Jeremiah 47:5
ଘସାର ଲୋକମାନେ ଦୁଃଖିତ ହାଇେ ସମାନଙ୍କେର ମସ୍ତକ ଟାଙ୍ଗରା କରିଛନ୍ତି। ଅସ୍କିଲୋନର ଲୋକମାନେ ଏବଂ ତଳଭୂମିର ଅବଶିଷ୍ଟାଂଶ ଲୋକ ନୀରବ ହାଇେଅଛନ୍ତି। ତୁମ୍ଭମାନେେ କେତକୋଳ ପର୍ୟ୍ଯନ୍ତ ନିଜକୁ କାଟିବ ?
Jeremiah 47:5 in Other Translations
King James Version (KJV)
Baldness is come upon Gaza; Ashkelon is cut off with the remnant of their valley: how long wilt thou cut thyself?
American Standard Version (ASV)
Baldness is come upon Gaza; Ashkelon is brought to nought, the remnant of their valley: how long wilt thou cut thyself?
Bible in Basic English (BBE)
The hair is cut off from the head of Gaza; Ashkelon has come to nothing; the last of the Anakim are deeply wounding themselves.
Darby English Bible (DBY)
Baldness is come upon Gazah; Ashkelon is cut off, the remnant of their valley: how long wilt thou cut thyself?
World English Bible (WEB)
Baldness is come on Gaza; Ashkelon is brought to nothing, the remnant of their valley: how long will you cut yourself?
Young's Literal Translation (YLT)
Come hath baldness unto Gaza, Cut off hath been Ashkelon, O remnant of their valley, Till when dost thou cut thyself?
| Baldness | בָּ֤אָה | bāʾâ | BA-ah |
| is come | קָרְחָה֙ | qorḥāh | kore-HA |
| upon | אֶל | ʾel | el |
| Gaza; | עַזָּ֔ה | ʿazzâ | ah-ZA |
| Ashkelon | נִדְמְתָ֥ה | nidmĕtâ | need-meh-TA |
| is cut off | אַשְׁקְל֖וֹן | ʾašqĕlôn | ash-keh-LONE |
| remnant the with | שְׁאֵרִ֣ית | šĕʾērît | sheh-ay-REET |
| of their valley: | עִמְקָ֑ם | ʿimqām | eem-KAHM |
| long how | עַד | ʿad | ad |
| מָתַ֖י | mātay | ma-TAI | |
