ଯିଶାଇୟ 53:1 in Oriya

ଓଡିଆ ଓଡିଆ ବାଇବେଲ ଯିଶାଇୟ ଯିଶାଇୟ 53 ଯିଶାଇୟ 53:1

Isaiah 53:1
ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ବାସ କରିଅଛି ? ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହାଇେଅଛି ?

Isaiah 53Isaiah 53:2

Isaiah 53:1 in Other Translations

King James Version (KJV)
Who hath believed our report? and to whom is the arm of the LORD revealed?

American Standard Version (ASV)
Who hath believed our message? and to whom hath the arm of Jehovah been revealed?

Bible in Basic English (BBE)
Who would have had faith in the word which has come to our ears, and to whom had the arm of the Lord been unveiled?

Darby English Bible (DBY)
Who hath believed our report? and to whom hath the arm of Jehovah been revealed?

World English Bible (WEB)
Who has believed our message? and to whom has the arm of Yahweh been revealed?

Young's Literal Translation (YLT)
Who hath given credence to that which we heard? And the arm of Jehovah, On whom hath it been revealed?

Who
מִ֥יmee
hath
believed
הֶאֱמִ֖יןheʾĕmînheh-ay-MEEN
our
report?
לִשְׁמֻעָתֵ֑נוּlišmuʿātēnûleesh-moo-ah-TAY-noo
and
to
וּזְר֥וֹעַûzĕrôaʿoo-zeh-ROH-ah
whom
יְהוָ֖הyĕhwâyeh-VA
is
the
arm
עַלʿalal
of
the
Lord
מִ֥יmee
revealed?
נִגְלָֽתָה׃niglātâneeɡ-LA-ta

Cross Reference

ଯୋହନଲିଖିତ ସୁସମାଚାର 12:38
ଅତଏବ ଭବିଷ୍ଯଦ୍ବକ୍ତା ୟିଶାଇୟ ଯାହା କହିଥିଲେ ତାହା ସତ୍ଯ ହେଲା, ସେ କହିଥିଲେ,

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:18
ମୁଁ ପ୍ରାର୍ଥନା କରୁଛି, ଯେପରି ତୁମ୍ଭମାନେେ ଈଶ୍ବରଙ୍କ ସମସ୍ତ ସତ୍ଯର ସମ୍ପୂର୍ଣ୍ଣ ବୋଧଶକ୍ତି ପାଇପାର, ଏଥିପାଇଁ ସେ ତୁମ୍ଭର ମନରୂପକ ଚକ୍ଷୁ ଖାଲିେ ଦିଅନ୍ତୁ। ତା'ପରେ ତୁମ୍ଭମାନେେ ବୁଝି ପାରିବ ଯେ, କେଉଁ ବିଷୟ ରେ ଭରସା ରଖିବା ପାଇଁ ପରମେଶ୍ବର ଆମ୍ଭମାନଙ୍କୁ ବାଛି ଥିଲେ। ତୁମ୍ଭମାନେେ ବୁଝି ପାରିବ ଯେ ପରମେଶ୍ବର ନିଜର ପବିତ୍ରୀକୃତ ଲୋକମାନଙ୍କୁ ଯେଉଁସବୁ ଆଶୀର୍ବାଦ ଦବୋ ପାଇଁ ପ୍ରତିଜ୍ଞା କରିଥିଲେ, ତାହା କେତେ ମହିମାମୟ ଓ ଐଶ୍ବର୍ୟ୍ଯପୂର୍ଣ୍ଣ ଅଟେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 10:16
ମାତ୍ର ସମସ୍ତେ ସୁମାଗ୍ଭରକୁ ଗ୍ରହଣ କରି ନାହାଁନ୍ତି। ୟିଶାଇୟ କହନ୍ତି: ହେ ପ୍ରଭୁ, ଆମ୍ଭ ଉପଦେଶ ଗୁଡିକ କିଏ କ'ଣ ବିଶ୍ବାସ କଲା?

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:16
ମୁଁ ଏହି ସୁସମାଚ଼ାର ପାଇଁ ଗର୍ବ ଅନୁଭବ କରୁଛି। ଏହି ସୁସମାଚ଼ାର ହେଉଛି ଶକ୍ତି, ଯାହା ଦ୍ବାରା ପରମେଶ୍ବର ତାହାଙ୍କୁ ବିଶ୍ବାସ କରୁଥିବା ପ୍ରେତ୍ୟକକ ଲୋକଙ୍କୁ ଉଦ୍ଧାର କରନ୍ତି। ପ୍ରଥମେ ଯିହୂଦୀମାନଙ୍କୁ ଓ ପରେ ଅଣଯିହୂଦୀମାନଙ୍କୁ ମଧ୍ଯ।

ଯିଶାଇୟ 51:9
ହେ ସଦାପ୍ରଭୁଙ୍କ ବାହୁ, ଉଠ, ଜାଗ୍ରତ ହୁଅ। ବଳ ଧାରଣ କର। ଯେପରି ପୂର୍ବକାଳ ରେ ଓ ପ୍ରାଚୀନକାଳର ପୁରୁଷ ପରମ୍ପରା ସମୟରେ ଉଠିଥିଲ, ସହେିପରି ଜାଗ। ରାହବକୁ ଯେ ଖଣ୍ଡ ଖଣ୍ଡ କରି କାଟିଥିଲେ ଓ ନାଗକୁ ଯେ ବିଦ୍ଧ କରିଥିଲେ, ସହେି ପ୍ରଭୁ ତୁମ୍ଭେ ନୁହଁ କି ?

