Hosea 4:5
ତୁମ୍ଭ ଯାଜକମାନଙ୍କର ଦିନ ରେ ସ୍ଖଳନ ଘଟିବ ଓ ରାତ୍ରି ରେ ଭବିଷ୍ଯତ୍ବକ୍ତାମାନଙ୍କର ମଧ୍ଯ ତୁମ୍ଭ ସହିତ ସ୍ଖଳନ ଘଟିବ ଏବଂ ଆମ୍ଭେ ତୁମ୍ଭମାନଙ୍କର ମାଆଙ୍କୁ ବିନାଶ କରିବା।
Hosea 4:5 in Other Translations
King James Version (KJV)
Therefore shalt thou fall in the day, and the prophet also shall fall with thee in the night, and I will destroy thy mother.
American Standard Version (ASV)
And thou shalt stumble in the day, and the prophet also shall stumble with thee in the night; and I will destroy thy mother.
Bible in Basic English (BBE)
You will not be able to keep on your feet by day, and by night the prophet will be falling down with you, and I will give your mother to destruction.
Darby English Bible (DBY)
And thou shalt stumble by day; and the prophet also shall stumble with thee by night: and I will destroy thy mother.
World English Bible (WEB)
You will stumble in the day, And the prophet will also stumble with you in the night; And I will destroy your mother.
Young's Literal Translation (YLT)
And thou hast stumbled in the day, And stumbled hath also a prophet with thee in the night, And I have cut off thy mother.
| Therefore shalt thou fall | וְכָשַׁלְתָּ֣ | wĕkāšaltā | veh-ha-shahl-TA |
| day, the in | הַיּ֔וֹם | hayyôm | HA-yome |
| and the prophet | וְכָשַׁ֧ל | wĕkāšal | veh-ha-SHAHL |
| also | גַּם | gam | ɡahm |
| fall shall | נָבִ֛יא | nābîʾ | na-VEE |
| with | עִמְּךָ֖ | ʿimmĕkā | ee-meh-HA |
