ଯିରିମିୟ 17:10 in Oriya

ଓଡିଆ ଓଡିଆ ବାଇବେଲ ଯିରିମିୟ ଯିରିମିୟ 17 ଯିରିମିୟ 17:10

Jeremiah 17:10
ମାତ୍ର ଆମ୍ଭେ ସଦାପ୍ରଭୁ, ପ୍ରେତ୍ୟକକ ମନୁଷ୍ଯକୁ ତା'ର କର୍ମ ଅନୁସାରେ ଫଳ ଦେଉ। ଆମ୍ଭେ ତାହାର ଅନ୍ତଃକରଣ ଅନୁସନ୍ଧାନ କରୁ ଓ ତାହାର ମର୍ମ ପରୀକ୍ଷା କରୁ।

Jeremiah 17:9Jeremiah 17Jeremiah 17:11

Jeremiah 17:10 in Other Translations

King James Version (KJV)
I the LORD search the heart, I try the reins, even to give every man according to his ways, and according to the fruit of his doings.

American Standard Version (ASV)
I, Jehovah, search the mind, I try the heart, even to give every man according to his ways, according to the fruit of his doings.

Bible in Basic English (BBE)
I the Lord am the searcher of the heart, the tester of the thoughts, so that I may give to every man the reward of his ways, in keeping with the fruit of his doings.

Darby English Bible (DBY)
I Jehovah search the heart, I try the reins, even to give each one according to his ways, according to the fruit of his doings.

World English Bible (WEB)
I, Yahweh, search the mind, I try the heart, even to give every man according to his ways, according to the fruit of his doings.

Young's Literal Translation (YLT)
I Jehovah do search the heart, try the reins, Even to give to each according to his way, According to the fruit of his doings.

I
אֲנִ֧יʾănîuh-NEE
the
Lord
יְהוָ֛הyĕhwâyeh-VA
search
חֹקֵ֥רḥōqērhoh-KARE
the
heart,
לֵ֖בlēblave
try
I
בֹּחֵ֣ןbōḥēnboh-HANE
the
reins,
כְּלָי֑וֹתkĕlāyôtkeh-la-YOTE
even
to
give
וְלָתֵ֤תwĕlātētveh-la-TATE
man
every
לְאִישׁ֙lĕʾîšleh-EESH
according
to
his
ways,
כִּדְרָכָ֔וkidrākāwkeed-ra-HAHV
fruit
the
to
according
and
כִּפְרִ֖יkiprîkeef-REE
of
his
doings.
מַעֲלָלָֽיו׃maʿălālāywma-uh-la-LAIV

Cross Reference

ଯିରିମିୟ 32:19
ତୁମ୍ଭର ମନ୍ତ୍ରଣା ଓ କ୍ରିଯା ମହାନ୍। ତୁମ୍ଭେ ପ୍ରେତ୍ୟକକଙ୍କର କାର୍ୟ୍ଯକଳାପ ଲକ୍ଷ୍ଯ କର। ତୁମ୍ଭେ କ୍ରିଯାନୁସା ରେ ସମୁଚିତ ଫଳ ସମାନଙ୍କେୁ ପ୍ରଦାନ କର। ସୁକର୍ମ କରୁଥିବା ବ୍ଯକ୍ତି ପୁରସ୍କୃତ ଓ ଅଧର୍ମ କରୁଥିବା ବ୍ଯକ୍ତି ଦଣ୍ଡିତ ହୁଏ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:27
ଲୋକମାନଙ୍କର ହୃଦୟ ରେ କ'ଣ ଅଛି ପରମେଶ୍ବର ତାହା ଦେଖି ପାରନ୍ତି। ପରମେଶ୍ବର ଆତ୍ମାର ମନ ରେ କ'ଣ ଅଛି ତାହା ଜାଣନ୍ତି, କାରଣ ଆତ୍ମା ପରମେଶ୍ବର ଜପରେି ଇଚ୍ଛା କରନ୍ତି, ସହେି ଭଳି ତାଙ୍କ ଲୋକମାନଙ୍କ ପାଇଁ କରନ୍ତି।

ଯିରିମିୟ 11:20
କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ଜଣେ ପ୍ରକୃତ ବିଚାରକ। ତୁମ୍ଭେ ଲୋକମାନଙ୍କର ମନ ଓ ବୁଦ୍ଧି ପରୀକ୍ଷା କରୁଥାଅ। ସମାନଙ୍କେ ପ୍ରତି ତୁମ୍ଭର ପ୍ରତି ଶାଧେ ମାେତେ ଦଖାେଅ। କାରଣ ମାରେଘଟଣାରୁ ମୁଁ ତୁମ୍ଭଙ୍କୁ ପୁରା ବିଶ୍ବାସ କରିବି।

