James 1:1
ମୁଁ ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜଣେ ସବେକ ଯାକୁବ, ସାରା ପୃଥିବୀ ରେ ବ୍ଯାପି ହାଇେ ରହିଥିବା ପ୍ରଭୁଙ୍କ ଲୋକମାନଙ୍କୁ ନମସ୍କାର ଜଣାଏ।
James 1:1 in Other Translations
King James Version (KJV)
James, a servant of God and of the Lord Jesus Christ, to the twelve tribes which are scattered abroad, greeting.
American Standard Version (ASV)
James, a servant of God and of the Lord Jesus Christ, to the twelve tribes which are of the Dispersion, greeting.
Bible in Basic English (BBE)
James, a servant of God and of the Lord Jesus Christ, sends words of love to the twelve tribes of the Jews living in all parts of the earth.
Darby English Bible (DBY)
James, bondman of God and of [the] Lord Jesus Christ, to the twelve tribes which [are] in the dispersion, greeting.
World English Bible (WEB)
James, a servant of God and of the Lord Jesus Christ, to the twelve tribes which are in the Dispersion: Greetings.
Young's Literal Translation (YLT)
James, of God and of the Lord Jesus Christ a servant, to the Twelve Tribes who are in the dispersion: Hail!
| James, | Ἰάκωβος | iakōbos | ee-AH-koh-vose |
| a servant | θεοῦ | theou | thay-OO |
| of God | καὶ | kai | kay |
| and | κυρίου | kyriou | kyoo-REE-oo |
| Lord the of | Ἰησοῦ | iēsou | ee-ay-SOO |
| Jesus | Χριστοῦ | christou | hree-STOO |
| Christ, | δοῦλος | doulos | THOO-lose |
| the to | ταῖς | tais | tase |
| twelve | δώδεκα | dōdeka | THOH-thay-ka |
| tribes | φυλαῖς | phylais | fyoo-LASE |
| which | ταῖς | tais | tase |
| are abroad, scattered | ἐν | en | ane |
| τῇ | tē | tay | |
| διασπορᾷ | diaspora | thee-ah-spoh-RA | |
| greeting. | χαίρειν | chairein | HAY-reen |
Cross Reference
ଯିହୂଦାଙ୍କ ପତ୍ର 1:1
ମୁଁ ୟିହୂଦା, ଯୀଶୁଖ୍ରୀଷ୍ଟଙ୍କର ଜଣେ ସବେକ ଓ ଯାକୁବଙ୍କର ଭାଇ ଅଟେ।
ପିତରଙ୍କ ପ୍ରଥମ ପତ୍ 1:1
ଯୀଶୁଖ୍ରୀଷ୍ଟଙ୍କର ଜଣେ ପ୍ ରରେିତ ପିତରଙ୍କଠାରୁ ପନ୍ତ, ଗାଲାତିଆ, କା'ାଦକିଆ, ଆସିଆ ଓ ବୀଥୂନିଆ ଅଞ୍ଚଳ ରେ ସର୍ବତ୍ର ଛିନ୍ନଭିନ୍ନ ହାଇେଥିବା ପରମେଶ୍ବରଙ୍କ ମନୋନୀତ ଲୋକମାନଙ୍କୁ ପତ୍ର।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:9
