Jeremiah 25:23
ପୁଣି ଦଦାନ୍, ଢ଼ମାେ ଓ ବୁଷର ଲୋକମାନେ ଆପଣା ଆପଣା କେଶ ମୁଣ୍ଡନ କରି ସହେି ପାତ୍ରକୁ ପାନ କଲେ।
Jeremiah 25:23 in Other Translations
King James Version (KJV)
Dedan, and Tema, and Buz, and all that are in the utmost corners,
American Standard Version (ASV)
Dedan, and Tema, and Buz, and all that have the corners `of their hair' cut off;
Bible in Basic English (BBE)
Dedan and Tema and Buz, and all who have the ends of their hair cut;
Darby English Bible (DBY)
Dedan, and Tema, and Buz, and all that have the corners [of their beard] cut off;
World English Bible (WEB)
Dedan, and Tema, and Buz, and all who have the corners [of their hair] cut off;
Young's Literal Translation (YLT)
Dedan, and Tema, and Buz, And all cutting the corners `of the beard',
| Dedan, | וְאֶת | wĕʾet | veh-ET |
| and Tema, | דְּדָ֤ן | dĕdān | deh-DAHN |
| and Buz, | וְאֶת | wĕʾet | veh-ET |
| all and | תֵּימָא֙ | têmāʾ | tay-MA |
| that are in the utmost | וְאֶת | wĕʾet | veh-ET |
| corners, | בּ֔וּז | bûz | booz |
| וְאֵ֖ת | wĕʾēt | veh-ATE | |
| כָּל | kāl | kahl | |
| קְצוּצֵ֥י | qĕṣûṣê | keh-tsoo-TSAY | |
| פֵאָֽה׃ | pēʾâ | fay-AH |
Cross Reference
ଯିରିମିୟ 9:26
ଆମ୍ଭେ ମିଶର, ଯିହୁଦା, ଇଦୋମ, ଅମ୍ମାନେ ଓ ମାୟୋବର ସନ୍ତାନଗଣଙ୍କୁ ଓ ସମସ୍ତ ପ୍ରାନ୍ତରବାସୀଙ୍କୁ ଦଣ୍ଡ ଦବୋ, କାରଣ ସମାନେେ ଶରୀର ରେ ଅସୁନ୍ନତ ମାତ୍ର ସମଗ୍ର ଇଶ୍ରାୟେଲ ଅନ୍ତଃକରଣ ରେ ଅସୁନ୍ନତ ଅଟନ୍ତି।
ଯିରିମିୟ 49:32
ଶତ୍ରୁଗଣ ସମାନଙ୍କେର ଓଟଗୁଡ଼ିକୁ ନଇେଯିବେ। ସମାନଙ୍କେର ଅପାର ପଶୁପଲ ଲୁଣ୍ଠିତ ହବେେ। ପୁଣି ଯେଉଁମାନେ ଆପଣା ଆପଣା କେଶର କଣ କାଟନ୍ତି, ସମାନଙ୍କେୁ ଆମ୍ଭେ ଚତୁର୍ଦ୍ଦିଗକୁ ଛିନ୍ନଭିନ୍ନ କରିବା ଓ ସମାନଙ୍କେ ନିକଟକୁ ଚାରିଆଡ଼ୁ ବିପଦ ଆଣିବା। ଏହା ସଦାପ୍ରଭୁ କହନ୍ତି।
ଯିରିମିୟ 49:8
ହେ ଦଦାନ୍ ନିବାସୀଗଣ, ତୁମ୍ଭମାନେେ ପଳାଅ। ମୁଖ ଫରୋଅ, ଗଭୀର ସ୍ଥାନ ରେ ବାସ କର। କାରଣ ଆମ୍ଭେ ଏଷୌରକୁ ତା'ର ଦୁଷ୍କର୍ମ ଲାଗି ଦଣ୍ଡ ଦବୋ।
ଆୟୁବ ପୁସ୍ତକ 6:19
ମାରେ ବ୍ଯବସାଯୀ ପାଣିର ଅନ୍ବଷେଣ କଲେ। ଶିବାର ପଥିକଗଣ ଆଶାକରି ଅପେକ୍ଷା କରନ୍ତି।
ଆଦି ପୁସ୍ତକ 22:21
ତାହାର ଜେଷ୍ଠପୁତ୍ର ଊଷ, ତାହାର ଭାଇ ବୂଷ ଓ ଅରାମର ପିତା କମୂଯଲେ।
ଯିହିଜିକଲ 27:20
ଦଦାନ ତୁମ୍ଭକୁ ଭଲ ବ୍ଯବସାଯ ଦଲୋ। ସମାନେେ ତୁମ୍ଭ ସହିତ ଘାଡ଼ୋଗୁଡ଼ିକ ଆରୋହଣ କରିବା ପାଇଁ ମାଟେ ସୂତାର ବସ୍ତ୍ର ବାଣିଜ୍ଯ କଲେ।
ଯିହିଜିକଲ 25:13
ତେଣୁ ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ମୁଁ ଇଦୋମ ବିପକ୍ଷ ରେ ମାରେ ହସ୍ତ ଉତ୍ତୋଳନ କରିବି ଓ ତାହା ମଧ୍ଯରୁ ମନୁଷ୍ଯ ଓ ପଶୁମାନଙ୍କୁ ବିନାଶ କରିବି ଏବଂ ମୁଁ ତୈମନ୍ଠାରୁ ଦଦାନ ପର୍ୟ୍ଯନ୍ତ ସମସ୍ତ ଲୋକଙ୍କୁ ଖଡ୍ଗ ରେ ହତ୍ଯା କରିବି।
ଯିଶାଇୟ 21:13
ଆରବ ବିଷଯକ ଦୁଃଖବାର୍ତ୍ତା। ଦଦାନୀଯ ବଣିକ ଦଳ ଆରବ ମରୂଭୂମିସ୍ଥ ବନ ମଧିଅରେ ରାତ୍ରି ୟାପନ କଲେ।
ପ୍ରଥମ ବଂଶାବଳୀ 1:30
ମିଶମ, ଦୂମା, ମସା ; ହଦଦ୍, ତମାେ, ୟିଟୂର, ନାଫୀଶ୍ ଓ କଦମାେ।
ଆଦି ପୁସ୍ତକ 25:15
ହଦଦ୍, ତମାେ, ୟିଟୁର ଓ ନାଫୀଶ୍ ଓ କଦମାେ।
ଆଦି ପୁସ୍ତକ 10:7
ସବା, ହବୀଲା, ସପ୍ତା, ରଯମା ଓ ସପ୍ତକା ଏମାନେ ଥିଲେ କୂଶର ସନ୍ତାନ। ଶିବା ଓ ଦନାନ ଏମାନେ ରଯମାର ସନ୍ତାନ।