| thee in the night, | לָ֑יְלָה | lāyĕlâ | LA-yeh-la |
| destroy will I and | וְדָמִ֖יתִי | wĕdāmîtî | veh-da-MEE-tee |
| thy mother. | אִמֶּֽךָ׃ | ʾimmekā | ee-MEH-ha |
Cross Reference
ହୋଶେୟ 2:2
ମା'ଙ୍କ ସହିତ ୟୁକ୍ତି କର। କାରଣ ସେ ଆମ୍ଭର ସ୍ତ୍ରୀ ନୁହେଁ କି ଆମ୍ଭେ ତା'ର ସ୍ବାମୀ ନୁହଁ। ବେଶ୍ଯା ପରି ନ ହବୋକୁ ତାଙ୍କୁ କୁହ। ତାଙ୍କୁ କୁହ ଯେଉଁ ପ୍ ରମେିକମାନଙ୍କୁ ହୃଦଯ ରେ ସ୍ଥାନ ଦଇେଛନ୍ତି ସମାନଙ୍କେୁ ଦୂ ରଇେ ଦିଅନ୍ତୁ।
ଯିରିମିୟ 15:8
ମାେ ଉପସ୍ଥିତି ରେ ସମାନଙ୍କେର ବିଧବାମାନେ ସମୁଦ୍ରର ବାଲି ପରି ବହୁ ସଂଖ୍ଯକ ହବେେ। ମୁଁ ୟୁବକମାନଙ୍କର ମାତାମାନଙ୍କ ନିକଟକୁ ମଧ୍ଯାହ୍ନ ରେ ଏକ ବିନାଶକ ଆଣିବି, ସମାନେେ ହଠାତ୍ ଭୟ ଓ ଆତଙ୍କିତ ହବେେ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:26
କିନ୍ତୁ ସ୍ବର୍ଗସ୍ଥ ୟିରୁଶାଲମ ସ୍ବାଧୀନ ଅଟେ। ସେ ଆମ୍ଭର ମାତା।
ଯିଖରିୟ 13:2
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ଆମ୍ଭେ ଦେଶରୁ ମୂର୍ତ୍ତି ବିନଷ୍ଟ କରିଦବୋ। ଏପରିକି ଲୋକମାନେ ସମାନଙ୍କେର ନାମକୁ ସ୍ମରଣ କରିବେ ନାହିଁ। ଆଉ ମଧ୍ଯ ଆମ୍ଭେ ସମସ୍ତ ଭବିଷ୍ଯଦ୍ବକ୍ତାଗଣ ଓ ଅପବିତ୍ର ଆତ୍ମାଗୁଡିକୁ ପୃଥିବୀରୁ ବି ଲୋପ କରିବା।
ଯିଖରିୟ 11:8
ଆମ୍ଭେ ଏକମାସ ମଧିଅରେ ତିନିଜଣ ମଷେପାଳକଙ୍କୁ ଧ୍ବଂସ କଲୁ। ଆମ୍ଭେ ସମାନଙ୍କେ ଉପ ରେ ଅର୍ଧୈୟ୍ଯ ଥିଲୁ ଏବଂ ସମାନେେ ଆମ୍ଭକୁ ଘୃଣା କଲେ।
ମୀଖା 3:5
କେତକେ ଭବିଷ୍ଯତ୍ବକ୍ତା ସଦାପ୍ରଭୁଙ୍କ ଲୋକଙ୍କୁ ମିଥ୍ଯା ବାକ୍ଯ କୁହନ୍ତି। ସଦାପ୍ରଭୁ ସହେି ଭବିଷ୍ଯତ୍ବକ୍ତାମାନଙ୍କ ସମ୍ବନ୍ଧ ରେ ଏହି କଥା କୁହନ୍ତି,
ହୋଶେୟ 9:7
ଭବିଷ୍ଯଦ୍ବକ୍ତା କହନ୍ତି, ଇଶ୍ରାୟେଲ ଏହି ନୀତିଗୁଡିକ ଶିକ୍ଷାକର। ଦଣ୍ତ ପାଇବା ସମୟ ଆସିୟାଇଛି। ତୁମ୍ଭେ ଯେଉଁ ମନ୍ଦ କାର୍ୟ୍ଯ କରିଥିଲ ତା'ର ଫଳ ପାଇବା ସମୟ ଆସି ୟାଇଛି। କିନ୍ତୁ ଇଶ୍ରାୟେଲର ଲୋକେ କହନ୍ତି, ଭବିଷ୍ଯଦ୍ବକ୍ତା ଜଣେ ନିର୍ ବୋଧ। ପରମେଶ୍ବରଙ୍କ ଆତ୍ମା ସହିତ ଏହି ବ୍ଯକ୍ତି ପାଗଳ। ଭବିଷ୍ଯଦ୍ବକ୍ତା କହନ୍ତି, ତୁମ୍ଭମାନେେ ତୁମ୍ଭମାନଙ୍କ ଜଘନ୍ଯ ପାପ ଲାଗି ଦଣ୍ତିତ ହବେ। ତୁମ୍ଭମାନଙ୍କ ଘୃଣା ଭାବ ଯୋଗୁଁ ଦଣ୍ତିତ ହବେ।