ଯାକୁବ, ପିତର ଓସଯାହନସନତା ରୂଲପ ପରିଗଣିତସହଉଥିଲଲ।ସସମାଲନସଦଖିଲଲସଯ, ପରଲମଶ୍ବରସମାଲତ ଏହି ବିଶଲଷ ଅନୁଗ୍ରହ ପ୍ରଦାନ କରିଛନ୍ତି।ସସଥିପାଇଁସସମାଲନ ବର୍ଣ୍ଣବବା ଓସମାଲତ ତାହାଙ୍କର ସହଭାଗୀତାର ଦକ୍ଷିଣହସ୍ତ ପ୍ରଦାନ କଲଲ। ଯାକୁବ, ପିତର ଓସଯାହନ କହିଲଲ, ପାଉଲ ଓ ବର୍ଣ୍ଣବବା, ତୁମ୍ଲଭମାଲନ ଅଣଯିହୂଦୀମାନଙ୍କ ପାଖକୁ ୟିବା କଥାସର ଆମ୍ଲଭମାଲନ ରାଜି ଅଛୁ। ମାତ୍ର ଆମ୍ଲଭମାଲନ ଯିହୂଦୀମାନଙ୍କ ପାଖକୁ ୟିବୁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 15:23
ସମାନେେ ତାହାଙ୍କ ହାତ ରେ ଏହି ଚ଼ିଠିଟି ଦେଲେ:
ରେରିତମାନଙ୍କ କାର୍ଯ୍ୟର ବିବରଣ 15:13
ସମାନେେ କହିବାପରେ ଯାକୁବ ଉତ୍ତର ଦେଲେ, ଭାଇମାନେ, ମାେ କଥା ଶୁଣ।
ରେରିତମାନଙ୍କ କାର୍ଯ୍ୟର ବିବରଣ 21:18
ତା' ପରଦିନ ପାଉଲ ଆମ୍ଭମାନଙ୍କ ସାଙ୍ଗ ରେ ଯାକୁବଙ୍କୁ ଭଟେିବାକୁ ଗଲେ। ସବୁ ପ୍ରାଚ଼ୀନ ଲୋକମାନେ ସମସ୍ତେ ସଠାେରେ ଉପସ୍ଥିତ ଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 26:7
ଯେଉଁ ପ୍ରତିଜ୍ଞାକୁ ଇଶ୍ରାୟେଲର ବାରୋଟି ଗୋଷ୍ଠୀ ମଧ୍ଯ ଗ୍ରହଣ କରିବାକୁ ଆଶା କରନ୍ତି, ଓ ଏହାରି ଉପରେ ନିର୍ଭର କରି ଦିନରାତି ପରମେଶ୍ବରଙ୍କୁ ପୂଜା କରନ୍ତି, ମୁଁ ମଧ୍ଯ ସହେି ପ୍ରତିଜ୍ଞା ଗ୍ରହଣ କରିବା ପାଇଁ ଆଶା କରିଛି। ହେ ରାଜା! ସହେି ପ୍ରତିଜ୍ଞା ଉପରେ ମାରେ ଆଶା ଓ ବିଶ୍ବାସ ଥିବାରୁ ଯିହୂଦୀମାନେ ମାେ ବିରୁଦ୍ଧ ରେ ଅଭିଯୋଗ କରୁଛନ୍ତି।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 1:1
ପରମେଶ୍ବରଙ୍କ ସବେକ, ଓ ଯୀଶୁଖ୍ରୀଷ୍ଟଙ୍କ ପ୍ ରରେିତ ପାଉଲଙ୍କଠାରୁ ପତ୍ର। ପରମେଶ୍ବରଙ୍କ ମନୋନୀତ ଲୋକମାନଙ୍କ ବିଶ୍ବାସ ରେ ସାହାୟ୍ଯ କରିବା ପାଇଁ ମାେତେ ପଠାଯାଇଛି। ସତ୍ଯ ଜାଣିବା ପାଇଁ ସହେି ଲୋକମାନଙ୍କୁ ସାହାୟ୍ଯ କରିବା ପାଇଁ ମାେତେ ପଠାଯାଇଛି। ପରମେଶ୍ବରଙ୍କୁ ଲୋକେ କିପରି ସବୋ କରିବେ, ତାହା ସହେି ସତ୍ଯ ଦଖାଇେ ଥାଏ।
ଯିହିଜିକଲ 12:15
ଆଉ ଯେତବେେଳେ ଆମ୍ଭେ ସମାନଙ୍କେୁ ନାନା ଦେଶ ମଧିଅରେ ଛିନ୍ନଭିନ୍ନ କରିବା। ସମାନେେ ହୃଦ ବୋଧ କରିବେ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।
ମାଥିଉଲିଖିତ ସୁସମାଚାର 13:55
ଏ ତ ସହେି ବଢଇରେ ପୁଅ। ତାହାଙ୍କର ମାଆଙ୍କ ନାମ ତ ମରିୟମ, ଯାକୁବ, ଯୋଷଫେ, ଶିମାନେ ଓ ୟିହୂଦା ତ ଏହାର ଭାଇ।
ଯୋହନଲିଖିତ ସୁସମାଚାର 7:35
ଯିହୂଦୀମାନେ ପରସ୍ପର କୁହାକୁହି ହେଲେ, ଏ ଲୋକ ଏପରି କେଉଁଠାକୁ ୟିବ ଯେ, ଆମ୍ଭେ ତାହାକୁ ପାଇବା ନାହିଁ। ସେ କ'ଣ ଗ୍ରୀକ୍ ନଗରଗୁଡିକୁ ୟିବ, ଯେଉଁଠା ରେ ଆମ୍ଭ ଲୋକମାନେ ରୁହନ୍ତି? ସେ ସଠାେରେ ଗ୍ରୀକ୍ ଲୋକମାନଙ୍କୁ ଶିକ୍ଷା ଦବେ କି?