ପ୍ରଥମ ଶାମୁୟେଲ 16:7
କିନ୍ତୁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ଇଲୀଯାବ ଡେଙ୍ଗା ଓ ସକ୍ସ୍ଟନ୍ଦର ଅଟନ୍ତି। କିନ୍ତୁ ତୁମ୍ଭେ ଏପରି ଭାବନାହିଁ ମନକ୍ସ୍ଟଷ୍ଯ ଯେପରି ଦେଖେ ସଦାପ୍ରଭୁ ସପରେି ଦେଖନ୍ତି ନାହିଁ। ଲୋକମାନେ ସର୍ବଦା ଉପର ଦେଖନ୍ତି। କିନ୍ତୁ ସଦାପ୍ରଭୁ ତାହାର ଅନ୍ତର ଦେଖନ୍ତି। ଇଲୀଯାବ ଉପୟକ୍ସ୍ଟକ୍ତ ଲୋକ ନକ୍ସ୍ଟହଁ।

ଗୀତସଂହିତା 62:12
ହେ ମାରେ ପ୍ରଭୁ, ତୁମ୍ଭର ପ୍ରମେ ହିଁ ପ୍ରକୃତ। ତୁମ୍ଭେ ପ୍ରେତ୍ୟକକ ମନୁଷ୍ଯକୁ ତାଙ୍କର ନିଜର କର୍ମାନୁସାରେ ଫଳ ଦେଉଅଛ।

ଯିରିମିୟ 20:12
ତେଣୁ ହେ ସୈନ୍ଯାଧିପତି ସଦାପ୍ରଭୁ ତୁମ୍ଭେ ଧାର୍ମିକର ପରୀକ୍ଷକ। ତୁମ୍ଭେ ସମସ୍ତଙ୍କର ମର୍ମ ଓ ଅନ୍ତଃକରଣ ଦେଖୁଅଛ। ମୁଁ ସମାନଙ୍କେ ବିଷଯ ରେ ମାରେ ଅଭିଯୋଗ ତୁମ୍ଭକୁ ଜଣାଇଅଛି। ତୁମ୍ଭେ ସମାନଙ୍କେ ପ୍ରତି ତୁମ୍ଭ ଦତ୍ତ ପ୍ରତିଫଳ ମାେତେ ଦଖାେଅ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:23
ମୁଁ ତା'ର ସନ୍ତାନମାନଙ୍କୁ ମଧ୍ଯ ମହାମାରୀ ଦ୍ବାରା ବଧ କରିବି। ସେତବେେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଚାରଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରେତ୍ୟକକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦବେି।

ଗୀତସଂହିତା 139:23
ପରମେଶ୍ବର, ମାେ ପ୍ରତି ଦୃଷ୍ଟି ଦିଅ ଏବଂ ମାରେ ମନ କଥା ପଢ଼। ମାେତେ ପରୀକ୍ଷା କର ଏବଂ ମାେ ହୃଦଯକୁ ଜାଣ।

ପ୍ରଥମ ବଂଶାବଳୀ 28:9
ଏବଂ ତୁମ୍ଭେ ମାରେ ପୁତ୍ର ଶଲୋମନ, ତୁମ୍ଭ ପିତାର ପରମେଶ୍ବରଙ୍କୁ ଜାଣିଅଛ। ଶୁଦ୍ଧ ହୃଦଯ ରେ ପରମେଶ୍ବରଙ୍କର ସବୋ କର। ପରମେଶ୍ବରଙ୍କ ସବୋ କରିବା ନିମନ୍ତେ ହୃଦଯ ରେ ଆନନ୍ଦିତ ହୁଅ। କାହିଁକି ? କାରଣ ପ୍ରତିଟି ବ୍ଯକ୍ତିର ହୃଦଯ ରେ କ'ଣ ଅଛି, ତାହା ସଦାପ୍ରଭୁ ଜାଣନ୍ତି। ସଦାପ୍ରଭୁ ତୁମ୍ଭ ହୃଦଯର ସମସ୍ତ ଚିନ୍ତାକୁ ବୁଝିପାରନ୍ତି। ଯଦି ତୁମ୍ଭେ ସଦାପ୍ରଭୁଙ୍କ ନିକଟକୁ ସାହାୟ୍ଯ ମାଗବା ନିମନ୍ତେ ୟିବ, ତୁମ୍ଭେ ଉତ୍ତର ପାଇବ। କିନ୍ତୁ ତୁମ୍ଭେ ଯଦି ସଦାପ୍ରଭୁଙ୍କଠାରୁ ଫରେି ଦୂରକୁ ଚାଲିୟିବ, ତବେେ ସେ ତୁମ୍ଭକୁ ଚିରକାଳ ନିମନ୍ତେ ତ୍ଯାଗ କରିବେ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 6:7
ନିଜକୁ ପ୍ରତାରଣା କର ନାହିଁ। ପରମେଶ୍ବରଙ୍କୁ ତୁମ୍ଭମାନେେ ଠକି ପାରିବ ନାହିଁ। ଜଣେ ଲୋକ ଯେପରି ବୁଣିବ, ସହେିପରି କାଟିବ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:6
ପରମେଶ୍ବର ପ୍ରେତ୍ୟକକ ଲୋକକୁ ନିଜ ନିଜର କର୍ମ ଅନୁସାରେ ପୁରସ୍କାର ବା ଦଣ୍ଡ ଦବେେ।

