Skip to content
CHRIST SONGS .IN
TAMIL CHRISTIAN SONGS .IN
  • Lyrics
  • Chords
  • Bible
  • /
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z

Index
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z
Isaiah 26 KJV ASV BBE DBY WBT WEB YLT

Isaiah 26 in Oriya WBT Compare Webster's Bible

Isaiah 26

1 ସଦେିନ, ଯିହୁଦା ଦେଶ ରେ ଏହି ଗୀତ ଗାନ କରାୟିବ। ଆମ୍ଭମାନଙ୍କର ଏକ ସୁଦୃଢ଼ ନଗର ଅଛି। ସଦାପ୍ରଭୁ ଆମ୍ଭମାନଙ୍କର ମୁକ୍ତିଦାତା। ସଦାପ୍ରଭୁ ଆମ୍ଭମାନଙ୍କ ଏକ ବଡ଼, ଉଚ୍ଚ ପ୍ରାଚୀର ଓ ଗୋଟିଏ ଦୃଢ ନଗର ତିଆରି କରିବେ।

2 ସହେି ଦ୍ବାର ଉନ୍ମୁକ୍ତ କର ଯେପରି ଧାର୍ମିକ ଓ ପରମେଶ୍ବରଙ୍କ ଶିକ୍ଷାସମୂହ ପାଳନକାରୀ ପ୍ରବେଶ କରିପାରିବେ।

3 ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭ ଉପ ରେ ନିର୍ଭର କରନ୍ତି ଓ ବିଶ୍ରାମ କରନ୍ତି, ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତି ରେ ରଖିବ।

4 ତେଣୁ ତୁମ୍ଭମାନେେ ସଦାପ୍ରଭୁଙ୍କଠା ରେ ସଦାକାଳ ନିର୍ଭର ରଖ, କାରଣ ସଦାପ୍ରଭୁଙ୍କ ସହିତ ଅନନ୍ତକାଳୀନ ଶୈଳ ଅଛି।

5 ମାତ୍ର ସେ ଉନ୍ନତ ନଗରକୁ ଅବନତ କରିବେ ଓ ଉର୍ଦ୍ଧ୍ବସ୍ଥିତ ସହେି ଲୋକମାନଙ୍କୁ ଦଣ୍ଡ ଦବେେ। ସମାନଙ୍କେୁ ଭୂମିସାତ୍ କରି ଧୂଳି ରେ ମିଶାଇ ଦବେେ।

6 ତା'ପ ରେ ଦରିଦ୍ର ଓ ନମ୍ର ଲୋକମାନେ ସହେି ଧ୍ବଂସ ସ୍ଥାନ ଉପ ରେ ବିଚରଣ କରିବେ।

7 ସାଧୁତା ଧାର୍ମିକମାନଙ୍କର ଜୀବନ ଧାରଣର ମାର୍ଗ। ସମାନେେ ସରଳ ଓ ସତ୍ଯପଥ ଅନୁସରଣ କରନ୍ତି। ପୁଣି ହେ ପରମେଶ୍ବର, ତୁମ୍ଭେ ସହେି ପଥକୁ ଅନୁସରଣ ପାଇଁ ଅଧିକ ସୁଗମ ଓ ସରଳ କର।

8 ମାତ୍ର ହେ ସଦାପ୍ରଭୁ, ଆମ୍ଭମାନେେ ତୁମ୍ଭ ଶାସନ ମାର୍ଗର ନ୍ଯାଯକୁ ଅପେକ୍ଷା କରିଛୁ। ଆମ୍ଭମାନଙ୍କର ଆତ୍ମା ତୁମ୍ଭର ନାମକୁ ସ୍ମରଣ କରିବ।

