Jeremiah 29:26
ତୁମ୍ଭେ ଏହି ପତ୍ର ରେ ଉଲ୍ଲେଖ କଲ ଯେ, ସଦାପ୍ରଭୁ ତୁମ୍ଭକୁ ମନ୍ଦିରର ରକ୍ଷା କରିଥିଲେ, 'ଯିହାୟୋଦାରଦା ଯାଜକ ବଦଳ ରେ ତୁମ୍ଭକୁ ସଦାପ୍ରଭୁ ଯାଜକ କରିଛନ୍ତି। ଯଦି କହେି ବାତୁଳ ହାଇେ ନିଜକୁ ଭବିଷ୍ଯଦବକ୍ତା ବୋଲି କ ହେ, ତବେେ ତୁମ୍ଭେ ତାକୁ ବଡ଼ ହରିକାଠ ରେ ଏକ ବଡ଼େି ରେ ବାନ୍ଧି ରଖିବ।
Jeremiah 29:26 in Other Translations
King James Version (KJV)
The LORD hath made thee priest in the stead of Jehoiada the priest, that ye should be officers in the house of the LORD, for every man that is mad, and maketh himself a prophet, that thou shouldest put him in prison, and in the stocks.
American Standard Version (ASV)
Jehovah hath made thee priest in the stead of Jehoiada the priest, that there may be officers in the house of Jehovah, for every man that is mad, and maketh himself a prophet, that thou shouldest put him in the stocks and in shackles.
Bible in Basic English (BBE)
The Lord has made you priest in place of Jehoiada the priest, to be an overseer in the house of the Lord for every man who is off his head and is acting as a prophet, to put such men in prison and in chains.
Darby English Bible (DBY)
Jehovah hath made thee priest in the stead of Jehoiada the priest, that there should be officers [in] the house of Jehovah, over every madman and self-made prophet, that thou shouldest put him in the stocks and in the shackles.
World English Bible (WEB)
Yahweh has made you priest in the place of Jehoiada the priest, that there may be officers in the house of Yahweh, for every man who is mad, and makes himself a prophet, that you should put him in the stocks and in shackles.
Young's Literal Translation (YLT)
Jehovah hath made thee priest instead of Jehoiada the priest, for there being inspectors of the house of Jehovah, for every one mad and making himself a prophet, and thou hast put him unto the torture and unto the stocks.