ଯିହିଜିକଲ 16:44
ଯେଉଁ ଲୋକମାନେ ପ୍ରବଚନ ବ୍ଯବହାର କରନ୍ତି, ତୁମ୍ଭ୍ ଉପ ରେ ଏହା ପ୍ରଯୋଗ କରିବେ। 'ମାଆ ଗୁଣେ ଝିଅ।'
ଯିହିଜିକଲ 14:7
ଯଦି କୌଣସି ଇଶ୍ରାୟେଲୀୟ କିମ୍ବା ଇଶ୍ରାୟେଲୀୟମାନଙ୍କ ସହିତ ବାସ କରୁଥିବା କୌଣସି ବ୍ଯକ୍ତି ମାେତେ ପରିତ୍ଯାଗ କରେ ଏବଂ ତା'ର ହୃଦଯକୁ ମୂର୍ତ୍ତିମାନଙ୍କଠା ରେ ଲଗାଏ, ତା' ପାଇଁ ତା'ର ପାପ ଏକ ବାଧା ହୁଏ ଏବଂ ତା'ପ ରେ ସେ ଭବିଷ୍ଯତବକ୍ତାମାନଙ୍କୁ ପଚାରିବା ପାଇଁ ୟାଏ, ମୁଁ ନିଜେ ସଦାପ୍ରଭୁ ତାକୁ ଉତ୍ତର ଦବେି।
ଯିହିଜିକଲ 13:9
ଯେଉଁ ଭବିଷ୍ଯଦବକ୍ତାମାନେ ମିଥ୍ଯା ଦର୍ଶନ ପାଇବାର ବାହାନା କରନ୍ତି ଓ ମିଥ୍ଯା ଅଲୌକିକ ଶକ୍ତି ଘାଷେଣା କରନ୍ତି, ମାରେ ହସ୍ତ ସମାନଙ୍କେ ବିରୁଦ୍ଧ ରେ ୟିବ, ସମାନେେ ମାେ ଲୋକମାନଙ୍କ ମନ୍ତ୍ରୀ ସଭା ରେ ରହିବେ ନାହିଁ। ଇଶ୍ରାୟେଲର ପରିବାର ତାଲିକା ରେ ସମାନଙ୍କେର ନାମଗୁଡ଼ିକ ତାଲିକାଭୁକ୍ତ ହବେ ନାହିଁ। ଏବଂ ଇଶ୍ରାୟେଲ ଦେଶ ରେ ସମାନେେ ପ୍ରବେଶ କରିବେ ନାହିଁ। ତାହା ହେଲେ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।
ଯିରିମିୟ 50:12
କିନ୍ତୁ ତୁମ୍ଭମାନଙ୍କର ମାତା ଅତିଶଯ ଲଜ୍ଜିତା ହବେ, ତୁମ୍ଭମାନଙ୍କର ପ୍ରସବକାରିଣୀ ହତାଶ ହବେେ। ବାବିଲ ଗୋଷ୍ଠୀଗଣ ମଧିଅରେ ନ୍ଯୁନ ହବେ। ଆଉ ସେ ପ୍ରାନ୍ତର ଶୁଷ୍କସ୍ଥାନ ଓ ମରୁଭୂମି ହବେ।
ଯିରିମିୟ 23:9
ଭବିଷ୍ଯଦବକ୍ତାମାନଙ୍କ ପ୍ରତି ବାର୍ତ୍ତା। ମାରେ ଅନ୍ତରସ୍ଥ ହୃଦଯ ଭଗ୍ନ ହାଇେଅଛି। ମାରେ ଅସ୍ଥିସବୁ କୁଅଛି। ସଦାପ୍ରଭୁ ଓ ତାଙ୍କ ପବିତ୍ର ବାକ୍ଯ ହତେୁ ମୁଁ ମତ୍ତ ଲୋକ ତୁଲ୍ଯ ଓ ଦ୍ରାକ୍ଷାରସ ରେ ପରାଜିତ ତୁଲ୍ଯ ହାଇେଅଛି।
ଯିରିମିୟ 14:15