| wilt thou cut | תִּתְגּוֹדָֽדִי׃ | titgôdādî | teet-ɡoh-DA-dee |
Cross Reference
ଯିରିମିୟ 48:37
ସମସ୍ତେ ମସ୍ତକ ମୁଣ୍ଡନ କରିଛନ୍ତି ଓ ଦାଢ଼ି କ୍ଷୌର ହାଇେଛନ୍ତି। ପ୍ରେତ୍ୟକକଙ୍କର ହାତ କାଟି ରକ୍ତାକ୍ତ ହାଇେଅଛି ଓ ପ୍ରେତ୍ୟକକ କଟୀଦେଶ ରେ ଚଟବସ୍ତ୍ର ପରିଧାନ କରିଛନ୍ତି।
ଯିରିମିୟ 25:20
ପୁଣି ଆରବର ସମସ୍ତଙ୍କୁ ଓ ଉଷ୍ ଦେଶସ୍ଥ ସମସ୍ତ ରାଜାଙ୍କୁ
ମୀଖା 1:16
ଏଥିପାଇଁ ତୁମ୍ଭମାନେେ ତୁମ୍ଭର ମସ୍ତକକୁ ଲଣ୍ତା କର। ତୁମ୍ଭର ପ୍ରିଯ ସନ୍ତାନମାନଙ୍କ ପାଇଁ ବିଳାପ କର, ଶାଗୁଣା ପକ୍ଷୀପରି ମସ୍ତକ ମୁଣ୍ତନ କରି ତୁମ୍ଭର ଦୁଃଖ ଭାବକୁ ଦଖାେଅ କାରଣ ତୁମ୍ଭର ସନ୍ତାନମାନଙ୍କୁ ତୁମ୍ଭଠାରୁ କାଢି ନିଆୟିବ।
ଯିରିମିୟ 41:5
ସମାନେେ ଗଦଲିଯଙ୍କ ହତ୍ଯା ଖବର ଜାଣି ନ ଥିଲେ।
ମାର୍କଲିଖିତ ସୁସମାଚାର 5:5
ସେ ଦିନରାତି ସଦା ବେଳେ କବର ଓ ପାହାଡ ରେ ଥାଇ ଚିତ୍କାର କରୁଥିଲା ଓ ନିଜକୁ ପଥର ରେ କ୍ଷତ ବିକ୍ଷତ କରି ପକାଉଥିଲା।
ଯିଖରିୟ 9:5
ଅସ୍କିଲୋନ ତାହା ଦେଖି ଭୟଭୀତ ହବେ ଓ ଘାସର ଲୋକମାନେ ଭୟ ରେ ଥରିବେ। ଇକୋର୍ଣ ଲୋକମାନେ ସମସ୍ତ ଭରସା ହରାଇବେ। ଘସା ରେ ଆଉ ରାଜା ରହିବେ ନାହିଁ। ଆଉ ମଧ୍ଯ ଅସ୍କିଲୋନ ଜନଶୂନ୍ଯ ହବେ।
ସିଫନିୟ 2:4
ଘସା ରେ କାହାରିକୁ ଛଡାୟିବ ନାହିଁ। ଅସ୍କିଲୋନ ଧ୍ବଂସ ହବେ, ମଧ୍ଯାହ୍ନ ସୁଦ୍ଧା ଲୋକମାଙ୍କୁ ଅସଦୋଦ୍ ଛାଡିବାକୁ ବାଧ୍ଯ କରାୟିବ। ଇକ୍ରୋଣ ଶୂନ୍ଯ ହାଇଯେିବ।
ଆମୋଷ 1:6
ସଦାପ୍ରଭୁ ଏହାହିଁ କହନ୍ତି: ଘସାର ଲୋକମାନଙ୍କୁ ଆମ୍ଭେ ସମାନଙ୍କେର ବହୁ ଅପରାଧ ପାଇଁ ନିଶ୍ଚଯ ଦଣ୍ତ ଦବେି, କାରଣ ସମାନେେ ସମଗ୍ର ଜାତିମାନଙ୍କୁ ନଇୟୋଇ ଇଦୋମକୁ କ୍ରୀତଦାସରୂପେ ଦଇେଥିଲେ।
ଯିହିଜିକଲ 25:16
ଏଣୁ ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହିଛନ୍ତି, ଦେଖ, ମଁ ପଲେଷ୍ଟୀୟମାନଙ୍କ ବିରୁଦ୍ଧ ରେ ମାରେ ହସ୍ତ ବିସ୍ତାର କରିବି। ଆଉ ମୁଁ କରେଥୀଯ ଲୋକମାନଙ୍କୁ ବିତାଡ଼ିତ କରିବି ଓ ସମୁଦ୍ର ତୀରସ୍ଥ ଅବଶିଷ୍ଟ ସମସ୍ତ ଲୋକଙ୍କୁ ଧ୍ବଂସ କରିବି।
ଯିହିଜିକଲ 7:18
ଏବଂ ସମାନେେ ଚଟବସ୍ତ୍ର ପରିଧାନ କରିବେ। ସମାନେେ ଭୟ ରେ ଥରିବେ। ସମସ୍ତଙ୍କର ମୁଖ ଲଜ୍ଜା ରେ ଆଚ୍ଛାଦିତ ହବେ ଓ ଦୁଃଖର ଚିହ୍ନ ସ୍ବରୂପ ସମାନେେ ସମାନଙ୍କେର ମସ୍ତକ ଲଣ୍ଡିତ କରିବେ।
ଯିରିମିୟ 47:4
