ଓଡ଼ିଆ ଓଡ଼ିଆ ବାଇବେଲ ଯିରିମିୟ ଯିରିମିୟ 35 ଯିରିମିୟ 35:15 ଯିରିମିୟ 35:15 ଚିତ୍ର English

ଯିରିମିୟ 35:15 ଚିତ୍ର

ଆଉ ମଧ୍ଯ ଆମ୍ଭେ ଆମ୍ଭର ସମସ୍ତ ଦାସ ଭବିଷ୍ଯଦବକ୍ତାଗଣଙ୍କୁ ତୁମ୍ଭ ନିକଟକୁ ପଠାଇଅଛୁ। ଆଉ ସମାନେେ ତୁମ୍ଭମାନଙ୍କୁ ବାରମ୍ବାର କହି ଅଛନ୍ତି, 'ତୁମ୍ଭମାନେେ ନିଜ ନିଜ କୁପଥରୁ ନିବୃତ୍ତ ହୁଅ, ନିଜ ନିଜ ଆଚରଣ ସଂ ଶାଧେନ କର ଅନ୍ୟ ଦବଗେଣର ସବୋ କରି ସମାନଙ୍କେୁ ଅନୁସରଣ କର ନାହିଁ। ତାହା ହେଲେ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଆମ୍ଭେ ଯେଉଁ ଦେଶ ଦଇେଅଛୁ ତହିଁରେ ତୁମ୍ଭମାନେେ ବାସ କରିବ।' ମାତ୍ର ତୁମ୍ଭମାନେେ ତାହା କର୍ଣ୍ଣପାତ କରି ନାହଁ କିଅବା ଆମ୍ଭ ବାକ୍ଯ ରେ ଅବଧାନ କରି ନାହଁ।
Click consecutive words to select a phrase. Click again to deselect.
ଯିରିମିୟ 35:15

ଆଉ ମଧ୍ଯ ଆମ୍ଭେ ଆମ୍ଭର ସମସ୍ତ ଦାସ ଓ ଭବିଷ୍ଯଦବକ୍ତାଗଣଙ୍କୁ ତୁମ୍ଭ ନିକଟକୁ ପଠାଇଅଛୁ। ଆଉ ସମାନେେ ତୁମ୍ଭମାନଙ୍କୁ ବାରମ୍ବାର କହି ଅଛନ୍ତି, 'ତୁମ୍ଭମାନେେ ନିଜ ନିଜ କୁପଥରୁ ନିବୃତ୍ତ ହୁଅ, ନିଜ ନିଜ ଆଚରଣ ସଂ ଶାଧେନ କର ଓ ଅନ୍ୟ ଦବଗେଣର ସବୋ କରି ସମାନଙ୍କେୁ ଅନୁସରଣ କର ନାହିଁ। ତାହା ହେଲେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଆମ୍ଭେ ଯେଉଁ ଦେଶ ଦଇେଅଛୁ ତହିଁରେ ତୁମ୍ଭମାନେେ ବାସ କରିବ।' ମାତ୍ର ତୁମ୍ଭମାନେେ ତାହା କର୍ଣ୍ଣପାତ କରି ନାହଁ କିଅବା ଆମ୍ଭ ବାକ୍ଯ ରେ ଅବଧାନ କରି ନାହଁ।

ଯିରିମିୟ 35:15 Picture in Oriya