Isaiah 17:7
ସଦେିନ ଲୋକମାନେ ସମାନଙ୍କେର ସୃଷ୍ଟିକର୍ତ୍ତାଙ୍କୁ ଅନାଇବେ। ସମାନଙ୍କେର ଦୃଷ୍ଟି ପବିତ୍ର ଧର୍ମସ୍ବରୂପଙ୍କ ପ୍ରତି ପଡ଼ିବ।
Isaiah 17:7 in Other Translations
King James Version (KJV)
At that day shall a man look to his Maker, and his eyes shall have respect to the Holy One of Israel.
American Standard Version (ASV)
In that day shall men look unto their Maker, and their eyes shall have respect to the Holy One of Israel.
Bible in Basic English (BBE)
In that day a man's heart will be turned to his Maker, and his eyes to the Holy One of Israel.
Darby English Bible (DBY)
In that day shall man look to his Maker, and his eyes shall have regard to the Holy One of Israel.
World English Bible (WEB)
In that day shall men look to their Maker, and their eyes shall have respect to the Holy One of Israel.
Young's Literal Translation (YLT)
In that day doth man look to His Maker, Yea, his eyes to the Holy One of Israel look,
| At that | בַּיּ֣וֹם | bayyôm | BA-yome |
| day | הַה֔וּא | hahûʾ | ha-HOO |
| man a shall | יִשְׁעֶ֥ה | yišʿe | yeesh-EH |
| look | הָאָדָ֖ם | hāʾādām | ha-ah-DAHM |
| to | עַל | ʿal | al |
| his Maker, | עֹשֵׂ֑הוּ | ʿōśēhû | oh-SAY-hoo |
| eyes his and | וְעֵינָ֕יו | wĕʿênāyw | veh-ay-NAV |
| shall have respect | אֶל | ʾel | el |
| to | קְד֥וֹשׁ | qĕdôš | keh-DOHSH |
| One Holy the | יִשְׂרָאֵ֖ל | yiśrāʾēl | yees-ra-ALE |
| of Israel. | תִּרְאֶֽינָה׃ | tirʾênâ | teer-A-na |
Cross Reference
ମୀଖା 7:7
ତେଣୁ ମୁଁ ସାହାୟ୍ଯ ପାଇଁ ସଦାପ୍ରଭୁଙ୍କ ପ୍ରତି ଦୃଷ୍ଟି ରଖିବି। ମାେ ପରିତ୍ରାଣ ପାଇଁ ପରମେଶ୍ବରଙ୍କୁ ଅପେକ୍ଷା କରିବି। ମାରେ ପରମେଶ୍ବର ମାେ କଥା ଶୁଣିବେ।
ହୋଶେୟ 6:1