ଏହା ସମସ୍ତ ପଲେଷ୍ଟୀୟମାନଙ୍କର ଧ୍ବଂସର ସମୟ, ସୋର ଓ ସୀଦୋନର ସହକାରୀ ପ୍ରେତ୍ୟକକ ଅବଶିଷ୍ଟ ଲୋକଙ୍କୁ ଉଚ୍ଛନ୍ନ କରିବାର ସମୟ ଆସୁଅଛି। ଯେ ହତେୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କର ଓ କପ୍ତୋର ଦ୍ବୀପର ଅବଶିଷ୍ଟ ଲୋକଙ୍କର ସର୍ବସ୍ବ ହରଣ କରିବେ।
ଯିରିମିୟ 47:1
ଫାରୋ ଘସା ନଗର ଆକ୍ରମଣ କରିବା ପୂର୍ବରୁ ପଲେଷ୍ଟୀୟମାନଙ୍କ ବିଷଯ ରେ ସଦାପ୍ରୁଙ୍କର ଏହି ବାକ୍ଯ ଯିରିମିୟ ଭବିଷ୍ଯଦବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା।
ଯିରିମିୟ 16:1
ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ଯଥା,
ଯିଶାଇୟ 15:2
ରାଜ ପରିବାର ଓ ଦୀବୋନର ଲୋକମାନେ ପୂଜା ସ୍ଥଳୀକୁ ରୋଦନ କରିବାକୁ ୟାଇଛନ୍ତି। ମାୟୋବର ଲୋକମାନେ ନବେୋ ଓ ମଦବୋ ପାଇଁ କାନ୍ଦୁଛନ୍ତି। ସମାନଙ୍କେର ଦୁଃଖ ଭାବ ଜଣାଇବା ପାଇଁ ମସ୍ତକ ଲଣ୍ଡା, କରିଛନ୍ତି ଓ ଦାଢ଼ି କାଟିଅଛନ୍ତି।
ପ୍ରଥମ ରାଜାବଳୀ 18:28
ତେଣୁ ସମାନେେ ଉଚ୍ଚସ୍ବର ରେ ପ୍ରାର୍ଥନା କଲେ। ସମାନେେ ଖଣ୍ତା ଓ ବର୍ଚ୍ଛା ରେ ନିଜକୁ କ୍ଷତ ବିକ୍ଷତ କଲେ। ଏହିପରି ସମାନେେ ପୂଜା କରୁଥିଲେ। ସମାନଙ୍କେ ଶରୀରରୁ ଧାର ଧାର ରକ୍ତ ବହିଲା।
ବିଚାରକର୍ତାମାନଙ୍କ ବିବରଣ 1:18
ୟିହକ୍ସ୍ଟଦାର ଲୋକମାନେ ଘାସା ସହର ଏବଂ ଏହାର ପାଶର୍ବବର୍ତ୍ତୀ ସହର ଅଧିକାର କଲେ। ସମାନେେ ଅସ୍କିଲୋନ୍ ସହରଗକ୍ସ୍ଟଡିକ ଓ ଇକୋର୍ଣ ଓ ତା'ର ପାଶର୍ବବର୍ତ୍ତୀ ଅଞ୍ଚଳକକ୍ସ୍ଟ ଅଧିକାର କଲେ।
ଦିତୀୟ ବିବରଣ 14:1
ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ସନ୍ତାନ, ଯେତବେେଳେ ଜଣେ ମରି ଯାଉଛି ତୁମ୍ଭର ଦକ୍ସ୍ଟଃଖ ଜଣାଇବା ପାଇଁ ତୁମ୍ଭେ ତୁମ୍ଭର ଶରୀର କାଟି ପକାଇବ ନାହିଁ କିଅବା ଭୃଲତାର ମଧ୍ଯସ୍ଥଳ କ୍ଷୌର ହବେ ନାହିଁ।
ଲେବୀୟ ପୁସ୍ତକ 21:5
ଆଉ ଯାଜକଗଣ ସମାନଙ୍କେର ମସ୍ତକ ମୁଣ୍ଡନ କରିବେ ନାହିଁ। ଆପଣା ଦାଢିର କୋଣ କ୍ଷୌର କରିବେ ନାହିଁ, କିମ୍ବା ନିଜ ନିଜ ଶରୀର ରେ ଅସ୍ତ୍ରାଘାତ କରିବେ ନାହିଁ।
ଲେବୀୟ ପୁସ୍ତକ 19:28
ପୁଣି ତୁମ୍ଭମାନେେ ମୃତ ଲୋକ ପଇଁ ନିଜ ନିଜ ଶରୀର ରେ ଅସ୍ତ୍ରାଘାତ କରିବ ନାହିଁ କିମ୍ବା ଦହେ ରେ ଚିତା କୁଟାଇବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।