ଓଡ଼ିଆ ଓଡ଼ିଆ ବାଇବେଲ ଯିରିମିୟ ଯିରିମିୟ 29 ଯିରିମିୟ 29:32 ଯିରିମିୟ 29:32 ଚିତ୍ର English

ଯିରିମିୟ 29:32 ଚିତ୍ର

ତେଣୁ ସଦାପ୍ରଭୁ କହନ୍ତି, ଆମ୍ଭେ ନିହିଲାମୀଯ ଶମଯିଯକୁ ତାହାର ବଂଶକୁ ଦଣ୍ଡ ଦବୋ। ଏହି ଲୋକମାନଙ୍କ ମଧିଅରେ ବାସ କରିବାକୁ ତାହାର କହେି ରହିବେ ନାହିଁ। ଆଉ ଆମ୍ଭେ ଆମ୍ଭ ଲୋକମାନଙ୍କ ପାଇଁ ଯେଉଁ ମଙ୍ଗଳ କରିବା, ତାହା ସେ ଦେଖିବ ନାହିଁ। ଏହା ସଦାପ୍ରଭୁ କହନ୍ତି,ଆମ୍ଭେ ଶମଯିଯକୁ ଦଣ୍ଡ ଦବୋ, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ବିଦ୍ରୋହର କଥା କହିଅଛି।
Click consecutive words to select a phrase. Click again to deselect.
ଯିରିମିୟ 29:32

ତେଣୁ ସଦାପ୍ରଭୁ କହନ୍ତି, ଆମ୍ଭେ ନିହିଲାମୀଯ ଶମଯିଯକୁ ଓ ତାହାର ବଂଶକୁ ଦଣ୍ଡ ଦବୋ। ଏହି ଲୋକମାନଙ୍କ ମଧିଅରେ ବାସ କରିବାକୁ ତାହାର କହେି ରହିବେ ନାହିଁ। ଆଉ ଆମ୍ଭେ ଆମ୍ଭ ଲୋକମାନଙ୍କ ପାଇଁ ଯେଉଁ ମଙ୍ଗଳ କରିବା, ତାହା ସେ ଦେଖିବ ନାହିଁ। ଏହା ସଦାପ୍ରଭୁ କହନ୍ତି,ଆମ୍ଭେ ଶମଯିଯକୁ ଦଣ୍ଡ ଦବୋ, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ବିଦ୍ରୋହର କଥା କହିଅଛି।

ଯିରିମିୟ 29:32 Picture in Oriya