| The Lord | יְהוָ֞ה | yĕhwâ | yeh-VA |
| hath made | נְתָנְךָ֣ | nĕtonkā | neh-tone-HA |
| thee priest | כֹהֵ֗ן | kōhēn | hoh-HANE |
| of stead the in | תַּ֚חַת | taḥat | TA-haht |
| Jehoiada | יְהוֹיָדָ֣ע | yĕhôyādāʿ | yeh-hoh-ya-DA |
| priest, the | הַכֹּהֵ֔ן | hakkōhēn | ha-koh-HANE |
| that ye should be | לִֽהְי֤וֹת | lihĕyôt | lee-heh-YOTE |
| officers | פְּקִדִים֙ | pĕqidîm | peh-kee-DEEM |
| in the house | בֵּ֣ית | bêt | bate |
| Lord, the of | יְהוָ֔ה | yĕhwâ | yeh-VA |
| for every | לְכָל | lĕkāl | leh-HAHL |
| man | אִ֥ישׁ | ʾîš | eesh |
| that is mad, | מְשֻׁגָּ֖ע | mĕšuggāʿ | meh-shoo-ɡA |
| prophet, a himself maketh and | וּמִתְנַבֵּ֑א | ûmitnabbēʾ | oo-meet-na-BAY |
| that thou shouldest put | וְנָתַתָּ֥ה | wĕnātattâ | veh-na-ta-TA |
| in him | אֹת֛וֹ | ʾōtô | oh-TOH |
| prison, | אֶל | ʾel | el |
| and in | הַמַּהְפֶּ֖כֶת | hammahpeket | ha-ma-PEH-het |
| the stocks. | וְאֶל | wĕʾel | veh-EL |
| הַצִּינֹֽק׃ | haṣṣînōq | ha-tsee-NOKE |
Cross Reference
ଯିରିମିୟ 20:1
ଯିରିମିୟ ଏହିସବୁ ଭବିଷ୍ଯଦବାକ୍ଯ ପ୍ରଚାର କଲା ବେଳେ ଇମ୍ମର ଯାଜକର ପୁତ୍ର ସଦାପ୍ରଭୁଙ୍କ ଗୃହର ପ୍ରଧାନ ଅଧ୍ଯକ୍ଷ ପଶ୍ହୂର ତାହା ଶୁଣିଲା।
ଦିତୀୟ ରାଜାବଳୀ 9:11
ଅନନ୍ତର ଯହେୂ ଯେତବେେଳେ ତାଙ୍କର ପ୍ରଭୁର ରାଜା ଅଧିକାରୀମାନଙ୍କ ନିକଟକୁ ଫରେିଲେ। ସମାନଙ୍କେ ମଧ୍ଯରୁ ଜଣେ ଯହେୂଙ୍କୁ ପଚାରିଲେ, ସବୁ ମଙ୍ଗଳ ତ? ସହେି ପାଗଳ ଲୋକ କାହିଁକି ତୁମ୍ଭକୁ ମିଶିବାକୁ ଆସିଲା? ଯହେୂ ସବେକକୁ କହିଲେ, ସେ ଲୋକକୁ ଓ ତା'ର ବାତୁଳ ସବୁ ତୁମ୍ଭେ ଜାଣ, ସେ କହନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 26:24
ପାଉଲ ଆତ୍ମରକ୍ଷା ପାଇଁ ଏହି ସବୁ କଥା କହିଲା ବେଳେ, ଫେଷ୍ଟ ଖୁବ୍ ଜାରେ ରେ କହିଲେ, ପାଉଲ, ତୁମ୍ଭେ ପାଗଳା ବହୁତ ପଢ଼ିବା କାରଣରୁ ତୁମ୍ଭେ ପାଗଳ ହାଇଯୋଇଛ।
ଯୋହନଲିଖିତ ସୁସମାଚାର 10:20
ସମାନଙ୍କେ ମଧ୍ଯରୁ ଅନକେ ଯିହୂଦୀ କହିଲେ, ଜଣେ ଭୂତ ତା ଭିତରକୁ ଆସିଛି ଓ ତାହାଙ୍କୁ ପାଗଳ କରିଦଇେଛି। ଏ ଭଳି ଲୋକର କଥା ଶୁଣି ଲାଭ ନାହିଁ।