9 ରାତ୍ରି କାଳ ରେ ମାରେ ପ୍ରାଣ ତୁମ୍ଭକୁ ଇଚ୍ଛା କରୁଛି ଏବଂ ଅନ୍ତରାତ୍ମା ପ୍ରତି ନୂତନ ପ୍ରଭାତ ରେ ତୁମ୍ଭକୁ ଅନ୍ବଷେଣ କରିବ। ଯେତବେେଳେ ତୁମ୍ଭର ଶାସନ ସକଳ ଓ ନ୍ଯାଯ ପ୍ରତିଷ୍ଠିତ ହବେ, ଜଗତବାସୀ ଧର୍ମ ଶିକ୍ଷା କରିବେ।

10 ମନ୍ଦାଚାରୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କଲେ ମଧ୍ଯ ସମାନେେ ଧର୍ମ ଶିଖିବେ ନାହିଁ। ଧର୍ମ ଓ ନ୍ଯାଯପୂର୍ଣ୍ଣ ଦେଶ ରେ ମଧ୍ଯ ସମାନେେ ଅନ୍ଯାଯ କରିବେ। ଏପରିକି ସମାନେେ ସଦାପ୍ରଭୁଙ୍କ ମହିମାକୁ ଅନାଇବେ ନାହିଁ।

11 ମାତ୍ର ହେ ସଦପ୍ରଭୁ ! ସମାନଙ୍କେୁ ଦଣ୍ଡ ଦବୋକୁ ତୁମ୍ଭର ହସ୍ତ ଉତ୍ଥିତ ହବେ, ତଥାପି ସମାନେେ ତାହା ଦେଖିବେ ନାହିଁ। ମାତ୍ର ଲୋକମାନଙ୍କ ପକ୍ଷ ରେ ତୁମ୍ଭର ଅତିଶଯ ପ୍ ରମେକୁ ଦେଖି ସମାନେେ ଲଜ୍ଜିତ ହବେେ ଓ ତୁମ୍ଭର ଶତ୍ରୁଗଣ ଅଗ୍ନି ରେ ଦଗ୍ଧିଭୂତ ହବେେ।

12 ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ସକଳ କାର୍ୟ୍ଯ ସାଧନ କରିଅଛ। ତେଣୁ ଆମ୍ଭମାନଙ୍କୁ ଶାନ୍ତି ପ୍ରଦାନ କର।

13 ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ବର, ତୁମ୍ଭକୁ ଛାଡ଼ି ଆମ୍ଭେ ଅନ୍ୟ ପ୍ରଭୁଙ୍କୁ ଅନୁସରଣ କରୁଥିଲୁ ଓ ଅନ୍ୟ ପ୍ରଭୁ ଆମ୍ଭମାନଙ୍କ ଉପ ରେ ରାଜତ୍ବ କରୁଥିଲେ। ମାତ୍ର ଆମ୍ଭମାନେେ ତୁମ୍ଭର ନାମକୁ କବଳେ ସ୍ମରଣ କରିବୁ ଓ କୀର୍ତ୍ତନ କରିବୁ।

14 ସମାନେେ ମୃତ, ସମାନେେ ଜୀବନ ଫରେି ପାଇବେ ନାହିଁ। ସମାନେେ ଭୂତପରି ଯେଉଁମାନେ କବେେ ହେଲେ ଉଠିବେ ନାହିଁ। ସମାନଙ୍କେୁ ସମାନଙ୍କେର କାର୍ୟ୍ଯକୁ ବିବଚେନା କରି ତୁମ୍ଭେ ସଂହାର କରିଛ ଏବଂ କହେି ସମାନଙ୍କେୁ ମନେ ରଖିବେ ନାହିଁ।

15 ତୁମ୍ଭେ ଏ ଦେଶୀଯ ଲୋକଙ୍କୁ ବୃଦ୍ଧି କରିଅଛ। ହେ ସଦାପ୍ରଭୁ, ତୁମ୍ଭେ ଏ ଦେଶୀଯ ଲୋକଙ୍କୁ ବୃଦ୍ଧି କରିଅଛ। ତୁମ୍ଭେ ଗୌରବାନ୍ବିତ ହାଇେଅଛ। ତୁମ୍ଭେ ଯେପରି ସୀମା ସକଳ ବିସ୍ତାର କରିଅଛ।