ଯୋହନଲିଖିତ ସୁସମାଚାର 12:26
ମାରେ ସବୋ କୁରଥିବା ଲୋକେ ନିଶ୍ଚୟ ମାରେ ଅନୁସରଣ କରନ୍ତୁ। ତବେେ ମାରେ ସବେକମାନେ ମୁଁ ଯେଉଁଠା ରେ ଥିବି, ସଠାେରେ ମାେ ସହିତ ରହିବେ। ଯେଉଁ ଲୋକମାନେ ମାରେ ସବୋ କରିଥିବେ, ମାରେ ପରମପିତା ସମାନଙ୍କେୁ ସମ୍ମାନ ଦବେେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 12:17
ପିତର ସମାନଙ୍କେୁ ହାତ ରେ ଠାରି ଚୁପ୍ ରହିବାକୁ କହିଲେ। ପ୍ରଭୁ କିପରି ତାହାଙ୍କୁ କାରାଗାରରୁ ବାହାରକରି ଆଣିଲେ, ସେ ସବୁ କଥା ପିତର ସମାନଙ୍କେୁ ବୁଝାଇ କହିଲେ। ସେ ଏ ବିଷୟ ରେ ଯାକୁବ ଓ ଅନ୍ୟ ଭାଇମାନଙ୍କୁ ଜଣଇବୋ ପାଇଁ କହିଲେ। ତା'ପରେ ସେ ଅନ୍ୟ ସ୍ଥାନକୁ ଚ଼ାଲିଗଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:1
ଖ୍ରୀଷ୍ଟ ଯୀଶୁଙ୍କ ଜଣେ କ୍ରୀତଦାସ ପାଉଲଙ୍କଠାରୁ ନମସ୍କାର। ପରମେଶ୍ବର ମାେତେ ତାହାଙ୍କର ପ୍ ରରେିତ ଭାବରେ ଡାକିଲେ। ତାହାଙ୍କର ସୁସମାଚ଼ାର ଲୋକମାନଙ୍କୁ କହିବା ପାଇଁ ମୁଁ ବଛା ହଲିେ।
ପିତରଙ୍କ ଦିତୀୟ ପତ୍ର 1:1
ଯୀଶୁଖ୍ରୀଷ୍ଟଙ୍କ ସବେକ ଓ ପ୍ ରରେିତ,ଶିମିଯୋନ ପିତର ତୁମ୍ଭମାନଙ୍କୁ, ଯେଉଁମାନଙ୍କର ବିଶ୍ବାସ ଅତି ବହୁମୂଲ୍ଯ, ଏହି ପତ୍ରଟି ଲେଖୁଅଛି।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:21
ଶୀତଦିନ ପୂର୍ବରୁ ମାେ ପାଖକୁ ଆସିବା ପାଇଁ ପୂର୍ଣ୍ଣ ଚେଷ୍ଟା କର।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:1
ଯୀଶୁ ଖ୍ରୀଷ୍ଟଙ୍କ ସବେକ ପାଉଲ ଓ ତୀମଥି, ଫିଲିପ୍ପୀର ଖ୍ରୀଷ୍ଟଯୀଶୁଙ୍କ ସମସ୍ତ ପବିତ୍ର ଲୋକମାନଙ୍କୁ ଓ ତୁମ୍ଭମାନଙ୍କର ପ୍ରାଚୀନ286 ଏବଂ ବିଶଷେ ସବେକମାନଙ୍କୁ ପତ୍ର।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:12
ସଯଲତଲବଲଳ ପିତର ପ୍ରଥମ ଆନ୍ତିୟଖିଆକୁ ଆସିଥିଲଲ,ସସ ଅଣଯିହୂଦୀଙ୍କ ସହିତ ଖିଆପିଆ କରୁଥିଲଲ ଓ ସଂମ୍ପର୍କ ରଖିଥିଲଲ। ମାତ୍ରସଯଲତଲବଲଳ ଯାକୁବଙ୍କ ନିକଟରୁସକଲତକ ଯିହୂଦୀଲଲାକ ଆସିଲଲ,ସସମାଲନ ଆସିଲା ପଲର ପିତର ଅଣଯିହୂଦୀଲଲାକଙ୍କ ସହିତ ଖିଆପିଆ ବନ୍ଦ କରିସଦଲଲ, ଓସସମାନଙ୍କଠାରୁ ଦୂରସର ରହିଲଲ। ସୁନ୍ନତସହବା କଥାସର ବିଶ୍ବାସ କରୁଥିବାସଲାକମାନଙ୍କ ଭୟସର ପିତର ଏପରି ଆଚରଣ କଲଲ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:19
