Jeremiah 2:14
ଇଶ୍ରାୟେଲୀୟମାନେ କ'ଣ କ୍ରୀତଦାସ ? ସମାନେେ କ'ଣ ଆଜନ୍ମ କିଙ୍କର ? ତବେେ ସମାନେେ କାହିଁକି ଲୁଣ୍ଠିତ ଦ୍ରବ୍ଯ ସ୍ବରୂପ ହାଇେଅଛନ୍ତି ?
Jeremiah 2:14 in Other Translations
King James Version (KJV)
Is Israel a servant? is he a homeborn slave? why is he spoiled?
American Standard Version (ASV)
Is Israel a servant? is he a home-born `slave'? why is he become a prey?
Bible in Basic English (BBE)
Is Israel a servant? has he been a house-servant from birth? why has he been made waste?
Darby English Bible (DBY)
Is Israel a bondman? Is he a home-born [slave]? Why is he become a spoil?
World English Bible (WEB)
Is Israel a servant? is he a home-born [slave]? why is he become a prey?
Young's Literal Translation (YLT)
A servant `is' Israel? Is he a child of the house? Wherefore hath he been for a prey?
| Is Israel | הַעֶ֙בֶד֙ | haʿebed | ha-EH-VED |
| a servant? | יִשְׂרָאֵ֔ל | yiśrāʾēl | yees-ra-ALE |
| is he | אִם | ʾim | eem |
| homeborn a | יְלִ֥יד | yĕlîd | yeh-LEED |
| בַּ֖יִת | bayit | BA-yeet | |
| slave? why | ה֑וּא | hûʾ | hoo |
| is | מַדּ֖וּעַ | maddûaʿ | MA-doo-ah |
| he spoiled? | הָיָ֥ה | hāyâ | ha-YA |
| לָבַֽז׃ | lābaz | la-VAHZ |
Cross Reference
ଯାତ୍ରା ପୁସ୍ତକ 4:22
ସଦାପ୍ରଭୁ କହିଲେ, ତୁମ୍ଭେ ଫାରୋଙ୍କୁ କହିବ।
ଆଦି ପୁସ୍ତକ 15:3
ପୁଣି ଅବ୍ରାମ କହିଲେ, ତୁମ୍ଭେ ମାେତେ ସନ୍ତାନ ଦଲେ ନାହିଁ। ସେଥିପାଇଁ ମାେ ଗୃହର ଜଣେ ସଦସ୍ଯ ମାରେ ଉତ୍ତରାଧିକାରୀ ହବେ।
ଉପଦେଶକ 2:7
ମୁଁ ଦାସଦାସୀ ମାନଙ୍କୁ କ୍ରଯ କଲି ଓ ମାରଦୋସଗଣ ଥିଲେ, ଯେଉଁମାନେ ମାେ ଘ ରେ ଜନ୍ମ ହାଇେଥିଲେ ଓ ଆହୁରି ମାେ ପୂର୍ବେ ୟିରୁଶାଲମସ୍ଥିତ ସମସ୍ତଙ୍କ ଅପେକ୍ଷା ମାରେ ଗୋମଷୋଦି ପଲ ଅଧିକ ଥିଲା।
ଯିଶାଇୟ 50:1
ସଦାପ୍ରଭୁ ଏହିକଥା କୁହନ୍ତି, ହେ ଇଶ୍ରାୟେଲର ପୁତ୍ରଗଣ, ତୁମ୍ଭମାନେେ ଭାବୁଛ ଆମ୍ଭେ ତୁମ୍ଭର ମାତା ୟିରୁଶାଲମକୁ ତ୍ଯାଗ କରିଅଛୁ। ପ୍ରମାଣ ସ୍ବରୂପ ସେ ଛାଡ଼ପତ୍ର କାହିଁ ଅଥବା ଆମ୍ଭ ମହାଜନମାନଙ୍କ ମଧ୍ଯରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରଯ କରିଅଛୁ ? ଏଠା ରେ ଦେଖ, ତୁମ୍ଭମାନେେ ନିଜର ଅପରାଧ ପାଇଁ ବିକ୍ରୀ ହାଇେଥିଲ ଏବଂ ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭମାନଙ୍କର ମାତା ତୁମ୍ଭମାନଙ୍କୁ ପରିତ୍ଯକ୍ତା ହାଇେଥିଲେ।