ହୋଶେୟ 6:5 in Oriya

ଓଡିଆ ଓଡିଆ ବାଇବେଲ ହୋଶେୟ ହୋଶେୟ 6 ହୋଶେୟ 6:5

Hosea 6:5
ଆମ୍ଭେ ସମାନଙ୍କେୁ ନିପାତ କରିବା ପାଇଁ ଭବିଷ୍ଯତ୍ବକ୍ତାମାନଙ୍କୁ ନିୟୁକ୍ତି କଲୁ ଓ ଆମ୍ଭେ ଆପଣା ଆଦେଶ ରେ ଲୋକମାନଙ୍କୁ ମୃତ୍ଯୁ ଦଲେୁ। କିନ୍ତୁ ସହେି ନିର୍ଣ୍ଣଯରୁ ନ୍ଯାଯ ସଦୃଶ ଆଲୋକ ଆସିବ।

Hosea 6:4Hosea 6Hosea 6:6

Hosea 6:5 in Other Translations

King James Version (KJV)
Therefore have I hewed them by the prophets; I have slain them by the words of my mouth: and thy judgments are as the light that goeth forth.

American Standard Version (ASV)
Therefore have I hewed them by the prophets; I have slain them by the words of my mouth: and thy judgments are `as' the light that goeth forth.

Bible in Basic English (BBE)
So I have had it cut in stones; I gave them teaching by the words of my mouth;

Darby English Bible (DBY)
Therefore have I hewed [them] by the prophets; I have slain them by the words of my mouth: and my judgment goeth forth as the light.

World English Bible (WEB)
Therefore I have cut them to pieces with the prophets; I killed them with the words of my mouth. Your judgments are like a flash of lightning.

Young's Literal Translation (YLT)
Therefore I have hewed by prophets, I have slain them by sayings of My mouth, And My judgments to the light goeth forth.

Therefore
עַלʿalal

כֵּ֗ןkēnkane
have
I
hewed
חָצַ֙בְתִּי֙ḥāṣabtiyha-TSAHV-TEE
prophets;
the
by
them
בַּנְּבִיאִ֔יםbannĕbîʾîmba-neh-vee-EEM
I
have
slain
הֲרַגְתִּ֖יםhăragtîmhuh-rahɡ-TEEM
words
the
by
them
בְּאִמְרֵיbĕʾimrêbeh-eem-RAY
of
my
mouth:
פִ֑יfee
judgments
thy
and
וּמִשְׁפָּטֶ֖יךָûmišpāṭêkāoo-meesh-pa-TAY-ha
are
as
the
light
א֥וֹרʾôrore
that
goeth
forth.
יֵצֵֽא׃yēṣēʾyay-TSAY

Cross Reference

ଯିରିମିୟ 23:29
ସଦାପ୍ରଭୁ କହନ୍ତି, ଆମ୍ଭର ବାକ୍ଯ ଅଗ୍ନି ତୁଲ୍ଯ। ପୁଣି ତାହା ପାଷାଣ ଖଣ୍ଡବିଖଣ୍ଡକାରୀ ହାତୁଡ଼ି ତୁଲ୍ଯ।

ଯିରିମିୟ 1:10
ଆଜି ଆମ୍ଭେ ତୁମ୍ଭକୁ ନାନା ଦେଶ ଓ ରାଜ୍ଯଗୁଡ଼ିକର ଦାଯିତ୍ବ ରେ ନିୟୁକ୍ତ କଲୁ। ତୁମ୍ଭେ ସେସବୁକୁ ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବ। କିନ୍ତୁ ତୁମ୍ଭେ ନିର୍ମାଣ ଓ ରୋପଣ ମଧ୍ଯ କରିବ।