ହୋଶେୟ 9:7
ଭବିଷ୍ଯଦ୍ବକ୍ତା କହନ୍ତି, ଇଶ୍ରାୟେଲ ଏହି ନୀତିଗୁଡିକ ଶିକ୍ଷାକର। ଦଣ୍ତ ପାଇବା ସମୟ ଆସିୟାଇଛି। ତୁମ୍ଭେ ଯେଉଁ ମନ୍ଦ କାର୍ୟ୍ଯ କରିଥିଲ ତା'ର ଫଳ ପାଇବା ସମୟ ଆସି ୟାଇଛି। କିନ୍ତୁ ଇଶ୍ରାୟେଲର ଲୋକେ କହନ୍ତି, ଭବିଷ୍ଯଦ୍ବକ୍ତା ଜଣେ ନିର୍ ବୋଧ। ପରମେଶ୍ବରଙ୍କ ଆତ୍ମା ସହିତ ଏହି ବ୍ଯକ୍ତି ପାଗଳ। ଭବିଷ୍ଯଦ୍ବକ୍ତା କହନ୍ତି, ତୁମ୍ଭମାନେେ ତୁମ୍ଭମାନଙ୍କ ଜଘନ୍ଯ ପାପ ଲାଗି ଦଣ୍ତିତ ହବେ। ତୁମ୍ଭମାନଙ୍କ ଘୃଣା ଭାବ ଯୋଗୁଁ ଦଣ୍ତିତ ହବେ।
ଦିତୀୟ ବିବରଣ 13:1
ଯଦି କୌଣସି ଭବିଷ୍ଯଦ୍ବକ୍ତା ଅବା କୌଣସି ସ୍ବପ୍ନଦର୍ଶକ ତୁମ୍ଭମାନଙ୍କୁ କୌଣସି ଆଶ୍ଚର୍ୟ୍ଯ କର୍ମମାନ ଦଖାେଏ ବା କୌଣସି ଚିହ୍ନ ଦଖାେଏ,
ମାର୍କଲିଖିତ ସୁସମାଚାର 3:21
ଯୀଶୁଙ୍କ ପରିବାରର ଲୋକେ ଏସବୁ ଶୁଣିଲେ। ସମାନେେ ଯୀଶୁଙ୍କୁ ଆଣିବାକୁ ଗଲେ। କାରଣ ଲୋକେ କୁହାକୁହି ହେଉଥିଲେ ଯେ, ଯୀଶୁଙ୍କ ମତିଭ୍ରମ ହେଲାଣି।
ରେରିତମାନଙ୍କ କାର୍ଯ୍ୟର ବିବରଣ 16:24
ସେ ଏପରି ଆଦେଶ ପାଇ ସମାନଙ୍କେୁ ଭିତର କୋଠରୀ ଭିତ ରେ ରଖି ଦେଲେ। ସେ ସମାନଙ୍କେର ଗୋଡ଼ ବଡ଼ ବଡ଼ କାଠ ଗଣ୍ଡି ସହିତ ବାନ୍ଧି ପକାଇ ଦେଲେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:10
ତୁମ୍ଭ ପାଇଁ ଯେଉଁସବୁ ଦୁଃଖ ଆସୁଛି, ସେଥିପାଇଁ ଭୟ କର ନାହିଁ। ମୁଁ ଜାଣେ, ତୁମ୍ଭମାନଙ୍କ ଭିତରୁ କେତେ ଜଣଙ୍କୁ ଶୟତାନ କାରାଗାର ରେ ରଖିବ। ସେ ତୁମ୍ଭମାନଙ୍କୁ ପରୀକ୍ଷା କରିବା ପାଇଁ ଏପରି କରିବ। ତୁମ୍ଭମାନେେ ଦଶଦିନ ପର୍ୟ୍ଯନ୍ତ ଦୁଃଖକଷ୍ଟ ସହିବ। କିନ୍ତୁ ବିଶ୍ବସ୍ତ ରୁହ, କାରଣ ତୁମ୍ଭକୁ ହୁଏତ ମୃତ୍ଯୁବରଣ କରିବାକୁ ପଡ଼ିପା ରେ। ତୁମ୍ଭେ ଯଦି ବିଶ୍ବସ୍ତ ରହିବ, ତବେେ ମୁଁ ତୁମ୍ଭକୁ ଜୀବନରୂପକ ମୁକୁଟ ଦବେି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:33
କିନ୍ତୁ ସହର ପାଚରେୀ ରେ ଥିବା ଗୋଟିଏ ଝରକା ବାଟ ଦଇେ, ଗୋଟିଏ ବାକ୍ସ ରେ ବସାଇ ମାେତେ କେତକେ ବନ୍ଧୁମାନଙ୍କ ଦ୍ବାରା ବାହାରକୁ ଓହ୍ଲାଇ ନିଆ ୟିବାରୁ ମୁଁ ରାଜ୍ଯପାଳଙ୍କ ହାତରୁ ରକ୍ଷା ପାଇ ଗଲି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 5:13
ଆମ୍ଭେ ଯଦି ପାଗଳ, ତାହା ପରମେଶ୍ବରଙ୍କ ପାଇଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 26:11
ମୁଁ ସମାନଙ୍କେୁ ଖ୍ରୀଷ୍ଟଙ୍କ ବିରୁଦ୍ଧ ରେ କହିବା ପାଇଁ ବାଧ୍ଯ କରିଥିଲି। ମୁଁ ସମାନଙ୍କେ ବିରୁଦ୍ଧ ରେ ଏତେ ଭୀଷଣ ଭାବରେ ରାଗି ଯାଇଥିଲି ଯେ ସମାନଙ୍କେୁ ଅତ୍ଯାଚ଼ାର କରିବା ପାଇଁ ବିଦେଶୀ ନଗରଗୁଡ଼ିକୁ ମଧ୍ଯ ଯାଇଥିଲି।