16 ହେ ସଦାପ୍ରଭୁ, ସଙ୍କଟ ସମୟରେ ସମାନେେ ତୁମ୍ଭକୁ ପ୍ରାର୍ଥନା କରିଛନ୍ତି। ଯେତବେେଳେ ତୁମ୍ଭେ ସମାନଙ୍କେୁ ଶାସ୍ତି ଦଲେ, ସମାନେେ ତୁମ୍ଭଙ୍କୁ ପ୍ରାର୍ଥନା ରେ ଡାକିଲେ।

17 ଅନ୍ତଃସତ୍ତ୍ବା ନାରୀ ଗର୍ଭ ବଦନୋ ରେ ବ୍ଯଥିତ ହାଇେ ଯେପରି କ୍ରନ୍ଦନ କରେ, ଆମ୍ଭମାନେେ ସହେିପରି ତୁମ୍ଭ ସହିତ ନ ଥିଲା ବେଳେ ହାଇେଅଛୁ।

18 ଆମ୍ଭମାନେେ ଗର୍ଭ ବଦନୋ ପାଇଅଛୁ, କିନ୍ତୁ ବ୍ଯଥିତା ହାଇେ ବାଯୁ ଜନ୍ମ ଦଇେଛୁ। ଆମ୍ଭମାନେେ ଦେଶର ଉଦ୍ଧାର ସାଧନ କରି ନାହୁଁ କି ନଗରବାସୀ ଭୂମିଷ୍ଠ ହାଇେ ନାହାଁନ୍ତି।

19 ମାତ୍ର ସଦାପ୍ରଭୁ କୁହନ୍ତି, ତୁମ୍ଭର ମୃତମାନେ ଜୀବିତ ହବେେ। ମୃତ ଶବଗୁଡ଼ିକ ପୁଣି ନିଃଶ୍ବାସ ନବୋ ଆରମ୍ଭ କରିବେ। ହେ ଧୂଳିନିବାସୀ ଗଣ, ଉଠ, ଆନନ୍ଦ କର, କାରଣ ତୁମ୍ଭମାନେେ ପ୍ରଭାତ ରେ ତୃଣ ଉପର ଶିଶିର ତୁଲ୍ଯ ଭୂମି ମୃତମାନଙ୍କୁ ଜନ୍ମ ଦବେ।'

20 ହେ ମାରେ ଲୋକମାନେ, ତୁମ୍ଭମାନେେ ଅନ୍ତରାଳଯ ରେ ପ୍ରବେଶ କରି ଦ୍ବାର ରୁଦ୍ଧ କର। ପରମେଶ୍ବରଙ୍କ କୋର୍ଧ ଶାନ୍ତ ହବୋ ପର୍ୟ୍ଯନ୍ତ ଅଳ୍ପସମୟ ନିଜକୁ ଲୁଚାଅ।

21 ଦେଖ, ସଦାପ୍ରଭୁ ପୃଥିବୀବାସୀଙ୍କୁ ସମାନଙ୍କେର ଅପରାଧ ଲାଗି ଶାସ୍ତି ଦବୋକୁ ନିଜ ସ୍ଥାନ ପରିତ୍ଯାଗ କରିଛନ୍ତି। ପୃଥିବୀ ନିଜର ଶକ୍ତି ପ୍ରକାଶ କରିବ। ସେ ଆଉ ନିହତ ଲୋକମାନଙ୍କୁ ଆଚ୍ଛାଦନ କରି ରଖିବ ନାହିଁ।

  • Tamil
  • Hindi
  • Malayalam
  • Telugu
  • Kannada
  • Gujarati
  • Punjabi
  • Bengali
  • Oriya
  • Nepali

By continuing to browse the site, you are agreeing to our use of cookies.

Close