Index
Full Screen ?
 

ଯିରିମିୟ 16:5

எரேமியா 16:5 ଓଡିଆ ବାଇବେଲ ଯିରିମିୟ ଯିରିମିୟ 16

ଯିରିମିୟ 16:5
ତେଣୁ ସଦାପ୍ରଭୁ ଏହି କଥା କହନ୍ତି, ହେ ଯିରିମିୟ, ତୁମ୍ଭେ ମୃତ୍ଯୁ ଶୋକ ପାଳିତ ହେଉଥିବା ଗୃହକୁ ୟାଅ ନାହିଁ। ତୁମ୍ଭେ ସମାନଙ୍କେୁ ବିଳାପ ଓ ଦୁଃଖ ଜଣାଇବାକୁ ୟାଅ ନାହିଁ। କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଏହି ଲୋକମାନଙ୍କଠାରୁ ଆମ୍ଭର ଆଶୀର୍ବାଦ, ଆମ୍ଭର ସ୍ନହପେୂର୍ଣ୍ଣ କରୁଣା ଓ ଦୟା କାଢ଼ି ନଇେଛୁ।

Cross Reference

ଗୀତସଂହିତା 37:5
ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ। ତାଙ୍କୁ ବିଶ୍ବାସ କର ଓ ସେ ନିଶ୍ଚଯ ୟାହା କରିବା କଥା ସଫଳ କରିବେ।

ଦାନିଏଲ 6:4
ଏଥି ରେ ଅନ୍ୟ ଅଧ୍ଯକ୍ଷ ଓ କ୍ଷତିପାଳମାନେ ଦାନିୟେଲଙ୍କ ପ୍ରତି ଇର୍ଷାଳୁ ହେଲେ ଓ ଦାନିୟେଲଙ୍କର ରାଜକର୍ମ ବିଷଯ ଦୋଷ ଅନୁସନ୍ଧାନ କଲେ। ମାତ୍ର ସମାନେେ କୌଣସି ଦୋଷ ବା ଅପରାଧ ପାଇ ପାରିଲେ ନାହିଁ। କାରଣ ସେ ବିଶ୍ବସ୍ତ ଥିଲେ ଓ ତାଙ୍କଠା ରେ କୌଣସି ଭାନ୍ତି ବା ଅପରାଧ ନଥିଲା। ସେ ରାଜାଙ୍କୁ ଠକୁ ନଥିଲେ ଓ କଠିନ ପରିଶ୍ରମ କରୁଥିଲେ।

ଯୋହନଙ୍କ ତୃତୀୟ ପତ୍ର 1:12
ଦୀମୀତ୍ରିୟଙ୍କ ବିଷୟ ରେ ସମସ୍ତେ ଭଲକଥା କହନ୍ତି। ସମାନେେ ଯାହା କହନ୍ତି, ସତ୍ଯ ଏଥିର ସାକ୍ଷ୍ଯ ଦିଏ। ଆମ୍ଭେ ମଧ୍ଯ ତାହା ବିଷୟ ରେ ଭଲକଥା କହୁ, ଏବଂ ତୁମ୍ଭେ ଜାଣ ଯେ ଆମ୍ଭର ସାକ୍ଷ୍ଯ ସତ୍ଯ ଅଟେ।

For
כִּֽיkee
thus
כֹ֣ה׀hoh
saith
אָמַ֣רʾāmarah-MAHR
the
Lord,
יְהוָ֗הyĕhwâyeh-VA
Enter
אַלʾalal
not
תָּבוֹא֙tābôʾta-VOH
house
the
into
בֵּ֣יתbêtbate
of
mourning,
מַרְזֵ֔חַmarzēaḥmahr-ZAY-ak
neither
וְאַלwĕʾalveh-AL
go
תֵּלֵ֣ךְtēlēktay-LAKE
lament
to
לִסְפּ֔וֹדlispôdlees-PODE
nor
וְאַלwĕʾalveh-AL
bemoan
תָּנֹ֖דtānōdta-NODE
for
them:
לָהֶ֑םlāhemla-HEM
I
have
taken
away
כִּֽיkee

אָסַ֨פְתִּיʾāsaptîah-SAHF-tee
my
peace
אֶתʾetet
from
שְׁלוֹמִ֜יšĕlômîsheh-loh-MEE
this
מֵאֵ֨תmēʾētmay-ATE
people,
הָעָ֤םhāʿāmha-AM
saith
הַזֶּה֙hazzehha-ZEH
the
Lord,
נְאֻםnĕʾumneh-OOM
even

יְהוָ֔הyĕhwâyeh-VA
lovingkindness
אֶתʾetet
and
mercies.
הַחֶ֖סֶדhaḥesedha-HEH-sed
וְאֶתwĕʾetveh-ET
הָֽרַחֲמִֽים׃hāraḥămîmHA-ra-huh-MEEM

Cross Reference

ଗୀତସଂହିତା 37:5
ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ। ତାଙ୍କୁ ବିଶ୍ବାସ କର ଓ ସେ ନିଶ୍ଚଯ ୟାହା କରିବା କଥା ସଫଳ କରିବେ।

ଦାନିଏଲ 6:4
ଏଥି ରେ ଅନ୍ୟ ଅଧ୍ଯକ୍ଷ ଓ କ୍ଷତିପାଳମାନେ ଦାନିୟେଲଙ୍କ ପ୍ରତି ଇର୍ଷାଳୁ ହେଲେ ଓ ଦାନିୟେଲଙ୍କର ରାଜକର୍ମ ବିଷଯ ଦୋଷ ଅନୁସନ୍ଧାନ କଲେ। ମାତ୍ର ସମାନେେ କୌଣସି ଦୋଷ ବା ଅପରାଧ ପାଇ ପାରିଲେ ନାହିଁ। କାରଣ ସେ ବିଶ୍ବସ୍ତ ଥିଲେ ଓ ତାଙ୍କଠା ରେ କୌଣସି ଭାନ୍ତି ବା ଅପରାଧ ନଥିଲା। ସେ ରାଜାଙ୍କୁ ଠକୁ ନଥିଲେ ଓ କଠିନ ପରିଶ୍ରମ କରୁଥିଲେ।

ଯୋହନଙ୍କ ତୃତୀୟ ପତ୍ର 1:12
ଦୀମୀତ୍ରିୟଙ୍କ ବିଷୟ ରେ ସମସ୍ତେ ଭଲକଥା କହନ୍ତି। ସମାନେେ ଯାହା କହନ୍ତି, ସତ୍ଯ ଏଥିର ସାକ୍ଷ୍ଯ ଦିଏ। ଆମ୍ଭେ ମଧ୍ଯ ତାହା ବିଷୟ ରେ ଭଲକଥା କହୁ, ଏବଂ ତୁମ୍ଭେ ଜାଣ ଯେ ଆମ୍ଭର ସାକ୍ଷ୍ଯ ସତ୍ଯ ଅଟେ।

Chords Index for Keyboard Guitar