ଯିଶାଇୟ 3:10
ଉତ୍ତମ ଲୋକମାନଙ୍କୁ କୁହ, ସମାନେେ ଉତ୍ତମଫଳ ଭୋଗ କରିବେ। ସମାନେେ ସମାନଙ୍କେର ସୁକର୍ମ ଯୋଗୁଁ ପୁରସ୍କୃତ ହବେେ।

ହିତୋପଦେଶ 17:3
ନିଆଁ ରେ ସୁନା ଓ ରୂପାର ବିଶୁଦ୍ଧତା ପରୀକ୍ଷା କରାୟାଏ। ମାତ୍ର ସଦାପ୍ରଭୁ ଅନ୍ତଃକରଣର ପରୀକ୍ଷା କରନ୍ତି।

ପ୍ରଥମ ବଂଶାବଳୀ 29:17
ହେ ମାରେ ପରମେଶ୍ବର, ମୁଁ ଜାଣେ ଯେ ତୁମ୍ଭେ ଲୋକମାନଙ୍କର ପରୀକ୍ଷା ନିଅ, ଆଉ, ଲୋକମାନେ ଉତ୍ତମ କର୍ମ କଲେ ତୁମ୍ଭେ ଆନନ୍ଦିତ ହୁଅ। ମୁଁ ଏକ ଶୁଦ୍ଧ, ବିଶ୍ବସ୍ତ ହୃଦଯ ରେ, ଆନନ୍ଦିତ ମନ ରେ ତୁମ୍ଭକୁ ଏହି ସମସ୍ତ ବସ୍ତୁ ଦେଉଅଛି। ମୁଁ ତୁମ୍ଭର ଲୋକମାନଙ୍କୁ ଏଠା ରେ ଏକତ୍ରୀତ ହବୋର ଦେଖୁଅଛି। ଆଉ ସମାନେେ ତୁମ୍ଭ ଉଦ୍ଦେଶ୍ଯ ରେ ଆନନ୍ଦିତ ମନ ରେ ଏହି ବସ୍ତୁଗୁଡ଼ିକ ଦାନ କରୁଥିବାର ମୁଁ ଦେଖୁଅଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:12
ଶୁଣ ! ଆମ୍ଭେ ଶୀଘ୍ର ଆସୁଛୁ, ଆମ୍ଭେ ସାଙ୍ଗ ରେ ପୁରସ୍କାର ନଇେ ଆସିବା। ଆମ୍ଭେ ପ୍ରେତ୍ୟକକ ବ୍ଯକ୍ତିକୁ ତା'ର କର୍ମ ଅନୁସାରେ ପ୍ରତିଦାନ ଦବୋ।

ଯିରିମିୟ 21:14
ମାତ୍ର ସଦାପ୍ରଭୁ କହନ୍ତି, 'ଆମ୍ଭେ ତୁମ୍ଭମାନଙ୍କ କର୍ମଫଳାନୁସା ରେ ତୁମ୍ଭମାନଙ୍କୁ ଶାସ୍ତି ଦବୋ। ପୁଣି ଆମ୍ଭେ ତୁମ୍ଭମାନଙ୍କ ଅରଣ୍ଯ ରେ ଅଗ୍ନି ସଂୟୋଗ କରିବା। ସହେି ଅଗ୍ନି ତୁମ୍ଭମାନଙ୍କ ଚତୁଃପାଶର୍‌ବ ରେ ଥିବା ସମସ୍ତ ଦ୍ରବ୍ଯ ଗ୍ରାସ କରିବ।

ଗୀତସଂହିତା 7:9
ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ। ସାଧୁ ସନ୍ଥ ଲୋକଙ୍କୁ ସାହାୟ୍ଯ କର। ହେ ପରମେଶ୍ବର ତୁମ୍ଭେ ଅତ୍ଯନ୍ତ ମହାନ୍ ଏବଂ ଲୋକଙ୍କ ହୃଦଯକୁ ସହଜରେ ଚିହ୍ନିପାର।

