ଯିଶାଇୟ 3:19 in Oriya

ଓଡିଆ ଓଡିଆ ବାଇବେଲ ଯିଶାଇୟ ଯିଶାଇୟ 3 ଯିଶାଇୟ 3:19

Isaiah 3:19
ଆଉ ମଧ୍ଯ କର୍ଣ୍ଣକୁଣ୍ଡଳ, ଚୁଡ଼ି ଓ ଘୁମଟା କାଢ଼ିନବେେ।

Isaiah 3:18Isaiah 3Isaiah 3:20

Isaiah 3:19 in Other Translations

King James Version (KJV)
The chains, and the bracelets, and the mufflers,

American Standard Version (ASV)
the pendants, and the bracelets, and the mufflers;

Bible in Basic English (BBE)
The ear-rings, and the chains, and the delicate clothing,

Darby English Bible (DBY)
the pearl-drops, and the bracelets, and the veils,

World English Bible (WEB)
the earrings, the bracelets, the veils,

Young's Literal Translation (YLT)
Of the drops, and the bracelets, and the mufflers,

The
chains,
הַנְּטִפ֥וֹתhannĕṭipôtha-neh-tee-FOTE
and
the
bracelets,
וְהַשֵּׁיר֖וֹתwĕhaššêrôtveh-ha-shay-ROTE
and
the
mufflers,
וְהָֽרְעָלֽוֹת׃wĕhārĕʿālôtveh-HA-reh-ah-LOTE

Cross Reference

ଆଦି ପୁସ୍ତକ 24:22
ଓଟମାନେ ପାଣି ପିଇସାରିବା ପରେ। ସହେି ଦାସ ଜଣଙ୍କ ରିବିକାକୁ ଏକ ସୁନା ନଥ ପ୍ରଦାନ କଲେ ଯାହାର ଓଜନ ଅଧଭରି ଥିଲା। ଏବଂ ତା'ର ହାତ ପାଇଁ ଦୁଇଟି ବଳା ଯାହାର ଓଜନ ଦଶ ଭରି ଥିଲା।

ଆଦି ପୁସ୍ତକ 24:30
ସେ କୂଅ ପାଖକୁ ଦୌଡ଼ିଗଲା। ଏବଂ ସହେିଠା ରେ ସହେିଲୋକ ଜଣକ ସହେି ଓଟମାନଙ୍କୁ ଧରି ସହେି କୂପ ପାଖ ରେ ଠିଆ ହାଇେଥିଲା।

ଆଦି ପୁସ୍ତକ 24:53
ଏହାପରେ ରିବିକା ପାଇଁ ଆଣିଥିବା ସବୁ ଉପହାର ତାଙ୍କୁ ଦେଲେ। ସେ ମଧ୍ଯ ତାଙ୍କୁ ସୁନ୍ଦର ବସ୍ତ୍ର ଓ ସୁନାରୂପା ଅଳଙ୍କାର ତାଙ୍କୁ ଦେଲେ। ସେ ମଧ୍ଯ ବହୁ ଦାମିକା ଉପହାର ତାଙ୍କ ମା ଓ ଭାଇକୁ ଦେଲେ।

ଆଦି ପୁସ୍ତକ 38:18
ଯିହୁଦା ପଚାରିଲା, ତୁମ୍ଭେ ମାେତେ କ'ଣ ଦବୋ ପାଇଁ ଚାହୁଁଛ?

ଆଦି ପୁସ୍ତକ 38:25
ଲୋକମାନେ ତାମରକୁ ମାରିବାକୁ ଗଲେ, କିନ୍ତୁ ସେ ତାଙ୍କ ଶ୍ବଶୁରଙ୍କ ନିକଟକୁ ବାର୍ତ୍ତା ପଠାଇ କହିଲେ, ଏହି ସମସ୍ତବସ୍ତ୍ର ଯାହାର ସେ ମାେତେ ଗର୍ଭବତୀ କରାଇଛି।ଏହି ମାହେର, ସୁତ୍ର ଓ ୟଷ୍ଟି କାହାର, ତାହା ଚିହ୍ନି ଦେଖ?

ଯାତ୍ରା ପୁସ୍ତକ 35:22
ପୁରୁଷ ଓ ସ୍ତ୍ରୀ ଯେତେ ଲୋକ ସ୍ବଚ୍ଛନ୍ଦମନା ଥିଲେ, ସେ ସମସ୍ତ ଆସି ଉରୋମଣି ଓ କୁଣ୍ଡଳ ଓ ଅଙ୍ଗୁରୀଯ ହାର ପ୍ରଭୃତି ସ୍ବର୍ଣ୍ଣ ଅଳଙ୍କାରସବୁ ଆଣିଲେ। ପ୍ରେତ୍ୟକକ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସୁବର୍ଣ୍ଣର ମହାନ ଉପହାର ଉତ୍ସର୍ଗ କଲେ।

ଗଣନା ପୁସ୍ତକ 31:50
ଆମ୍ଭମାନେେ ପ୍ରେତ୍ୟକକ ସୈନ୍ଯଙ୍କଠାରୁ ସଦାପ୍ରଭୁଙ୍କ ପାଇଁ ଉପହାର ସ୍ବରୂପ ସୁବର୍ଣ୍ଣ କଙ୍କଣ, ବଳା, ଅଙ୍ଗୁରୀଯ, କୁଣ୍ତଳ ଓ ହାରସବୁ ଆଣିଅଛୁ। ଏହି ସବୁ ସଦାପ୍ରଭୁଙ୍କୁ ଆମ୍ଭମାନଙ୍କର ପ୍ରାଯଶ୍ଚିତ ପାଇଁ ଉତ୍ସର୍ଗ କରୁଅଛୁ।

ଯିହିଜିକଲ 16:11
ଆହୁରି ମୁଁ ତୁମ୍ଭକୁ ଅଳଙ୍କାର ରେ ଭୂଷିତା କଲି। ତୁମ୍ଭ ହସ୍ତ ରେ କଙ୍କଣ ଓ ଗଳାଦେଶ ରେ ହାର ଦଲେି।