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:24
କିନ୍ତୁ ପରମେଶ୍ବରଙ୍କ ଦ୍ବାରା ଆହୂତ ଉଭୟ ୟିହୁଦୀ ଓ ଅଣଯିହୂଦୀମାନଙ୍କ ପାଇଁ ଖ୍ରୀଷ୍ଟ ପରମେଶ୍ବରଙ୍କ ଶକ୍ତି ଓ ପରମେଶ୍ବରଙ୍କ ଜ୍ଞାନ ସ୍ବରୂପ ଅଟନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:18
ଯେଉଁମାନେ ନଷ୍ଟ ହାଇେ ଯାଇଛନ୍ତି, ସମାନଙ୍କେ ଲାଗି କୃଶର ବାର୍ତ୍ତା ସଂପୂର୍ଣ୍ଣ ମୂର୍ଖତା ଅଟେ। କିନ୍ତୁ ଆମ୍ଭେ ଯେଉଁମାନେ ଉଦ୍ଧାର ପାଇଛୁ, ଆମ୍ଭପ୍ରତି ଏହା ପରମେଶ୍ବରଙ୍କ ଶକ୍ତି ସ୍ବରୂପ।

ଯୋହନଲିଖିତ ସୁସମାଚାର 1:12
ଯେଉଁ ଅଳ୍ପ କେତକେ ଲୋକ ତାହାଙ୍କୁ ଗ୍ରହଣ କଲେ ସମାନେେ ତାହାଙ୍କ ଉପରେ ବିଶ୍ବାସ କଲେ। ଯେଉଁ ଲୋକମାନେ ତାହାଙ୍କୁ ବିଶ୍ବାସ କଲେ, ସେ ସମାନଙ୍କେୁ ପରମେଶ୍ବରଙ୍କ ସନ୍ତାନ ହବୋର ଅଧିକାର ପ୍ରଦାନ କଲେ,

ଯୋହନଲିଖିତ ସୁସମାଚାର 1:7
ସେ ଲୋକମାନଙ୍କୁ ସହେି ଆଲୋକ ବିଷୟ ରେ କହିବା ପାଇଁ ଆସିଥିଲେ। ତାହାଙ୍କ ମାଧ୍ଯମ ରେ ସବୁ ଲୋକ ଆଲୋକ ଖ୍ରୀଷ୍ଟଙ୍କ ବିଷୟ ରେ ଶୁଣିପାରିଲେ ଓ ବିଶ୍ବାସ କରିପାରିଲେ।

ମାଥିଉଲିଖିତ ସୁସମାଚାର 16:17
ଉତ୍ତର ରେ ଯୀଶୁ କହିଲେ, ହେ ଶିମାନେ! ୟୂନସଙ୍କ ପୁତ୍ର! ତୁମ୍ଭେ ଧନ୍ଯ! ଏକଥା ତୁମ୍ଭକୁ କୌଣସି ମଣିଷ ଶିଖାଇ ନାହିଁ। ମାେ ସ୍ବର୍ଗୀୟ ପିତା ତୁମ୍ଭକୁ ଏକଥା ଶିଖାଇଛନ୍ତି।

ମାଥିଉଲିଖିତ ସୁସମାଚାର 11:25
ସେତବେେଳେ ଯୀଶୁ କହିଲେ, ହେ ପରମପିତା, ତୁମ୍ଭେ ସ୍ବର୍ଗ ଓ ପୃଥିବୀର ପ୍ରଭୁ। ତୁମ୍ଭେ ଏହିସବୁ ବିଷୟ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚାଇ ରଖି ପିଲାଙ୍କ ଭଳି ସରଳ ଲୋକଙ୍କ ନକଟ ରେ ସଗେୁଡିକୁ ପ୍ରକାଶ କରିଛ। ଏଥିପାଇଁ ମୁଁ ତୁମ୍ଭର ସ୍ତୁତି କରୁଛି।

ଯିଶାଇୟ 62:8
ସଦାପ୍ରଭୁ ନିଜର ଦକ୍ଷିଣ ହସ୍ତ ଓ ବଳବାନ୍ ବାହୁଦ୍ବାରା ଶପଥ କରିଛନ୍ତି, ଆମ୍ଭେ ତୁମ୍ଭର ଶସ୍ଯ ତୁମ୍ଭର ଶତ୍ରୁଗଣଙ୍କୁ ଶସ୍ଯ ନିମନ୍ତେ ନିଶ୍ଚଯ ଦବୋ ନାହିଁ ଓ ଯେଉଁ ଦ୍ରାକ୍ଷାରସ ପାଇଁ ତୁମ୍ଭେ ପରିଶ୍ରମ କରିଅଛ, ସହେି ନୂତନ ଦ୍ରାକ୍ଷାରସ ବିଦେଶୀମାନେ ଆଉ ପାନ କରିବେ ନାହିଁ।

ଯିଶାଇୟ 52:10
ସଦାପ୍ରଭୁ ସର୍ବଦେଶୀଯଙ୍କ ସମ୍ମୁଖ ରେ ତାଙ୍କର ପବିତ୍ର ବାହୁ ଅନାବୃତ କରିଛନ୍ତି ଓ ପୃଥିବୀର ପ୍ରେତ୍ୟକକ ତାଙ୍କର ପରିତ୍ରାଣ ଦେଖିବେ।

ଯିଶାଇୟ 40:5
ତାହା ହେଲେ ସଦାପ୍ରଭୁଙ୍କ ମହିମା ପ୍ରକାଶିତ ହବେ। ସମସ୍ତ ମାନବ ସମାଜ ସଦାପ୍ରଭୁଙ୍କ ଗୌରବ ଦେଖିବେ। କାରଣ ସଦାପ୍ରଭୁ ନିଜେ ଏହା କହିଛନ୍ତି।'