ଯିରିମିୟ 22:29 in Oriya

ଓଡିଆ ଓଡିଆ ବାଇବେଲ ଯିରିମିୟ ଯିରିମିୟ 22 ଯିରିମିୟ 22:29

Jeremiah 22:29
ହେ ପୃଥିବୀ, ଯିହୁଦା ଦେଶ ! ସଦାପ୍ରଭୁଙ୍କ ବାକ୍ଯ ଶୁଣ।

Jeremiah 22:28Jeremiah 22Jeremiah 22:30

Jeremiah 22:29 in Other Translations

King James Version (KJV)
O earth, earth, earth, hear the word of the LORD.

American Standard Version (ASV)
O earth, earth, earth, hear the word of Jehovah.

Bible in Basic English (BBE)
O earth, earth, earth, give ear to the word of the Lord!

Darby English Bible (DBY)
O earth, earth, earth, hear the word of Jehovah!

World English Bible (WEB)
O earth, earth, earth, hear the word of Yahweh.

Young's Literal Translation (YLT)
Earth, earth, earth, hear a word of Jehovah,

O
earth,
אֶ֥רֶץʾereṣEH-rets
earth,
אֶ֖רֶץʾereṣEH-rets
earth,
אָ֑רֶץʾāreṣAH-rets
hear
שִׁמְעִ֖יšimʿîsheem-EE
word
the
דְּבַרdĕbardeh-VAHR
of
the
Lord.
יְהוָֽה׃yĕhwâyeh-VA

Cross Reference

ଦିତୀୟ ବିବରଣ 32:1
ହେ ଆକାଶମଣ୍ତଳ ଶକ୍ସ୍ଟଣ, ମୁ କହିବି, ପୃଥିବୀ ମାରେ ବାକ୍ଯ ଶକ୍ସ୍ଟଣ।

ଯିରିମିୟ 6:19
ହେ ପୃଥିବୀବାସୀ ଶୁଣ, ଆଉ ଦେଖ, ଆମ୍ଭେ ଏହି ଲୋକମାନଙ୍କ ଉପ ରେ ଅମଙ୍ଗଳ ଆଣିବା। କାରଣ ସମାନେେ ଆମ୍ଭ ବାକ୍ଯ ରେ ଅବଧାନ କରିନାହାନ୍ତି ଓ ଆମ୍ଭର ବ୍ଯବସ୍ଥାକୁ ଅମାନ୍ଯ କରିଅଛନ୍ତି।

ମୀଖା 1:2
ହେ ସମସ୍ତ ଲୋକେ, ଶୁଣ! ହେ ପୃଥିବୀ ଓ ତନ୍ମଧ୍ଯସ୍ଥ ସମସ୍ତେ ଶୁଣ। ମାରେ ପ୍ରଭୁ ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରୁ ଆସିବେ। ତୁମ୍ଭମାନଙ୍କ ବିରୁଦ୍ଧ ରେ ସେ ସାକ୍ଷ୍ଯ ସ୍ବରୂପ ଆସିବେ।

ଦିତୀୟ ବିବରଣ 4:26
ତେଣୁ ବର୍ତ୍ତମାନ ମୁ ତୁମ୍ଭମାନଙ୍କୁ ସତର୍କ କରାଇ ଦେଉଛି, ସ୍ବର୍ଗ ଓ ପୃଥିବୀକକ୍ସ୍ଟ ସାକ୍ଷୀରଖି କହକ୍ସ୍ଟଛି, ତୁମ୍ଭମାନେେ ଯଦି ଏପରି କର, ତବେେ ତୁମ୍ଭମାନେେ ୟର୍ଦ୍ଦନ ପାର ହାଇେ ଯେଉଁ ଦେଶକକ୍ସ୍ଟ ଯାଉଛ, ସହେି ଦେଶରକ୍ସ୍ଟ ଶିଘ୍ର ସଠାେରକ୍ସ୍ଟ ନିଃଶଷେରୂପେ ବିନଷ୍ଟ ହବେ। ତୁମ୍ଭମାନେେ ସଠାେରେ ଦୀର୍ଘଜୀବି ହବେ ନାହିଁ।

ଦିତୀୟ ବିବରଣ 31:19
ତେଣୁ ଏହି ସଙ୍ଗୀତ ଲେଖ, ଏବଂ ଇଶ୍ରାୟେଲ ଲୋକମାନଙ୍କୁ ଶିକ୍ଷା ଦିଅ। ତବେେ ଏହି ସଂଗୀତ ମାେ ପାଇଁ ଇଶ୍ରାୟେଲ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ସାକ୍ଷୀ ହବେ।

ଯିଶାଇୟ 1:1
ଆମାେସଙ୍କର ପୁତ୍ର ଯିଶାଇୟଙ୍କର ଦର୍ଶନ, ପରମେଶ୍ବର ଯିହୁଦା ଓ ୟିରୁଶାଲମର ଯାହାସବୁ ଘଟିଥିଲା ସେସବୁ ଯିଶାଇୟଙ୍କୁ ଦଖାଇେଲେ ଉଷିୟ, ଯୋଥମ୍, ଆହସ୍ ଓ ହିଜକିଯଙ୍କ ରାଜତ୍ବ କାଳ ରେ ଯିହୁଦା ରେ ଯାହାସବୁ ଘଟିଥିଲା ଯିଶାଇୟ ଦର୍ଶନ କଲେ।

ଯିଶାଇୟ 34:1
ହେ ସମସ୍ତ ଦେଶୀଯଗଣ, ନିକଟକୁ ଆସି ଶ୍ରବଣ କର। ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ଧ୍ଯାନର ସହିତ ଶୁଣ। ପୃଥିବୀ ଓ ତଦୁପରି ସମସ୍ତ ଜଗତ କରନ୍ତି, ବିଗତ ଓ ସେଥିରୁ ସୃଷ୍ଟ ସମସ୍ତ ପଦାର୍ଥ ଶ୍ରବଣ କରୁ।

ମୀଖା 6:1
ଶୁଣ ସଦାପ୍ରଭୁ ଯାହା କହନ୍ତି, ଉଠ ଏବଂ ତୁମ୍ଭର ଅଭିଯୋଗ ପର୍ବତମାନଙ୍କ ସମ୍ମୁଖ ରେ ଓ ସହେି ପାହାଡ ଗୁଡିକ ସମ୍ମୁଖ ରେ ପ୍ରକାଶ କର, ଯେଉଁ ପାହାଡଗୁଡିକ ତୁମ୍ଭର କଥା ଶୁଣନ୍ତି।