ଯିରିମିୟ 36:13
ମୀଖାଯ ଲୋକମାନଙ୍କର କର୍ଣ୍ଣଗୋଚର ରେ ବାରୂକ ପାଠ କରିଥିବା ସଦାପ୍ରଭୁଙ୍କର ସମସ୍ତ ବାକ୍ଯ ସମାନଙ୍କେୁ ଜଣାଇଲା।
Then Michaiah | וַיַּגֵּ֤ד | wayyaggēd | va-ya-ɡADE |
declared | לָהֶם֙ | lāhem | la-HEM |
them unto | מִכָ֔יְהוּ | mikāyĕhû | mee-HA-yeh-hoo |
all | אֵ֥ת | ʾēt | ate |
the words | כָּל | kāl | kahl |
that | הַדְּבָרִ֖ים | haddĕbārîm | ha-deh-va-REEM |
heard, had he | אֲשֶׁ֣ר | ʾăšer | uh-SHER |
when Baruch | שָׁמֵ֑עַ | šāmēaʿ | sha-MAY-ah |
read | בִּקְרֹ֥א | biqrōʾ | beek-ROH |
the book | בָר֛וּךְ | bārûk | va-ROOK |
ears the in | בַּסֵּ֖פֶר | bassēper | ba-SAY-fer |
of the people. | בְּאָזְנֵ֥י | bĕʾoznê | beh-oze-NAY |
הָעָֽם׃ | hāʿām | ha-AM |
Cross Reference
ଦିତୀୟ ରାଜାବଳୀ 22:10
ତା'ପରେ ଶାଫନ୍ ଲେଖକ ରାଜାଙ୍କୁ କହିଲେ, ମହାୟାଜକ ହିଲକିଯ ଏହି ପୁସ୍ତକ ମାେତେ ଦଇେଛନ୍ତି। ତା'ପରେ ଶାଫନ୍ ରାଜାଙ୍କ ସାକ୍ଷାତ ରେ ତାହା ପାଠ କଲା।
ଦିତୀୟ ରାଜାବଳୀ 22:19
ଭୟଙ୍କର ଜିନିଷ ଏହି ନିବାସୀ ଓ ଏହି ସ୍ଥାନ ରେ ଘଟିବ। ଏହାଶୁଣି ତୁମ୍ଭର ହୃଦଯ କୋମଳ ହେଲା। ତୁମ୍ଭେ ସଦାପ୍ରଭୁଙ୍କ ଛାମୁ ରେ ନିଜକୁ ନମ୍ର କଲ ଓ ନିଜ ବସ୍ତ୍ର ଚିରିଲ ଓ ମାେ ଛାମୁ ରେ କ୍ରନ୍ଦନ କଲ। ଏଣୁ ମୁଁ ତୁମ୍ଭର ବିନତି ଶୁଣିଲି।'
ଦିତୀୟ ବଂଶାବଳୀ 34:16
ଶାଫନ୍ ସହେି ପୁସ୍ତକକୁ ରାଜା ଯୋଶିୟଙ୍କ ନିକଟକୁ ଆଣିଲେ। ଶାଫନ୍ ରାଜାଙ୍କୁ କହିଲେ, ତୁମ୍ଭେ ତୁମ୍ଭର ଭୃତ୍ଯମାନଙ୍କୁ ଯାହା କରିବାକୁ କହିଅଛ, ତାହା ସମାନେେ କରୁଛନ୍ତି।
ଦିତୀୟ ବଂଶାବଳୀ 34:24
ସଦାପ୍ରଭୁ ଏହିକଥା କହନ୍ତି, 'ଆମ୍ଭେ ଏହି ସ୍ଥାନକୁ ଓ ଏହିଠା ରେ ବାସ କରୁଥିବା ଲୋକଙ୍କ ନିମନ୍ତେ ବିପଦ ଆଣିବା। ଯିହୁଦାର ରାଜାଙ୍କ ସମ୍ମୁଖ ରେ ଏହି ପୁସ୍ତକରୁ ଯେଉଁ ସବୁ ବିଷଯ ପାଠ କରାଗଲା, ଆମ୍ଭେ ସହେି ସମସ୍ତ ଭୟଙ୍କର ବିଷଯ ଘଟାଇବା।
ଯୂନସ 3:6
ନୀନିବୀର ରାଜା ଏ ବିଷଯ ରେ ଶୁଣିଲେ ଏବଂ ସେ ମଧ୍ଯ ମନ୍ଦ କାର୍ୟ୍ଯ କରିଥିବା ଯୋଗୁଁ ଅନୁତାପ କଲେ। ରାଜା ସିଂହାସନ ଛାଡି ଦେଲେ। ସେ ତାଙ୍କର ଦୁଃଖ ପ୍ରକାଶ କରିବାକୁ ୟାଇ ରାଜକୀଯ ପୋଷାକ ପରିତ୍ଯାଗ କଲେ ଏବଂ ସାଧାରଣ ପୋଷାକ ପରିଧାନ କଲେ। ଅନୁତପ୍ତ ରାଜା ଧୂଳି ଉପ ରେ ବସି ପଡିଲେ।