ପିତରଙ୍କ ସହିତ ମୁଁ ପନ୍ଦର ଦିନ ରହିଲି। ମୁଁ ସଠାରୁେ ପ୍ରଭୁଙ୍କ ଭାଇ ଯାକୁବଙ୍କ ଛଡ଼ା ଆଉ କୌଣସି ପ୍ ରରେିତଙ୍କୁ ଦଖାେ କଲି ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 15:21
ସମାନେେ ଏସବୁ କରିବା ଉଚ଼ିତ ନୁହେଁ, କାରଣ ଆରମ୍ଭରୁ ମାଶାଙ୍କେ ବ୍ଯବସ୍ଥା ପାଠ କରୁଥିବା ଲୋକେ ପ୍ରତି ନଗର ରେ ଏବେ ମଧ୍ଯ ଅଛନ୍ତି ଏବଂ ତାହାଙ୍କର ବ୍ଯବସ୍ଥା ସମାଜଗୃହମାନଙ୍କ ରେ ପ୍ରତି ବିଶ୍ରାମବାର ରେ ପାଠ କରାଯାଏ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8:1
ସ୍ତିଫାନଙ୍କ ମୃତ୍ଯୁ ଯେ ଯଥାର୍ଥ, ଏହା ଶାଉଲ ସମର୍ଥନ କରିଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2:5
ସେ ସମୟରେ ପୃଥିବୀର ସବୁ ଦେଶରୁ ଯିହୂଦୀ ଭକ୍ତମାନେ ଆସି ୟିରୂଶାଲମ ରେ ରହୁଥିଲେ।
ଯାତ୍ରା ପୁସ୍ତକ 24:4
ତେଣୁ ମାଶାେ ସଦାପ୍ରଭୁଙ୍କର ସମସ୍ତ ବାକ୍ଯ ଲେଖିଲେ। ପ୍ରଭାତ ରେ ଉଠି ପର୍ବତ ତଳେ ଏକ ୟଜ୍ଞବଦେୀ ଓ ଇଶ୍ରାୟେଲର ଦ୍ବାଦଶ ବଂଶ ନିମନ୍ତେ ଦ୍ବାଦଶ ସ୍ତମ୍ଭ ନିର୍ମାଣ କଲେ।
ଯାତ୍ରା ପୁସ୍ତକ 39:14
ଇଶ୍ରାୟେଲ ପୁତ୍ରମାନଙ୍କ ନାମାଙ୍କିତ ଏହି ସବୁ ମଣି ଲୋକମାନଙ୍କ ନାମ ଅନୁସାରେ ଦ୍ବାଦଶ ହେଲା। ପ୍ରେତ୍ୟକକ ମଣି ରେ ଇଶ୍ରାୟେଲର ଦ୍ବାଦଶ ପରିବାର ବର୍ଗର ଏକ ଏକ ନାମ ବିଚାରର୍ଥକ ବୁକୁପଟା ହାଇେ ରହିଲା।
ଲେବୀୟ ପୁସ୍ତକ 26:33
ଆଉ ଆମ୍ଭେ ନାନାଦେଶୀଯ ଲୋକମାନଙ୍କ ମଧିଅରେ ତୁମ୍ଭମାନଙ୍କୁ ଚ୍ଛିନ୍ନଭିନ୍ନ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଖଡ୍ଗ ଉତ୍ତୋଳନ କରିବା। ତହିଁରେ ତୁମ୍ଭମାନଙ୍କ ଦେଶ ଶୂନ୍ଯସ୍ଥାନ ହବେ ଓ ତୁମ୍ଭମାନଙ୍କ ନଗର ସକଳ ମରୁଭୂମି ହବେ।
ଦିତୀୟ ବିବରଣ 30:3
ତବେେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭ ପ୍ରତି ଦୟାବାନ ହବେେ। ସଦାପ୍ରଭୁ ପକ୍ସ୍ଟନ୍ନରାଯ ମକ୍ସ୍ଟକ୍ତ କରିବେ। ସେ ତୁମ୍ଭମାନଙ୍କୁ ସଠାେରକ୍ସ୍ଟ ଫରୋଇ ଆଣିବେ,
ପ୍ରଥମ ରାଜାବଳୀ 18:31