ଏବ୍ରୀମାନଙ୍କ ନିକଟକୁ ପତ୍ର 4:12
ପରମେଶ୍ବରଙ୍କ ବାକ୍ଯ ଜୀବନ୍ତ ଓ କାର୍ୟ୍ଯସାଧନକ ଅଟେ। ତାହାଙ୍କର ବାକ୍ଯ ଯେ କୌଣସି ଦ୍ବିଧାର ଖଠାରୁ ମଧ୍ଯ ଅଧିକ ଧାରୁଆ। ପରମେଶ୍ବରଙ୍କ ବାକ୍ଯ ଆମ୍ଭ ପ୍ରାଣ, ଆତ୍ମା, ହାଡ଼ ଓ ମଜ୍ଜାର ସନ୍ଧିସ୍ଥଳ ଭଦେ କରିପା ରେ। ଏହା ହୃଦୟର ଚିନ୍ତା ଓ ଭାବର ବିଚାର କରେ।

ଯିରିମିୟ 5:14
ସୁତରାଂ ସୈନ୍ଯାଧିପତି ସଦାପ୍ରଭୁ ପରମେଶ୍ବର ଏହା କହନ୍ତି : ଯିରିମିୟ ଦେଖ, କାରଣ ଲୋକମାନେ ଏହିପରି କହିଥିଲେ, ଆମ୍ଭେ ତୁମ୍ଭ ପାଟି ରେ ଆମ୍ଭର ଶବ୍ଦସବୁ ରଖିଅଛୁ ଏବଂ ଏହା ଅଗ୍ନି ତୁଲ୍ଯ ହବେ। ଏହି ଦେଶ ପାଠ ସଦୃଶ ଅଗ୍ନି ସମାନଙ୍କେୁ ପୋଡ଼ିଦବେ।

ଯିହିଜିକଲ 3:9
ଯେପରି ଚକମକି ପଥର ଅପେକ୍ଷା ହୀରା କଠିନତର। ଆମ୍ଭେ ସଗେୁଡ଼ିକଠାରୁ ତୁମ୍ଭର ମୁଣ୍ଡକୁ ଶକ୍ତ କରିଅଛୁ। ତେଣୁ ଯଦିଓ ସମାନେେ ବିଦ୍ରୋହୀ, ତୁମ୍ଭେ ସମାନଙ୍କେୁ ଭୟ କର ନାହିଁ, ଏବଂ ସମାନଙ୍କେ ଚାହାଁଣି ରେ ଉଦବିଗ୍ନ ହୁଅ ନାହିଁ।

ଯିହିଜିକଲ 43:3
ମୁଁ ଯେଉଁ ଦର୍ଶନ ସଠାେ ରେ ଦେଖିଲି, ତାହା ଯେତବେେଳେ ସହରକୁ ଧ୍ବଂସ କରିବାକୁ ଆସିଲାପରି ଦଖାଯାେଉଥିଲା ଓ ମୁଁ କବାର ନଦୀ ରେ ଦେଖିଥିବା ଦର୍ଶନ ପରି ଥିଲା। ମୁଁ ଭୂମିଶାଯୀ ହାଇେ ପ୍ରଣିପାତ କଲି।

ସିଫନିୟ 3:5
ତଥାପି ପରମେଶ୍ବର ସହେି ନଗର ପ୍ରତି ଧାର୍ମିକ ଅଟନ୍ତି। ସେ କୌଣସି ଭୂଲ୍ କରନ୍ତି ନାହିଁ। ସକାଳ ପ ରେ ସକାଳ, ସେ ତାଙ୍କ ନ୍ଯାଯ ବିଗ୍ଭର କରନ୍ତି। ପ୍ରାତଃକାଳ ରେ ସେ ତାହା ନିଶ୍ଚଯ କରନ୍ତି। କିନ୍ତୁ ସହେି ମନ୍ଦ ପ୍ରକୃତିର ଲୋକମାନେ ନିଜର କରିଥିବା ମନ୍ଦ କାର୍ୟ୍ଯ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:31
ମାଶାେ ସେ ଦୃଶ୍ଯ ଦେଖି ଅତ୍ଯନ୍ତ ଆଶ୍ଚର୍ୟ୍ଯ ହାଇଗେଲେ। ତାହାକୁ ଭଲଭାବେ ଦେଖିବା ପାଇଁ ନିକଟକୁ ୟିବାବଳକେୁ ସେ ପ୍ରଭୁଙ୍କର ସ୍ବର ଶୁଣିଲେ:

