ଯିରିମିୟ 43:3
କିନ୍ତୁ ନରେିଯର ପୁତ୍ର ବାରୂକ ଆମ୍ଭମାନଙ୍କ ବିରୁଦ୍ଧ ରେ ତୁମ୍ଭକୁ ପ୍ରବର୍ତ୍ତାଇ ଅଛି। କଲଦୀଯମାନେ ଯେପରି ଆମ୍ଭମାନଙ୍କୁ ବଧ କରିପାରିବେ ଓ ବନ୍ଦୀ କରି ଆମ୍ଭମାନଙ୍କୁ ବାବିଲକୁ ନଇେଯିବେ।
Cross Reference
ଗୀତସଂହିତା 37:5
ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ। ତାଙ୍କୁ ବିଶ୍ବାସ କର ଓ ସେ ନିଶ୍ଚଯ ୟାହା କରିବା କଥା ସଫଳ କରିବେ।
ଦାନିଏଲ 6:4
ଏଥି ରେ ଅନ୍ୟ ଅଧ୍ଯକ୍ଷ ଓ କ୍ଷତିପାଳମାନେ ଦାନିୟେଲଙ୍କ ପ୍ରତି ଇର୍ଷାଳୁ ହେଲେ ଓ ଦାନିୟେଲଙ୍କର ରାଜକର୍ମ ବିଷଯ ଦୋଷ ଅନୁସନ୍ଧାନ କଲେ। ମାତ୍ର ସମାନେେ କୌଣସି ଦୋଷ ବା ଅପରାଧ ପାଇ ପାରିଲେ ନାହିଁ। କାରଣ ସେ ବିଶ୍ବସ୍ତ ଥିଲେ ଓ ତାଙ୍କଠା ରେ କୌଣସି ଭାନ୍ତି ବା ଅପରାଧ ନଥିଲା। ସେ ରାଜାଙ୍କୁ ଠକୁ ନଥିଲେ ଓ କଠିନ ପରିଶ୍ରମ କରୁଥିଲେ।
ଯୋହନଙ୍କ ତୃତୀୟ ପତ୍ର 1:12
ଦୀମୀତ୍ରିୟଙ୍କ ବିଷୟ ରେ ସମସ୍ତେ ଭଲକଥା କହନ୍ତି। ସମାନେେ ଯାହା କହନ୍ତି, ସତ୍ଯ ଏଥିର ସାକ୍ଷ୍ଯ ଦିଏ। ଆମ୍ଭେ ମଧ୍ଯ ତାହା ବିଷୟ ରେ ଭଲକଥା କହୁ, ଏବଂ ତୁମ୍ଭେ ଜାଣ ଯେ ଆମ୍ଭର ସାକ୍ଷ୍ଯ ସତ୍ଯ ଅଟେ।
But | כִּ֗י | kî | kee |
Baruch | בָּרוּךְ֙ | bārûk | ba-rook |
the son | בֶּן | ben | ben |
of Neriah | נֵ֣רִיָּ֔ה | nēriyyâ | NAY-ree-YA |
on thee setteth | מַסִּ֥ית | massît | ma-SEET |
אֹתְךָ֖ | ʾōtĕkā | oh-teh-HA | |
to for us, against | בָּ֑נוּ | bānû | BA-noo |
deliver | לְמַעַן֩ | lĕmaʿan | leh-ma-AN |
us into the hand | תֵּ֨ת | tēt | tate |
Chaldeans, the of | אֹתָ֤נוּ | ʾōtānû | oh-TA-noo |
that they might put us to death, | בְיַֽד | bĕyad | veh-YAHD |
הַכַּשְׂדִּים֙ | hakkaśdîm | ha-kahs-DEEM | |
and carry us away captives | לְהָמִ֣ית | lĕhāmît | leh-ha-MEET |
אֹתָ֔נוּ | ʾōtānû | oh-TA-noo | |
into Babylon. | וּלְהַגְל֥וֹת | ûlĕhaglôt | oo-leh-hahɡ-LOTE |
אֹתָ֖נוּ | ʾōtānû | oh-TA-noo | |
בָּבֶֽל׃ | bābel | ba-VEL |