ଏଲିଯ ବାର ଗୋଟି ପଥର ପାଇଲେ। ଏହି ବାରଟି ପଥର ବାରଟି ଗୋଷ୍ଠୀ ପାଇଁ ଉର୍ଦ୍ଦିଷ୍ଟ ଥିଲା। ଏହା ବାରଟି ଗୋଷ୍ଠୀ ଯାକୁବଙ୍କର ବାର ପୁତ୍ରମାନଙ୍କର ନାମ ଅନୁସାରେ ହେଲେ। ସଦାପ୍ରଭୁ ଯାକୁବଙ୍କୁ ଇଶ୍ରାୟେଲ ନାମ ଦଇେଥିଲେ।
ଏଜ୍ରା 6:17
ପୁଣି ପରମେଶ୍ବରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ସମୟରେ ସମାନେେ 100 ବୃଷ, 200 ଅଣ୍ତିରା ମଷେ, 400 ମଷେଶାବକ ଉତ୍ସର୍ଗ କଲେ। ଏବଂ ସମଗ୍ର ଇଶ୍ରାୟେଲର ପାପାର୍ଥକ ବଳିଦାନ ନିମନ୍ତେ ଇଶ୍ରାୟେଲୀୟ ଗୋଷ୍ଠୀର ସଂଖ୍ଯା ଅନୁସାରେ ବାର ଗୋଟି ଛାଗ ଉତ୍ସର୍ଗ କଲେ।
ମାଥିଉଲିଖିତ ସୁସମାଚାର 10:3
ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଆଦାୟକାରୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୟ,
ଦିତୀୟ ବିବରଣ 28:64
ସଦାପ୍ରଭୁ ପୃଥିବୀର ଏକ ସୀମାରକ୍ସ୍ଟ ଅନ୍ୟସୀମା ପର୍ୟ୍ଯନ୍ତ ସମସ୍ତ ଗୋଷ୍ଠୀ ମଧିଅରେ ତୁମ୍ଭକୁ ଛିନ୍ନ ଭିନ୍ନ କରିବେ। ଆଉ ସଠାେରେ ତୁମ୍ଭେ ଆପଣାର ଓ ଆପଣା ପୂର୍ବ ପୁରୁଷଗଣର ଅଜ୍ଞାତ କାଷ୍ଠ, ପାଷାଣର ମୂର୍ତ୍ତୀ ପୂଜା କରିବ।
ରେରିତମାନଙ୍କ କାର୍ଯ୍ୟର ବିବରଣ 1:13
ପ୍ ରରେିତମାନେ ସଠାେରେ ପହଞ୍ଚି ଉପରମହଲାର ଏକ କଠାେରୀ ଭିତରକୁ ଗଲେ, ସଠାେରେ ସମାନେେ ରହିଲେ। ଏ ପ୍ ରରେିତମାନେ ପିତର, ଯୋହନ ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା, ବର୍ଥଲମା, ମାଥିଉ, ଆଲଫିର ପୁତ୍ର ଯାକୁବ, ସାହସୀ ଶିମାନେ ଓ ଯାକୁବର ପୁତ୍ର ୟିହୂଦା ଥିଲେ।
ଲୂକଲିଖିତ ସୁସମାଚାର 22:30
ମାେ ରାଜ୍ଯ ରେ ମାେ ସହିତ ଟବେୁଲ ଉପରେ ତୁମ୍ଭମାନେେ ଖିଆପିଆ କରିବ। ତୁମ୍ଭମାନେେ ସିଂହାସନଗୁଡିକ ଉପରେ ବସି ଇଶ୍ରାୟେଲର ବାରଟି ଯାକ ଗୋଷ୍ଠୀର ବିଚାର କରିବ।
ଲୂକଲିଖିତ ସୁସମାଚାର 6:15
ମାଥିଉ ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଶିମାନେ ଯାହାଙ୍କୁ ଉଦ୍ ଯୋଗୀ ବୋଲି କୁହନ୍ତି।
ମାଥିଉଲିଖିତ ସୁସମାଚାର 19:28
ଯୀଶୁ ଶିଷ୍ଯମାନଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ନୂତନ ଜଗତ ସୃଷ୍ଟି ହେଲେ ମନୁଷ୍ଯ ପୁତ୍ର ତାହାଙ୍କର ମହାନ ସିଂହାସନ ପାଖ ରେ ବସିବ ଓ ତୁମ୍ଭମାନେେ ମଧ୍ଯ ଯେଉଁମାନେ ମାେତେ ଅନୁସରଣ କରୁଛ, ସିଂହାସନ ପାଖ ରେ ବସିବ। ତୁମ୍ଭମାନେେ ବାରଟି ସିଂହାସନ ଉପରେ ବସିବ ଏବଂ ଇଶ୍ରାୟେଲର ବାରଟି ବଂଶର ଲୋକମାନଙ୍କର ବିଚ଼ାର କରିବ।