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:5
କିନ୍ତୁ ତୁମ୍ଭମାନେେ କଠିନ ଓ ଅନୁତାପବିହୀନ। ତୁମ୍ଭେ ବଦଳିବା ପାଇଁ ନାରାଜ। ସେଥିପାଇଁ ତୁମ୍ଭେ ନିଜର ଦଣ୍ଡକୁ ଅଧିକରୁ ଅଧିକ ବଢ଼ାଉଛ। ଯେଉଁ ଦିନ ପରମେଶ୍ବର ନିଜର କୋରଧ ଦଖାଇବେେ, ସହେି ଦିନ ତୁମ୍ଭେ ସହେି ଦଣ୍ଡ ପାଇବ। ସହେି ଦିନ ଲୋକେ ପରମେଶ୍ବରଙ୍କର ଠିକ୍ ନ୍ଯାୟବିଚ଼ାର ଦେଖିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:16
ସେ ତାହାଙ୍କ ଡାହାଣ ହାତ ରେ ସାତାଟେି ନକ୍ଷତ୍ର ଧରିଥିଲେ। ତାହାଙ୍କ ମୁଖ ଭିତରୁ ତୀକ୍ଷ୍ଣ ଦୁଇଧାର ୟୁକ୍ତ ଖଡ୍ଗ ବାହାରି ଆସିଲା। ସେ ମଧ୍ଯାହ୍ନ ସୂର୍ୟ୍ଯଭଳି ତଜେୋମୟ ଦଖାଯାେଉଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:16
ତେଣୁ ତୁମ୍ଭେ ମନ ପରିବର୍ତ୍ତନ କର। ଯଦି ତୁମ୍ଭେ ମନ ପରିବର୍ତ୍ତନ କରିବ ନାହିଁ, ତବେେ ମୁଁ ତୁମ୍ଭ ପାଖକୁ ଶୀଘ୍ର ଆସିବି ଓ ମାରେ ମୁଖରୁ ବାହାରୁଥିବା ଖଡ୍ଗ ରେ ସହେି ଲୋକମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:15
ତେଣୁ ଯେଉଁ ଚାରି ଜଣ ଦୂତଙ୍କୁ ପୃଥିବୀର ଏକ ତୃତୀଯାଂଶ ଲୋକମାନଙ୍କର ପ୍ରାଣନାଶ କରିବାକୁ ସହେି ଘଣ୍ଟା, ଦିନ, ମାସ ଓ ସହେି ବର୍ଷ ପର୍ୟ୍ଯନ୍ତ ପ୍ରସ୍ତୁତ କରି ରଖାଯାଇଥିଲା, ସମାନଙ୍କେୁ ମୁକ୍ତ କରାଗଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:21
ଏହା ବ୍ଯତୀତ ସମାନେେ ସମାନଙ୍କେର ନରହତ୍ଯା, ଗୁଣିବିଦ୍ଯା, ୟୌନଗତପାପ କିମ୍ବା ଚୋରୀପାପ ପରିତ୍ଯାଗ କଲେ ନାହିଁ କି ସେଥିରୁ ମନ ଫରୋଇ ଅନୁତାପ କଲେ ନାହିଁ।