ରେରିତମାନଙ୍କ କାର୍ଯ୍ୟର ବିବରଣ 5:24
ଏକଥା ଶୁଣି ମନ୍ଦିରର ସନୋପତି ଓ ମହାୟାଜକ ବିବ୍ରତ ହାଇପେଡ଼ିଲେ ଓ ଏହାର ପରିଣାମ କ'ଣ ହବେ, ଏହା ଭାବି ସମସ୍ତେ ହତବୁଦ୍ଧି ହେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 5:18
ସମାନେେ ପ୍ ରରେିତମାନଙ୍କୁ ବନ୍ଦୀକରି କାରାଗାର ରେ ରଖିଲେ।
ଦିତୀୟ ରାଜାବଳୀ 11:18
ଏଥି ଉତ୍ତା ରେ ସମସ୍ତ ଲୋକ ବାଲ୍ ମନ୍ଦିରକୁ ଗଲେ ଓ ସଠାେରେ ମନ୍ଦିର, ୟଜ୍ଞବଦେୀଗୁଡିକ ଓ ବାଲ୍ର ପ୍ରତିମାଗୁଡିକୁ ଭାଙ୍ଗି ଚୂର୍ଣ୍ଣ କରି ଦେଲେ। ସମାନେେ ମଧ୍ଯ ବାଲ୍ର ଯାଜକ ମତ୍ତନକୁ ୟଜ୍ଞବଦେୀ ସମ୍ମୁଖ ରେ ବଧ କଲେ।
ଦିତୀୟ ବଂଶାବଳୀ 16:10
ହନାନି ଏହିପରି କଥା କହିବାରୁ ଆସା ତାଙ୍କ ଉପରେ କୋର୍ଧ କଲେ। ଆସା ଏତେ ରାଗିଗଲେ ଯେ, ସେ ହାନାନିଙ୍କୁ ବନ୍ଦୀଶାଳା ରେ ନିକ୍ଷପେ କଲେ। ସହେି ସମୟରେ ଆସା ଆଉ କେତଜେଣ ବ୍ଯକ୍ତିଙ୍କ ପ୍ରତି ମଧ୍ଯ ନିଷ୍ଠୁର ଥିଲେ।
ଦିତୀୟ ବଂଶାବଳୀ 18:26
ଆମାେନ୍ ଓ ୟୋଯାଶ୍ଙ୍କୁ କୁହ, 'ରାଜା ଏହା କହିନ୍ତି : ମୀଖାଯଙ୍କୁ ବନ୍ଦୀଶାଳା ରେ ପକାଇଦିଅ। ମୁଁ ୟୁଦ୍ଧରୁ ଫରେି ନ ଆସିବା ପର୍ୟ୍ଯନ୍ତ ତାଙ୍କୁ ଅଳ୍ପ ରୋଟୀ ଓ ଜଳ ବ୍ଯତୀତ ଆଉ କିଛି ଖାଦ୍ୟ ଭୋଜନ କରିବାକୁ ଦବେ ନାହିଁ।'
ଯିରିମିୟ 29:27
ସ୍ରତି ଯିରିମିୟ ନିଜକୁ ଭବିଷ୍ଯଦବକ୍ତା ପରି ଦଖାେଉଅଛି। ତୁମ୍ଭେ କାହିଁକି ତାକୁ ବନ୍ଦୀ ନ କରିବ ?
ଯିରିମିୟ 38:6
ଏଣୁ ସମାନେେ ଯିରିମିୟଙ୍କୁ ନଇେ ପ୍ରହରୀ ପ୍ରାଙ୍ଗଣସ୍ଥିତ ମଲିଯ ରାଜପୁତ୍ରର କୂପ ରେ ପକାଇ ଦେଲେ। ସମାନେେ ରଜ୍ଜୁ ରେ ଯିରିମିୟଙ୍କୁ କୂପ ମଧ୍ଯକୁ ଓହ୍ଲାଇ ଦେଲେ। ପୁଣି ସହେି କୂପ ରେ ଜଳ ନ ଥିଲା, କବଳେ ପଙ୍କ ଥିଲା। ଯିରିମିୟ ସହେି ପଙ୍କ ରେ ନିମଗ୍ନ ହେଲେ।
ଯିରିମିୟ 38:28
ତେଣୁ ୟିରୁଶାଲମ ଅଧିକୃତ ହବୋ ପର୍ୟ୍ଯନ୍ତ ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ରହିଲେ।
ଯିଖରିୟ 13:3
ଯଦି କହେି ଭବିଷ୍ଯତ୍ବାଣୀ କରୁଛି ତା'ର ପିତାମାତା ତାକୁ କହିବେ, 'ତୁମ୍ଭେ ବଞ୍ଚିବ ନାହିଁ କାରଣ ତୁମ୍ଭେ ସଦାପ୍ରଭୁଙ୍କ ନାମ ରେ ମିଥ୍ଯା ବାକ୍ଯ କହିଛ।' ତା'ର ପିତା ଏବଂ ମାତା ୟିଏ ତାକୁ ଧାରଣ କରିଛନ୍ତି ସେ ଯେତବେେଳେ ଭବିଷ୍ଯବାଣୀ କରିବ ତାକୁ ଖଡ୍ଗ ରେ ବିନାଶ କରିବେ।
ମାଥିଉଲିଖିତ ସୁସମାଚାର 21:23
ଯୀଶୁ ମନ୍ଦିର ପରିସରକୁ ଗଲେ। ସଠାେରେ ସେ ଉପଦେଶ ଦେଉଥିବା ସମୟରେ ପ୍ରଧାନ ଯାଜକ ଓ ଲୋକମାନଙ୍କର ପ୍ରାଚ଼ୀନ ନେତାମାନେ ତାହାଙ୍କ ପାଖକୁ ଆସିଲେ। ସମାନେେ ଯୀଶୁଙ୍କୁ ପଚ଼ାରିଲେ, ଆମ୍ଭକୁ କୁହ, ଏଭଳି ସବୁ କାମ କେଉଁ ଅଧିକାର ରେ ତୁମ୍ଭେ କରୁଛ? ତୁମ୍ଭକୁ ଏ ଅଧିକାର କିଏ ଦଲୋ?
