ୍ତେ ମଙ୍ଗଳଜନକ, ସହେିସବୁ ତୁମ୍ଭମାନଙ୍କ ନିକଟରେ ମୁଁ ବିନା ସଙ୍କୋଚ ରେ ପ୍ରଚ଼ାର କହିଛି। ଜନସାଧାରଣଙ୍କ ସାମନା ରେ ଓ ଘ ରେ ଘ ରେ ବୁଲି ମୁଁ ତୁମ୍ଭମାନଙ୍କୁ ଉପଦେଶ ଦଇେଛି।