ଯିରିମିୟ 13:13
ତା'ପ ରେ ତୁମ୍ଭେ ସମାନଙ୍କେୁ କହିବ, 'ସଦାପ୍ରଭୁ ଏହା କହନ୍ତି, ଦେଖ ! ସମସ୍ତ ଦେଶବାସୀଙ୍କୁ, ଦାଉଦର ଭବିଷ୍ଯତ୍ ବଂଶଧରମାନଙ୍କୁ ସମସ୍ତ ଯାଜକଗଣଙ୍କୁ, ସମସ୍ତ ଭବିଷ୍ଯତବକ୍ତାଙ୍କୁ ଏବଂ ୟିରୁଶାଲମ ନିବାସୀଙ୍କୁ ଆମ୍ଭେ ମାତାଲ ଲୋକମାନଙ୍କ ପରି ଅସହାୟ କରିବା।

ଯିରିମିୟ 1:18
କାରଣ ଦେଖ, ଆଜି ତୁମ୍ଭକୁ ଆମ୍ଭେ ସମଗ୍ର ଦେଶ, ଯିହୁଦାର ରାଜଗଣ, ତହିଁର ଅଧିପତିଗଣ, ତହିଁର ଯାଜକଗଣ ଓ ଦେଶସ୍ଥ ଲୋକମାନଙ୍କ ବିରୁଦ୍ଧ ରେ ଏକ ଦୃଢ଼ ନଗର, ଲୌହସ୍ତମ୍ଭ ଓ ପିତ୍ତଳର ପ୍ରାଚୀର ସ୍ବରୂପ କଲୁ।

ଯିଶାଇୟ 58:1
ଉଚ୍ଚସ୍ବର ରେ ଘାଷେଣା କର, ସ୍ବର କ୍ଷୀଣ କର ନାହିଁ। ତୂରୀପରି ଚିତ୍କାର କର। ଆମ୍ଭ ଲୋକମାନଙ୍କୁ ସମାନଙ୍କେର ଅଧର୍ମ ବିଷଯ ରେ ଓ ଯାକୁବ ବଂଶକୁ ସମାନଙ୍କେ ପାପ ସମ୍ବନ୍ଧ ରେ ଜଣାଅ।

ପ୍ରଥମ ଶାମୁୟେଲ 13:13
ଶାମକ୍ସ୍ଟଯଲେ କହିଲେ, ତୁମ୍ଭେ ନିର୍ବୋଧ କାର୍ୟ୍ଯ କରିଛ। ତୁମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ମାନିଲ ନାହିଁ। ଯଦି ତୁମ୍ଭେ ପରମେଶ୍ବରଙ୍କ ଆଦେଶ ମାନି କାର୍ୟ୍ଯ କରିଥାନ୍ତ ତବେେ ପରମେଶ୍ବର ତକ୍ସ୍ଟମ୍ଭ ବଂଶକକ୍ସ୍ଟ ଅନନ୍ତକାଳ ପାଇଁ ଇଶ୍ରାୟେଲର ଶାସନଭାର ସଐାଦନ କରିବାକୁ ଦଇେଥାନ୍ତେ।

ପ୍ରଥମ ଶାମୁୟେଲ 15:22
କିନ୍ତୁ ଶାମକ୍ସ୍ଟଯଲେ ଉତ୍ତର ଦେଲେ, ସଦାପ୍ରଭୁଙ୍କୁ କ'ଣ ଅଧିକ ପ୍ରସନ୍ନ କଲ, ହାମବେଳି, ନବୈେଦ୍ଯ ନା ପରମେଶ୍ବରଙ୍କର ଆଦେଶଗକ୍ସ୍ଟଡିକ ପାଳନ କରିବା? ପରମେଶ୍ବର ହୃଷ୍ଟପୃଷ୍ଟ ମଷେର ବଳିଦାନଠାରକ୍ସ୍ଟ ତାଙ୍କର ଆଜ୍ଞାମାନକ୍ସ୍ଟ ଥିବା ଲୋକଠା ରେ ଅଧିକ ସନ୍ତକ୍ସ୍ଟଷ୍ଟ ହକ୍ସ୍ଟଅନ୍ତି।

