Hosea 5:12
କୀଟ ବସ୍ତ୍ରକୁ ନଷ୍ଟ କଲାପରି ଆମ୍ଭେ ଇଫ୍ରଯିମକୁ ଧ୍ବଂସ କରିବା। ଆମ୍ଭେ ଯିହୁଦାକୁ ସଢାଇ ଦବୋ।
Hosea 5:12 in Other Translations
King James Version (KJV)
Therefore will I be unto Ephraim as a moth, and to the house of Judah as rottenness.
American Standard Version (ASV)
Therefore am I unto Ephraim as a moth, and to the house of Judah as rottenness.
Bible in Basic English (BBE)
And so to Ephraim I am like a wasting insect, and a destruction to the children of Judah.
Darby English Bible (DBY)
And I will be unto Ephraim as a moth, and to the house of Judah as rottenness.
World English Bible (WEB)
Therefore I am to Ephraim like a moth, And to the house of Judah like rottenness.
Young's Literal Translation (YLT)
And I `am' as a moth to Ephraim, And as a rotten thing to the house of Judah.
| Therefore will I | וַאֲנִ֥י | waʾănî | va-uh-NEE |
| be unto Ephraim | כָעָ֖שׁ | kāʿāš | ha-ASH |
| moth, a as | לְאֶפְרָ֑יִם | lĕʾeprāyim | leh-ef-RA-yeem |
| and to the house | וְכָרָקָ֖ב | wĕkārāqāb | veh-ha-ra-KAHV |
| of Judah | לְבֵ֥ית | lĕbêt | leh-VATE |
| as rottenness. | יְהוּדָֽה׃ | yĕhûdâ | yeh-hoo-DA |
Cross Reference
ଯିଶାଇୟ 51:8
କାରଣ ସମାନେେ ଜୀର୍ଣ୍ଣ ବସ୍ତୁ ସଦୃଶ ଓ କୀଟ ସମାନଙ୍କେୁ ଖାଇ ପକାଇବ ଓ ପୋକ ପଶମ ବସ୍ତୁକୁ ଖାଇଲା ପରି ସମାନଙ୍କେୁ ଖାଇ ପକାଇବ। ମାତ୍ର ଆମ୍ଭର ଧର୍ମ ଅନନ୍ତକାଳସ୍ଥାଯୀ ହବେ ଓ ଆମ୍ଭର ପରିତ୍ରାଣ ଚିରକାଳ ବିରାଜିତ ହବେ।
ଆୟୁବ ପୁସ୍ତକ 13:28
ତେଣୁ ମୁଁ ଧୀ ରେ ଧୀ ରେ ଦୁର୍ବଳ ହାଇେ ପଡ଼ୁଅଛି ଖଣ୍ଡେ ପଚା କାଠପରି ଚଥା ଖଣ୍ଡେ ପୋକଖିଆ କପଡ଼ା ପରି।
ହିତୋପଦେଶ 12:4
ଗୁଣବତୀ ସ୍ତ୍ରୀ ଆପଣା ସ୍ବାମୀର ମୁକୁଟ ସ୍ବରୂପ। ଲଜ୍ଜାଦାଯିନୀ ସ୍ତ୍ରୀ ତା'ର ହାତ ସବୁର କ୍ଷଯ ସ୍ବରୂପ।
ଯିଶାଇୟ 50:9
ଦେଖ, ସଦାପ୍ରଭୁ, ମାରେ ପ୍ରଭୁ ମାେତେ ସାହାୟ୍ଯ କରିବେ। ତେଣୁ କିଏ ମାେତେ ଦୋଷୀ କରିବ ? ସମାନେେ ସମସ୍ତେ ଜୀର୍ଣ୍ଣ ବସ୍ତ୍ର ସଦୃଶ ହବେେ ଓ କୀଟ ସଗେୁଡ଼ିକୁ ଗ୍ରାସ କରିବ।
ଯୂନସ 4:7
ପରଦିନ ପ୍ରଭାତ ରେ ପରମେଶ୍ବର ସହେି ଗଛକୁ ଖାଇଦବୋକୁ ଗୋଟିଏ କୀଟ ପଠାଇଲେ। ସହେି କୀଟ ଗଛଟିକୁ ଖାଇଲା ଓ ଗଛ ମରିଗଲା।
ମାର୍କଲିଖିତ ସୁସମାଚାର 9:43
ଯଦି ତୁମ୍ଭର ହାତ ତୁମ୍ଭକୁ ପାପ କରାଏ, ତବେେ ତାକୁ କାଟିଦିଅ।