ଆସ, ସଦାପ୍ରଭୁଙ୍କ ପାଖକୁ ଫରେିୟିବା। ସେ ଆମ୍ଭକୁ ଆଘାତ କଲେ ଓ ସେ ମଧ୍ଯ ଆମ୍ଭକୁ ସୁସ୍ଥ କରିବେ। ସେ ଆମ୍ଭକୁ କ୍ଷତ ବିକ୍ଷତ କରିଛନ୍ତି ଏବଂ ସେ ଆମ୍ଭର କ୍ଷତ ରେ ପଟି ବାନ୍ଧି ଦବେେ।
ହୋଶେୟ 3:5
ତା'ପ ରେ ଇଶ୍ରାୟେଲର ଲୋକମାନେ ଫରେି ଆସିବେ। ତା'ପ ରେ ସମାନେେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ଓ ରାଜା ଦାଉଦଙ୍କୁ ଖାଜେିବେ। ଶଷଦେିବସ ରେ, ସମାନେେ ସଦାପ୍ରଭୁଙ୍କୁ ଓ ତାଙ୍କର ଧାର୍ମିକତାକୁ ସମ୍ମାନ ଦବୋକୁ ଆସିବେ।
ହୋଶେୟ 14:1
ଇଶ୍ରାୟେଲ, ତୁମ୍ଭର ପତନ ହେଲା ଏବଂ ତୁମ୍ଭେ ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କଲ। ତେଣୁ ତୁମ୍ଭର ପ୍ରିଯ ସଦାପ୍ରଭୁ ପରମେଶ୍ବରଙ୍କ ନିକଟକୁ ଫରେିଆସ।
ଯିରିମିୟ 31:4
ହେ ଇଶ୍ରାୟେଲ କୁମାରୀ, ଆମ୍ଭେ ତୁମ୍ଭକୁ ପୁନର୍ବାର ଗଢ଼ିବା। ତୁମ୍ଭେ ପୁନର୍ବାର ଏକ ଦେଶ ହବେ। ତୁମ୍ଭେ ପୁଣି ଆପଣା ତବଲା ରେ ବିଭୂଷିତା ହାଇେ ଆନନ୍ଦକାରୀମାନଙ୍କ ସଙ୍ଗେ ନୃତ୍ଯ କରି ଗମନ କରିବ।
ଯିରିମିୟ 3:18
ସେ ସମୟରେ ଯିହୁଦା ବଂଶ ଇଶ୍ରାୟେଲ ବଂଶ ସହିତ ଏକତ୍ର ଗମନ କରିବେ। ଆଉ ସମାନେେ ଉତ୍ତର ଦେଶରୁ ଏକତ୍ର ବାହାରି ତୁମ୍ଭମାନଙ୍କ ପୂର୍ବପୁରୁଷଗଣଙ୍କୁ ଅଧିକାର ନିମନ୍ତେ ଆମ୍ଭର ଦତ୍ତ ଦେଶକୁ ଆସିବେ।
ଯିରିମିୟ 3:12
ତେଣୁ ହେ ଯିରିମିୟ, ତୁମ୍ଭେ ଉତ୍ତର ଦିଗଆଡ଼େ ୟାଇ ଏହି କଥା ପ୍ରଚାର କର ଏବଂ କୁହ,
ଯିଶାଇୟ 29:24
ବହୁ ମନ୍ଦ କର୍ମ ରେ ଳିପ୍ତ ଭ୍ରାନ୍ତମନାମାନେ ବୁଦ୍ଧିପ୍ରାପ୍ତ ହବେେ ଓ ଅଭିଯୋଗକାରୀ ତତ୍ତ୍ବକଥା ଶିଖିବେ।'
ଯିଶାଇୟ 29:18
ପୁଣି ସହେି ଦିନ ରେ ବଧିର ପୁସ୍ତକର ବାକ୍ଯ ଶୁଣିବ ଓ ଅନ୍ଧକାର ଏବଂ କୁହୁଡ଼ି ମଧିଅରେ ଅନ୍ଧ ଦେଖିବ।
ଯିଶାଇୟ 24:14
ଏହି ଅବଶିଷ୍ଟ ପୃଥିବୀବାସୀ ସମୁଦ୍ର ଗର୍ଜନଠାରୁ ଅଧିକ ଉଚ୍ଚ ସ୍ବର ରେ ଆନନ୍ଦ ଧ୍ବନି କରିବେ। କାରଣ ସଦାପ୍ରଭୁଙ୍କ ମହିମା ହତେୁ ସମାନେେ ଏହା କରିବେ।
ଯିଶାଇୟ 22:11
ଆଉ ମଧ୍ଯ ତୁମ୍ଭମାନେେ ପୁରାତନ ପୁଷ୍କରିଣୀର ଜଳ ସଂଗ୍ରହ ନିମିତ୍ତ ନଗରୀର ଦୁଇ ପ୍ରାଚୀରର ମଧ୍ଯବର୍ତ୍ତୀ ସ୍ଥାନ ରେ ବଡ଼ ଜଳାଶଯ ଖାେଳିଲ।
ଯିଶାଇୟ 19:22
ସଦାପ୍ରଭୁ ମିଶରୀଯମାନଙ୍କୁ ଦଣ୍ଡ ଦବେେ। ଆଉ ମଧ୍ଯ ସମାନଙ୍କେୁ ସେ କ୍ଷମା ଦବେେ। ତେଣୁ ସମାନେେ ସଦାପ୍ରଭୁଙ୍କ ନିକଟକୁ ଚାଲି ଆସିବେ। ସଦାପ୍ରଭୁ ସମାନଙ୍କେର ପ୍ରାର୍ଥନା ଶୁଣିବେ ଓ ସମାନଙ୍କେୁ କ୍ଷମା ଦବେେ।
ଯିଶାଇୟ 10:20