ପ୍ରଥମ ରାଜାବଳୀ 14:6
ଅହିଯ ତା'ର ପାଦଶଦ୍ଦ ଦ୍ବାରଦେଶ ରେ ଶୁଣି କହିଲେ, ହେ ୟାରବିଯାମର ପତ୍ନୀ, ଭିତରକୁ ଆସ। ତୁମ୍ଭେ ଅନ୍ୟ ରୂପରେ ନିଜକୁ କିହିଁକି ଦଖାେଉଛ? ମୁଁ ଏକ ଦୁଃସମ୍ବାଦ ଦବୋପାଇଁ ତୁମ୍ଭ ନିକଟକୁ ପ୍ ରରେିତ ହାଇେଅଛି।

ପ୍ରଥମ ରାଜାବଳୀ 17:1
ଏଲିଯ ତିସ୍ବୀଯର ଭବିଷ୍ଯତ ବକ୍ତା ଗିଲିଯଦ ରେ ରାଜା ଆହାବ୍ଙ୍କୁ କହିଲେ, ଗିଲିଯଦର ପ୍ରବାସୀ ତିସ୍ବୀଯ ଏଲିଯ ଭବିଷ୍ଯଦ୍ବକ୍ତା ରାଜା ଆହାବ୍ଙ୍କୁ କହିଲେ, ମୁଁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ସବୋ କରେ। ତାଙ୍କର ଶକ୍ତି ଅନୁସାରେ ମୁଁ ପ୍ରତିଜ୍ଞା କରୁଛି ଆସନ୍ତା କିଛି ବର୍ଷ ଦେଶ ରେ କାକର କି ବୃଷ୍ଟିପାତ ହବେନାହିଁ। ଯଦି ମୁଁ ଆଦେଶ ଦିଏ ତବେେ ବର୍ଷା ହବେ।

ପ୍ରଥମ ରାଜାବଳୀ 18:17
ଆହାବ୍ ଏଲିଯଙ୍କୁ ପଚାରିଲେ, ତୁମ୍ଭେ କ'ଣ ସହେି, ଯେ ଇଶ୍ରାୟେଲର ଦୁଃଖର କାରଣ?

ପ୍ରଥମ ରାଜାବଳୀ 19:17
ତହିଁରେ ଯେଉଁ ଲୋକ ହସାଯଲରେ ଖଡ୍ଗରୁ ବଞ୍ଚିବ ଯହେୂ ତାକୁ ବଧ କରିବ ଓ ଯେ ଯହେୂର ଖଡ୍ଗରୁ ବଞ୍ଚିବ ତାହାକୁ ଇଲୀଶାୟ ବଧ କରିବ।

ଦିତୀୟ ରାଜାବଳୀ 1:16
ତହୁଁ ଏଲିଯ ରାଜାଙ୍କୁ କହିଲେ, ଇଶ୍ରାୟେଲ ରେ କ'ଣ ପରମେଶ୍ବର ନାହାଁନ୍ତି? ତୁମ୍ଭେ ଇକୋର୍ଣ ଦବେତା ବାଲ୍-ସବୂବଠାରୁ ପ୍ରଶ୍ନ ପଗ୍ଭରିବାକୁ, କିହିଁକି ଦୂତ ପଠାଇଲ? ତୁମ୍ଭର ଏହି କାର୍ୟ୍ଯ ଯୋଗୁଁ ତୁମ୍ଭେ ଶୟ୍ଯାରୁ ଆଉ ଉଠିବ ନାହିଁ, ସହେିଠା ରେ ତୁମ୍ଭେ ମରିବ। ସଦାପ୍ରଭୁ ଏହିସବୁ ବାକ୍ଯଗୁଡିକ କହିଲେ।