ଗୀତସଂହିତା 139:1
ହେ ସଦାପ୍ରଭୁ, ତୁମ୍ଭେ ମାେତେ ପରୀକ୍ଷା କରିଅଛ। ତୁମ୍ଭେ ମାରେ ସମସ୍ତ ବିଷଯରେ ଜାଣିଅଛ।

ମୀଖା 7:13
ତଥାପି ବାସକରୁଥିବା ସହେି ଲୋକ ଓ ତାଙ୍କର କର୍ମ ଯୋଗୁଁ ଦେଶ ଧ୍ବଂସ ପାଇଲା।

ମାଥିଉଲିଖିତ ସୁସମାଚାର 16:27
ମନୁଷ୍ଯପୁତ୍ର ନିଜର ପିତାଙ୍କ ମହିମା ସହିତ ତାହାଙ୍କର ସ୍ବର୍ଗଦୂତମାନଙ୍କ ସଙ୍ଗେ ଆସିବେ। ସେ ସମୟରେ ମନୁଷ୍ଯପୁତ୍ର ପ୍ରେତ୍ୟକକ ଲୋକକୁ ତାର କର୍ମ ଅନୁସାରେ ଫଳ ଦବେେ।

ଯୋହନଲିଖିତ ସୁସମାଚାର 2:25
ମନୁଷ୍ଯର ମନ ଭିତ ରେ କ'ଣ ଅଛି, ତାହା ସେ ଭଲ ଭାବରେ ଜାଣିଥିଲେ। ତେଣୁ ତାହାଙ୍କୁ ଲୋକମାନଙ୍କ ବିଷୟ ରେ ବୁଝଇବୋ କାହାରି ଦରକାର ନଥିଲା।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:21
ତୁମ୍ଭମାନେେ ମନ୍ଦ କାମ କରୁଥିଲ। ଏବେ ତୁମ୍ଭମାନେେ ସଭେଳି କର୍ମ ପାଇଁ ଲଜ୍ଜିତ। ସେ କାମଗୁଡ଼ିକ କଣ ତୁମ୍ଭମାନଙ୍କୁ ସାହାୟ୍ଯ କଲା? ନା, ସେ କର୍ମ ଗୁଡ଼ିକ କବଳେ ଆଧ୍ଯାତ୍ମିକ ମୃତ୍ଯୁ ଆଣିଥାଏ।

ଏବ୍ରୀମାନଙ୍କ ନିକଟକୁ ପତ୍ର 4:12
ପରମେଶ୍ବରଙ୍କ ବାକ୍ଯ ଜୀବନ୍ତ ଓ କାର୍ୟ୍ଯସାଧନକ ଅଟେ। ତାହାଙ୍କର ବାକ୍ଯ ଯେ କୌଣସି ଦ୍ବିଧାର ଖଠାରୁ ମଧ୍ଯ ଅଧିକ ଧାରୁଆ। ପରମେଶ୍ବରଙ୍କ ବାକ୍ଯ ଆମ୍ଭ ପ୍ରାଣ, ଆତ୍ମା, ହାଡ଼ ଓ ମଜ୍ଜାର ସନ୍ଧିସ୍ଥଳ ଭଦେ କରିପା ରେ। ଏହା ହୃଦୟର ଚିନ୍ତା ଓ ଭାବର ବିଚାର କରେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:12
ମୁଁ ବଡ଼ଠାରୁ ସାନ ପର୍ୟ୍ଯନ୍ତ ମୃତବ୍ଯକ୍ତିଙ୍କୁ ସିଂହାସନ ସାମନା ରେ ଠିଆ ହବୋର ଦେଖିଲି। ଜୀବନ ପୁସ୍ତକ ଖାେଲାଥିଲା। ସଠାେରେ ଅନ୍ୟ ପୁସ୍ତକଗୁଡ଼ିକ ମଧ୍ଯ ଖାେଲାଥିଲା। ମୃତ ଲୋକମାନଙ୍କର ନିଜନିଜ କର୍ମ ଅନୁସାରେ ବିଚାର ହେଲା। ସହେି ପୁସ୍ତକଗୁଡ଼ିକରେ ଏସବୁ ବିଷୟ ଲଖାଯାେଇଥିଲା।

ଦିତୀୟ ବଂଶାବଳୀ 6:30
ତବେେ ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ, ଯେଉଁଠା ରେ ତୁମ୍ଭେ ବାସ କର, ଓ କ୍ଷମା ଦିଅ। ପ୍ରେତ୍ୟକକ ବ୍ଯକ୍ତିକୁ ତାହାର ପ୍ରାପ୍ଯମତେ ଦିଅ। କବଳେ ତୁମ୍ଭେ ହିଁ ଜାଣ ଯେ, ଜଣେ ବ୍ଯକ୍ତିର ହୃଦଯ ରେ କ'ଣ ଅଛ।