Jeremiah 32:11
ତା'ପ ରେ ମୁଁ ଏହାର ଦୁଇଟି ନକଲ କଲି, ସେଥିରୁ ଗୋଟିଏ ରେ ସର୍ତ୍ତ ଓ ଚୁକ୍ତି ଲଖାୟୋଇଥିବାଟି ମୁଦି ଦିଆଗଲା ଏବଂ ଅନ୍ୟଟି ଖାେଲା ଥିଲା।
Jeremiah 32:11 in Other Translations
King James Version (KJV)
So I took the evidence of the purchase, both that which was sealed according to the law and custom, and that which was open:
American Standard Version (ASV)
So I took the deed of the purchase, both that which was sealed, `according to' the law and custom, and that which was open:
Bible in Basic English (BBE)
So I took the paper witnessing the business, one copy rolled up and stamped, and one copy open:
Darby English Bible (DBY)
And I took the writing of the purchase, that which was sealed [according to] the law and the statutes, and that which was open;
World English Bible (WEB)
So I took the deed of the purchase, both that which was sealed, containing the terms and conditions, and that which was open;
Young's Literal Translation (YLT)
And I take the purchase-book, the sealed one, according to law and custom, and the open one.
| So I took | וָאֶקַּ֖ח | wāʾeqqaḥ | va-eh-KAHK |
| אֶת | ʾet | et | |
| the evidence | סֵ֣פֶר | sēper | SAY-fer |
| purchase, the of | הַמִּקְנָ֑ה | hammiqnâ | ha-meek-NA |
| both | אֶת | ʾet | et |
| sealed was which that | הֶֽחָת֛וּם | heḥātûm | heh-ha-TOOM |
| according to the law | הַמִּצְוָ֥ה | hammiṣwâ | ha-meets-VA |
| custom, and | וְהַחֻקִּ֖ים | wĕhaḥuqqîm | veh-ha-hoo-KEEM |
| and that which was open: | וְאֶת | wĕʾet | veh-ET |
| הַגָּלֽוּי׃ | haggālûy | ha-ɡa-LOO |
Cross Reference
ଲୂକଲିଖିତ ସୁସମାଚାର 2:27
ଆତ୍ମାଶିମିଯୋନଙ୍କୁ ମନ୍ଦିରକୁ କଢଇେ ଆଣିଲେ। ଯିହୂଦୀମାନଙ୍କ ବ୍ଯବସ୍ଥା ଅନୁସାରେ କାର୍ୟ୍ଯ କରିବା ପାଇଁ ୟୋ ସଫେ ମରିୟମ ଶିଶୁ ଯୀଶୁଙ୍କୁ ସଙ୍ଗ ରେ ନଇେ ମନ୍ଦିରକୁ ଗଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 26:3
ଏକଥା ସତ୍ଯ ଯେ, ଆପଣ ଯିହୂଦୀୟ ପରମ୍ପରା ଓ ସମାନେେ ୟୁକ୍ତି କରୁଥିବା ବିଷୟ ରେ ଉତ୍ତମ ଜ୍ଞାନ ରଖିଛନ୍ତି। ତେଣୁ ମାରେ କଥା ର୍ଧୈୟ୍ଯ ସହକା ରେ ଶୁଣିବା ପାଇଁ ମୁଁ ଆପଣଙ୍କୁ ଅନୁ ରୋଧ କରୁଛି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:16
ଯଦି କିଏ ଏହି ବିଷୟ ରେ ୟୁକ୍ତି ତର୍କ କରିବା ପାଇଁ ଇଚ୍ଛା କରେ, ତବେେ ଆମ୍ଭେ କହିବୁ ଯେ, ଲୋକମାନଙ୍କ ଏପ୍ରକାର କାର୍ୟ୍ଯକଳାପଠାରୁ ଆମ୍ଭେ ବା ପରମେଶ୍ବରଙ୍କ ମଣ୍ଡଳୀ ସ୍ବୀକୃତ ଦବେ ନାହିଁ।