ଏଣୁ ଯେଉଁ ଭବିଷ୍ଯଦବକ୍ତାମାନେ ଆମ୍ଭ ନାମ ରେ ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି ଓ ଆମ୍ଭେ ସମାନଙ୍କେୁ ପ୍ ରରଣେ ନ କଲେ ହେଁ ସମାନେେ କହନ୍ତି, ଏ ଦେଶ ରେ ଖଡ୍ଗ ଓ ଦୁର୍ଭିକ୍ଷ ଉପସ୍ଥିତ ହବେ ନାହିଁ, ସହେିମାନଙ୍କ ବିଷଯ ରେ ସଦାପ୍ରଭୁ କହନ୍ତି,' ସହେି ଭବିଷ୍ଯଦବକ୍ତାମାନେ ଖଡ୍ଗ ଓ ଦୁର୍ଭିକ୍ଷ ଦ୍ବାରା ବିନଷ୍ଟ ହବେେ।
ଯିରିମିୟ 8:10
ତେଣୁ ଆମ୍ଭେ ସମାନଙ୍କେର ସ୍ତ୍ରୀମାନଙ୍କୁ ଅନ୍ୟମାନଙ୍କୁ ଦବୋ ଓ ସମାନଙ୍କେର କ୍ଷେତ୍ରକୁ ଅନ୍ୟମାନଙ୍କ ଅଧିକାରକୁ ଦବୋ। କାରଣ ଇଶ୍ରାୟେଲ କ୍ଷୁଦ୍ରଠାରୁ ମହାନ୍ ଲୋକ ପର୍ୟ୍ଯନ୍ତ ସମସ୍ତେ ଲୋଭାସକ୍ତ ଆଉ ଭବିଷ୍ଯଦବକ୍ତାଠାରୁ ଆରମ୍ଭ କରି ଯାଜକ ପର୍ୟ୍ଯନ୍ତ ସମସ୍ତେ ମିଥ୍ଯାଚରଣ କରନ୍ତି।
ଯିରିମିୟ 6:12
ଆଉ ସମାନଙ୍କେ ଗୃହ, ସମାନଙ୍କେର କ୍ଷେତ୍ର ଓ ସମାନଙ୍କେର ସ୍ତ୍ରୀ ଅନ୍ୟମାନଙ୍କୁ ଦିଆୟିବ। କାରଣ ସଦାପ୍ରଭୁ କହନ୍ତି ଆମ୍ଭେ ଯିହୁଦାର ଲୋକମାନଙ୍କୁ ଶାସ୍ତି ଦବୋ ପାଇଁ ଆମ୍ଭର ହସ୍ତ ସମାନଙ୍କେ ଉପ ରେ ବିସ୍ତାର କରିବା।
ଯିରିମିୟ 6:4
ତୁମ୍ଭମାନେେ ୟିରୁଶାଲମ ବିରୁଦ୍ଧ ରେ ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ଉଠ, ଆମ୍ଭମାନେେ ମଧ୍ଯାହ୍ନ ରେ ଆକ୍ରମଣ କରିବା। ହାୟ, କାରଣ ଦିନର ଅବସାନ ହେଉଅଛି। ସନ୍ଧ୍ଯାକାଳର ଛାଯା ଦୀର୍ଘ ହେଉଅଛି।
ଯିଶାଇୟ 50:1
ସଦାପ୍ରଭୁ ଏହିକଥା କୁହନ୍ତି, ହେ ଇଶ୍ରାୟେଲର ପୁତ୍ରଗଣ, ତୁମ୍ଭମାନେେ ଭାବୁଛ ଆମ୍ଭେ ତୁମ୍ଭର ମାତା ୟିରୁଶାଲମକୁ ତ୍ଯାଗ କରିଅଛୁ। ପ୍ରମାଣ ସ୍ବରୂପ ସେ ଛାଡ଼ପତ୍ର କାହିଁ ଅଥବା ଆମ୍ଭ ମହାଜନମାନଙ୍କ ମଧ୍ଯରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରଯ କରିଅଛୁ ? ଏଠା ରେ ଦେଖ, ତୁମ୍ଭମାନେେ ନିଜର ଅପରାଧ ପାଇଁ ବିକ୍ରୀ ହାଇେଥିଲ ଏବଂ ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭମାନଙ୍କର ମାତା ତୁମ୍ଭମାନଙ୍କୁ ପରିତ୍ଯକ୍ତା ହାଇେଥିଲେ।
ଯିଶାଇୟ 9:13
ପରମେଶ୍ବର ଦଣ୍ଡ ଦେଲେ ମଧ୍ଯ ସମାନେେ ପାପ କରିବାରୁ ନିବୃତ୍ତ ହବେ ନାହିଁ। ସମାନେେ ତାଙ୍କ ନିକଟକୁ ଫରେିବେ ନାହିଁ କିଅବା ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଅନୁସରଣ କରିବେ ନାହିଁ।