ମାର୍କଲିଖିତ ସୁସମାଚାର 3:18
ଆନ୍ଦ୍ରିୟ, ଫିଲିପ୍ପ, ବର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ବା ଉଦ୍ ଯୋଗୀ ଶିମାନେ ଜି ଲୋଟ
ଏଷ୍ଟର ବିବରଣ 3:8
ଏହାପରେ ହାମନ୍ ଅକ୍ଷଶ୍ବରେଶ ରାଜାକୁ କହିଲା, ଆପଣଙ୍କ ରାଜ୍ଯର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧିଅରେ ଛିନ୍ନଭିନ୍ନ ଓ ପୃଥକ୍କୃତ ଏକ ଦେଶୀଯ ଲୋକ ଅଛନ୍ତି। ଅନ୍ୟ ସକଳ ଲୋକଙ୍କର ବ୍ଯବସ୍ଥାଠାରୁ ସମାନଙ୍କେ ବ୍ଯବସ୍ଥା ଭିନ୍ନ ସମାନେେ ମଧ୍ଯ ମହାରାଜାଙ୍କ ବ୍ଯବସ୍ଥା ମାନନ୍ତି ନାହିଁ। ଏଣୁ ସମାନଙ୍କେ ବ୍ଯବହାର ସହ୍ଯ କରିବା ମହାରାଜାଙ୍କର ଉଚିତ୍ ନୁହେଁ।
ଦିତୀୟ ବିବରଣ 32:26
ଆମ୍ଭେ ଚିନ୍ତା କଲକ୍ସ୍ଟ ଇଶ୍ରାୟେଲୀୟମାନଙ୍କୁ ଧ୍ବଂସ କରିବା ପାଇଁ। ତେଣୁ ଲୋକମାନେ ସମାନଙ୍କେୁ ସଐୂର୍ଣ ଭାବେ ଭକ୍ସ୍ଟଲିଯିବେ।
ଦିତୀୟ ବିବରଣ 4:27
ସଦାପ୍ରଭୁ ତୁମ୍ଭମାନଙ୍କୁ ଅନ୍ୟ ଦେଶୀଯ ଲୋକମାନଙ୍କ ମଧିଅରେ ଛିନ୍ନ ବିଛିନ୍ନ କରିବେ। ଯେଉଁ ସ୍ଥାନକକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କୁ ନଇେଯିବେ, ସହେି ଅନ୍ୟ ଦେଶୀଯ ଲୋକମାନଙ୍କ ମଧିଅରେ, ତୁମ୍ଭମାନେେ ଅଳ୍ପ ସଂଖ୍ଯକ ହାଇେ ଅବଶିଷ୍ଟ ରହିବ।
ଯାତ୍ରା ପୁସ୍ତକ 28:21
ଏହି ମଣି ଇଶ୍ରାୟେଲ ପୁତ୍ରମାନଙ୍କ ନାମ ନିମନ୍ତେ ସମାନଙ୍କେ ନାମ ଅନୁସାରେ ଦ୍ବାଦଶ ହବେ। ମୁଦ୍ରା ନ୍ଯାଯ ଖାଦେିତ ପ୍ରେତ୍ୟକକ ମଣି ରେ ସହେି ଦ୍ବାଦଶ ବଂଶ ନିମନ୍ତେ ପ୍ରେତ୍ୟକକ ପୁତ୍ରନ ନାମ ରହିବ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:4
ଏହିପରି ମୁଦ୍ରାଙ୍କିତ ହେବା ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି। ସେମାନେ 144,000 ଜଣ ଥିଲେ। ସେମାନେ ଇସ୍ରାଏଲର ପ୍ରତି ପରିବାର ବର୍ଗ ମଧ୍ୟରୁ ଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 23:26
ମହାମହିମ ରାଜ୍ଯପାଳ ଫଲେୀକ୍ସଙ୍କୁ କ୍ଲାଉଦିଅ ଲୂସିଯାଙ୍କର ନମସ୍କାର।