ଯୋହନଲିଖିତ ସୁସମାଚାର 8:53
ତୁମ୍ଭେ କ'ଣ ଭାବୁଛ ଯେ ତୁମ୍ଭେ ଆମ୍ଭ ପିତା ଅବ୍ରାହାମଙ୍କଠାରୁ ମହାନ୍? ଅବ୍ରାହାମ ତ' ମରିଗଲେ ଓ ଭବିଷ୍ଯଦ୍ବକ୍ତାମାନେ ମଧ୍ଯ ମରିଗଲେ। ତୁମ୍ଭେ ନିଜକୁ କିଏ ବୋଲି ଭାବୁଛ?
ଯୋହନଲିଖିତ ସୁସମାଚାର 10:33
ଯିହୂଦୀମାନେ ଉତ୍ତର ଦେଲେ, ଆମ୍ଭେ ତୁମ୍ଭକୁ କୌଣସି ଆଶ୍ଚର୍ୟ୍ଯ କାର୍ୟ୍ଯ କରିଥିବାରୁ ମାରୁନାହୁଁ। କିନ୍ତୁ ତୁମ୍ଭେ ଯାହା କହୁଛ, ତାହା ପରମେଶ୍ବରଙ୍କ ବିରୁଦ୍ଧ ରେ କହୁଛ। ତୁମ୍ଭେ ଜଣେ ମନୁଷ୍ଯ ମାତ୍ର, କିନ୍ତୁ ତୁମ୍ଭେ ନିଜକୁ ପରମେଶ୍ବର ସହିତ ସମାନ ବୋଲି କହୁଛ। ସେଥିପାଇଁ ଆମ୍ଭେ ତୁମ୍ଭକୁ ପଥର ରେ ମାରି ଦବୋପାଇଁ ଚାହୁଁଛୁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 4:1
ପିତର ଓ ଯୋହନ ଲୋକମାନଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ କେତକେ ଲୋକ ସମାନଙ୍କେ ପାଖକୁ ଆସିଲେ। ସମାନେେ ଯାଜକ, ମନ୍ଦିରର ଜଗୁଆଳୀମାନଙ୍କ ସନୋପତି ଓ କେତକେ ସାଦ୍ଦୂକୀ ଥିଲେ।
ଦିତୀୟ ରାଜାବଳୀ 11:15
ଏଥି ରେ ଯାଜକ ଯିହାୟୋଦାରଦା ସୈନ୍ଯମାନଙ୍କର ଅଧ୍ଯକ୍ଷମାନଙ୍କୁ ଆଦେଶ ଦେଲେ, ଅଥଲିଯାକୁ ମନ୍ଦିର ବାହାରକୁ ନଇୟୋଅ। ୟିଏ ତା'ର ପଶ୍ଚାତ ଧାବନ କରୁଛି, ନିଶ୍ଚଯ ହତ୍ଯା କରାୟିବ। ତାକୁ କିମ୍ବା ତା'ର ଅନୁସରଣକାରୀମାନଙ୍କୁ ମନ୍ଦିର ଭିତ ରେ ହତ୍ଯା କର ନାହିଁ।