ସହେି ସମୟରେ ଇଶ୍ରାୟେଲର ଅବଶିଷ୍ଟାଂଶ ଲୋକ ଏବଂ ଯାକୁବ ପରିବାର ଲୋକେ ପ୍ରହାରକାରୀଙ୍କ ଉପ ରେ ଆଉ ନିର୍ଭର କରିବେ ନାହିଁ। ସମାନେେ ଇଶ୍ରାୟେଲର ଧର୍ମସ୍ବରୂପ ସଦାପ୍ରଭୁଙ୍କ ଉପ ରେ ନିର୍ଭର କରିବା ଶିକ୍ଷା କରିବେ।
ଦିତୀୟ ବଂଶାବଳୀ 35:17
ଇଶ୍ରାୟେଲର ଯେଉଁ ଲୋକମାନେ ସଠାେରେ ଥିଲେ, ସମାନେେ ସାତଦିନ ପର୍ୟ୍ଯନ୍ତ ନିସ୍ତାରପର୍ବ ଓ ଖମିରବିହୀନ ପାଉଁରୋଟୀର ପର୍ବ ପାଳନ କଲେ।
ଦିତୀୟ ବଂଶାବଳୀ 31:1
ନିସ୍ତାରପର୍ବର ଉତ୍ସବ ଶଷେ ହେଲା। ନିସ୍ତାରପର୍ବ ନିମନ୍ତେ ୟିରୁଶାଲମ ରେ ଥିବା ଇଶ୍ରାୟେଲର ଲୋକମାନେ ଯିହୁଦାର ସହରଗୁଡ଼କୁ ଫରେିଗଲେ। ଏହାପରେ ସମାନେେ ସହେି ସହରଗୁଡ଼ିକରେ ଥିବା ପଥରର ମୂର୍ତ୍ତିକୁ ଭାଙ୍ଗି ଧୂଳିସାତ୍ କଲେ। ସହେି ପଥର ମୂର୍ତ୍ତିଗୁଡ଼ିକ ଭଣ୍ଡ ଦବେତାମାନଙ୍କର ପୂଜା କରିବା ନିମନ୍ତେ ବ୍ଯବହୃତ ହେଉଥିଲା। ସହେି ଲୋକମାନେ ଆଶରୋ ସ୍ତମ୍ଭଗୁଡ଼ିକୁ ମଧ୍ଯ କାଟି ପକାଇଲେ। ଆଉ ସମାନେେ ଯିହୁଦା ଓ ବିନ୍ଯାମୀନ ରେ ଥିବା ଉଚ୍ଚ ସ୍ଥାନ ଓ ୟଜ୍ଞବଦେୀଗୁଡ଼ିକୁ ନଷ୍ଟ କରି ଦେଲେ। ଲୋକମାନେ ଇଫ୍ରଯିମ୍ ଓ ମନଃଶିର ସମସ୍ତ ଅଞ୍ଚଳ ରେ ମଧ୍ଯ ସହେି ପ୍ରକାର କଲେ। ଭଣ୍ଡ ଦବେତାର ପୂଜା ଉଦ୍ଦେଶ୍ଯ ରେ ବ୍ଯବହୃତ ସମସ୍ତ ବସ୍ତୁକୁ ବିନଷ୍ଟ ନ କରିବା ପର୍ୟ୍ଯନ୍ତ ଲୋକମାନେ ଏହିପରି କାର୍ୟ୍ଯ କଲେ। ଏହାପରେ ସମସ୍ତ ଇଶ୍ରାୟେଲୀୟମାନେ ସମାନଙ୍କେର ନିଜ ସହର ଓ ଗୃହକୁ ଫରେିଗଲେ।
ଦିତୀୟ ବଂଶାବଳୀ 30:18
ଇଫ୍ରଯିମ, ମନଃଶି, ଇଷାଖର ଓ ସବୂଲୂନ୍ର ଅନକେ ଲୋକ ନିଜକୁ ଯଥାର୍ଥରୂପେ ନିସ୍ତାରପର୍ବ ନିମନ୍ତେ ପ୍ରସ୍ତୁତ କରି ନ ଥିଲେ। ସମାନେେ ନିସ୍ତାରପର୍ବକୁ ଯଥାର୍ଥରୂପେ ଯେପରି ମାଶାଙ୍କେ ବ୍ଯବସ୍ଥା ନିଯମ ରେ କୁହାୟାଇଥିଲା, ସହେିପରି ପାଳନ କଲେ ନାହିଁ। କିନ୍ତୁ ହିଜକିଯ ସହେି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। ହିଜକିଯ ଏହି ପ୍ରକା ରେ ପ୍ରାର୍ଥନା କଲେ, ହେ ସଦାପ୍ରଭୁ ପରମେଶ୍ବର, ତୁମ୍ଭେ ମଙ୍ଗଳକାରୀ ଅଟ।
ଦିତୀୟ ବଂଶାବଳୀ 30:10
ବାର୍ତ୍ତାବାହକମାନେ ଇଫ୍ରଯିମ ଓ ମନଃଶି ଅଞ୍ଚଳର ପ୍ରେତ୍ୟକକ ସହରକୁ ଗଲେ। ସମାନେେ ସବୂଲୂନ୍ର ଅଞ୍ଚଳ ପର୍ୟ୍ଯନ୍ତ ମଧ୍ଯ ଗଲେ। କିନ୍ତୁ ଲୋକମାନେ ବାର୍ତ୍ତାବାହକମାନଙ୍କ ପ୍ରତି ଅଟ୍ଟହାସ୍ଯ ଓ ବିଦ୍ରୁପ କଲେ।
ବିଚାରକର୍ତାମାନଙ୍କ ବିବରଣ 10:15
କିନ୍ତୁ ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କୁ କହିଲେ, ଆମେ ପାପ କରିଛକ୍ସ୍ଟ। ତୁମ୍ଭର ଯାହା ଇଛା ଆମ୍ଭମାନଙ୍କୁ ଦଣ୍ତ ଦିଅ। କିନ୍ତୁ ବର୍ତ୍ତମାନ ଆମ୍ଭମାନଙ୍କୁ ଉଦ୍ଧାର କର।