ଦିତୀୟ ବଂଶାବଳୀ 21:12
ଯିହାରୋମ୍ ଭବିଷ୍ଯତ୍ବକ୍ତା ଏଲୀଯଙ୍କଠାରୁ ଏକ ବାର୍ତ୍ତା ପାଇଲେ। ସହେି ବାର୍ତ୍ତା ରେ ଏହିପରି ଲଖାେଥିଲା : ସଦାପ୍ରଭୁ ପରମେଶ୍ବର ଏହିକଥା କହନ୍ତି। ତୁମ୍ଭ ପିତା ଦାଉଦ ଯାହାଙ୍କର ଅନୁଗମନ କରିଥିଲେ, ଏ ସହେି ପରମେଶ୍ବର ଅଟନ୍ତି। ସଦାପ୍ରଭୁ କହନ୍ତି, 'ଯିହାରୋମ୍, ତୁମ୍ଭ ପିତା ଯିହାଶାଫେଟ୍ ଯେଉଁ ପ୍ରକାର ଜୀବନୟାପନ କରିଥିଲେ, ତୁମ୍ଭେ ସେ ପ୍ରକାର କରି ନାହଁ। ଯିହୁଦାର ରାଜା ଆସା ଯେ ପ୍ରକାର ଜୀବନୟାପନ କରିଥିଲେ, ତୁମ୍ଭେ ସପରେି ଜୀବନୟାପନ କରି ନାହଁ।

ଆୟୁବ ପୁସ୍ତକ 34:10
ତୁମ୍ଭମାନେେ ବୁଝାମଣା ସମ୍ପନ୍ନ ମଣିଷ ମାେ କଥା ଶୁଣ। କୌଣସି ମନ୍ଦ କାର୍ୟ୍ଯ କରିବା ଅର୍ଥାତ୍ ପରମେଶ୍ବରଙ୍କ ଦ୍ବାରା ଅସମ୍ଭବ! ସର୍ବଶକ୍ତିମାନ ପରମେଶ୍ବର କୌଣସି ଭୁଲ କରନ୍ତି ନାହିଁ।

ଗୀତସଂହିତା 37:6
ତୁମ୍ଭର ସାଧୁତା ଓ ନ୍ଯାଯପ୍ରିଯତା ମଧ୍ଯାହ୍ନର ସୂର୍ୟ୍ଯ କିରଣ ଭଳି ଉଜ୍ଜ୍ବଳ ଆ ଲୋକ ପ୍ରଦାନ କରୁ।

ଗୀତସଂହିତା 119:120
ତୁମ୍ଭ ପ୍ରତି ଭୟ ଯୋଗୁଁ ମୁଁ ଥରେ। ମୁଁ ତୁମ୍ଭର ବ୍ଯବସ୍ଥାକୁ ଭୟ କରେ ଓ ସମ୍ମାନ କରେ।

ଯିଶାଇୟ 11:4
ସେ ସାଧୁ ଓ ନିରପେକ୍ଷ ରହିବେ, ଯେତବେେଳେ ଗରୀବ ଏବଂ ଅସହାୟ ଲୋକଙ୍କର ବିଚାର କରୁଥିବେ। ସେ ଯେତବେେଳେ ଲୋକଙ୍କୁ ଦଣ୍ଡ ଦବୋକୁ ସ୍ଥିର କରିବ, ସେତବେେଳେ ସମାନେେ ଦଣ୍ଡିତ ହବେେ।

ଆଦି ପୁସ୍ତକ 18:25
ନିଶ୍ଚଯ ତୁମ୍ଭେ ଭଲ ଲୋକଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ବଂସ କରିବ ନାହିଁ। ଯଦି ଏହା ହୁଏ, ତବେେ ଦୁଷ୍ଟ ଓ ଧାର୍ମିକ ଲୋକ ସମାନ ଭାବରେ ଗଣାଯିବେ। କଣ ସାରା ପୃଥିବୀର ବିଚାରକର୍ତ୍ତା ଯାହା ନ୍ଯାଯ, ତାହା କରିବେ ନାହିଁ।